Daily Archives

February 24, 2021

ପିଆରଏମରୁ ନବଜାତକ ଶିଶୁକନ୍ୟା ଚୋରି

ବାରିପଦା : ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ବେଳେ ସ୍ଥାନୀୟ ପିଆରଏମ ହସ୍ପିଟାଲରୁ ମାତ୍ର ୪ ଦିନର ଏକ ଶିଶୁକନ୍ୟାକୁ ଚୋରି ଉଦ୍ୟମ ହୋଇଛି । ଦୁଇ ମହିଳା ଶିଶୁକନ୍ୟାର ତଦାରଖ ଦାୟିତ୍ବରେ ଥିବା ଜଣେ ମହିଳାଙ୍କୁ ପିଲା ଧରିବାକୁ କହିବା ସହିତ ବିଭିନ୍ନ ଆଳରେ ନିଜ ପାଖକୁ ନେଇଥିଲେ। ପରେ ଅତ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ଧାନବସ୍ତା ରଖି ରାସ୍ତା ଅବରୋଧ କଲେ ଚାଷୀ

ଚମ୍ପୁଆ: ଟୋକନ ପାଇ ମଧ୍ୟ ଧାନ ବିକ୍ରି କରିପାରୁ ନଥିବାରୁ ଆଜି ଚମ୍ପୁଆ ଅଞ୍ଚଳର ଚାଷୀମାନେ ରଜିଆ ଛକରେ ଚମ୍ପୁଆ-ରିମୁଳି ରାସ୍ତା ଅବରୋଧ କରିଛନ୍ତି। ଚାଷୀଙ୍କ କହିବା ଅନୁସାରେ, ଧାନ ବିକ୍ରି କରିବାପାଇଁ ସେମାନଙ୍କୁ ଟୋକନ ମିଳିଥିଲା। ଇତିମଧ୍ୟରେ ବହୁ ଚାଷୀଙ୍କ ଟୋକନ ଅବଧି ଶେଷ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ସୀମାରେ ଆନ୍ଧ୍ରର ଦାଦାଗିରି ଘଟଣା: ବନ୍ଦ ହେଲା ନିର୍ମାଣ କାମ, ଲାଗିଲା ଫଳକ

ରାୟଗଡ଼ା: ଗୁଣପୁର ବ୍ଲକର ମରମା ପଞ୍ଚାୟତରେ ଆନ୍ଧ୍ରର ରାସ୍ତା ନିର୍ମାଣ କାମକୁ ପ୍ରଶାସନ ବନ୍ଦ ରଖିବା ସହ ସୀମା ନିର୍ଧାରଣ କରି ସୂଚନା ଫଳକ ଲଗାଇଛି। ଓଡ଼ିଶା ସୀମାରେ ଅନୁପ୍ରବେଶ ରୋକିବାକୁ ସୂଚନା ଫଳକ ଲଗାଇବାକୁ ଜିଲ୍ଲାପାଳ ସ‌ରୋଜ କୁମାର ମିଶ୍ର ଗତକାଲି ନିର୍ଦେଶ ଦେଇଥିଲେ। ଗୁଣପୁର…
ଅଧିକ ଖବର ଦେଖନ୍ତୁ...

କୋଇଲା ମାଫିଆ-ରେଲୱେ ପୁଲିସ ହାତାହାତି

ଚାନ୍ଦବାଲି: ଚଳନ୍ତା ଟ୍ରେନରୁ କୋଇଲା ଚୋରି କରି ବିକ୍ରି କରିବା ଏବେ ନିତିଦିନିଆ ବେପାରରେ ପରିଣତ ହୋଇଗଲାଣି । ଗତ କିଛି ଦିନ ତଳେ ତିହିଡ଼ି ଥାନା ପାଳିଆଠାରେ କୋଇଲା ଚୋରା ଚାଲାଣକୁ କେନ୍ଦ୍ରକରି ପୁଲିସ ଧରପଗଡ଼ କରୁଥିବା ବେଳେ ଜନୈକ ଯୁବକ ପୋଖରୀରେ ବୁଡ଼ି ମୃତ୍ୟୁ କରିଥିଲା । ଯାହାକୁ ନେଇ…
ଅଧିକ ଖବର ଦେଖନ୍ତୁ...

ଅସୁରକ୍ଷିତ ଗୋ ଚାଲାଣ,ସୁରକ୍ଷାକାରୀଙ୍କୁ ମାଫିଆଙ୍କ ଧମକ

ଭଦ୍ରକ: କାହା ସାହସରେ ଭଦ୍ରକରେ ମାତିଛନ୍ତି ଗୋରୁ ମାଫିଆ ଓ ସେମାନଙ୍କ ହାତରେ ରହିଛି ବନ୍ଧୁକ। ଗୋସୁରକ୍ଷାକାରୀଙ୍କୁ ବନ୍ଧୁକ ମୁନରେ ଊଡାଇ ଦେବାକୁ ଦିଆଯାଉଛି ଧମକ। ଭଦ୍ରକରେ ଗୋରୁ ମାଫିଆଙ୍କ ଦୌରାତ୍ମ ଅସହ୍ୟ ହେଲାଣି। ପୁଲିସ ଏବେଠାରୁ ନହେଜିଲେ ଆଗକୁ ଏହି ପ୍ରସଙ୍ଗକୁ ନେଇ ଭଦ୍ରକରେ…
ଅଧିକ ଖବର ଦେଖନ୍ତୁ...

