Daily Archives

February 20, 2021

କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ହେବା ପରେ ମୁମ୍ବାଇ‌ର ୧୩୦୫ କୋଠାକୁ ସିଲ କଲା ବିଏମସି

ମୁମ୍ବାଇ: ମୁମ୍ବାଇରେ ୨୭୪୯ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଶନିବାର ମୋଟ ୧୩୦୫ଟି କୋଠାକୁ ସିଲ୍ କରିଛି। ବିଏମସି କହିଛି ଯେ, "୨୭୪୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୁମ୍ବାଇରେ ମୋଟ ୧୩୦୫ଟି କୋଠାକୁ…
ଅଧିକ ଖବର ଦେଖନ୍ତୁ...

ଯାତ୍ରୀବାହୀ ବସ୍‌ ଓଲଟି ୭ ଆହତ

ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ପର୍ତ୍ତମାହା ଗ୍ରାମ ପଞ୍ଚାୟତ ପେତାରବାଡ଼ି ଗ୍ରାମ ନିକଟରେ ଆଜି ସନ୍ଧ୍ୟା ସମୟରେ ଏକ ଘରୋଇ ଯାତ୍ରୀବାହୀ ବସ ଓଲଟି ୭ଜଣ ଆହତ ହୋଇଥିଲା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ଆହତମାନେ ହେଲେ  ପେତାରବାଡ଼ି ଗ୍ରାମର ସୁନାପା…
ଅଧିକ ଖବର ଦେଖନ୍ତୁ...

୫୦ ଟଙ୍କାରୁ କମ ପ୍ଲାନ ଲଂଚ କଲା ବିଏସଏନଏଲ, ଶସ୍ତା ପ୍ଲାନରେ ମିଳିବ ଅସୀମିତ କଲ ଓ ଡାଟା

ନୂଆଦିଲ୍ଲୀ: ଭାରତର ସବୁଠାରୁ ଶସ୍ତା ପ୍ଲାନ ଭାବେ ଆଜି ବିଏସଏନଏଲ ଏକ ରିଚାର୍ଜ ପ୍ଲାନ ଆରମ୍ଭ କରିଛି | ସରକାରୀ ଟେଲିକମ୍ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ୪୭ ଟଙ୍କା ମୂଲ୍ୟର ଏକ ନୂତନ ରିଚାର୍ଜ ପ୍ଲାନ ଆଣିଛି। ଏହି ରିଚାର୍ଜ ଯୋଜନାରେ ଅସୀମିତ ଭଏସ୍ କଲିଂ…
ଅଧିକ ଖବର ଦେଖନ୍ତୁ...

ଧାନକିଣାରେ ଅନିୟମିତତା ଅଭିଯୋଗରେ ୬ ଜଣ ପ୍ୟାକ୍ସ ସଂପାଦକ ଓ ଜଣେ କ୍ଲର୍କ ନିଲମ୍ବିତ, ୩ ଜଣ କାର୍ଯ୍ୟରୁ ବହିଷ୍କୃତ

ଭୁବନେଶ୍ୱର: ପ୍ରାଥମିକ କୃଷି ସମବାୟ ସମିତିରେ ଧାନକିଣାରେ ଅନିୟମିତତା, କାର୍ଯ୍ୟରେ ଗୁରୁତର ଅବହେଳା ଓ ବିଭାଗ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକାର ଉଲ୍ଲଂଘନ ଅଭିଯୋଗରେ ବରଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନସ୍ଥ ପ୍ୟାକ୍ସର ୬ ଜଣ ସଂପାଦକ ଓ ଜଣେ କ୍ଲର୍କ ତଥା ପର୍ଚେଜ୍…
ଅଧିକ ଖବର ଦେଖନ୍ତୁ...

ଫେବ୍ରୁଆରି ୨୫ ପର୍ଯ୍ୟନ୍ତ ପୁଲିସ ହେପାଜତକୁ ଗଲେ କୋକେନ ସହ ଧରାପଡ଼ିଥିବା ବିଜେପି ଯୁବନେତ୍ରୀ ପାମେଲା ଗୋସ୍ୱାମୀ

କୋଲକାତା: କୋଲକାତାର ଏକ ଏନଡିପିଏସ୍ କୋର୍ଟ ଯୁବ ବିଜେପି ନେତ୍ରୀ ପାମେଲା ଗୋସ୍ୱାମୀଙ୍କୁ ଡ୍ରଗ୍ସ ମାମଲାରେ ଫେବ୍ରୁଆରି ୨୫ ପର୍ଯ୍ୟନ୍ତ ପୁଲିସ ହେପାଜତକୁ ପଠାଇଛନ୍ତି। ଭାରତୀୟ ଜନତା ଯୁବ ମୋର୍ଚ୍ଚା ପର୍ଯ୍ୟବେକ୍ଷକ ଓ ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲା ବିଜେପି ମହାସଚିବ ପାମେଲା ଗୋସ୍ବାମୀଙ୍କ…
ଅଧିକ ଖବର ଦେଖନ୍ତୁ...

