Daily Archives

February 27, 2021

ଦୋକାନରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ରେବଣାପଳାଶପାଳ ହାଟତୋଟାରେ ଥିବା ଚିତ୍ତରଞ୍ଜନ ସାହୁଙ୍କ ତେଜରାତି ଦୋକାନରେ ଗତକାଲି ରାତିରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି। ଶ୍ରୀ ସାହୁଙ୍କ ଘର…
ଅଧିକ ଖବର ଦେଖନ୍ତୁ...

ଚତୁର୍ଥ ଆନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ, ଅଂଶଗ୍ରହଣ କଲେ ୩୮୦ ଶିଶୁ ଚିତ୍ରଶିଳ୍ପୀ

ଧଉଳି: ଶାନ୍ତିସ୍ତୁପ ଧଉଳି ଚାରୁକଳା ମହାବିଦ୍ୟାଳୟ ପକ୍ଷରୁ ଆଜି ଚତୁର୍ଥ ଆନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି । ଧର୍ମପଦ ପୁରସ୍କାରପ୍ରାପ୍ତ ଚିତ୍ରଶିଳ୍ପୀ ବିନୋଦ ମହାରଣା, ସ୍ଥାନୀୟ ସରପଞ୍ଚ ପୂର୍ଣ୍ଣିମା ସାହୁ, ଭାରତ ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ରଶ୍ମି ସୋନିଆ…
ଅଧିକ ଖବର ଦେଖନ୍ତୁ...

ଚୋରି ହେବାର ଦୁଇ ଦିନ ପରେ ମିଳିଲା କୁକୁର, ପୁଲିସ ଷ୍ଟେସନରେ ଆସି ଦେଇଗଲେ ମହିଳା

ମୁମ୍ବାଇ: ଓସ୍କାର ବିଜେତା ପପ ଗାୟିକା ଲେଡି ଗାଗାଙ୍କ ଚୋରି ହୋଇଯାଇଥିବା କୁକୁର ଶେଷରେ ମିଳିଛନ୍ତି | ଏହି କୁକୁରକୁ ଖୋଜି ଆଣିଦେଲେ ୩ କୋଟି ୬୫ ଲକ୍ଷ ଟଙ୍କା ମିଳିବ ବୋଲି ଲେଡି ଗାଗା ଘୋଷଣା କରିଥିଲେ | ଲସ ଏଞ୍ଜେଲସ ପୁଲିସ ପକ୍ଷରୁ କୁହାଯାଇଛି ଯେ ଜଣେ ମହିଳା ଦୁଇଟି କୁକୁରକୁ ନେଇ ପୁଲିସ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାରେ ବାଟବଣା ସୋଲାର ଚାଳିତ ପାନୀୟ ଜଳ ପ୍ରକଳ୍ପ: ଚକ୍ରଲିଗୁଡାରେ ୪ କୋଟିର ପ୍ରକଳ୍ପ, ୪ ସପ୍ତାହ ବି ଗଲାନି

କୋରାପୁଟ: ଆଗକୁ ଆସୁଛି ଗ୍ରୀଷ୍ମ ଋତୁ। ସେମିତି ବି ରେ କୋରାପୁଟ ପରି ପାହାଡିଆ ଜିଲ୍ଲାରେ ଜଳ କଷ୍ଟ ସବୁବଳେ ଲାଗି ରହେ। ପ୍ରତିବର୍ଷ ଜିଲ୍ଲାର ୧୪ଟି ବ୍ଲକର ଲକ୍ଷ ଲକ୍ଷ ଲୋକ ଜଳ କଷ୍ଟ ଭୋଗୁ ଥିବାବେଳେ ଚଳିତବର୍ଷ ମଧ୍ୟ ସମାନ ଦଶା ଭୋଗିବା ଆଶା କରାଯାଉଛି। କାହିଁକିନା ଜିଲ୍ଲାରେ ରହୁଥିବା…
ଅଧିକ ଖବର ଦେଖନ୍ତୁ...

ପ୍ରକୃତରେ କରୀନାଙ୍କ ନାମ ଏୟା ଥିଲା, ବିଘ୍ନବିନାଶକଙ୍କ ନାମ ସହ ସଂଯୋଗ କରି ଦେଇଥିଲେ ରାଜ କପୁର

ମୁମ୍ବାଇ: କରୀନା କପୁର ଦ୍ଵିତୀୟ ଥର ପାଇଁ ମା ହୋଇଛନ୍ତି | ଆଉ ତାଙ୍କର ଦ୍ଵିତୀୟ ପୁତ୍ରର ନାମ କଣ ରହିବ, ତାହାକୁ ନେଇ ପ୍ରଶଂସକମାନେ ଅନାଇ ବସିଥିବାବେଳେ ଆଜି ଆମେ ଆପଣଙ୍କୁ କରୀନାଙ୍କ ଏହି ନାମ ପଚାର ଏକ ବଡ ରହସ୍ୟ ବାବଦରେ କହିବୁ | ବାସ୍ତବରେ କରୀନାଙ୍କ ପ୍ରକୃତ ନାମ କିଛି ଅଲଗା ଥିଲା |…
ଅଧିକ ଖବର ଦେଖନ୍ତୁ...

