Daily Archives

February 25, 2021

ଶବକୁ ମିଳିଲାନି ଜାତିଭାଇଙ୍କ କାନ୍ଧ, ମା’ର ଶବକୁ ଏକାକି ବୋହିଲା ପୁଅ

ଖୁଣ୍ଟିଗୋରା: ସାମାଜିକ ବାସନ୍ଦ ଯୋଗୁଁ ମିଳିଲାନି ଚାରି କାନ୍ଧ। ଶେଷରେ ମା’ର ଶବକୁ ଏକାକି ବୋହି ନେଇ ସତ୍କାର କରିଛି ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଗୁରୁବାର ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖମନମୁଣ୍ତା ପଞ୍ଚାୟତରେ ଦେଖିବାକୁ ମିଳିଛି। ଗୁଣୁଚିତରା ଗାଁର ପ୍ରଶନ୍ନ ପୁଟା ନିଜ ବାପା, ମାଆ ଓ…
ଅଧିକ ଖବର ଦେଖନ୍ତୁ...

ଧାନ ନେଉନି ମଣ୍ଡି, ରାସ୍ତା ଅବରୋଧ କଲେ ଚାଷୀ

ବାରିପଦା: ଟୋକନ ଥିଲେ ମଧ୍ୟ ଧାନ ସଂଗ୍ରହ କରୁନି ମଣ୍ଡି। ସେହିପରି ଧାର୍ଯ୍ୟ ଦିନରୁ ମଣ୍ଡିକୁ ଧାନ ଆଣିଥିଲେ ମଧ୍ୟ ଟାର୍ଗେଟ୍ ନଥିବା ଆଳ ଦେଖାଇ ସମୟ ଗଡ଼ାଇଚାଲୁଥିଲେ। ତେଣୁ କିଛି ଚାଷୀଙ୍କର ଟୋକନ୍ ଲ୍ୟାପ୍ସ ହୋଇଯାଇଛି। ସମୟରେ ମଣ୍ଡିକୁ ଧାନ ଆଣିଥିଲେ ମଧ୍ୟ ଏବେ ଧାନ କିଣିବାକୁ ମଣ୍ଡି…
ଅଧିକ ଖବର ଦେଖନ୍ତୁ...

କରୋନା ସଂକ୍ରମଣ ପ୍ରସଙ୍ଗରେ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ୧୨ ରାଜ୍ୟ ଉପରେ ରହିବ ନଜର

ଭୁବନେଶ୍ବର: ଦେଶରେ କରୋନା ସଂକ୍ରମଣ ପୁଣି ବଢ଼ୁଥିବାରୁ ରାଜ୍ୟରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଚିଠି ଲେଖିଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲାପାଳ,‌ ପୌରପାଳିକା କମିସନର, ବିମାନ…
ଅଧିକ ଖବର ଦେଖନ୍ତୁ...

ମୁକେଶ ଅମ୍ବାନୀଙ୍କ ଘର ତଳୁ ମିଳିଲ‌ା ବିସ୍ଫୋରକ ଭର୍ତ୍ତି ଗାଡ଼ି, ସୁୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ମୁମ୍ବାଇ: ରିଲାଏନ୍ସ ଇଣ୍ଟଷ୍ଟ୍ରିଜ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀଙ୍କ ମୁମ୍ବାଇ ବାସଭବନ ଆଣ୍ଟିଲିଆ ତଳୁ ଏକ ବିସ୍ଫୋରକ ଭର୍ତ୍ତିି ଗାଡ଼ି ଜବତ କରାଯାଇଛି। ଜବତ ହୋଇଥିବା ଏସୟୁଭିରୁୁ ୨୦ଟି ଜିଲୋଟିନ ମିଳିଛି। ଖବର ପାଇ ମୁମ୍ବାଇ ପୁଲିସର ଟିମ୍ ଘଟଣାସ୍ଥଳରେ…
ଅଧିକ ଖବର ଦେଖନ୍ତୁ...

ପୁଡୁଚେରିରେ ଜାରି ହେଲା ରାଷ୍ଟ୍ରପତି ଶାସନ, କାର୍ଯ୍ୟକାଳ ଶେଷ ପର୍ଯ୍ୟନ୍ତ ବିଧାନସଭା ସ୍ଥଗିତ

ପୁଡୁଚେରି: ଭି ନାରାୟଣସ୍ୱାମୀଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ସଂଖ୍ୟାଗରିଷ୍ଠତା ହରାଇବାର ଦିନକ ପରେ ଆଜି (ଗୁରୁବାର) କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରିରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱାକ୍ଷରରେ ଜାରି କରାଯାଇଥିବା ବିଜ୍ଞପ୍ତିରେ…
ଅଧିକ ଖବର ଦେଖନ୍ତୁ...

