Monthly Archives

March 2021

ଧାନ କିଣା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଫିସ ଭିତରେ ଚାଷୀଙ୍କ ଧାରଣା

ଭଦ୍ରକ: ଟୋକନ ପାଇଥିବା ସମସ୍ତ ଚାଷୀଙ୍କ ଠାରୁ ଧାନ କିଣିବା ଦାବୀରେ ଆଜି ଭଦ୍ରକ ଜିଲ୍ଲାର ବିଭିନ୍ନ ଚାଷୀ ସଂଗଠନର ଜିଲ୍ଲା ନେତୃବୃନ୍ଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଜିଲ୍ଲାରେ ଚାଷୀମାନଙ୍କ ପାଖରେ ପଡି ରହିଥିବା ପ୍ରାୟ ୮୦୦୦ ମେଟ୍ରିକ ଟନ୍ ଧାନ ତୁରନ୍ତ କିଣିବା…
ଅଧିକ ଖବର ଦେଖନ୍ତୁ...

୬୫୦୦ ଟଙ୍କା ସମେତ ବାଇକ୍‌ ଓ ୨୬ ଚୋରି ମୋବାଇଲ ଫୋନ ଜବତ, ଲୁଟେରା ଗିରଫ

ଧଉଳି: ଭୁବନେଶ୍ବର ଉପକଣ୍ଠ ଧଉଳି ଥାନା ପୁଲିସ ମୋବାଇଲ ଚୋରି ମାମଲାରେ ଏକ ବଡ଼ ଗ୍ୟାଙ୍ଗର ଜଣେ କୁଖ୍ୟାତ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେ ହେଲା କ୍ୟାପିଟାଲ ଥାନା ଅଧୀନ ବାପୁଜିନଗର କେଦାର ପଲ୍ଲୀ ବସ୍ତିରେ ରହୁଥିବା ସିଲୁ ଓରଫ ପ୍ରଭାତ ମୁଖି (୩୨) । ସିଲୁଠାରୁ ଧଉଳି ଥାନ…
ଅଧିକ ଖବର ଦେଖନ୍ତୁ...

ଢେଙ୍କାନାଳ : ହାତୀ ଓ ମାଙ୍କଡ ସ୍କ୍ୱାଡ୍ କର୍ମଚାରୀଙ୍କ ରେଞ୍ଜ ଅଫିସ ଘେରାଉ

ଢେଙ୍କାନାଳ: ସଦର ରେଞ୍ଜରେ କାର୍ଯ୍ୟକରୁଥିବା ହାତୀ ଓ ମାଙ୍କଡ ସ୍କ୍ୱାଡ୍ କର୍ମଚାରୀମାନଙ୍କୁ ନିଆଁ ଲିଭାଇବା, ହାତୀ ଘଉଡାଇବା ଆଦି କାର୍ଯ୍ୟ ସହ ଅଧିକାରୀଙ୍କ ଘରେ କାମ କରିବାକୁ ବାଧ୍ୟ କରାଯାଉଛି । ଘରେ କାମ କରିବାକୁ ମନା କଲେ କର୍ମଚାରୀଙ୍କୁ ଚାକିରୀରୁ ବାହାର କରିଦିଆଯାଉଥିବା ଭଳି ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ସମ୍ଭାବନା !

ଜୟପୁର: ସଂପ୍ରତି ଦ୍ବିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଭାରତର ୬ଟି ରାଜ୍ୟରେ ଦେଖା ଦେଇଛି। ଏହି କ୍ରମରେ ଓଡିଶାରେ ବି ସଂକ୍ରମଣ ବ୍ୟାପିବା ସମ୍ଭାବନାକୁ ଏଡ଼ାଇ ହେବନି। ପ୍ରଥମ ପର୍ଯ୍ୟାୟ ପରେ ରୋଗୀଙ୍କ ସଂଖ୍ୟା କମିବା ପରେ କୋଭିଡ୍ କେୟାର ସେଣ୍ଟାର ଓ କୋଭିଡ୍ ହସ୍ପିଟାଲକୁ ବନ୍ଦ କରି…
ଅଧିକ ଖବର ଦେଖନ୍ତୁ...

ଢେଙ୍କାନାଳ : ଜଳୁଛି ପାଣି ଓହଳା ପାହାଡ

ଢେଙ୍କାନାଳ : ସହର ଦେଉଳସାହି ସ୍ଥିତ ପାଣିଓହଳା ପାହାଡ ଆଜି ମଧ୍ୟାହ୍ନରୁ ଜଳୁଛି ।   ହୁତୁହୁତୁ ହୋଇ ଜଳୁଥିବା ଜଙ୍ଗଲକୁ ବନ ବିଭାଗ ଓ ଅଗ୍ନିଶମ କର୍ମଚାରୀମାନେ ଆୟତ କରିବାକୁ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ଖବର ଲେଖାହେବା ପର୍ଯ୍ୟନ୍ତ ସେଠାରୁ ନିଆଁ ଲିଭିପାରିନଥିଲା । ସୂଚନା ଅନୁଯାୟୀ,…
ଅଧିକ ଖବର ଦେଖନ୍ତୁ...

ନିଜର ଘର ନ ଥିବା ବେଳେ ବ୍ୟକ୍ତି ଜଣକ ବାରବୁଲା କୁକୁରଙ୍କ ପାଇଁ ବିଛଣା ପାରି ସଜାଡ଼ି ଦେଇଛନ୍ତି ଖାଦ୍ୟ

ନୂଆଦିଲ୍ଲୀ:  ସୋସିଆଲ ମିଡିଆରେ ଏକ ସୁନ୍ଦର ଫଟୋ ଭାଇରାଲ ହୋଇଛି। ଏହି ଫଟୋ କେବଳ ଯେ ପଶୁପ୍ରେମୀଙ୍କୁ ପସନ୍ଦ ଆସୁଛି ତାହା ନୁହେଁ, ଯେଉଁ ଲୋକମାନଙ୍କୁ ଲାଗୁଥିଲା କି ମଣିଷପଣିଆ ମରିଯାଇଛି ସେମାନଙ୍କ ହୃଦୟକୁ ବି ସ୍ପର୍ଶ କରୁଛି। ଏହି ଫଟୋକୁ ଆଇଏଫଏସ ଅଫିସର ସୁଶାନ୍ତ ନନ୍ଦ…
ଅଧିକ ଖବର ଦେଖନ୍ତୁ...

ବାପ ଘରୁ ଆସୁ ନ ଥିଲା ସ୍ତ୍ରୀ, ରାଗରେ ୫୦ଫୁଟ ଗଛ ଉପରକୁ ଚଢ଼ିଗଲା ସ୍ବାମୀ

ନୂଆଦିଲ୍ଲୀ: ସ୍ବାମୀ-ସ୍ତ୍ରୀ ମଧ୍ୟରେ ଝଗଡ଼ା ହେଲେ ସ୍ତ୍ରୀ ତାର ବାପ ଘରକୁ ଚାଲିଯିବା ଏକ ସାଧାରଣ କଥା। ତେବେ ରାଜସ୍ଥାନର ଧୋଲପୁର ଭଦୌରିