Daily Archives

February 26, 2021

କଂସାରିଗୁଡ଼ା କ୍ଷତିଗ୍ରସ୍ତ-ପ୍ରଶାସନ ଆଲୋଚନା ବିଫଳ, ମାର୍ଚ୍ଚ ୨ରେ ରେଳ ଓ ରାସ୍ତାରୋକ ଚେତାବନୀ

ରାୟଗଡ଼ା: ୧୪ ବର୍ଷ ହେଲା କଂପାନି ପ୍ରତିଷ୍ଠା ନାଁରେ ଜମି ନେଇ ବିସ୍ଥାପିତ ଓ କ୍ଷତିଗ୍ରସ୍ତଙ୍କୁ ଠକି ଚାଲିଛନ୍ତି କଂପାନି କର୍ତ୍ତୃପକ୍ଷ। ଶାଗମାଛ ଦରରେ ଜମି ବିକ୍ରି କରି ବିସ୍ଥାପିତ ଜୀବିକା ହରାଇ ଘରେ ବସି ରହିଛନ୍ତି।  ଜମି ବିକ୍ରି ବାବଦକୁ ମିଳିଥିବା ଟଙ୍କା ସରିଯିବା ସହ ଜୀବିକା ଅଭାବରୁ…
ଅଧିକ ଖବର ଦେଖନ୍ତୁ...

ରାଜନୀତି ମୈଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛନ୍ତି ପ୍ରିୟଙ୍କାଙ୍କ ସ୍ବାମୀ ରବର୍ଟ ଭଦ୍ରା

ଜୟପୁର: ରାଜସ୍ଥାନ ପହଂଚିବା ପରେ ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରା ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି କି ‘ମୁଁ ଖୁବ୍ ଶୀଘ୍ର ରାଜନୀତିରେ ଯୋଗ ଦେବି’ । ଶୁକ୍ରବାର ଦିନ ଶ୍ରୀ ଭଦ୍ରା ରାଜସ୍ଥାନରେ ପହଂଚିବା ପରେ ସେଠାରେ…
ଅଧିକ ଖବର ଦେଖନ୍ତୁ...

ପୋଡ଼ିଗଲା ୨୦ ଲକ୍ଷ ଟଙ୍କାର କାଠ, ନିଆଁ ଲାଗିଲା ନା ଲଗାଇଦେଲେ ?

ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁଁରେ ଥିବା ଓଡ଼ିଶା ବନ ଉନ୍ନୟନ ନିଗମର କାଠ ଡିପୋରେ ଭୟାବହ ଅଗ୍ନିକାଣ୍ଡ। ପୋଡ଼ିଗଲା ୨୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ କାଠ। ସ୍ଥାନୀୟ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବାରେ ବିଫଳ ହେବାରୁ ଜିଲ୍ଲା ମୁଖ୍ୟାଳୟରୁ ଦମକଳ ଆସି ନିଆଁ ଲିଭାଇଥିଲା। ତେବେ କେଉଁ…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜରେ ‘ହର୍‌ ହର୍‌ ଗଙ୍ଗେ, ଘର୍‌ ଘର୍‌ ଗଙ୍ଗେ’ ଅଭିଯାନ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ‘ହର୍‌ ହର୍‌ ଗଙ୍ଗେ ଘର୍‌ ଘର୍‌ ଗଙ୍ଗେ’ ଅଭିଯାନ ଆରମ୍ଭ ହୋଇଛି। ଗାୟତ୍ରୀ ପରିବାରର ଜିଲ୍ଲା ସମନ୍ୱୟ ସମିତି, ବାରିପଦା ଗାୟତ୍ରୀ ପରିବାର ଟ୍ରଷ୍ଟ କର୍ମକର୍ତ୍ତା ମାନେ ପ୍ରଥମ ଚରଣରେ ଚଳିତ ମାସ ୨୪ ଓ ୨୫ ତାରିଖରେ ୨୬ ଗୋଟି ବ୍ଳକର ୧୫ଶହ ପରିବାରରେ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ଘରୋଇ ହସ୍‌ପିଟାଲ୍‌ରେ ଟିକାକରଣ ପାଇଁ ଅନୁମତି ଦେଲା କେନ୍ଦ୍ର

ଭୁବନେଶ୍ବର: ଓଡ଼ିଶାର ଘରୋଇ ହସ୍‌ପିଟାଲ୍‌ରେ ଟିକାକରଣ ପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି। ବିଜ୍ଞପ୍ତି ଜାରି କରି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏହି ସୂଚନା ଦେଇଛନ୍ତି। ଟିକାକରଣ ନେଇ ଶ୍ରୀ ମହାପାତ୍ର ସବୁ ଜିଲ୍ଲାପାଳ ଓ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ବାତଜ୍ୱର ନିରାକରଣ ପାଇଁ ମୟୂରଭଂଜ ଜିଲ୍ଲାରେ ସାର୍ବଜନୀନ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ

