Daily Archives

February 23, 2021

ଦୁଇ ଟ୍ରକ୍‌ ମୁହାଁମୁହିିଁ, ୨ ଆହତ

ଆନନ୍ଦପୁର: ୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ବାଇପାସ୍ ନିକଟରେ ଦୁଇ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇଜଣ ଆହତ ହୋଇଛନ୍ତି। ଆହତଙ୍କ ପରିଚୟ ମିଳିନି। ଗତକାଲି ରାତି ସାଢ଼େ ୧୦ଟାବେଳେ କେନ୍ଦୁଝରରୁ ଲୁହାପଥର ବୋଝେଇ କରି ଯାଉଥିବା ଏକ ଟ୍ରକ୍‌ ବିପରୀତ ଦିଗରୁ ଆସୁଥିବା ଆଉ ଏକ…
ଅଧିକ ଖବର ଦେଖନ୍ତୁ...

ଧାନମଣ୍ଡିରେ ଅବ୍ୟବସ୍ଥା ନେଇ ଚାଷୀଙ୍କ ଆନ୍ଦୋଳନ ଚେତାବନୀ 

ଖୋର୍ଦ୍ଧା : ମାର୍ଚ୍ଚ ମାସ ଶେଷ ବେଳକୁ ଧାନମଣ୍ଡି ମଧ୍ୟ ଶେଷ ହେବ । ଧାନମଣ୍ଡିରେ ଚାଷୀଙ୍କ ଟୋକେନ୍ ଦ୍ୱାରା ଧାନ ବିକ୍ରି କରିବା ନିୟମରେ ଆଉ ମାତ୍ର ୪ ସପ୍ତାହର ୪ଟି ଦିନ ରହିଛି । କିନ୍ତୁ ଅନେକ ପଂଜିକୃତ ଚାଷୀଙ୍କୁ ଟୋକେନ୍ ମିଳିନାହିଁ କି ଧାନମଣ୍ଡିର ଟାର୍ଗେଟ୍ ପୂରଣ ହୋଇଯିବା ଆଳରେ…
ଅଧିକ ଖବର ଦେଖନ୍ତୁ...

ଭୀମ ଭୋଇ ସମାଧି ପୀଠକୁ ଶ୍ରଦ୍ଧାଳୁଙ୍କ ଦର୍ଶନ ମନା, କେବଳ ନୀତିକାନ୍ତିରେ ହେବ ମାଘ ମେଳା

ସୋନପୁର: ଚଳିତ ବର୍ଷ ଭୀମ ଭୋଇଙ୍କ ସମାଧି ପୀଠ ଖଲିଆପାଲିରେ କେବଳ ନୀତିକାନ୍ତିରେ ମାଘ ମେଳା ଅନୁଷ୍ଠିତ ହେବ। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ସୋନପୁର ଉପଜିଲ୍ଲାପାଳ ନିହାର ରଞ୍ଜନ କହଁରଙ୍କ ଅଧ୍ୟକ୍ଷତାରେ ଭୀମ ଭୋଇ ସମାଧି ପୀଠ ଖଲିଆପାଲିରେ ଟ୍ରଷ୍ଟି,…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା କର୍ମଚାରୀଙ୍କୁ ନିୟମିତ କରିବା ଦାବି 

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବା ଚୁକ୍ତି ଭିତ୍ତିକ କର୍ମଚାରୀଙ୍କୁ ନିୟମିତ କର୍ମଚାରୀର ମାନ୍ୟତା ଦେବା ପାଇଁ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ  ଉଦ୍ଦେଶ୍ୟରେ ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କୁ ପ୍ରଦାନ କରିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପୁତୁରା ଅଭି‌ଷେକ ବାନାର୍ଜୀଙ୍କ ଘରେ ସିବିଆଇ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ କୋଇଲା ଦୁର୍ନୀତିକୁ ଜୋର ଧରିଛି ରାଜନୀତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ପୁତୁରା ଅଭିଷେକ ବାନାର୍ଜିଙ୍କ ପତ୍ନୀ ରୁଜିରା ବାନାର୍ଜିଙ୍କୁ ପଚରାଉଚରା କରିଛି ସିବିଆଇ । ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତି…
ଅଧିକ ଖବର ଦେଖନ୍ତୁ...

