Daily Archives

February 22, 2021

ବାଇକ ପୋଡ଼ି ମାମଲାରେ ଜଣେ ଗିରଫ

ବାଲିଅନ୍ତା : ବାଲିଅନ୍ତା ଥାନା ପୁଲିସ ଏକ ବାଇକ ପୋଡ଼ି ମାମଲାରେ ଆଜି ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ହେଲେ ବାଳକାଟି ଫାଣ୍ଡି ଅଞ୍ଚଳର ଅଭିନାଶ ଜେନା (୨୬) । ତେବେ କୋର୍ଟରେ  ଅଭିନାଶକୁ ଜାମିନ ମିଳିଥିବା ପୁଲିସ କହିଛି । ତେବେ ମାମଲାରେ ସଂପୃକ୍ତ…
ଅଧିକ ଖବର ଦେଖନ୍ତୁ...

ଧାନର ଅଭାବୀ ବିକ୍ରି : ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି

ଆନନ୍ଦପୁର: ଆନନ୍ଦପୁରରେ ଧାନର ଅଭାବୀ ବିକ୍ରି ନେଇ ଅସନ୍ତୋଷ ତେଜୁଛି। ଚାଷୀ ଟୋକନ୍ ପାଇଥିଲେ ମଧ୍ୟ ଟାର୍ଗେଟ ନଥିବାରୁ ଧାନ ବିକ୍ରି କରିପାରୁ ନାହାନ୍ତି। ପ୍ରକୃତ ଚାଷୀ ଧାନ ବିକ୍ରି କରିନପାରି ହଟହଟା ହେଉଥିବାବେଳେ ଚଞ୍ଚକତା କରି ବେପାରୀମାନେ ଧାନ ବିକ୍ରି କରି ମାଲାମାଲ ହେଉଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଚାଷୀଙ୍କ ନିକଟରେ ପହଂଚିପାରୁନି ସରକାରୀ ଯୋଜନା, ନିରାକାରପୁର ଚାଷୀ କମିଟିର ଦାବିପତ୍ର

ଖୋର୍ଦ୍ଧା: ଖୋର୍ଦ୍ଧାରେ ଚାଷ ଓ ଚାଷୀଙ୍କ ନିକଟରେ ସରକାରୀ ଯୋଜନା ପହଂଚିପାରୁନାହିଁ। ଜିଲ୍ଲାରେ କୃଷି ବିଭାଗ ସ୍ଥାଣୁ ପାଲଟିଯାଇଛି। ରାଜ୍ୟ ସରକାର ଭାଗ ଚାଷୀଙ୍କ ପାଇଁ ଘୋଷଣା କରିଥିବା ଯୋଜନା କାର୍ଯ୍ୟକାରୀ ହେଉନାହିଁ। ଏଭଳି ୮ ଦଫା ଅଭିଯୋଗ ଫର୍ଦ୍ଦ ନେଇ ଆଜି ନିରାକାରପୁର ଅଂଚଳର ଚାଷୀ…
ଅଧିକ ଖବର ଦେଖନ୍ତୁ...

ପେନସନ ସମ୍ବନ୍ଧୀୟ ସମସ୍ୟାକୁ ନେଇ ଧାରଣାରେ ବସିଲେ ନାବାର୍ଡ ବ୍ୟାଙ୍କର କର୍ମଚାରୀ, ତୁରନ୍ତ ସମସ୍ୟା ସମାଧାନ ପାଇଁ ଦାବି

ଭୁବନେଶ୍ବର : ପେନସନ୍ ସମ୍ବନ୍ଧୀୟ ସମସ୍ୟାକୁ ନେଇ ଧାରଣାରେ ବସିଲେ ନାବାର୍ଡ ବ୍ୟାଙ୍କର କର୍ମଚାରୀ । ୟୁନାଇଟେଡ୍ ଫୋରମ୍ ଅଫ୍ ଅଫିସର ଏବଂ ନାବାର୍ଡ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀ ଏହି ଧାରଣାରେ ବସିଛନ୍ତି । ଯଦି ସେମାନଙ୍କର ସମସ୍ୟା ତୁରନ୍ତ ସମାଧାନ ନହୁଏ ତେବେ ସେ ମାର୍ଚ୍ଚ ୩୦ ତାରିଖ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଜାଲରେ ଟାଉନ ପ୍ଲାନିଂ ଇନଭେଷ୍ଟିଗେଟର, ୨୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

କେନ୍ଦୁଝର : ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦୁଝର ଟାଉନ ପ୍ଲାନିଂ ଇନଭେଷ୍ଟିଗେଟର (କିରାଣି) ନିମାଇଁ ଚରଣ ସାହୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଲାଞ୍ଚ ଟଙ୍କା ସହିତ ତାଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ,…
ଅଧିକ ଖବର ଦେଖନ୍ତୁ...

