Daily Archives

February 19, 2021

ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତ୍ତିଲା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ

ତିରୁବନନ୍ତପୁରମ: ତିରୁବନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନ ଜରୁରୀ ଅବତରଣ କରିଛି | ଆକାଶରେ ଥିବାବେଳେ ବିମାନଟିରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା | ଯାହାଫଳରେ ପାଇଲଟ ତୁରନ୍ତ ତିରୁବନନ୍ତପୁରମ ବିମାନବନ୍ଦରରେ ଅବତରଣ କରାଇଥିଲେ, ଆଉ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ପ୍ରସ୍ତୁତ:’ମେଟ୍ରୋ ମ୍ୟାନ୍’ ଇ ଶ୍ରୀଧରନ୍

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ବିଜେପିରେ ଯୋଗଦେବାକୁ ଯାଉଥିବା 'ମେଟ୍ରୋ ମ୍ୟାନ୍' ଇ ଶ୍ରୀଧରନ୍ ଶୁକ୍ରବାର ଦିନ କହିଛନ୍ତି ଯେ କେରଳରେ ଦଳକୁ କ୍ଷମତାକୁ ଆଣିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ଏବଂ ସେ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବାକୁ ପ୍ରସ୍ତୁତ | ସେ କହିଛନ୍ତି ଯେ ରାଜ୍ୟପାଳ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗ ହାତେଇବାକୁ ବିଜେପିର ଯୋଜନା: ୧୫୦୦ରୁ ଅଧିକ ସଭା କରିବାକୁ ଲକ୍ଷ୍ୟ

ନୂଆଦିଲ୍ଲୀ/କୋଲକାତା: ପଶ୍ଚିମବଙ୍ଗ ମିଶନରେ ଏବେ ବାହାରିଛି ବିଜେପି | ତୃଣମୂଳ କଂଗ୍ରେସକୁ ଶାସନ ଗାଦିରୁ ହଟାଇ କିଭଳି ପଶ୍ଚିମବଙ୍ଗ ଦଖଲ କରିହେବ ଏବେ ସେଥିପାଇଁ ବିଜେପି ଯୋଜନା ପ୍ରସ୍ତୁତ କରିଛି | ପଶ୍ଚିମବଙ୍ଗ ବିଧାନସଭାର ୨୯୪ଟି ଆସନ ପାଇଁ ନିର୍ବାଚନ ଏପ୍ରିଲ-ମେ ମାସରେ ହେବାକୁ ଥିବାବେଳେ…
ଅଧିକ ଖବର ଦେଖନ୍ତୁ...

ସଫେଇ କର୍ମଚାରୀଙ୍କୁ ସମ୍ମାନିତ କଲା ଖୋର୍ଦ୍ଧା ପୌର ପ୍ରଶାସନ

ଖୋର୍ଦ୍ଧା : କରୋନା ସଂକ୍ରମଣ ସମୟରେ ନିଷ୍ଠାପର ଭାବେ ସଫେଇ କର୍ମଚାରୀ, ସ୍ୱଚ୍ଛସାଥି ସଫେଇ କାର୍ଯ୍ୟ କରିଥିବାରୁ ସେମାନଙ୍କୁ ଖୋର୍ଦ୍ଧା ପୌର ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଛି । ଆଜି ଏକ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଜିଲ୍ଲାପାଳ ସନତ କୁମାର…
ଅଧିକ ଖବର ଦେଖନ୍ତୁ...

ଡି ବ୍ରଦର୍ସର ଘନିଷ୍ଠ ସହଯୋଗୀ ଭଜନା ଗିରଫ, ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ

କଟକ: ଧଳ ସାମନ୍ତ ଭ୍ରାତା ଅନ୍ୟତମ ସହଯୋଗୀ ଭଜନାକୁ ଗିରଫ କରିଛି ଚାଉଳିଆଗଞ୍ଜ ଥାନା ପୁଲିସ। ଅନ୍ତରୀଣ ଜାମିନରେ ଆସି ସାକ୍ଷୀମାନଙ୍କୁ ଧମକ ଚମକ ଦେବା ଅଭିଯୋଗରେ ଆଜି ଭଜନା ଗିରଫ ହୋଇଛି। ଗତ ୧୭ ତାରିଖରେ ଜଣେ ସାକ୍ଷୀଙ୍କୁ ଧମକ ଚମକ ଦେବା ସହ ବନ୍ଧୁକ ଦେଖାଇ ଧଳ ସାମନ୍ତଙ୍କ ବିରୋଧରେ ସାକ୍ଷୀ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବନ୍ଧୁଙ୍କ ମାଧ୍ୟମରେ କିଛି ଆଶା ପୂରଣ ହେବ। ଇ˚ଜିନିୟରଙ୍କ ଲାଗି ଦିନଟି ଲାଭପ୍ରଦ। ବ୍ୟବସାୟରେ ଆଗକୁ ବଢ଼ିବେ। ଘରକୁ କୌଣସି ବନ୍ଧୁ ଆସିବେ। ବୃଷ: ଆପଣଙ୍କ ମନ ଆଧ୍ୟାତ୍ମିକ ରହିବ। ନିଜ କାମରେ ନିଜେ ଫଇସଲା କରି ସନ୍ତୁଷ୍ଟ ହେବେ। କୌଣସି ପାଖ ଲୋକ ଆପଣଙ୍କ ଖୁସିକୁ ଦିଗୁଣା କରିବେ।…
ଅଧିକ ଖବର ଦେଖନ୍ତୁ...

