Daily Archives

February 23, 2021

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ଆନନ୍ଦପୁର : ଘସିପୁରା ବ୍ଲକ୍‌ ମଦନପୁର ଗ୍ରାମରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଚିନ୍ମୟୀ ଜେନା (୨୮)। ଗ୍ରାମର କୃଷ୍ଣଚନ୍ଦ୍ର ଜେନାଙ୍କ ପତ୍ନୀ ଚିନ୍ମୟୀ ଆଜି ସକାଳେ ହଠାତ୍ ଅସୁସ୍ଥ ହୋଇ ବାନ୍ତି କରିବାରୁ ତାଙ୍କୁ ଆନନ୍ଦପୁର ଡାକ୍ତରଖାନା ଅଣାଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ବିବାହ ନାଁରେ ଠକେଇ; ୪ଜଣିଆ ଗ୍ୟାଙ୍ଗ୍‌ ଗିରଫ

କେସିଙ୍ଗା: ବିବାହ ନାଁରେ ଲୋକଙ୍କୁ ଠକୁଥିବା ଏକ ଗ୍ୟାଙ୍ଗ୍‌କୁ କଳାହାଣ୍ଡି ପୁଲିସ୍‌ ଗିରଫ କରିଛି। ଏହି ଗ୍ୟାଙ୍ଗ୍‌ର ୪ଜଣ ସଦସ୍ୟ ହେଲେ ସୁନ୍ଦରଗଡ଼ର ଏଲି ମହାନ୍ତ, ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ବୀରବଲ ଶର୍ମା, ଛତିଶଗଡ଼ ମହାସମୁନ୍ଦର ମୀନା ଗୁପ୍ତା ଓ ଛତିଶଗଡ଼ ବିଳାସପୁର ନିବାସୀ…
ଅଧିକ ଖବର ଦେଖନ୍ତୁ...

ଏପଟେ ସୀମାରେ ସଂଘର୍ଷ ଚାଲିଥିବା ବେଳେ ସେପଟେ ଚୀନ୍ ଭାରତର ୧ନମ୍ବର ବାଣିଜ୍ୟିକ ସହଯୋଗୀ

ନୂଆଦିଲ୍ଲୀ: ସୀମା ବିବାଦ ମଧ୍ୟରେ ବି ଚୀନ୍ ଭାରତର ୧ନମ୍ବର ବାଣିଜ୍ୟିକ ସହଯୋଗୀ ରାଷ୍ଟ୍ର ବନିଛି । ଉଭୟ ଦେଶ ମଧ୍ୟରେ ବାଣିଜ୍ୟିକ କାରବାର ସବୁଠୁ ଅଧିକ ରହିଛି । ଭାରତ ଚୀନ୍ ସୀମାରେ ଗଲୱାନ ସଂଘର୍ଷରେ ଭାରତର ୨୦ଜଣ ଯବାନ ସହିଦ ହେବା ପରେ ଦେଶରେ ଚୀନ୍ ବିରୋଧୀ ପ୍ରତିବାଦ ତେଜିବାରେ ଲାଗିଲା ।…
ଅଧିକ ଖବର ଦେଖନ୍ତୁ...

ଅଙ୍ଗନବାଡ଼ି କର୍ମୀଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ସାମଗ୍ରୀ ସହ ଆସବାବ ପତ୍ର

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ସାଲେପାଲି ଗାଁରେ ସୋମବାର ରାତିରେ ‌ସର୍ଟସାର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି। ଏଥିରେ ସାଲେପାଲି ଗାଁର ଅଙ୍ଗନବାଡ଼ି କର୍ମୀ ଇଲାବତୀ ସାହୁଙ୍କ ଘରେ ଥିବା ସାମଗ୍ରୀ ସହ ଆସବାବ ପତ୍ର ଜଳି ପାଉଁଶ ହୋଇଯାଇଛି। ସୌଭାଗ୍ୟବଶତଃ ପରିବାର ଲୋକେ ଅଳ୍ପକେ…
ଅଧିକ ଖବର ଦେଖନ୍ତୁ...

