Daily Archives

February 21, 2021

ନିଜ ୨ପିଲା ଓ ସ୍ତ୍ରୀକୁ ବିଷ ଇନଜେକସନ ଦେଇ ହତ୍ୟା କରିବା ପରେ ଆତ୍ମହତ୍ୟା କରି ଦେଲେ ଡାକ୍ତର

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଅହମଦନଗର ଜିଲ୍ଲାର ରାଶିନରେ ଜଣେ ପ୍ରତିଷ୍ଠିତ ଡାକ୍ତର ନିଜ ପତ୍ନୀ ଏବଂ ୨ଜଣ ପିଲାଙ୍କୁ ହତ୍ୟା କରିବା ପରେ ନି‌ଜେ ଆତ୍ମହତ୍ୟା କରିଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।  ଉକ୍ତ ଡାକ୍ତରଙ୍କ ନାମ ମହେନ୍ଦ୍ର ଥୋରାତ ବୋଲି ଜଣାପଡ଼ିଛି। ଖବର ପାଇ ପୁଲିସ…
ଅଧିକ ଖବର ଦେଖନ୍ତୁ...

ସ୍ବୟଂ ସହାୟକ ଗୋଷ୍ଠୀର ଭିନ୍ନ ଏକ ପ୍ରୟାସ; ସୂର୍ଯ୍ୟମୁଖୀ ଚାଷ କରି ଦେଖା‌ଇଲେ ସାହସିକତା

ମାଲକାନଗିରି: ମାଲକାନଗିରି ଜିଲ୍ଲା ଗ୍ରୀଷ୍ମାଞ୍ଚଳ ହୋଇଥିବା ବେଳେ ଏଠାରେ ଧାନ, ମାଣ୍ଡି, ସୁଆଁ, ଚିନାବାଦାମ ଭଳି ଖାଦ୍ୟଶସ୍ୟ ଉତ୍ପନ କରାଯାଉଛି। ତେବେ ସୂର୍ଯ୍ୟମୁଖୀ ଚାଷ କରିବା ଜିଲ୍ଲାରେ ପ୍ରାୟତଃ ଚାଷୀମାନେ କରିବାକୁ ସାହସ କରିନଥାନ୍ତି। କାରଣ ପ୍ରଥମତଃ ଏହା କେତେ ସଫଳ ହେବ ଏବଂ ଏହାକୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣ ନିଜ କାମକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସ˚ପୂର୍ଣ୍ଣ କରିନେବେ। ଘରକୁ ବନ୍ଧୁଙ୍କ ଯିବା ଆସିବା ଲାଗି ରହିବ। ଜୀବନସାଥୀଙ୍କୁ ବାହାରକୁ ବୁଲାଇ ନେଇଯିବେ। ବୃଷ: ଲଗାତାର ପ୍ରୟାସରେ ସଫଳତା ପାଇବେ। ଲୁଗା ବ୍ୟବସାୟୀଙ୍କୁ ସତର୍କ ରହିବାକୁ ହେବ। ପରିବାର ସହିତ ଭଲରେ ସମୟ ଅତିବାହିତ…
ଅଧିକ ଖବର ଦେଖନ୍ତୁ...

ଜୟପୁରରେ ଯୁବକଙ୍କୁ ପଥର ଛେଚି ହତ୍ୟା; ପୁଲିସ ହାତରେ ଲାଗିଛି ସୁରାକ୍!

ଜୟପୁର: କୋରାପୁଟ ଜିଲ୍ଲା ଜୟପୁରର କୁମ୍ଭାରସାହିର ଅଙ୍ଗନୱାଡି କେନ୍ଦ୍ର ନିକଟରେ କ୍ଷତବିକ୍ଷତ ଶବ ଉଦ୍ଧାର ହୋଇଛି। ଶବ ନିକଟରେ ରକ୍ତ ଭିଜା ପଥର ପଡ଼ି ଥିବାରୁ ତାଙ୍କୁ ପଥରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତ ଯୁବକ ଜଣକ ସ୍ଥାନୀୟ ଗୌଡସାହି ନିକଟସ୍ଥ ମାଳିସାହିର ଭଗବାନ…
ଅଧିକ ଖବର ଦେଖନ୍ତୁ...

ସିବିଆଇ ତଦନ୍ତ ଦାବି କରିଲେ ନିଜ ପରିବାରର ୭ଜଣ ସଦସ୍ୟଙ୍କୁ ହତ୍ୟା କରିଥିବା ସବନମ୍

ରାମପୁର: ନିଜ ପରିବାରର ୭ଜଣ ସଦସ୍ୟଙ୍କୁ ହତ୍ୟା କରିଥିବା ସବନମଙ୍କୁ କେବେ ରାମପୁର ଜେଲରେ ଫାଶୀ ଦିଆଯିବ, ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। କିନ୍ତୁ ବର୍ତ୍ତମାନ ଏହି ପ୍ରସଙ୍ଗରେ ଏକ ନୂଆ ମୋଡ଼ ଆସିଛି। ଜେଲରୁ ସବନମ୍ ବର୍ତ୍ତମାନ ସିବିଆଇ ତଦନ୍ତ ଦାବି କରିଛନ୍ତି। ସବନମଙ୍କ ସନ୍ତାନର…
ଅଧିକ ଖବର ଦେଖନ୍ତୁ...

