Daily Archives

February 28, 2021

ହ୍ବାଟ୍‌ସଆପ୍‌ରେ ଥିବା ଏହି ଫିଚର୍‌ଗୁଡ଼ିକ ବିଷୟରେ ଆପଣ ଜାଣନ୍ତି କି?

ମୁମ୍ବାଇ: ବ୍ୟବହାରକାରୀମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍‌ ହ୍ବାଟ୍‌ସଆପ୍‌ ନୂଆ ନୂଆ ଫିଚର ସବୁ ଆଣିଥାଏ। ମାତ୍ର ଏମିତି କିଛି ପୁରୁଣା ଫିଚର୍‌ ଅଛି ଯାହା ବିଷୟରେ ଆମେ ଠିକ୍‌ କରି ଜାଣନ୍ତି ନାହିଁ। ଏହି ଫିଚର୍‌ଗୁଡ଼ିକ ମଧ୍ୟରୁ ଗୋଟିଏ ହେଲା ନିଳ ରଂଗର…
ଅଧିକ ଖବର ଦେଖନ୍ତୁ...

ନିର୍ମାଣଧୀନ ସାଇଟରୁ ୧୧ ଫୁଟ୍‌ ଲମ୍ବର କୁମ୍ଭୀର ଉଦ୍ଧାର

ବଡ଼ୋଧରା: ଗୁଜୁରାଟର ବଡ଼ୋଧରାରେ ଥିବା ଏକ ନିର୍ମାଣଧୀନ ସାଇଟ୍‌ରେ ଶନିବାର ୧୧ ଫୁଟ୍‌ର ଏକ କୁମ୍ଭୀରକୁ ଉଦ୍ଧାର କରାଯାଇଛି। ଘଟଣାଟି କେଲାନପୁର ଅଞ୍ଚଳର ବୋଲି ଜାଣିବାକୁ ମିଳିଛି। ୱାଇଲ୍ଡ ଲାଇଫ୍ ରେସକ୍ୟୁ ଟ୍ରଷ୍ଟର ସଭାପତି ଅରବିନ୍ଦ ପାୱାର ଏ ସଂପର୍କରେ ଗଣମାଧ୍ୟମ ସଂସ୍ଥାକୁ ସୂଚନା ଦେଇ…
ଅଧିକ ଖବର ଦେଖନ୍ତୁ...

ଶାରୀରିକ ସଂପର୍କ ନରଖିଲେ ଆପତ୍ତିଜନକ ଫଟୋକୁ ସୋସିଆଲ୍‌ ମିଡିଆରେ ଛାଡ଼ିଦେବା ଧମକ ଦେଲା ଫେସ୍‌ବୁକ୍‌ ସାଙ୍ଗ

ମୁମ୍ବାଇ: ଅଶ୍ଳୀଳ ଫଟୋ, ଭିଡିଓ ସୋସିଆଲ୍‌ ମିଡିଆରେ ପୋ‌ଷ୍ଟ୍‌ କରିଦେବା ଧମକ ଦେଇ ଅପରାଧୀମାନେ ଦିନକୁ ଦିନ ଅପରାଧର ସୀମା ଲଂଘି ଲଂଘି ଯାଉଛନ୍ତିି। ନିକଟରେ ମୁମ୍ବାଇର ଜଣେ ଯୁବକ ଜଣେ ଯୁବତୀଙ୍କୁ ତାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରି ଏପରି ବ୍ଲାକ୍‌ମେଲ୍‌ କରିଥିବା…
ଅଧିକ ଖବର ଦେଖନ୍ତୁ...

ଗୁଣିଗାରେଡ଼ି ସନ୍ଦେହରେ ମରଣାତ୍ମକ ଆକ୍ରମଣ, ୨ଗୁରତର

ବାଲିପାଟଣା: ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ଅଞ୍ଚଳରେ ଗୁଣି ଗାରେଡି ସନ୍ଦେହରେ ପ୍ରତିପକ୍ଷର ଠେଙ୍ଗା, ଲୁହା ରଡ଼ ଏବଂ ମାରଣାସ୍ତ୍ର ଆକ୍ରମଣରେ ପିଉସା-ପୁତୁରା ଗୁରତର ହୋଇଛନ୍ତି। ଆହତ ବ୍ୟକ୍ତି ମାନେ ହେଲେ ଅଭୟମୁଖି ସାନ ଭୋଇସାହି ଗ୍ରାମର ନରେନ୍ଦ୍ର ବେହେରା (୭୦) ଏବଂ…
ଅଧିକ ଖବର ଦେଖନ୍ତୁ...

