Daily Archives

February 25, 2021

ନବଜାତ ଭାଇ ପାଇଁ ଉପହାର ଧରି ପହଞ୍ଚିଲେ ସୈଫ୍‌ଙ୍କ ତନୟା ସାରା ଅଲ୍ଲୀ ଖାନ୍‌

ମୁମ୍ବାଇ: କରୀନା କପୁର ଓ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ନବଜାତ ପୁଅ ପାଇଁ ଉପହାର ନେଇ ଆସୁଥିବା ବେଳେ କ୍ୟାମେରାରେ ଦେଖିବାକୁ ମିଳିଛନ୍ତି ସୈଫ୍‌ଙ୍କ ଝିଅ ସାରା ଅଲ୍ଲୀ ଖାନ୍‌। କରୀନା ଗତ ୨୧ ତାରିଖରେ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ୍‌ରେ ନିଜର ଦ୍ବିତୀୟ ପୁତ୍ରକୁ ଜନ୍ମ ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲରେ ନିଆଁ, ଅଳ୍ପକେ ରକ୍ଷା ପାଇଲା ଗାଁ

ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବ୍ଲକ ଆମେଣାକୁଦ ପଞ୍ଚାୟତ କୁଦ ପାଟଣା ଜଙ୍ଗଲରେ ଆଜି ନିଆଁ ଲାଗିଥିଲା। ସୌଭାଗ୍ୟ ବଶତଃ ଜଙ୍ଗଲ ନିକଟରେ ଥିବା ଗାଁ ଅଳ୍ପକେ ରକ୍ଷା ପାଇଯାଇଛି। ବାଲିପାଟଣା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ନିଆଁ ଆୟତ୍ତ କରିଥିଲେ । ସୂଚନା ଅନୁସାରେ, ଆଜି…
ଅଧିକ ଖବର ଦେଖନ୍ତୁ...

ସୋରିଷ ତେଲରେ ରହିଛି ଏହି ସବୁ ଉପକାରୀ ଗୁଣ

ଏମିତି କିଛି ରୋଗ ଅଛି ଯାହାର ନିରାକରଣ ପାଇଁ ସୋରିଷ ତେଲ ଅବ୍ୟର୍ଥ ଔଷଧ ଭାବେ କାର୍ଯ୍ୟ କରେ। ଅଚାନକ ଏପରି ଅନେକ ସମସ୍ୟା ହୁଏ, ମାତ୍ର ଉପଶମ ପାଇଁ ପାଖରେ ଔଷଧ ନଥାଏ। ସେହି କ୍ଷେତ୍ରରେ ଆପଣ ସୋରିଷ ତେଲକୁ ଭରସା କରିପାରିବେ। ତେବେ, ଚାଲନ୍ତୁ ଜାଣିବା କେଉଁ କେଉଁ କ୍ଷେତ୍ରରେ ଆମେ ସୋରିଷ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାରେ ବଢ଼ୁଛି ଧାନ ସଂଗ୍ରହ ଅଡ଼ୁଆ: ସବୁଠି ଅସନ୍ତୋଷ, ଚାଷୀଙ୍କ ଧାନ କିଣିପାରୁନି ଯୋଗାଣ ବିଭାଗ

ବାରିପଦା: ମୋବାଇଲ୍କୁ ମେସେଜ୍ ଯିବ। ଅତ୍ୟାଧୁନିକ ପଦ୍ଧତିରେ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯିବ। ଯଥେଷ୍ଟ ସମୟ ପୂର୍ବରୁ ଧାନ ସଂଗ୍ରହ ତାରିଖ ଓ ସମୟ ବିଷୟରେ ଚାଷୀଙ୍କୁ ସୂଚନା ଦିଆଯିବ। କୌଣସି ଚାଷୀଙ୍କ ଧାନ ବିକ୍ରି ନହୋଇ ରହିବ ନାହିଁ। ଧାନ ସଂଗ୍ରହ ପୂର୍ବରୁ ଏମିତି ବାହାସ୍ପୋଟ…
ଅଧିକ ଖବର ଦେଖନ୍ତୁ...

ଆକାଶକୁ ଆଲୋକ ପକାଇ ଖାଦ୍ୟ ନେଇ ଆସୁଥିବା ଡେଲିଭରି ବୟକୁ ଘରର ବାଟ କଢ଼ାଇଲେ ଗ୍ରାହକ

ନୂଆଦିଲ୍ଳୀ: ଅନ୍‌ଲାଇନ୍‌ରୁ ଖାଦ୍ୟ ବରାଦ ଦେଇ ସୁସ୍ବାଦୁ ଖାଦ୍ୟକୁ ଉପଭୋଗ କରି କରି ଖାଇବା ଯେତିକି ମଜାଦାୟକ, ଡେଲିଭରି ବୟକୁ ନିଜ ଘରର ବାଟ ବତାଇବା ତା’ଠାରୁ ବେଶି ବିରକ୍ତିକର। ବେଳେ ବେଳେ ନିଜ ଠିକଣା ଅନ୍ୟକୁ ବୁଝାଇବାରେ ଆମେ ନିଜେ ଅସମର୍ଥ ହୋଇପଡୁ, ତାହା ସାମ୍ନା ଲୋକର ବୁଝିବା…
ଅଧିକ ଖବର ଦେଖନ୍ତୁ...