ଶେଷ ହେଲା ରାଜସ୍ଥାନରେ ଭାରତ-ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଚାଲିଥିବା ମିଳିତ ସମରାଭ୍ୟାସ

ଜୟପୁର: ଫେବ୍ରୁଆରି ୮ରୁ ଆରମ୍ଭ ହୋଇଥିବା ଭାରତ-ଯୁକ୍ତରାଷ୍ଟ୍ର ଆମେରିକା ମିଳିତ ସମରାଭ୍ୟାସ 'ଏକ୍ସରସାଇଜ ଯୁଦ୍ଧ ଅଭ୍ୟାସ-୨୦' ଆଜି ଶେଷ ହୋଇଛି। ସ୍ୱତନ୍ତ୍ର ବିମାନରେ ୨୭୦ଜଣ ଆମେରିକୀୟ ସୈନିକ ସୁରତଗଡ଼ରେ ଆସି ପହଞ୍ଚିବା ପରେ ମିଳିତ ସମରାଭ୍ୟାସ ଆରମ୍ଭ ହେବାକୁ ଥିବା ‘ମହାଜନ ଫିଲ୍‌ଡ୍‌…
ଅଧିକ ଖବର ଦେଖନ୍ତୁ...

ପ୍ରଥମେ ଚକା ଫାଟିଲା, ପରେ ଭାରସାମ୍ୟ ହରାଇ ବାଇକକୁ ଧକ୍କା ଦେଇ ୧୫ ଫୁଟ ତଳେ ଓଲଟିଲା ବୋଲେରୋ

ଛେଣ୍ଡିପଦା: ଦେବଗଡ଼ ଜିଲ୍ଲା କୁଣ୍ଢେଇଗୁଳା ଥାନା ବୁଢାପାଳ ଟିକିରା ପୋଲ ନିକଟରେ ନିର୍ବନ୍ଧରୁ ଫେରୁଥିବା ଏକ ବୋଲେରୋର ଆଗଚକା ଫାଟିଯିବାରୁ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ବିପରୀତ ପଟୁ ନିର୍ବନ୍ଧରୁ ଫେରୁଥିବା ବାଇକକୁ ଧକ୍କା ଦେଇ ରାସ୍ତା କଡ଼ରେ ୧୫ ଫୁଟ ତଳକୁ ବୋଲେରୋ…
ଅଧିକ ଖବର ଦେଖନ୍ତୁ...

ଜେଲଫେରନ୍ତାଙ୍କୁ ନେଇ ଡକାୟତ ଗ୍ୟାଙ୍ଗ; ୪ ଧରାପଡିଲେ, ନଗଦ ଟଙ୍କା ଓ ମାରଣାସ୍ତ୍ର ଜବତ

ଖୋର୍ଦ୍ଧା: ଅଲଗା ଅଲଗା ଥାନା ଅଂଚଳରୁ ବିଭିନ୍ନ ଅପରାଧରେ ଧରାପଡ଼ି ଜେଲ୍‌ ଯାଇଥିଲେ। ଜେଲରେ ସମସ୍ତ ପରସ୍ପର ମଧ୍ୟରେ ପରିଚୟ ବଢ଼ିଲା। କିଛି ଦିନ ପୂର୍ବରୁ କିଏ ଜାମିନରେ ତ କିଏ ସଜା କାଟି ଜେଲ୍ରୁ ଫେରି ଏକ ଡାକୟତ ଗ୍ୟାଙ୍ଗ ଗଠନ କରିଥିଲେ। ଗତ ୧ ସପ୍ତାହ ଧରି ଜଙ୍କିଆ, ସଦର ଥାନା ଇଲାକାରେ…
ଅଧିକ ଖବର ଦେଖନ୍ତୁ...

କରୋନା କଟକଣା ନମାନିଲେ ରାଜ୍ୟକୁ ଲକଡାଉନ କରାଯିବ: ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହଠାତ ବୃଦ୍ଧି ଘଟିବାରୁ ଏବେ ଚିନ୍ତାରେ ସରକାର। ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା‌ ପାଇଁ ଏବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଲୋକଙ୍କୁ ଚେତାବନୀ ଦେଇଛନ୍ତିି। କରୋନା କଟକଣା ନମାନିଲେ ରାଜ୍ୟକୁ ଲକଡାଉନ କରାଯିବ ବୋଲି…
ଅଧିକ ଖବର ଦେଖନ୍ତୁ...

ଅଶାନ୍ତ ଜଲେଶପଟ୍ଟା: ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ମହାଦେବ ମହାରାଜ ଗିରଫ

ଫୁଲବାଣୀ/ତୁମୁଡ଼ିବନ୍ଧ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକସ୍ଥିତ ଜଲେଶପଟ୍ଟା ପୁଣି ଅଶାନ୍ତ ହୋଇପଡ଼ିଛି। ଗତକାଲି ଜଲେଶପଟ୍ଟା କନ୍ୟାଶ୍ରମ ମୁଖ୍ୟ ସ୍ବାମୀ ଜୀବନମୁକ୍ତାନନ୍ଦ ପୁରୀ ମହାରାଜଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ ଆଜି ପୁଲିସ ଗିରଫ ହୋଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ…
ଅଧିକ ଖବର ଦେଖନ୍ତୁ...