ସହିଦ କନେଷ୍ଟବଳଙ୍କ ସ୍ମୃତିରେ ଆଇପିଏସ୍ ଅଫିସର ଆରମ୍ଭ କଲେ ନିଆରା ଅଭିଯାନ- ‘ବହି ବ୍ୟାଙ୍କ’

ରାୟପୁର: ସହିଦ ସାଥୀଙ୍କ ପାଇଁ ଆରମ୍ଭ କଲେ ଭିନ୍ନ ଅଭିଯାନ | ସହିଦ କନେଷ୍ଟବଳଙ୍କ ସ୍ମୃତିରେ ଆଇପିଏସ ଅଫିସର ଆରମ୍ଭ କଲେ ବହି ବ୍ୟାଙ୍କ ଅଭିଯାନ | ଆଜି ଆମେ ଆପଣଙ୍କୁ ଆଇପିଏସ ଅଫିସର ସୁରଜ ସିଂହଙ୍କ ବାବଦରେ କହିବୁ ଯିଏ କି ସହିଦ ହୋଇଯାଇଥିବା ଜଣେ କନେଷ୍ଟେବଳଙ୍କ ସ୍ମୃତିରେ ସମାଜସେବାରେ…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ 

ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ ସୁଗୁଡ଼ା ଗ୍ରାମ ନିକଟସ୍ଥ ଶଗଡ଼ିଆ ନାଳରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ଅନୁଗୁଳ ଥାନା ଅନ୍ତର୍ଗତ ଅଙ୍ଗପଡ଼ା ଗ୍ରାମର ବାବୁଲା ବେହେରାଙ୍କ ପୁଅ ସିପୁନ ବେହେରା (୨୨) ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ସିପୁନ ବୁଧବାର ସମ୍ବଲପୁର…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ଘୋଡା, ଚାରି ଦାବିଦାର: ବୀରବଲଙ୍କ ବୁଦ୍ଧି ଉପଯୋଗ କରି ନିଷ୍ପତ୍ତି ନେଲା ପଞ୍ଚାୟତ

ଗଢ଼ବା: ପିଲାଦିନେ ଆପଣ ଆକବର-ବୀରବଲଙ୍କର କାହାଣୀ ପଢ଼ିଥିବେ | କିଭଳି ବୀରବଲ ନିଜ ବୁଦ୍ଧି ମାଧ୍ୟମରେ ସମସ୍ୟାର ସମାଧାନ କରୁଥିଲେ, ସେହି କାହାଣୀ ଆପଣଙ୍କୁ ଆନନ୍ଦ ଦେଇଥିବ | ଝାଡ଼ଖଣ୍ଡର ଗଢୱାରେ ଏଭଳି ଏକ ନିଆରା ଘଟଣା ସାମ୍ନାକୁ ଆସିଛି | ଯେଉଁଠାରେ ଗ୍ରାମ ପଞ୍ଚାୟତ ପକ୍ଷରୁ ବୀରବଲଙ୍କ…
ଅଧିକ ଖବର ଦେଖନ୍ତୁ...

ଏବିପି ଜନମତ ସର୍ଭେ : ପଶ୍ଚିମବଙ୍ଗରେ ଟିଏମସି, ତାମିଲନାଡ଼ୁରେ ଡିଏମକେ

ନୂଆଦିଲ୍ଲୀ  : ପଶ୍ଚିମବଙ୍ଗରେ ଏଥର ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ । ମାତ୍ର ଟିଏମସି ୧୪୮ରୁ ୧୬୪ ଟି ଆସନ ଜିତି ସରକାର ଗଢିବାକୁ ସକ୍ଷମ ହେବ । ବିଜେପିକୁ ୯୨ରୁ ୧୦୮ଟି ଆସନ ମିଳିବ ବୋଲି ଏବିପି ପକ୍ଷରୁ କରାଯାଇଥିବା ଓପିନିୟନ ପୋଲ ବା ଜନମତ ସର୍ଭେରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ଆପଣ ସମ୍ମାନିତ ହୋଇପାରନ୍ତି। ସୋମ ଓ ମଙ୍ଗଳବାର: ସବୁ କାମ ସହଜରେ ପୂରା ହେବ। ବୁଧ ଓ ଗୁରୁବାର: ନୂଆ ଦାୟିତ୍ବ ଆସିପାରେ। ଶୁକ୍ର ଓ ଶନିବାର: ପ୍ରେମ ଜୀବନ ଭଲ ରହିବ। ରବିବାର: ଘରକୁ ବନ୍ଧୁ ଆସିବେ। ସୋମ ଓ ମଙ୍ଗଳବାର: ପୂର୍ବ କଥାକୁ ନେଇ ଚିନ୍ତିତ ରହିପାରନ୍ତି। ବୁଧ ଓ…
ଅଧିକ ଖବର ଦେଖନ୍ତୁ...