Daily Archives

February 20, 2021

ମଣ୍ଡିରେ ଧାନ ବିକି ପାରୁନି ଚାଷୀ, ଦେଉଳି ଲ୍ୟାମ୍ପ କାର୍ଯ୍ୟାଳୟ ଘେରାଉ କଲା ବିଜେପି

ବାରିପଦା: ମଣ୍ଡିରେ ଧାନ ବିକିପାରୁନି ଚାଷୀ। ଟୋକନ ପାଇଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ଏହାକୁ ବାତିଲ କରାଯାଉଛି। ଏପରି ଏକାଧିକ ଅଭିଯୋଗ ନେଇ ଆଜି ଜିଲ୍ଲା ବିଜେପି ପକ୍ଷରୁ ଚାଷୀମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଦେଉଳି ଲ୍ୟାମ୍ପ୍ସ ଘେରାଉ କରାଯାଇଛି । ଫେବ୍ରୁଆରି ୧୯ରୁ ୨୦ ମଧ୍ୟରେ ଦେଉଳି…
ଅଧିକ ଖବର ଦେଖନ୍ତୁ...

ଜୟପୁରରେ ମିଡିଲ୍ ଡିଭାଇଡରେ ପ୍ରସ୍ତାବିତ ଗଛ ଲାଗିବ କେବେ?

ଜୟପୁର: ଟ୍ରାଫିକ ଛକରୁ ଗାନ୍ଧିଛକ ପର୍ଯ୍ୟନ୍ତ ଜାତୀୟ ରାଜପଥ ୨୬ରେ କରାଯାଇଛି ମିଡିଲ୍ ଡିଭାଇଡର। ତେବେ ଏହା ମଧ୍ୟରେ ସୌନ୍ଦର୍ଯ୍ୟକରଣ ପାଇଁ ଲାଗିବାକୁ ଥିବା ପ୍ରସ୍ତାବିତ ବିଭିନ୍ନ ଫୁଲ ଗଛ କେବେ ଲାଗିବ ତାହାକୁ ନେଇ ଆଲୋଚନା ଜୋର ଧରିଛି। ପ୍ରକାଶଯୋଗ୍ୟ, ଦୀର୍ଘ ଦୁଇ ବର୍ଷ ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ବଦଳିବ ବୌଦ୍ଧ ଜଗନ୍ନାଥ ମନ୍ଦିରର ରୂପରେଖ

ବୌଦ୍ଧ: ଦୀର୍ଘ ବର୍ଷରୁ ଅବହେଳିତ ହୋଇ ରହିଥିବା ବୌଦ୍ଧ ଜଗନ୍ନାଥ ମନ୍ଦିରର ରୂପରେଖ ବଦଳିବ। ମନ୍ଦିରର ପାରିପାର୍ଶ୍ବିକ ସ୍ଥିତିର ରକ୍ଷଣାବେକ୍ଷଣ ପାଇଁ ରାଜ୍ୟ ସରକାର କୋଟିଏ ଟଙ୍କାର ଅନୁଦାନ ଦେବା ପରେ ମନ୍ଦିର ଉନ୍ନତୀକରଣ କାମ ଆରମ୍ଭ ହୋଇଛି। ଏଥି ସହିତ ମୁଖ୍ୟ ମନ୍ଦିରରେ ସୃଷ୍ଟି…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟଙ୍କ ନି‌ର୍ଦ୍ଦେଶରେ ଜଙ୍ଗଲ ଓ ପରିବେଶ ବିଭାଗ ସଚିବଙ୍କ ବିରୋଧରେ ରୁଜୁ ହେଲା ଅଦାଲତ ଅବମାନନା ମାମଲା

କଟକ: ଅଦାଲତଙ୍କ ନିର୍ଦ୍ଦେଶ ଉଲ୍ଲଂଘନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ସଚିବଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ହୋଇଛି। ହାଇକୋର୍ଟ ରେଜିଷ୍ଟ୍ରାର ଜୁଡିସିଆଲଙ୍କ ପକ୍ଷରୁ ଏହି ଅଦାଲତ ଅବମାନନା ମାମଲା ଦାୟର ହୋଇଛି। ଏ ସଂପର୍କିତ ମାମଲାର…
ଅଧିକ ଖବର ଦେଖନ୍ତୁ...

କାର ବାଇକ ମୁଁହାମୁଁହି,ଘଟଣାସ୍ଥଳରେ ଜଳିଗଲା ବାଇକ

ଚିତ୍ରଡ଼ା: ବାରିପଦା-ଅମର୍ଦ। ରାଜ୍ୟ ରାଜପଥର ଝିଙ୍କିରିଆ ପାଖ ଭରଡ଼ାନଣ୍ଡା ନିକଟରେ ଆଜି ରାତି ପ୍ରାୟ ୧୦ ଟା ସମୟରେ କାର ସହିତ ବାଇକ ମୁଁହାମୁଁହି ଧକ୍କା ହେବାରୁ ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଯାଇଥିବା ଜଣାପଡିଛି।ତେବେ ଦୁର୍ଘଟଣା ରେ ବାଇକ ଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ବାସ୍‌ ଖଣ୍ଡିଏ ଅଦା! ଭଲ କରିପାରେ ଅନେକ ପ୍ରକ‌ାରର ଶାରୀରିକ ସମସ୍ୟା