୪୦ ବର୍ଷରେ ସାହିଦ, ଭାବପ୍ରବଣ ଇନ୍‌ଷ୍ଟା ପୋଷ୍ଟ୍‌ କରି ଶୁଭେଚ୍ଛା ଜଣାଇଲେ ସାନ ଭାଇ ଇସାନ୍‌

ମୁମ୍ବାଇ: ଫେବ୍ରୁଆରିକୁ ଆପଣ ଜନ୍ମଦିନର ମାସ ବୋଲି କହିପାରନ୍ତି। କାହିଁକି ନା, ଏହି ମାସରେ ଅନେକ ବଲିଉଡ୍‌ ସେଲିବ୍ରେଟିଙ୍କ ଜନ୍ମଦିନ। ଆଜି, ଅର୍ଥାତ ଫେବ୍ରୁଆରି ୨୫ ତାରିଖରେ ଆମ ସମସ୍ତଙ୍କ ପ୍ରିୟ ସାହିଦ କପୁରଙ୍କ ଜନ୍ମଦିନ। ଆଜିର ଦିନରେ ୪୦ ବର୍ଷ ବୟସରେ ପାଦ ରଖିଛନ୍ତି ସାହିଦ। ସେ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ବରରେ ସୈନିକ ସ୍କୁଲ ପ୍ରତିଷ୍ଠା ପାଇଁ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ…

ବାଲେଶ୍ୱର: ଚଳିତ ବଜେଟ୍‌ରେ କେନ୍ଦ୍ର ସରକାର ଦେଶରେ ୧୦୦ ସୈନିକ ସ୍କୁଲ୍ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏଥିରେ ବାଲେଶ୍ବର ଜିଲ୍ଲାକୁ ସ୍ଥାନ ଦେବାକୁ ଜିଲ୍ଲବାସୀଙ୍କ ତରଫରୁ ଜୋରଦାର ଦାବି କରାଯାଇଥିବା ବେଳେ ଏନେଇ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ…
ଅଧିକ ଖବର ଦେଖନ୍ତୁ...

ଜୟପୁର ଉପଖଣ୍ଡ କାରାଗାରରେ ଆରମ୍ଭ ହେଲା ଧନ୍ଦାମୂଳକ ତାଲିମ; ଅନ୍ତେବାସୀଙ୍କ ଚିତ୍ରପଟ୍ଟ ବିକିବାର ଦାୟିତ୍ବ ନେଲା…

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ଉପଖଣ୍ଡ କାରାଗାରରେ ରହୁଥିବା ଅନ୍ତେବାସୀ ମାନେ ଏଠାରୁ ମୁକୁଳି ଯିବା ସମୟରେ ଏମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଆରମ୍ଭ ହୋଇଛି ଧନ୍ଦାମୂଳକ ତାଲିମ। ଜନଶିକ୍ଷଣ ସଂସ୍ଥା ପକ୍ଷରୁ ୪୦ଦିନିଆ ତାଲିମ ଜାରୀ ରହିଛି। ବୈଦ୍ୟୁତିକ ସାମଗ୍ରୀ…
ଅଧିକ ଖବର ଦେଖନ୍ତୁ...

କରୋନା ସଂକ୍ରମଣର ଦ୍ବିତୀୟ ଲହର; ପ୍ରଶାସନ ପକ୍ଷରୁ କଡ଼ା ଯାଂଚ ଆରମ୍ଭ

ଜୟପୁର: ୫ଟି ରାଜ୍ୟରେ କରୋନା ସଂକ୍ରମଣର ଦ୍ବିତୀୟ ଲହର ଦେଖାଦେଇଛି। ଏହା ପରେ ରାଜ୍ୟ ସରକାର ସବୁ ଜିଲ୍ଲାରେ କଡ଼ା କଟକଣା ପାଳନ କରିବାକୁ ମାର୍ଗଦର୍ଶିକା ଜାରୀ କରିଛନ୍ତି। ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା, ସାମାଜିକ ଦୂରତାକୁ ବଜାୟ ରଖିବା ଆଦି ନିର୍ଦେଶ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଚାକିରି ବୃତ୍ତିରେ ଉନ୍ନତି ହେବ। ସଙ୍ଗୀତରେ ରୁଚି ରଖୁଥିବା ଲୋକଙ୍କୁ ଭଲ ଗୁରୁ ମିଳିବେ। ଘରକୁ କୌଣସି ବନ୍ଧୁ ଶୁଭ ସମାଚାର ନେଇ ଆସିବେ। ବୃଷ: ଅତୀତ କଥାକୁ ନେଇ ପଶ୍ଚାତ୍ତାପ ହୋଇପାରେ। ପରିବାର ଲୋକଙ୍କ ପୂରା ସହଯୋଗ ପାଇବେ। ବ୍ୟବସାୟରେ ଆଶାଜନକ ଲାଭ ମିଳିବ। ମିଥୁନ:…
ଅଧିକ ଖବର ଦେଖନ୍ତୁ...