‘ମୁଣ୍ଡାରୀ ଓ ହୋ ଭାଷା’ରେ ପିଜି ପାଠ୍ୟକ୍ରମ ଖୋଲିବା ଦାବି

ବାରିପଦା: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ମହାବିଦ୍ୟାଳୟଗୁଡ଼ିକରେ ସାନ୍ତାଳୀ ଭାଷାରେ ସମ୍ମାନ(ଅନର୍ସ) ଏବଂ ଇଲେକ୍ଟିଭ ଖୋଲାଯାଉ। ସେହିପରି ବିଶ୍ବବିଦ୍ୟାଳୟରେ ‘ମୁଣ୍ଡାରୀ’ ଏବଂ ‘ହୋ’ ଭାଷା ରେ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମ ଖୋଲିବା ନିମନ୍ତେ…
ଅଧିକ ଖବର ଦେଖନ୍ତୁ...

ମାଓବାଦୀଙ୍କ ଶୋକ ରାଲିର ଭିଡିଓ ଭାଇରାଲ; ମାଓବାଦୀଙ୍କ ଅନ୍ତେଷ୍ଟକ୍ରିୟାରେ ଯୋଗଦେଲେ ଜଂଗଲରେ ହଜାର ହଜାର ନକ୍ସଲ

ମାଲକାନଗିରି: ମାଓବାଦୀ ଜାରି କଲେ ଏନକାଉଣ୍ଟର ବେଳର ଭିଡିଓ। ମାଓବାଦୀ ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିବା ନିଜର ସାଥୀମାନଙ୍କର କିପରି ଅନ୍ତେଷ୍ଟକ୍ରିୟା କରୁଛନ୍ତି ଏବଂ ସେମାନଙ୍କର ଶବକୁ ନେଇ ଜଂଗଲରେ ରାଲି କରୁଛନ୍ତି ଏହାର ଏକ ଭିଡିଓ ଗଣମାଧ୍ୟମଙ୍କୁ ପ୍ରେରଣ କରିଛନ୍ତି। ଜଂଗଲରେ ହଜାର ହଜାର…
ଅଧିକ ଖବର ଦେଖନ୍ତୁ...

ଅସଦାଚରଣ ମାମଲାରେ ଜେଲ ଗଲେ ଯୁବକ

ବାଲିଅନ୍ତା:  ବାଲିଅନ୍ତା ଥାନା ପୁଲିସ ଅସଦାଚରଣ ମାମଲାରେ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଉକ୍ତ ଯୁବକଙ୍କ ନାମ ସ୍ଥାନୀୟ ଶଠିଲୋ ଗ୍ରାମର ଅକ୍ଷୟ କୁମାର ଭୋଇ (୪୨) ବୋଲି ଜଣାପଡ଼ିଛି। ତେବେ କୋର୍ଟରେ ଜାମିନ ନାମଂଜୁର ହେବାରୁ ଅକ୍ଷୟକୁ ଝାରପଡ଼ା ବିଚାର ବିଭାଗୀୟ…
ଅଧିକ ଖବର ଦେଖନ୍ତୁ...

ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ଜଣେ ମୃତ, ୫ ଆହତ

ଯୋଡ଼ା : ବାମେବାରୀ ଥାନା ନଇବୁଗା-ବସନ୍ତପୁର ରାସ୍ତାରେ ଭୋଜି ଖାଇ ଫେରୁଥିବାବେଳେ ଏକ ବରଯାତ୍ରୀ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣ ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଝୁମ୍ପୁରା ଥାନା ଅନ୍ତର୍ଗତ ନହବେଡ଼ା ଗ୍ରାମର ମୋହନ…
ଅଧିକ ଖବର ଦେଖନ୍ତୁ...

ଦୁଇ ଲୁଟେରାଙ୍କୁ କାବୁ କଲେ ଗ୍ରାମବାସୀ, କାଳିଆ ଯୋଜନାରେ ଠକେଇ

ପଣ୍ତାପଡା: କେନ୍ଦୁଝର ଜିଲ୍ଲା ପଣ୍ତାପଡା ଥାନା ଅଧୀନସ୍ଥ ଆଡକଟା ଗ୍ରାମରେ କୌଶଳକ୍ରମେ ଏକାଧିକ ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାରୁ ଟଙ୍କା ହରିଲୁଟ କରୁଥିବା ୨ଜଣ ଲୁଟେରାଙ୍କୁ ଗ୍ରାମବାସୀ କାବୁ କରି ମଙ୍ଗଲବାର ଥାନାରେ ଜିମା ଦେଇଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ସମୟ ଧରି…
ଅଧିକ ଖବର ଦେଖନ୍ତୁ...