Daily Archives

February 27, 2021

ଦୁର୍ଘଟଣା ପରେ କାର ଜଳିଗଲା, ୨ ଯୁବକ ଗୁରୁତର 

ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ କୁଶପଙ୍ଗା ଗ୍ରାମ ନିକଟରେ ଶନିବାର ସନ୍ଧ୍ୟାରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହେବା ପରେ ହଠାତ୍‌ ସେଥିରେ ନିଆଁ ଲାଗିଯାଇଥିଲା। କାର୍‌ ଆରୋହୀ ୨ ଜଣ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନାନୁସାରେ ଢେଙ୍କାନାଳ ଜିଲ୍ଲା ନିମବାହାଳ ଗ୍ରାମର ରୋଶନ…
ଅଧିକ ଖବର ଦେଖନ୍ତୁ...

ମଦ-ସିଗାରେଟ ସେବନ କରୁଥିଲେ କରୋନାରୁ ସୁସ୍ଥ ହେବାକୁ ଅଧିକ ସମୟ ଲାଗେ: ରିପୋର୍ଟ

ଚଣ୍ଡିଗଡ଼: ମଦ ଓ ସିଗାରେଟ ସେବନ କରୁଥିବା ବ୍ୟକ୍ତି ଯଦି କରୋନାର ଶିକାର ହୁଅନ୍ତି ତେବେ ସୁସ୍ଥ ହେବାକୁ ଅଧିକ ସମୟ ଲାଗେ | ଏକ ଅନୁସନ୍ଧାନରୁ ଏବାବଦରେ ଜଣାପଡିଛି | ପିଜିଆଇ ଚଣ୍ଡିଗଡ଼ର ଅଧ୍ୟୟନ ଅନୁଯାୟୀ, ଯେଉଁମାନେ ମଦ୍ୟପାନ ଏବଂ ତମାଖୁ ସେବନ କରନ୍ତି, ଯଦି ସେମାନେ କରୋନା ପଜିଟିଭ…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଅପହରଣ କରି ଯୁବକ ଗିରଫ

ଅନୁଗୁଳ: ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ଅନୁଗୁଳ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ଅନୁଗୁଳ ଉପକଣ୍ଠ ବେନ୍ତପୁର ଗାଁର ଅଶୋକ ନାୟକ(୨୫)। ପୁଲିସ ସୂଚନା ଅନୁସାରେ, ଅଶୋକ ୨୦୧୯ ମେ’ ୨୧ ତାରିଖରେ ଜଣେ ନାବାଳିକାଙ୍କୁ ଅପହରଣ କରି ନେଇଥିଲେ। ଏଥିନେଇ…
ଅଧିକ ଖବର ଦେଖନ୍ତୁ...

ଅଳଙ୍କାର ଦୋକାନରୁ ଲୁଟିଲେ ୯ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଗହଣା

ହାଟଡିହି: କିଛିଦିନର ନିରବତା ପରେ ହାଟଡିହି ଅଞ୍ଚଳରେ ପୁଣି ସକ୍ରିୟ ହୋଇଛନ୍ତି ଲୁଟେରା। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ୟାଙ୍କ ଛକରେ ଥିବା ରମଣୀ ଅଳଙ୍କାରରୁ ଆଖିପିଛୁଳାକେ ଲୁଟି ନେଇଛନ୍ତି ୯ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଅଳଙ୍କାର। ଏନେଇ ନନ୍ଦିପଦା ଥାନାରେ ଅଭିିଯୋଗ ହେବା ପରେ ପୁଲିସ…
ଅଧିକ ଖବର ଦେଖନ୍ତୁ...

କାର-ବୁଲେଟ ମୁହାଁମୁହିଁ ଧକ୍କା, ଜଣେ ଗୁରତର 

ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ସରଦେଇପୁର ନିମାପଡା ରାସ୍ତାର ଆଜି ଅପରାହ୍ନରେ କାର ଏବଂ ବୁଲେଟ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ବୁଲେଟ ଚାଳକ ବାଲିପାଟଣାର ଲକ୍ଷ୍ମୀଧର ସାହୁ ଗୁରତର ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତି ହୋଇଛନ୍ତି। ଗାଡ଼ି ୨ଟିକୁ ପୁଲିସ ଜବତ…
ଅଧିକ ଖବର ଦେଖନ୍ତୁ...

ଯବାନଙ୍କୁ ହତ୍ୟା ପାଇଁ ବୋମା ଖଞ୍ଜୁଥିଲେ, ବିସ୍ଫୋରଣରେ ନିଜେ ଉଡିଗଲେ

କାଙ୍କେର: ବିଏସଏଫ ଯବାନଙ୍କୁ ଟାର୍ଗେଟ କରି ବୋମା ଖଞ୍ଜୁଥିବାବେଳେ ବିସ୍ଫୋରଣରେ ଚାଲିଗଲା ଜଣେ ନକ୍ସଲଙ୍କ ଜୀବନ | ଆଉ ଏହି ଘଟଣାରେ ଦୁଇ ଜଣ ନକ୍ସଲ ଗୁରୁତର ଆହତ ହୋଇଛନ୍ତି | ଛତିଶଗଡ଼ର କାଙ୍କେରରେ ଏଭଳି ଏକ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ କାଙ୍କେରର ଅମାବେଡାରେ ଫେବୃୟାରୀ ୧୮…
ଅଧିକ ଖବର ଦେଖନ୍ତୁ...