ଜେସିବି ସମେତ ୧୨ ବେଆଇନ ବାଲି ଓ ମାଟି ବୋଝେଇ ଗାଡ଼ି ଜବତ

ବାଲିଅନ୍ତା:ବାଲିଅନ୍ତା ତହସିଲ ପ୍ରଶାସନ ପକ୍ଷରୁ ଆଜି ବିଭିନ୍ନ ରାଜସ୍ବ ସର୍କଲ ଅଞ୍ଚଳରେ ଚଢ଼ଉ କରାଯାଇ ବେଆଇନ ଭାବେ ନଦୀରୁ ବାଲି ଓ ନଦୀପଠା ଅଞ୍ଚଳରୁ ମାଟି ନେଇ ଯାଉଥିବା ୮ଟି ଟ୍ରାକ୍ଟର , ୩ଟି ହାଇୱା ସମେତ ଗୋଟିଏ ଜେସିବି ଜବତ କରାଯାଇଛି । ଜବତ ଗାଡ଼ି ମାଲିକମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା…
ଅଧିକ ଖବର ଦେଖନ୍ତୁ...

ଓସ୍କାର ଦୌଡ଼ରେ ନୀଳମାଧବ ପଣ୍ଡାଙ୍କ ‘କାଲିର ଅତୀତ’

ଭୁବନେଶ୍ୱର: ଓଡ଼ିଶା ପାଇଁ ଖୁସି ଖବର। ସମ୍ମାନଜନକ ‘ଓସ୍କାର’ ଚଳଚ୍ଚିତ୍ର ପୁରସ୍କାର ଦୌଡ଼ରେ ସାମିଲ ହୋଇଛି ଓଡ଼ିଶାର ଖ୍ୟାତନାମା ଚଳଚ୍ଚିତ୍ର ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କର ‘କାଲିର ଅତୀତ’। ଏ ସଂପର୍କରେ ନିଜ ଟୁଇଟର ହ୍ୟାଣ୍ଡଲରେ ସୂଚନା ଦେଇ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା କହିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...

ସିଲେଇ କରି ସ୍ବାବଲମ୍ବୀ ହେବା ସହ ଦୁଇ ପିଲାଙ୍କୁ ପୋଷୁଛନ୍ତି ମମତା

ଗୋବିନ୍ଦପାଲ୍ଲୀ: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର ଗୋବିନ୍ଦପାଲ୍ଲୀ ଗ୍ରାମରେ ବସନ୍ତ ପାତ୍ର ଏବଂ ମମତା ପାତ୍ର ନିଜର ଛୋଟ ପରିବାରକୁ ନେଇ ରହୁଥିଲେ। ତେବେ ଗତ ୨୦୧୮ ମସିହାରେ ସ୍ବାମୀ ବସନ୍ତଙ୍କର ଦୁର୍ଘଟଣାରେ ମୃତ୍ୟୁବରଣ କରିବା ପରେ ମମତା ଏକକୀ ହୋଇଯାଇଥିଲେ। ମମତାଙ୍କର ଗୋଟିଏ…
ଅଧିକ ଖବର ଦେଖନ୍ତୁ...

ଗଲଓ୍ବାନ ସଂଘର୍ଷର ଭିଡିଓ ଜାରି କଲା ଚୀନ; କହିଲା, ଭାରତୀୟ ସୈନ୍ୟମାନେ ତାଙ୍କ ଅଞ୍ଚଳରେ ଅନୁପ୍ରବେଶ କରିଥିଲେ

ନୂଆଦିଲ୍ଲୀ : ଗଲଓ୍ବାନ ଉପତ୍ୟାକାରେ ଗତ ବର୍ଷ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷର ଭିଡିଓ ଜାରି କରିଛି ଚୀନ । ଏହି ଭିଡିଓ ମାଧ୍ୟମରେ  ଦେଖାଯାଉଛି ଯେ ଶତାଧିକ ଭାରତୀୟ ଓ ଚୀନ ସୈନ୍ୟ ସଂଘର୍ଷରେ ଲିପ୍ତ ଅଛନ୍ତି । ଗତ କାଲି ଚୀନ ସରକାର କହିଥିଲେ ଯେ ଗତ ବର୍ଷ ଜୁନମାସରେ…
ଅଧିକ ଖବର ଦେଖନ୍ତୁ...