କୋଟିଆ ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଦେବା ନେଇ ଜିଲା ପ୍ରଶାସନର ପଦକ୍ଷେପ

କୋରାପୁଟ: କୋରାପୁଟ ଜିଲାର ସୀମାନ୍ତ କୋଟିଆ ପଚାଂୟ୍‌ତର ସମସ୍ତ ଗ୍ରାମବାସୀଙ୍କୁ ଘରେ ଘରେ ସ୍ୱାସ୍ଥ୍ୟସେବା ଦେବା ନେଇ ଜିଲାପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏଥିନେଇ ବୁଧବାରଠାରୁ ପଦକ୍ଷେପ ଆରମ୍ଭ କରାଯାଇଛି ।…
ଅଧିକ ଖବର ଦେଖନ୍ତୁ...

ସରକାର ଗଠନ ହେଲେ ଧୀବରଙ୍କ ପାଇଁ ସ୍ୱତନ୍ତ୍ର ବିଭାଗ ରହିବ: ରାହୁଲ ଗାନ୍ଧୀ

କୋଲ୍ଲମ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ବର୍ତ୍ତମାନ କେରଳ ଗସ୍ତରେ ଅଛନ୍ତି। ଏପ୍ରିଲ-ମେ ମାସରେ କେରଳରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ନିର୍ବାଚନକୁ ଦୃଷ୍ଟିରେ ରଖି ରାହୁଲ ଗାନ୍ଧୀ ବୁଧବାର କୋଲ୍ଲମରେ ପହଞ୍ଚି ସେଠାରେ ମତ୍ସ୍ୟଜୀବୀଙ୍କୁ ଭେଟିଥିଲେ। ଏହି ସମୟରେ…
ଅଧିକ ଖବର ଦେଖନ୍ତୁ...

ନଡ଼ିଆରୁ କତା ଛଡ଼ାଇବା ମେସିନ ତିଆରି କରି ପାଇଲେ ୨୫ ଲକ୍ଷ ଟଙ୍କାର ଅନୁଦାନ

ଥ୍ରୀସୁର: ନଡ଼ିଆରୁ କତା ସହଜରେ ଛଡ଼ାଇବା ପାଇଁ ମେସିନ ତିଆରି କଲେ, ଆଉ ୨୫ ଲକ୍ଷ ଟଙ୍କାର ପ୍ରୋତ୍ସାହନମୂଳକ ଅନୁଦାନ ପାଇଲେ | ଆଜି ଆମେ ଏମିତି ଜଣେ ଉଦ୍ଭାବକଙ୍କ କାହାଣୀ କହିବୁ ଯିଏ କି ନିଜ ସ୍ୱଳ୍ପ ବୁଦ୍ଧିରୁ ଏମିତି ଯନ୍ତ୍ରଟିଏ ନିର୍ମାଣ କରିଛନ୍ତି, ଯାହାକୁ ସମସ୍ତେ ପ୍ରଶଂସା କରୁଛନ୍ତି |…
ଅଧିକ ଖବର ଦେଖନ୍ତୁ...

ଡାକ୍ତର ବିମଳ ରଥଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଖୋର୍ଦ୍ଧା : ଆଜି କାଲି ଦୁନିଆରେ ଭଲ ଲୋକ ମିଳିବା କଷ୍ଟକର ବୋଲି ଲୋକେ କୁହନ୍ତି । କିନ୍ତୁ ଡାକ୍ତର ବିମଳ ରଥଙ୍କୁ ଭେଟିବା ପରେ ଯେ କେହି ମଧ୍ୟ ଏହା ଭୁଲ ବୋଲି ମନେ କରିବ । ସ୍ୱର୍ଗତ ବିମଳ ରଥ ନିଜ ଜୀବନକାଳ ମଧ୍ୟରେ କ୍ୱଚିତ କାହା ଉପରେ ରାଗିବା, କୌଣସି କଥାରେ ଅହଂକାର କରିବା, କୌଣସି…
ଅଧିକ ଖବର ଦେଖନ୍ତୁ...

ଧାନ ଗାଡ଼ି ରଖି ରାସ୍ତାରୋକ: ନରଣପୁର-ଡୁବୁରି ରାସ୍ତା‌ରେ ୭ ଘଣ୍ଟା ଧରି ଗାଡ଼ି ଚଳାଚଳ ଠପ୍‌

ହରିଚନ୍ଦନପୁର: ଟୋକନ ପାଇଥିବା ଚାଷୀ ଏବଂ ଟୋକନ ଅବଧି ଶେଷ ହୋଇଥିବା ଚାଷୀଙ୍କଠାରୁ ଧାନ କିଣିବା ଦାବିରେ ଆଜି ସକାଳ ୯ଟାରୁ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ୭ ଘଣ୍ଟା ଧରି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବାଇପାସ୍‌ ଛକରେ ନରଣପୁର-ଡୁବୁରି ରାସ୍ତାକୁ ଧାନବସ୍ତା…
ଅଧିକ ଖବର ଦେଖନ୍ତୁ...