Daily Archives

February 18, 2021

ଅଜଣା ରୋଗର ଶିକାର ହୋଇ ପଙ୍ଗୁ ହେଲେ ସୂର୍ଯ୍ୟମଣି, ଚିକିତ୍ସାରେ ଅର୍ଥ ବାଧକ

ମାଲକାନଗିରି: ମାଲକାନଗିରି ବ୍ଲକ ଅନ୍ତର୍ଗତ ପାଣ୍ଡ୍ରିପାଣି ଗ୍ରାମର ହରିଶ୍ଚନ୍ଦ୍ର ଶିଶା ଏବଂ ଲଛୁବତି ଶିଶାଙ୍କର ଏକ ସୁଖି ପରିବାର ଥିଲା। ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ। ପରିବାରରେ ସବୁ ଠିକଠାକ ଚାଲିଥିଲା। ତେବେ ହଠାତ ହରିଶ୍ଚନ୍ଦ୍ରଙ୍କ ପରିବାରରେ ଏକ ବିପଦ ଘନେଇ ଆସିଲା।…
ଅଧିକ ଖବର ଦେଖନ୍ତୁ...

ରକ୍ତଦାନ କରି ମହିଳାଙ୍କ ଜୀବନ ବଞ୍ଚାଇଲେ ବିଏସଏଫ୍ ଯବାନ

ଜୟପୁର: ଦେଶମାତୃକାର ସେବା କରି ସୀମାନ୍ତରେ କାମ କରୁଥିବା ଜଣେ ବିଏସଏଫ୍ ଯବାନ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ଜଣେ ମହିଳାଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି । ଯବାନ ଜଣକ ହେଲେ ରାମଗିରୀ ଅଞ୍ଚଳର ଦିଲ୍ଲୀପ ବାରିକ। ସେ ଗତ କିଛି ଦିନ ହେବ ଛୁଟିରେ ଘରକୁ ଆସିଛନ୍ତି। ଆଜି ସେ ସାମାଜିକ…
ଅଧିକ ଖବର ଦେଖନ୍ତୁ...

କାଜୁ ତୋଟାରୁ ମହିଳାଙ୍କ ଶବ ମିଳିବା ଘଟଣା : ପ୍ରେମିକା ସହ ମିଶି ସ୍ବାମୀ ସାଜିଥିଲେ ହତ୍ୟାକାରୀ

କବିସୂର୍ଯ୍ୟନଗର : ପ୍ରେମିକା ସହ ମିଶି ନିଜ ପତ୍ନୀକୁ ହତ୍ୟା କରିଥିଲେ ସ୍ବାମୀ। ପ୍ରେମରେ କଣ୍ଟା ସାଜିଥିବା ପତ୍ନୀଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ହେବାକୁ ଯୋଜନା କରିଥିଲା। ସେଥିପ‌ାଇଁ ଉଭୟେ ବ୍ଲୁ-ପ୍ରିଣ୍ଟ୍‌ ପ୍ରସ୍ତୁତ କରିଥିଲେ। ଯୋଜନା ମୁତାବକ ପ୍ରେମିକା ସହ ମିଶି ସ୍ବାମୀ ନିଜ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରିରେ ସେଞ୍ଚୁରି ମାରିବ ପେଟ୍ରୋଲ ଦର

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଓଡିଶାର ସର୍ବୋଚ୍ଚ ପେଟ୍ରୋଲ ଦର ରହିଛି। ଜିଲ୍ଲାରେ ପେଟ୍ରୋଲ ଦର ୯୫ ଛୁଇଁଥିବା ବେଳେ ଆଉ ମାତ୍ର ୫ ଟଙ୍କା ବଢିବା ପରେ ଏହା ସେଞ୍ଚୁରି ମାରିବ ବୋଲି ଆଲୋଚନା ଜୋର ଧରିଛି। ଅର୍ଥାତ ଲିଟର ପିଛା ତେଲ ଦର ଶହେ ଟଙ୍କାରେ ପହଞ୍ଚିବ ବୋଲି କୁହାଯାଇଛି। ସେହିପରି…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା ନେଇ ରାଜ୍ୟ ମାନବାଧିକାର କମିସନଙ୍କ ରିପୋର୍ଟ ତଲବ

ଖୋର୍ଦ୍ଧା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଠିକ୍ ସ୍ୱାସ୍ଥ୍ୟ ସେବା ମିଳୁ ନଥିବା, ଆବଶ୍ୟକ ଭିତ୍ତିଭୂମିର ଅଭାବ ଯୋଗୁଁ ରୋଗୀମାନେ ଅନେକ ହଇରାଣ ହେଉଥିବା ନେଇ ଜଣେ ସାମାଜିକ କର୍ମୀଙ୍କ ଅଭିଯୋଗକୁ ଭିତ୍ତି କରି ମାର୍ଚ୍ଚ ୨୫ ତାରିଖରେ କମିଶନଙ୍କ ସମ୍ମୁଖରେ ହାଜର ହୋଇ ରିପୋର୍ଟ ଦାଖଲ କରିବାକୁ…
ଅଧିକ ଖବର ଦେଖନ୍ତୁ...