କଟକରେ ଚାଞ୍ଚଲ୍ୟ: ମାନସିଂହପାଟଣ‌ାରେ ଘରେ ପଶି ଯୁବତୀଙ୍କୁ ଜିଅନ୍ତା ଜାଳିବାକୁ ଉଦ୍ୟମ, ଅଳ୍ପକେ ବଞ୍ଚିଗଲା ଜୀବନ

କଟକ: ସହରର ମାନସିଂ ପାଟଣାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ୪ ଜଣ ଦୁର୍ବୃତ୍ତ ଜଣେ ଯୁବତୀଙ୍କ ଘରେ ପଶି ତାଙ୍କୁ ନିଶା ଇଂଜେନକସନ୍ ଦେଇ ନିଆଁରେ ପୋଡ଼ି ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ସୌଭାଗ୍ୟବଶତଃ, ଅଳ୍ପ ନିଆଁ ଲାଗିଥିବା ଅବସ୍ଥାରେ ଘରମାଲିକ ଓ ପଡ଼ିଶା ଯୁବତୀଙ୍କୁ ଉଦ୍ଧାର…
ଅଧିକ ଖବର ଦେଖନ୍ତୁ...

ମେଦିନାପୁରରେ ଓଡ଼ିଶା-ପଶ୍ଚିମବଙ୍ଗ ଅଧିକାରୀଙ୍କ ବୈଠକ: ବିବାଦୀୟ ଜାଗା ଉପରେ ଆଲୋଚନା, ସାଟେଲାଇଟ୍‌ ମ୍ୟାପିଂ

ବାଲେଶ୍ବର/ଜଳେଶ୍ବର: ସୁବର୍ଣ୍ଣରେଖା ନଦୀର ବିଭିନ୍ନ ବାଲି ସୈରାତରୁ ବାଲି ଉତ୍ତୋଳନ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ରାଜ୍ୟ ମଧ୍ୟରେ ରହିଥିବା ବିବାଦର ସମାଧାନ ନିମନ୍ତେ ଗୁରୁବାର ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ପଶ୍ଚିମବଙ୍ଗର…
ଅଧିକ ଖବର ଦେଖନ୍ତୁ...

କଲେଜ ଛାତ୍ରୀଙ୍କୁ ଗର୍ଭବତୀ କରିବା ମାମଲା: ଅଧ୍ୟାପକଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ

ଯାଜପୁର: କଲେଜ ଛାତ୍ରୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଗଭର୍ବତୀ କରିବା ଓ ପରେ ବିବାହ ପାଇଁ ଅରାଜି ହେବା ମାମଲାର ରାୟ ପ୍ରକାଶ କରି ଯାଜପୁର ଜିଲ୍ଲା ଜଜ୍ କଲେଜ ଅଧ୍ୟାପକଙ୍କୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ଅନୁସାରେ ଯାଜପୁର ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ତୈଳଦର ବୃଦ୍ଧିକୁ ନେଇ ପ୍ରତିବାଦ କରୁଥିବା ବେଳେ ଓଲଟିଲା ଦିଦିଙ୍କ ସ୍କୁଟି, ଦେଖନ୍ତୁ ଭିିଡିଓ

କୋଲକାତା: ତୈଳଦର ବୃଦ୍ଧିକୁ ନେଇ ପ୍ରତିବାଦ କରୁଥିବା ବେଳେ ଘଟିଲା ଅଘଟଣ। ତଳେ ପଡ଼ିବାରୁ ଅଳ୍ପକେ ବର୍ତ୍ତିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନିଜେ ବ୍ୟାଟେରୀ ଚାଳିତ ସ୍କୁଟି ଚଳାଇବାକୁ ମନ କରିବା ସହ ମମତା ବାନାର୍ଜୀ ଗାଡ଼ି ଷ୍ଟାର୍ଟ କରିଥିଲେ। ହେଲେ ଆକ୍ସିିଲିରେଟର…
ଅଧିକ ଖବର ଦେଖନ୍ତୁ...

ଆଜି ଦେଶର ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର, ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ

ଭୁବନେଶ୍ବର: ଆଜି ଦେଶର ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର । ଭୁବନେଶ୍ୱରର ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ । ଏନେଇ ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ । ଗତକାଲି ମଧ୍ୟ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଥିଲା ଭୁବନେଶ୍ୱର । ତେବେ ରାଜ୍ୟରେ ଅନେକ ଜିଲ୍ଲାରେ ମଧ୍ୟ ଅଧିକ…
ଅଧିକ ଖବର ଦେଖନ୍ତୁ...