କୌଣସି ବି ତରକାରୀଙ୍କୁ ସୁଆଦିଆ କରାଇବାରେ ଅଦାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଦାରୁ ଶରୀରକୁ ପୋଷଣ ମିଳିଥାଏ। ଏହା ଶରୀର ପାଇଁ ଖୁବ ଭଲ ହୋଇଥାଏ। ବିଶେଷକରି ମସ୍ତିଷ୍କ ପାଇଁ ଅଦା ଅତି ଭଲ ହୋଇଥାଏ। ଏହାକୁ ଅନେକ ପ୍ରକାର ମସଲାରେ ବ୍ୟବହାର କରି ହେବ। ପ୍ରତିଦିନ ଅଦା ଖାଇବା ଦ୍ୱାରା…
ଅଧିକ ଖବର ଦେଖନ୍ତୁ...

ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଥିବା ଫଟୋରେ ତୈମୁର୍‌ଙ୍କ କୋଳରେ ଏହି ନବଜାତକ ଜଣକ କିଏ?

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁରଙ୍କ ଦ୍ବିତୀୟ ସନ୍ତାନକୁ ନେଇ ତାଙ୍କର ଅଗଣିତ ପ୍ରଶଂସକଙ୍କ ଭିତରେ ବେଶ୍‌ ଉତ୍ସୁକତା ଦେଖିବାକୁ ମିଳିଛି। ଫେବ୍ରୁଆରି ଦ୍ବିତୀୟ ସପ୍ତାହ ପରେ ପରେ କରୀନାଙ୍କ ଦ୍ବିତୀୟ ଶିଶୁ ଜନ୍ମନେବାକୁ ଯାଉଛି ବୋଲି ପୂର୍ବରୁ  ଖବର ପ୍ରକାଶ ପାଇଥିଲା। ମାତ୍ର ଏ…
ଅଧିକ ଖବର ଦେଖନ୍ତୁ...

ନୂଆ ତରିକାରେ ଚାଲାଣ: ୯ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଂଜେଇ, ଅଟୋ ଜବତ

ଜୟପୁର: ଗଂଜେଇ ଚାଲାଣ କାରୀ ମାନେ ପୁଲିସ ଆଖିରେ ଧୁଳି ଦେଇ ଚାଳାଣ କରିବା ପାଇଁ ଥରକୁ ଥର ନୂଆ ନୂଆ ତାରିକା ଆପଣାଉଛନ୍ତି। ଏରକ ଯାତ୍ରୀ ପରିବହନ କରୁଥିବା ଅଟୋରେ ଚାଳାଣ କରୁଥିବା ଦେଖିବାକୁ ମିଳିଛି। କୌଣସି ଏକ ସୂତ୍ରରୁ ଖବର ପାଇ ଗତ କାଲି ରାତି ସାଢ଼େ ଗୋଟାଏ ବେଳେ ବୈପାରୀଗୁଡ଼ାରୁ…
ଅଧିକ ଖବର ଦେଖନ୍ତୁ...

ଘଣ୍ଟାକ ମଧ୍ୟରେ ୧୭୧ ପ୍ରକାରର ଖାଦ୍ୟ ଓ ପାନୀୟ ପ୍ରସ୍ତୁତ କରି ରେକର୍ଡ କଲେ ୯ ବର୍ଷୀୟ ବାଳକ

କୋଜିକୋଡେ: କେହି କେହି କହନ୍ତି ରୋଷେଇ ଏକ କଳା, ତାହା ସମସ୍ତଙ୍କ ଦ୍ବାରା ହୋଇ ନଥାଏ। ଆଉ କେହି କହନ୍ତି ରୋଷେଇ କୌଣସି ରକେଟ୍‌ ସାଇନ୍ସ ନୁହେଁ, ଇଚ୍ଛା ଥିଲେ କିଏ ବି ଏହି କଳାକୁ ନିଜ ବଶକୁ ନେଇପାରନ୍ତି। ଏହା ଠିକ୍‌, ମାତ୍ର ରୋଷେଇ ପାଇଁ ନିର୍ଦ୍ଦିଷ୍ଟ କିଛି ସମୟ ତ ଦରକାର। ରୋଷେଇ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀ ବାୟୁ ସେବା ଆରମ୍ଭ ପୁର୍ବରୁ ଭିତ୍ତିଭୂମି ଯାଞ୍ଚ କରିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ନବରଙ୍ଗପୁର: ମୁଖ୍ୟମନ୍ତ୍ରୀ ବାୟୁ ସେବା ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ତା ପୂର୍ବରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏକ ତିନିଜଣିଆ ପ୍ରତିନିଧି ଦଳ ନବରଙ୍ଗପୁର ଜିଲ୍ଲା ଗସ୍ତ ଆସି ସ୍ୱାସ୍ଥ୍ୟ ସେବା ର ଭିତ୍ତିଭୂମି ପରଖିଛନ୍ତି । ସ୍ୱାସ୍ଥ୍ୟ…
ଅଧିକ ଖବର ଦେଖନ୍ତୁ...