କରଞ୍ଜିଆରେ ବାଇକ୍‌-ପିକଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା, ଦୁଇ ମୃତ

କରଞ୍ଜିଆ /ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଧୀନ ୫୩ ନମ୍ବର ରାଜ୍ୟ ରାଜପଥ କେନ୍ଦୁମୁଣ୍ଡି ନିକଟରେ ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଖୁଣ୍ଟାକଟା ଗ୍ରାମର ଶମ୍ଭୁନାଥ ମହାନ୍ତ(୬୧)…
ଅଧିକ ଖବର ଦେଖନ୍ତୁ...

ଲୁଣରୁ ବିମାନ ଟିକେଟ୍‌, ଘଣ୍ଟାରୁ ଫ୍ଲାଟ୍ ପର୍ଯ୍ୟନ୍ତ; ଏବେ ସବୁ କିଛି ମିଳିବ ଟାଟା ଗ୍ରୁପର ‘ସୁପର ଆପ୍’ରେ

ନୂଆଦିଲ୍ଲୀ: ଇ-କମର୍ସ ବଜାରରେ ନିଜର ଉପସ୍ଥିତି ଜାହିର କରିବାକୁ ପ୍ରୟାସ ଆରମ୍ଭ କରିଛି ଦେଶର ସବୁଠାରୁ ବଡ଼ ଶିଳ୍ପଗୋଷ୍ଠୀ ଟାଟା ଗ୍ରୁପ। ଏ ନେଇ ଖୁବ୍ ଶୀଘ୍ର ‘ସୁପର ଆପ୍’ ନାମରେ ଏକ ଆପ୍ ଲଂଚ କରିବା ଦିଗରେ କମ୍ପାନି ତରଫରୁ କାମ ଆରମ୍ଭ ହୋଇଛି । ଏହି ଆପ୍ ଜରିଆରେ କୋଟି କୋଟି ଗ୍ରାହକ ସହଜରେ…
ଅଧିକ ଖବର ଦେଖନ୍ତୁ...

ଗଛରେ ପିଟି ହେଲା ବାଇକ୍: ୨ମୃତ, ଜଣେ ଆହତ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାଟାଗୁଡ଼ା ନିକଟରେ ଏକ ବାଇକ୍‌ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ମୃତକ ଦ୍ବୟ ହେଲେ ରିବିଆ ମାଝି ଓ କେବୁରା ମଳିକ। ଆହତ ଅନନ୍ତ ମାଝି ଏବେ ଗୁରୁତର ଅବସ୍ଥାରେ ବାଲିଗୁଡ଼ା…
ଅଧିକ ଖବର ଦେଖନ୍ତୁ...

ବାଇକ-ମାରୁତି ମୁହାଁମୁହିଁ ଧକ୍କାରେ ପଞ୍ଚାୟତ ପିଅନଙ୍କ ମୃତ୍ୟୁ, ପୁଲିସ୍ ଗାଡି ଆଗରେ ଶବ ରଖି ରାସ୍ତା ଅବରୋଧ 

ଅମ୍ବାଭୋନା: ବରଗଡ ଜିଲ୍ଲା ଅମ୍ବାଭୋନା ଥାନା ଅନ୍ତର୍ଗତ କଣ୍ଠିପାଲି ରାସ୍ତାରେ ଆଜି ବାଇକ ଓ ମାରୁତି କାର ମୁହାଁମୁହିଁ ଧକ୍କା ହେବାରେ ଭୁକ୍ତା ଗ୍ରାମପଞ୍ଚାୟତ ପିଅନ ସୁଦର୍ଶନ ପାତିକାର (୪୫) ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ସୂଚନା ମତେ ଜଣାଯାଏ ଯେ ଅମ୍ବାଭୋନା ପଟରୁ ଦ୍ରୁତ ଗତିରେ…
ଅଧିକ ଖବର ଦେଖନ୍ତୁ...

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ନାଏବ ସରପଞ୍ଚ ଗିରଫ

ଧମା: ଜଣେ ୧୭ ବର୍ଷୀୟ ଅନୁସୂଚିତ ଜାତି ବର୍ଗର ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ମାନେଶ୍ବର ବ୍ଲକ ସାହାସପୁର ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ଆଲୋକ ବେହେରା(୩୬)କୁ ଶନିବାର ଧମା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ନାବାଳିକା ଜଣକ କୌଣସି…
ଅଧିକ ଖବର ଦେଖନ୍ତୁ...