Daily Archives

February 17, 2021

ରିଲିଜ୍ ହେଲା ପ୍ରଭାସଙ୍କ ରାଧେଶ୍ୟାମ ଫିଲ୍ମର ଟିଜର: ଗୋଟିଏ ଦୃଶ୍ୟ ପାଇଁ ଖର୍ଚ୍ଚ ହୋଇଛି ୧ କୋଟି ୬ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ରିଲିଜ ହୋଇଛି ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ରାଧେଶ୍ୟାମର ଟିଜର । ଏଥିରେ ବେଶ ରୋମାଂଟିକ ଅନ୍ଦାଜରେ ନଜର ଆସୁଛନ୍ତି ବାହୁବଳୀ ହିରୋ । ଟିଜରର ଆରମ୍ଭ ଏକ ରେଳଷ୍ଟେସନରୁ ହୋଇଛି । ଜଙ୍ଗଲ ଘାଟି ଦେଇ ଟ୍ରେନଟି ଆସୁଥିବା ବେଳେ ପୂଜା ହେଗେଡଙ୍କ ସହ ବେଶ ରୋମାଂଟିକ ଅନ୍ଦାଜରେ…
ଅଧିକ ଖବର ଦେଖନ୍ତୁ...

ସାଂସ୍କୃତିକ କାର୍ଯ୍ୟକ୍ରମ ସାରି ଫେରିବା ବାଟରେ ଓଲଟିଲା ଟ୍ରାକ୍ଟର, ଦେଢ଼ ବର୍ଷର ଶିଶୁ ଓ ମହିଳାଙ୍କ ସମେତ ୪ ମୃତ

ବାରିପଦା/ସାରସକଣା: ମୟୂରଭଂଜ ଜିଲ୍ଲା ଝାରପୋଖରିଆ ଥାନା ମୁରୁଣିଆରୁ ସରସ୍ବତୀ ପୂଜା କାର୍ଯ୍ୟକ୍ରମ ସାରି ଟ୍ରାକ୍ଟରରେ ବାଗବୁଡ଼ା ଫେରୁଥିଲେ। ମାତ୍ର ବିଧିର ବିଧାନ ଥିଲା କିଛି ଅଲଗା। ଢିପାସାହି ନିକଟରେ ଓଲଟିଲା ଟ୍ରାକ୍ଟର। ରାସ୍ତାରୁ ପ୍ରାୟ ୧୫ ଫୁଟ ତଳେ ଥିବା ବିଲକୁ ଟ୍ରାକ୍ଟର ଓଲଟିବା…
ଅଧିକ ଖବର ଦେଖନ୍ତୁ...

ରାହୁଲ ବାହା ହେଲେ ଅଢେଇ ଲକ୍ଷ ମିଳିବ, କିନ୍ତୁ ମାନିବାକୁ ପଡ଼ିବ ଏହି ସର୍ତ୍ତ

ନୂଆଦିଲ୍ଲୀ:ନିଜର ଖୋଲା ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ଆରପିଆଇ(ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ)ର ଅଧ୍ୟକ୍ଷ ତଥା କେନ୍ଦ୍ର ମନ୍ତ୍ରୀ ରାମଦାସ ଆଠବଲେ ରାହୁଲ ଗାନ୍ଧୀଙ୍କୁ ବିବାହ କରିବାକୁ ପରାମର୍ଶ ଦେଇଛନ୍ତି | 'ଆମେ ଦୁଇ, ଆମର ଦୁଇ' ବୟାନ ଦେଇ ଚର୍ଚ୍ଚାକୁ ଆସିଥିବା କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ଠାରୁ ପ୍ରେରଣା ପାଇବେ। ଶତ୍ରୁଙ୍କୁ ଜୟ କରିବେ। ଛାତ୍ରଛାତ୍ରୀଙ୍କୁ ପଢ଼ା କ୍ଷେତ୍ରରେ ଲାଭ ମିଳିବାର ଯୋଗ ରହିଛି। ବୃଷ: ଆଧୢାତ୍ମିକ ଭାବନାରେ ସମୟ ବିତିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଦାମ୍ପତ୍ୟ ସମ୍ବନ୍ଧରେ ସୁଖ ଭରି ରହିବ। ଆବଶ୍ୟକତା…
ଅଧିକ ଖବର ଦେଖନ୍ତୁ...

ସ୍ବାଧୀନତା ପରେ ଫାଶୀ ପାଉଥିବା ପ୍ରଥମ ମହିଳା ହେବେ ଶବନମ, ପରିବାରର ୭ଜଣ ସଦସ୍ୟଙ୍କୁ କରିଥିଲେ ହତ୍ୟା

ମଥୁରା: ଆମ୍ରୋହା ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଉତ୍ତରପ୍ରଦେଶର ଶବନମ୍ ସ୍ବାଧୀନତା ପରେ ଫାଶୀ ପାଉଥିବା ପ୍ରଥମ ମହିଳା ହେବେ। ଶବନମ୍ ନିଜ ପରିବାରର ୭ଜଣ ସଦସ୍ୟଙ୍କୁ ହତ୍ୟା କରିଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ତାଙ୍କୁ ଫାଶୀ ଦେବା ପାଇଁ ମଥୁରା ଜେଲ ପ୍ରଶାସନ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲିଠାରୁ ବିଧାନସଭାର ବଜେଟ ଅଧିବେଶନ : କୋଟିଆ ଓ ବାଇ ଲ’ ପ୍ରସଙ୍ଗରେ ସରଗରମ ହୋଇପାରେ ଗୃହ

