Daily Archives

February 19, 2021

ମାର୍ଚ୍ଚ ୧୫ରୁ ୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ କୃଷି ଓଡ଼ିଶା-୨୦୨୧

ଭୁବନେଶ୍ୱର : ଚଳିତ ବର୍ଷ କୃଷି ଓଡ଼ିଶା-୨୦୨୧ ମାର୍ଚ୍ଚ ୧୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚେମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି) ସହଯୋଗରେ ୫ ଦିନିଆ କୃଷି ଓଡ଼ିଶା ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ା ବ୍ଲକରେ ଭିଜିଲାନସର ଛାନଭିନ୍; ବିନା ଏଷ୍ଟିମେଟରେ ୩୦ ଲକ୍ଷ ଅନୁଦାନ ଉଠାଇନେଲେ ପିଇଓ

ରାୟଗଡ଼ା: ବିନା ଏଷ୍ଟିମେଟରେ ସରକାରୀ ଆକାଉଣ୍ଟରରୁ ୩୦ ଲକ୍ଷ ଉଠାଇବା ନେବା ଘଟଣାର ତଦନ୍ତ ଆରମ୍ଭ କରିଛି ରାୟଗଡ଼ା ଭିଜିଲାନସ୍। ରାୟଗଡ଼ା ବ୍ଲକ୍ ନାକେଟି ପଞ୍ଚାୟତର ପୂବର୍ତନ ପିଇଓ ଲକ୍ଷ୍ମୀନାରାୟଣ ସାହୁଙ୍କ ନାମରେ ମାମଲା ରୁଜୁ ସହ ଆଜି ବ୍ଲକ୍ କାର୍ଯ୍ୟାଳୟରେ ଛାନଭିନ୍ କରିଛି ଭିଜିଲାନସ୍ ଟିମ୍।…
ଅଧିକ ଖବର ଦେଖନ୍ତୁ...

ଆଶ୍ଚର୍ଯ୍ୟ! ପ୍ରବଳ ଥଣ୍ଡା ହେତୁ ପଙ୍ଖାରେ ବି ଜମିଗଲା ବରଫ

ନୂଆଦିଲ୍ଲୀ: ଆମେରିକାରେ କିଛିଦିନ‌ ହେବ ପ୍ରବଳ ଥଣ୍ଡା ପଡ଼ିଛି। ଏହି ଥଣ୍ଡା ହେତୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏମିତି ଥଣ୍ଡା ପଡ଼ିବ ବୋଲି  ସେଠାକାର ଲୋକମାନେ କେ‌ବେ କଳ୍ପନା ବି କରି ନଥିଲେ। ବରଫ ପଡ଼ିବା ସହିତ ଥଣ୍ଡା ପବନ ପ୍ରଭାହିତ ହେତୁ ଯାତାୟାତ ସମୟରେ ଲୋକମାନଙ୍କୁ ଅନେକ…
ଅଧିକ ଖବର ଦେଖନ୍ତୁ...

ସାତ ବର୍ଷ ତଳେ ଏହି କଥାକୁ ଭାବି କାନ୍ଦିଥିଲେ ବିରାଟ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ତଥା ସଫଳ କ୍ରିକେଟର ବିରାଟ କୋହଲି ୭ ବର୍ଷ ତଳେ ଭୋ ଭୋ ହୋଇ କାନ୍ଦିଥିଲେ | ନିଜକୁ ଏକୁଟିଆ ଅନୁଭବ କରିବା ସହ ଅବସାଦଗ୍ରସ୍ତର ଶିକାର ମଧ୍ୟ ହୋଇଥିଲେ | ଏହି କଥାକୁ ନିଜେ ସ୍ୱୀକାର କରିଛନ୍ତି ବିରାଟ କୋହଲି | ୨୦୧୪ରେ ଇଂଲଣ୍ଡ ଗସ୍ତ କୋହଲିଙ୍କ…
ଅଧିକ ଖବର ଦେଖନ୍ତୁ...