ଭୁଲ୍‌ ଟିକା ନେଇ ଦେଢ ମାସର ଶିଶୁ ମୃତ !

ସୁନ୍ଦରଗଡ଼: ଏକ ଗୁରୁତର ଅଭିଯୋଗକ୍ରମେ, କିଞ୍ଜିରକେଲା ଥାନା ବି.କରୁଆବାହାଲ ଅଙ୍ଗନବାଡ଼ି କେନ୍ଦ୍ରରେ ଟିକା ଓ ଔଷଧର ଭୁଲ୍‌ ଅନୁପାନ ଯୋଗୁଁ ଏକ ଦେଢ଼ ମାସରେ ଶିଶୁ ପୁତ୍ର ପୀୟୂଷର ମୃତ୍ୟୁ ହୋଇଛି। ଏ ନେଇ ମୃତ ଶିଶୁର ବାପା ସୁରମଣି ଟପ୍ପୋ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ…
ଅଧିକ ଖବର ଦେଖନ୍ତୁ...

ଅସହାୟ ବାସହୀନଙ୍କ ପାଇଁ ଆଶ୍ରୟ ବ୍ୟବସ୍ଥା ପ୍ରସଂଗକୁ ନେଇ ହାଇକୋର୍ଟରେ ପିଟିସନ୍

କଟକ: ବାସହୀନ ଲୋକଙ୍କୁ ଆଶ୍ରୟ ପ୍ରସଂଗକୁ ନେଇ ହାଇକୋର୍ଟରେ ଏକ ଆବେଦନ (ଲେଟର ପିଟିସନ୍) ଦାଖଲ ହୋଇଛି। ‘ମୋ ଓଡ଼ିଶା ମହାନ’ର ଦିବ୍ୟଜ୍ୟୋତି ପଲେଇଙ୍କ ପକ୍ଷରୁ ଦାଖଲ ଏହି ପିଟିସନରେ ରାସ୍ତାକଡ଼ରେ ରହୁଥିବା ବାସହୀନଙ୍କୁ ଆଶ୍ରୟ, ଖାଦ୍ୟ ଓ ସ୍ବାସ୍ଥ୍ୟସେବା ପ୍ରସଂଗରେ ସୁପ୍ରିମ‌େକାର୍ଟଙ୍କ…
ଅଧିକ ଖବର ଦେଖନ୍ତୁ...

ନାବାଳିକାଙ୍କ ନିତମ୍ବ ସ୍ପର୍ଶ କରିବା ଅପରାଧରେ ଯୁବକକୁ ୫ ବର୍ଷ ଜେଲ, ୧୦ ହଜାର ଜରିମାନା

ମୁମ୍ବାଇ: ସାମାଜିକ ଦୃଷ୍ଟିଭଙ୍ଗୀରୁ ମଣିଷର କେଉଁ ଅଙ୍ଗ ‘ବ୍ୟକ୍ତିଗତ ଅଙ୍ଗ’ ତାହା ନିର୍ଦ୍ଧାରଣ କରାଯାଇଥାଏ ବୋଲି ମୁମ୍ବାଇର ଏକ କୋର୍ଟ କହିଛନ୍ତି। ପୋକସୋ କୋର୍ଟ ଜଣେ ଯୁବକକୁ ୧୦ବର୍ଷର ବାଳିକାଙ୍କ ନିତାମ୍ବକୁ ସ୍ପର୍ଶ କରିବା ଅପରାଧରେ ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ମାମଲା…
ଅଧିକ ଖବର ଦେଖନ୍ତୁ...

ଦିୟା ମିର୍ଜାଙ୍କ ସହିତ ବୈଭବଙ୍କ ବିବାହକୁ ନେଇ ପୂର୍ବ ପତ୍ନୀ ଦେଲେ ଏଭଳି ପ୍ରତିକ୍ରିୟା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା ଗତ ସୋମବାର ପ୍ରତିଷ୍ଠିତ ବ୍ୟବସାୟୀ ବୈଭବ ରେଖୀଙ୍କୁ ବିବାହ କରିଛନ୍ତି। ଦୁଇଜଣ ଏହି ବିବାହ ପାଇଁ ଖୁବ୍ ଉତ୍ସାହିତ ଥିଲେ। ବର୍ତ୍ତମାନ ବୈଭବଙ୍କ ପୂର୍ବତନ ପତ୍ନୀ ସୁନୈନ ଦୁଇଜଣଙ୍କ ବିବାହକୁ ନେଇ ମୁହଁ ଖୋଲିଛନ୍ତି। ସୁନୈନା ଜଣେ ଯୋଗ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପ୍ରଭାବଶାଳୀ ଲୋକଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ଦିଗୁଣା କରିବ। ଅଫିସ କାମରେ ଦୂର ସ୍ଥାନକୁ ଯିବେ। କୋର୍ଟ କଚେରି ମାମଲାରେ ଆରାମ ପାଇବେ। ବୃଷ: ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। କାରବାରରେ ସ୍ଥଗିତ ଥିବା କାମ ପୂରା ହେବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।…
ଅଧିକ ଖବର ଦେଖନ୍ତୁ...