୬୦ ହଜାର ଲୁଟିନେ‌ଲେ ସାଇବର ‌ଲୁଟେରା

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳର ଜଣେ ବ୍ୟକ୍ତି ସାଇବର ଲୁଟେରାଙ୍କ ଦ୍ବାରା ଲୁଟ୍‌ର ଶିକାର ହୋଇଛନ୍ତି। ଲୁଟେରାମାନେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୬୦ହଜାର ଟଙ୍କା ପୋଛି ନେଇଛନ୍ତି। ଏନେଇ ସମ୍ପୃକ୍ତ ବ୍ୟକ୍ତି ପାଟଣା ଥାନାରେ ଅଭିଯୋଗ କରିଛନ୍ତି। ଲୁଟେରା ଜଣକ ଫୋନ୍‌ କରି ଫୋନ୍‌ପେ…
ଅଧିକ ଖବର ଦେଖନ୍ତୁ...

ଜମ୍ମୁରେ ମେଳି ବାନ୍ଧିଲେ କଂଗ୍ରେସର ଜି-୨୩, ଦଳ ନେତୃତ୍ବ ଉପରେ ପ୍ରଶ୍ନ ଉଠାଇଲେ

ଜମ୍ମୁ :  ଜମ୍ମୁରେ ଏକା‌ଠି ହୋଇଛନ୍ତି କଂଗ୍ରେସ ଦଳର ୨୩ ବରିଷ୍ଠ ନେତା। ଗଣମାଧ୍ୟମରେ ଜି-୨୩ ଭାବେ ପରିଚିତ ଏହି ନେତା ଦଳର ପୁନରୁତ୍ଥାନ ଲାଗି ମାନସ ମନ୍ଥନ କରିଛନ୍ତି।  ଗ୍ରୁପ-୨୩ ବୋଲି କୌଣସି ସଂଗଠନ ନାହିଁ । ଏହା ଗଣମାଧ୍ୟମର ସୃଷ୍ଟି । ଆମେ କୌଣସି ନେତୃତ୍ବ ବିରୁଦ୍ଧରେ ନାହୁଁ । ଆମେ…
ଅଧିକ ଖବର ଦେଖନ୍ତୁ...

କଟକ ସହରରେ ପ୍ରଥମ ଥର ଖୋଲିବ କମନ୍‌ ସର୍ଭିସ ସେଣ୍ଟର; ଗୋଟିଏ ଛାତ ତଳେ ମିଳିବ ସିଏମ୍‌ସିର ସବୁ ସେବା

କଟକ: କଟକ ମହାନଗର ନିଗମ ପକ୍ଷରୁ ସହରରେ ପ୍ରଥମ କରି ଖୋଲିବାକୁ ଯାଉଛି ନିଗମର ଶାଖା କାର୍ଯ୍ୟାଳୟ (କମନ୍‌ ସର୍ଭିସ ସେଣ୍ଟର ବା ମ୍ୟୁନିସିପାଲ ସର୍ଭିସ ପାଭିଲିୟନ୍‌)। ଯେଉଁଠାରେ ସହରବାସୀଙ୍କୁ ଗୋଟିଏ ଛାତ ତଳେ ସିଏମ୍‌ସିର ସମସ୍ତ ସେବା ଓ ସୁବିଧା ଯୋଗାଇ ଦିଆଯିବ। ଲୋକଙ୍କୁ ଆଉ ନିଗମର…
ଅଧିକ ଖବର ଦେଖନ୍ତୁ...

ଏମିତି କଟୁଛି ଅବସର ସେନା କର୍ମଚାରୀଙ୍କ ଜୀବନ, ଯୁବବର୍ଗଙ୍କୁ ସ୍ବାସ୍ଥ୍ୟର ଯତ୍ନ ପାଇଁ କରୁଛନ୍ତି ସ‌ଚେତନ

ଜୟପୁର(ଜ୍ଞାନଚାନ୍ଦ ଜଗନ୍ନାଥ): ମୁଣ୍ଡରେ ଟୋପି। ହାତ‌ରେ ଘଡ଼ି। କାନ୍ଧରେ ଝୁଲିଛି ବ୍ୟାଗ୍। ରେଡିଓରେ ବାଜୁଛି ପୁରୁଣା ଗୀତ। ସେ ଭିତରେ କିଏ 'ଚାଚା' ତ ଆଉ କିଏ 'ଅଙ୍କଲ୍' ଡାକୁଛି। ପ୍ରତି ଉତ୍ତରରେ ମିଳୁଛି ବାବା କଣ ଦରକାର। ସେ ଭିତରେ କାହାକୁ ଗଜାମୁଗ ତ ଆଉ କାହାକୁ ଗଜାବୁଟ ଓ ଅମୃତଭଣ୍ଡା…
ଅଧିକ ଖବର ଦେଖନ୍ତୁ...