୯ଲକ୍ଷ ନଗଦ ଟଙ୍କା ସମେତ ୩୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ; ୧ ଗିରଫ

ଖୋର୍ଦ୍ଧା: ଦୀର୍ଘ ୬ ମାସର ବ୍ୟବଧାନ ପରେ ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ବ୍ରାଉନସୁଗାର କାରବାର ମାମଲାର ପର୍ଦ୍ଦାଫାସ କରିଛି। ଅଜି ଭୋରରେ ଖୋର୍ଦ୍ଧା ଉପକଣ୍ଠରେ ଚଢ଼ଉ କରି ଜଣେ ଯୁବକଙ୍କ ନିକଟରୁ ୩୨ଲକ୍ଷ ଟଙ୍କାର ବ୍ରାଉନସୁଗାର, ବିକ୍ରି ବାବଦକୁ ରଖିଥିବା ୯ଲକ୍ଷ ଟଙ୍କା ସହ…
ଅଧିକ ଖବର ଦେଖନ୍ତୁ...

ଦୁର୍ଲ୍ଲଭା ଦେବୀ ମନ୍ଦିରରେ ସ୍ବପ୍ନେଶ୍ବର ଦେବଙ୍କ ନୂତନ ବିଗ୍ରହ ସ୍ଥାପନ

ବାଲିଅନ୍ତା : ବାଳକାଟି ସ୍ଥିତ ମା’ ଦୁର୍ଲ୍ଲଭା ଦେବୀ ମନ୍ଦିରରେ ଦୀର୍ଘ ୧ ବର୍ଷ ଧରି ସ୍ବପ୍ନେଶ୍ବର ଦେବଙ୍କ ଆସ୍ଥାନ ଖାଲିପଡ଼ିବା ପରେ ଆଜି ଉକ୍ତ ଆସ୍ଥାନରେ ନୂତନ ଦୁର୍ଲ୍ଲ ସ୍ବପ୍ନେଶ୍ବର ଦେବଙ୍କ ବିଗ୍ରହ ସ୍ଥାପନ ହୋଇଛି । ପ୍ରଭୁ ଚନ୍ଦ୍ରଶେଖର ଏବଂ ଦେବୀ ପାର୍ବତୀଙ୍କ ଅଷ୍ଟଧାତୁ…
ଅଧିକ ଖବର ଦେଖନ୍ତୁ...

ଅଟୋ ଡ୍ରାଇଭର ଓ ସହଯୋଗୀଙ୍କ ଆକ୍ରମଣରେ ଯୁବକ ମୃତ

ଯୋଡ଼ା: ଯୋଡ଼ା ଥାନା ଅନ୍ତର୍ଗତ କମାରଯୋଡ଼ା-ବିଚାକୁଣ୍ଡି ରାସ୍ତାରେ ଥିବା ଡି.ପି. ସିଂହ ପରିବହନ ସଂସ୍ଥା କାର୍ଯ୍ୟାଳୟ ନିକଟରେ ଦୁର୍ଘଟଣାକୁ କେନ୍ଦ୍ରକରି ତୁମୁଳକାଣ୍ଡ ଘଟିଛି। ଦୁର୍ଘଟଣା ପରେ ଜଣେ ଅଟୋ ଡ୍ରାଇଭର ଓ ତାଙ୍କ ସହଯୋଗୀଙ୍କ ମାଡ଼ରେ ପରିବହନ ସଂସ୍ଥାର ଜଣେ କର୍ମଚାରୀଙ୍କ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଜିଲ୍ଲାରେ ପୁଣି କଡ଼ାକଡ଼ି ହେବ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା

ଖୋର୍ଦ୍ଧା: କରୋନା ସଂକ୍ରମଣ ଭୟବହତା ହ୍ରାସ ପାଇଛି। ଏହା ସହ ମହାମାରୀକୁ ଦୃଷ୍ଟିରେ ୨୦୨୦ ମାର୍ଚ୍ଚ ମାସରୁ ବାହାରକୁ ବାହାରିବା, ଜନଗହଳି ଠାରୁ ଦୂରେଇ ରହିବା ଆଦି କଟକଣା ମଧ୍ୟ କୋହଳ ହୋଇଛି। ଏହି କୋହଳ ହେବା ପରେ ଲୋକମାନେ ମାସ୍କ ନିୟମିତ ବ୍ୟବହାର କରିବା, ହାତ ଧୋଇବା, ସାମାଜିକ ଦୂରତ୍ୱ…
ଅଧିକ ଖବର ଦେଖନ୍ତୁ...

ରାଜର୍ଷି ଶ୍ରୀରାମଚନ୍ଦ୍ରଙ୍କୁ ମିଳିପାରିନି ପ୍ରକୃତ ସ୍ବୀକୃତି

ବାରିପଦା : ନବଉତ୍କଳର କର୍ଣ୍ଣଧାର ରାଜର୍ଷି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କୁ ଯେତିକି ସ୍ବୀକୃତି ମିଳିବା କଥା ତାହା ମିଳିପାରିନାହିଁ। ବିଭିନ୍ନ କ୍ଷେତ୍ରରେ ସାମଗ୍ରୀକ ବିକାଶ ନିମନ୍ତେ ତାଙ୍କର ଥିବା ଦୂରଦୃଷ୍ଟି ଅବିସ୍ମରଣୀୟ। ଉତ୍ତର ପିଢ଼ୀଙ୍କ ନିମନ୍ତେ ମହାରାଜାଙ୍କ ଜୀବନ ଆଦର୍ଶ…
ଅଧିକ ଖବର ଦେଖନ୍ତୁ...