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ

ଖୋର୍ଦ୍ଧା : ଖୋର୍ଦ୍ଧାର ପଲ୍ଲାରେ ଜଣେ ନବବଧୂ ବିଦ୍ୟୁତ୍ ସର୍ଭିସ ତାର ଯୋଗେ ଫୋନରେ ଝୁଲି ଆତ୍ମହତ୍ୟା କରିଛନ୍ତି । ତେବେ ମୃତ ମହିଳାଙ୍କ ବାପାଙ୍କ ଲିଖିତ ଅଭିଯୋଗ ଅନୁସାରେ ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଆଜି ସକାଳେ ପ୍ରାୟ ୮ଟା ବେଳେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟରେ ସବୁକିଛି ଭଲ ହେବ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ଅଫିସରେ ଆପଣଙ୍କୁ ଅଧିକ ଦାୟିତ୍ବ ମିଳିବ। ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ। ବୃଷ: ପୂଜାପାଠରେ ସମୟ ବିତିବ। ଅଫିସରେ ସହକର୍ମୀ ଆପଣଙ୍କର ପ୍ରଶ˚ସା କରିପାରନ୍ତି। ପରିବାରର ସବୁ ସଦସ୍ୟଙ୍କୁ ଆନନ୍ଦ ପ୍ରାପ୍ତି ହେବ।…
ଅଧିକ ଖବର ଦେଖନ୍ତୁ...

ଶ୍ରୀକ୍ଷେତ୍ର ଓ ଏକାମ୍ର ବିକାଶ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ବର: ଶ୍ରୀକ୍ଷେତ୍ର ପୁରୀ ଏବଂ ଏକାମ୍ର କ୍ଷେତ୍ର ଭବନେଶ୍ବରର ବିକାଶ ପ୍ରକଳ୍ପ ଯେପରି ଭାବେ କାର୍ଯ୍ୟକାରୀ ହେଉଛି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏହି ମର୍ମରେ ସାଂସଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି । ଏହି ଚିଠିରେ…
ଅଧିକ ଖବର ଦେଖନ୍ତୁ...

କୋଳରେ ଥିବା ସନ୍ତାନ ଦେଖିଲା ମା’ର ମୃତ୍ୟୁ, ଚେନ ଚୋରି କରିବା ପାଇଁ ଛୁରୀ ଭୁସି ହତ୍ୟା କଲା ଚୋର

ନୂଆଦିଲ୍ଲୀ: କୋଳରେ ଥିବା ସନ୍ତାନ ଦେଖିଲା ମା’ର ମୃତ୍ୟୁ। ଚେନ ଚୋରି କରିବା ଉଦ୍ଦେଶ୍ୟରେ ଛୁରୀ ଭୁଷି ୨୫ବର୍ଷୀୟ ମହିଳାଙ୍କୁ ହତ୍ୟା କଲା ଚୋର। ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଦିଲ୍ଲୀର ଆଦର୍ଶ ନଗର ଅଞ୍ଚଳରେ ମାର୍କେଟକୁ ଯାଇଥିବା ଜଣେ ମହିଳାଙ୍କ ବେକରୁ ଚେନ…
ଅଧିକ ଖବର ଦେଖନ୍ତୁ...

ପତ୍ନୀ ଆଣିଲେ ଯୌତୁକ ନିର୍ଯାତନା ଅଭିଯୋଗ: ସ୍ବାମୀଙ୍କ ବିରୋଧରେ ମାମଲା ରୁଜୁ

ଜୟପୁର: ପତ୍ନୀ ଆଣିଲେ ‌ଯୌତୁକ ନିର୍ଯାତନା ଅଭିଯୋଗ। ସ୍ବାମୀ ବିରୋଧରେ ଜୟପୁର ମହିଳା ଥାନାରେ ରୁଜୁ ହୋଇଛି ମାମଲା। ମିଳିଥିବା ସୂଚନା ମୁତାବକ, ଜୟପୁର ମିଲସାହିର ଜି.ଲାବଣ୍ୟା ୬ବର୍ଷ ତଳେ ନବରଙ୍ଗପୁର ଜିଲ୍ଲାର ଜାମ୍ବଗୁଡା ଗାଁର ଜି.ରଜନୀକାନ୍ତଙ୍କ ସହ ବୈଦିକ ରିତୀନୀତି ଅନୁଯାୟୀ ବିବାହ…
ଅଧିକ ଖବର ଦେଖନ୍ତୁ...

ବାର୍ଷିକ ଜିଏସଟି ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖ ମାର୍ଚ୍ଚ ୩୧କୁ ବୃଦ୍ଧି

ନୂଆଦିଲ୍ଲୀ : ସାଧାରଣ ଟିକସଦାତାଙ୍କ ସୁବିଧାକୁ ଦୃଷ୍ଟିରେ ରଖି କେନ୍ଦ୍ର ଅର୍ଥମନ୍ତ୍ରାଳୟ ପକ୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଜିଏସଟି ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢାଇଦିଆଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରାଳୟ ଅନ୍ତର୍ଗତ କେନ୍ଦ୍ରୀୟ ପରୋକ୍ଷ ଟିକସ…
ଅଧିକ ଖବର ଦେଖନ୍ତୁ...