ଭୁବନେଶ୍ବର: ଆସନ୍ତାକାଲି ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ। ଏଥିଲାଗି ପ୍ରମୁଖ ରାଜନୈତିକ ଦଳଗୁଡ଼ିକର ବିଧାୟକମାନଙ୍କ ବୈଠକ ଅନୁଷ୍ଠିତ ହୋଇ ରଣନୀତି ପ୍ରସ୍ତୁତ ହୋଇଛି। ଅନ୍ୟ ପକ୍ଷରେ ଗୃହର ସୁପରିଚାଳନା ଲାଗି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି ।…
ଅଧିକ ଖବର ଦେଖନ୍ତୁ...

ବିଏମସି ଆରମ୍ଭ କରିବ ହ୍ୱିଲ ଅଫ କାଇଣ୍ଡନେସ୍ ସେବା, ମାଗଣାରେ ମିଳିବ ବସ୍ତ୍ର

ଭୁବନେଶ୍ୱର: ରାଜଧାନୀରେ ଆରମ୍ଭ ହେବ ହ୍ୱିଲ ଅଫ କାଇଣ୍ଡନେସ ସେବା | ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ଭୁବନେଶ୍ୱରରେ ଏହି ସେବା ଆରମ୍ଭ କରାଯିବ | ଏହି ସେବା ମାଧ୍ୟମରେ ଗରିବ ଲୋକ ଯେଉଁମାନେ ଦୋକାନରୁ ବସ୍ତ୍ର କିଣି ପିନ୍ଧିପାରୁନାହାନ୍ତି ସେମାନଙ୍କୁ ମାଗଣାରେ ବସ୍ତ୍ର ପ୍ରଦାନ…
ଅଧିକ ଖବର ଦେଖନ୍ତୁ...

ବିଏସଏଫ୍ ତରଫରୁ ମାଗଣା ସ୍ବାସ୍ଥ୍ୟ ସେବା

ଗୋବିନ୍ଦପାଲ୍ଲୀ: ମାଲକାନଗିରି ଜିଲ୍ଲାର ଗୋବନ୍ଦପାଲ୍ଲୀ ଠାରେ ଅବସ୍ଥାପିତ ୧୫୧ ବିଏସଏଫ ବାଟାଲିୟନ ତରଫରୁ କମଳାପଦର ଗ୍ରାମରେ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଆଖପାଖ ୫ଟି ଗ୍ରାମର ଶତାଧିକ ମହିଳା,ପୁରୁଷ ଏବଂ ଶିଶୁମାନେ ଏହି ସ୍ବାସ୍ଥ୍ୟ ଶିବିରରେ ଉପସ୍ଥିତ ରହି ନିଜର…
ଅଧିକ ଖବର ଦେଖନ୍ତୁ...

ପୁଣି ୧୧କେଭି ବିଦ୍ୟୁତ ତାର ଛିଣ୍ଡିଲା, ଜଙ୍ଗଲକୁ ନିଆଁ ବ୍ୟାପିଲା

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ରାଇସୁଆଁ ଗ୍ରାମ ଖଣ୍ଡାଧୂଆ ନାଳ ନିକଟ ମହାନ୍ତ ସାହିରେ ଉଚ୍ଚଶକ୍ତି ସମ୍ପନ୍ନ ୧୧କେଭି ବିଦ୍ୟୁତ ତାର ଛିଣ୍ଡି ପଡିଛି। ଗତକାଲି ରାତି ପ୍ରାୟ ସାଢେ ନଅଟା ବେଳେ ହଠାତ ତାରଟି ଛିଣ୍ଡି ପଡିବାରୁ ଘଟଣାସ୍ଥଳରେ ନିଆଁ ଲାଗିଯାଇଥିଲା। ନିଆଁରେ ପଡୋଶୀ…
ଅଧିକ ଖବର ଦେଖନ୍ତୁ...

ଘରେ ପଶି ଲୁଟି ନେଇଥିଲେ ମନି ପର୍ସ, ଜେଲଗଲେ ୩ ଲୁଟେରା

ଧଉଳି: ଭୁବନେଶ୍ବର ଉପକଣ୍ଠ ଧଉଳି ଥାନା ପୁଲିସ ଛିନତାଇ ଓ ଲୁଟ ମାମଲାରେ ଆଜି ୩ ଜଣ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟରେ ସେମାନଙ୍କ ଜାମିନ ଆବେଦନ ନାମଂଜୁର ହେବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ୩ ଜଣଯାକ ଲୁଟେରାଙ୍କ  ବିରୋଧରେ ଧଉଳି ଥାନାରେ…
ଅଧିକ ଖବର ଦେଖନ୍ତୁ...