ବାରିପଦା: ମୟୂରଭଂଜ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ବାତଜ୍ବର (ଫାଇଲେରିଆସିସ୍‌) ନିରାକରଣ ପାଇଁ ସାମୁହିକ ଔଷଧ ସେବନ (ଏମ୍‌ଡ଼ିଏ) କାର୍ଯ୍ୟକ୍ରମ ଗୁରୁବାର ଠାରୁ ଆରମ୍ଭ ହୋଇଛି। ଏହା ଆସନ୍ତା ମାସ ୬ ତାରିଖ ପର୍ଯ୍ୟନ୍ତ ଜାରି ରହିବା ନେଇ ଜିଲ୍ଲା ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ହରିଚନ୍ଦନପୁର : ଜଙ୍ଗଲରେ ଲାଗିଛି ନିଆଁ

ହରିଚନ୍ଦନପୁର : ହରିଚନ୍ଦନପୁର ବ୍ଲକ୍‌ ବୁଢ଼ାଖମଣ ପଞ୍ଚାୟତର ବୁଢ଼ାଖମଣ-ସୋମଗିରି ଏବଂ ବୁଢ଼ାଖମଣ-ପନାସିଆ ରାସ୍ତାକଡ଼ରେ ଥିବା ଜଙ୍ଗଲରେ ନିଆଁ ଲାଗିଛି । ନିଆଁରେ ଔଷଧୀୟ ବୃକ୍ଷ ଏବଂ ବହୁ ମୂଲ୍ୟବାନ ଗଛ ପୋଡ଼ି ନଷ୍ଟ ହୋଇଯାଉଛି। ସେହିପରି ଦୈତାରୀ-ବ୍ରାହ୍ମଣୀପାଳ ରାସ୍ତାକଡ଼‌ ଜଙ୍ଗଲରେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ବିନା ରୟାଲଟିରେ ବାଲି ଚାଲାଣ ବେଳେ ଧରା ପଡ଼ିଲା ଟିପର୍; ୧୦ହଜାର ଟଙ୍କା ଜରିମାନା

ଜୟପୁର: ବିନା ରୟାଲଟିରେ ବାଲି ନେଇ ଯାଉଥିବା ବେଳେ ଜୟପୁର ତହସିଲ କର୍ମଚାରୀଙ୍କ ହାତରେ ଧରା ୧୦ହଜାର ଟଙ୍କାର ତଣ୍ଡ ଗଣିଥିବା କହିଛନ୍ତି ଜୟପୁର ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନ। ନବରଙ୍ଗପୁର ଜିଲ୍ଲାରୁ ଏହି ବାଲି କୋରାପୁଟ ଦେଇ ଆନ୍ଧ୍ର ଯାଉଥିବା ତହସିଲ କର୍ମଚାରୀ ମାନେ ଯାଂଚ ବେଳେ…
ଅଧିକ ଖବର ଦେଖନ୍ତୁ...

ନାବାଳିକାକୁ ଅସଦାଚରଣ ମାମଲା, ଅଭିଯୁକ୍ତଙ୍କୁ ତିନିବର୍ଷ ଜେଲ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ପନ୍ଦାଡୋଠାରେ ୨୦୧୯ ମସିହାରେ ଜଣେ ନାବାଳିକାକୁ ଅସଦାଚରଣ ମାମଲାର ଅଭିଯୁକ୍ତକୁ ୩ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଏହି ମାମଲାରେ ୧୧ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଶୁକ୍ରବାର କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ପୋକ୍ସୋ ସ୍ୱତନ୍ତ୍ର…
ଅଧିକ ଖବର ଦେଖନ୍ତୁ...

୨ ଲକ୍ଷ ଟଙ୍କାର କଏନରେ ନିର୍ମାଣ ହେଲା ରାମ ମନ୍ଦିର, ବ୍ୟବହାର ହୋଇଛି ଟଙ୍କିକିଆ ଓ ପାଞ୍ଚ ଟଙ୍କିଆ କଏନ

ବାଙ୍ଗାଲୋର: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଏବେ ସାରା ଦେଶରେ ଅର୍ଥ ସଂଗ୍ରହ ଅଭିଯାନ ଜାରି ରହିଛି | ତେବେ ରାମ ମନ୍ଦିର ନିର୍ମାଣ ପୂର୍ବରୁ ଏହାକୁ ନେଇ ଅନେକ ଚିତ୍ର ଶିଳ୍ପୀ, ବାଲୁକା ଶିଳ୍ପୀ କଳାକୃତି ନିର୍ମାଣ କରୁଛନ୍ତି | ଆଉ ଏହାରି ଭିତରେ ବାଙ୍ଗାଲୋରରେ ରାମ ମନ୍ଦିରର ନକ୍ସାକୁ…
ଅଧିକ ଖବର ଦେଖନ୍ତୁ...