ଯୁବତୀଙ୍କୁ କମେଣ୍ଟ ମରାକୁ କେନ୍ଦ୍ରକରି ତୁମୁଳକାଣ୍ଡ, ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ବୀଭତ୍ସ ଭାବେ ହତ୍ୟା

ପର୍ଜଙ୍ଗ: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅନ୍ତର୍ଗତ କଙ୍କଡାସୋଡ଼ା ଗ୍ରାମରେ ଆଜି ସନ୍ଧ୍ୟା ପ୍ରାୟ  ସାଢେ ୫ଟା ବେଳେ ଦୁଇ ପରିବାରର ବଚସାକୁ ନେଇ ଏକ ଅଭାବନୀୟ ଘଟଣା ଘଟିଛି।  ଗ୍ରାମର ଜଣେ ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ସହ ତାଙ୍କର ଦୁଇ ପୁଅଙ୍କୁ ମରଣାନ୍ତକ ଆକ୍ରମଣ…
ଅଧିକ ଖବର ଦେଖନ୍ତୁ...

ଚଉଠି ରାତିରେ ସ୍ୱାମୀଙ୍କର ରୋଗ ବାବଦରେ ଜାଣି ଥାନାରେ ଅଭିଯୋଗ କଲେ ବୋହୂ

ଲଖନଉ: ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ମୁତାବକ ପୁଅର ଜଟିଳ ରୋଗ ସତ୍ତ୍ୱେ ପରିବାର ଲୋକ ଏବାବଦରେ ଝିଅର ପରିବାରକୁ ନ ଜଣାଇ ବିବାହ କରିଦେଇଥିଲେ | ଆଉ ଚଉଠି ରାତିରେ ନିଜ ସ୍ୱାମୀଙ୍କର ଜଟିଳ ରୋଗ ବାବଦରେ ପତ୍ନୀ…
ଅଧିକ ଖବର ଦେଖନ୍ତୁ...

ମାଜିଷ୍ଟ୍ରେଟ୍‌ଙ୍କ ଜାଲ୍‌ ଦସ୍ତଖତରେ ଜାମିନ ମାମଲାରେ କୋର୍ଟ ଏଏସ୍‌ଆଇ ଗିରଫ

ବୁଗୁଡ଼ା: ମାଜିଷ୍ଟ୍ରେଟ୍‌ଙ୍କ ଜାଲ୍‌ ଦସ୍ତଖତରେ ଆଦେଶ କପି ପ୍ରସ୍ତୁତ କରି ଅଭିଯୁକ୍ତକୁ ଜାମିନ୍‌ରେ ଛାଡ଼ିଦେବା ଘଟଣାରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟରେ କାର୍ଯ୍ୟରତ ପୁଲିସ ଏଏସ୍‌ଆଇ ସୂର୍ଯ୍ୟ ନାରାୟଣ ବେହେରାଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସୂର୍ଯ୍ୟଙ୍କ…
ଅଧିକ ଖବର ଦେଖନ୍ତୁ...

ଅର୍ଜୁନ ତେନ୍ଦୁଲକର ଖୁବ ପରିଶ୍ରମୀ: ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ: ଆଇପିଏଲ ନିଲାମ ସମୟରେ ଭାରତୀୟ କ୍ରିକେଟର ଭଗବାନ ବୋଲି କୁହାଯାଉଥିବା ସଚ୍ଚିନ ତେନ୍ଦୁଲକରଙ୍କ ପୁଅ ତଥା ବାମହାତୀ ପେସର୍ ଅଜୁର୍ନ ତେନ୍ଦୁଲକରଙ୍କୁ ପ୍ରାରମ୍ଭିକ ମୂଲ୍ୟ ୨୦ଲକ୍ଷ ଟଙ୍କାରେ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ। ମୁମ୍ବାଇ ଇଣ୍ଡିଆନ୍ସ ଏକମାତ୍ର ଫ୍ରାଞ୍ଚାଇଜ ଥିଲା, ଯିଏକି…
ଅଧିକ ଖବର ଦେଖନ୍ତୁ...