ନବଦମ୍ପତିଙ୍କୁ ଅପହରଣ; ଯୁବକଙ୍କୁ ନିସ୍ତୁକ ମାଡ଼ ମାରି ଛାଡ଼ିଦେଲେ, ଯୁବତୀଙ୍କ ପତ୍ତା ମିଳୁନି

କୋମନା: ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ କୁରେଶ୍ବର ପଞ୍ଚାୟତ ରେଙ୍ଗ ଗାଁର ଏକ ନବଦମ୍ପତିଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ରେଙ୍ଗ ଗାଁର ହରମହନ ରଣାଙ୍କ ପୁଅ ରମେଶ ରଣା (୨୫)ଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କୁ ବ୍ୟବସାୟରେ ଯଥେଷ୍ଟ ସଫଳତା ମିଳିବ। ଧନସମ୍ପତ୍ତି ବୃଦ୍ଧି ହେବ। ପରିବାର ସହିତ ଆନନ୍ଦପୂର୍ବକ ସମୟ ଅତିବାହିତ କରିବେ। ବୃଷ: ସଫଳତା ଆପଣଙ୍କୁ ଅପେକ୍ଷା କରି ରହିଛି। ବ୍ୟବସାୟ ଦିଗୁଣା ବୃଦ୍ଧି ପାଇବ। ବାଜେ କଥାରେ ସମୟ ନଷ୍ଟ କରନ୍ତୁ ନାହିଁ। ଇ˚ଜିନିୟରଙ୍କୁ ଭଲ ଚାକିରି…
ଅଧିକ ଖବର ଦେଖନ୍ତୁ...

ମଦ ପିଇ ତଣ୍ଡ ଗଣିଲେ ଡ୍ରାଇଭର; ୧୭ ହଜାର ୫୦୦ ଟଙ୍କାର ଚାଲାଣ କାଟିଲା ପରିବହନ ବିଭାଗ

ରାୟଗଡ଼ା: ମଦ୍ୟପାନ କରିବା ଗାଡ଼ି ଚଲାଇବା ମଦ୍ୟପ ଡ୍ରାଇଭରଙ୍କ ପାଇଁ କାଳ ହୋଇଛି। ଯାଞ୍ଚ ସମୟରେ ପୁଲିସ୍ ହାବୁଡ଼ରେ ପଡିଥିବା ଡ୍ରାଇଭର ନିକଟରୁ ପରିବହନ ବିଭାଗ କୌଣସି କାଗଜପତ୍ର ନ ପାଇବା ପରେ ୧୭ ହଜାର ୫୦୦ ଟଙ୍କାର ଚାଲାଣ କାଟିଛି। ମଦ୍ୟପାନ କରି ଗାଡ଼ି ଚଳାଇବା ଅଭିଯୋଗରେ ୧୦ ହଜାର ସମେତ…
ଅଧିକ ଖବର ଦେଖନ୍ତୁ...

କେକ୍ ଡେଲିଭରି ବଏର ଜଘନ୍ୟ କାଣ୍ଡ : ବ୍ଲାକମେଲ୍ କରି ୬୬ ମହିଳାଙ୍କୁ କରିଥିଲା ଦୁଷ୍କର୍ମ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାର ଏକ ନାମୀ କମ୍ପାନିର ଜଣେ କେକ ଡେଲିଭରି ବଏ ଏମିତି ଏକ କାମ କରିଛି ଯିଏ ଶୁଣୁଛନ୍ତି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଏହି ଡେଲିଭରି ବଏ ଜଣକୁ ‘ସିରିଏଲ ଦୁଷ୍କର୍ମକାରୀ’ ବୋଲି କୁହାଯାଉଛି। ଉକ୍ତ ଯୁବକକୁ ମହିଳାମାନେ କଡ଼ାରୁ କଡ଼ା ଦଣ୍ଡ ଦେବାକୁ ଦାବି…
ଅଧିକ ଖବର ଦେଖନ୍ତୁ...

ଖପୁରି-ହାଡ଼ ସହ ଚୁଡ଼ି ଓ ପାଉଁଜି ଜବତ; ହତ୍ୟା ପରେ ପୋଡ଼ି ଦିଆଯାଇଥିବା ସନ୍ଦେହ

ସଇନ୍ତଳା: ବଲାଙ୍ଗୀର ଜିଲ୍ଲା ସଇନ୍ତଳା ଥାନା ଅନ୍ତର୍ଗତ ନବୀନ ଛକ ନିକଟ ଚାଷଜମିରେ ପୋଡ଼ିଯାଇଥିବା ପାଳଗଦା ମଧ୍ୟରୁ ନର କଙ୍କାଳ ମିଳିଛି। ସେଠାରୁ ଖପୁରି, ହାଡ଼, ୧୪ଗୋଟି ଚୁଡ଼ି ଏବଂ ପାଉଁଜି ପୁଲିସ ଜବତ କରିଛି । ଏନେଇ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ୨୦୧୪…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରୁ ସୁସ୍ଥ ହେଲେ ୭୭ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରୁ ଆଜି ୭୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି। ଆଜି ବରଗଡ଼ରୁ ସର୍ବାଧିକ ୧୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଧାରୁ ୯ଜଣ, ମୟୁରଭଞ୍ଜରୁ ୭ଜଣ, ନୂଆପଡ଼ାରୁ ୬ଜଣ, ସମ୍ବଲପୁରରୁ ୬ଜଣ,…
ଅଧିକ ଖବର ଦେଖନ୍ତୁ...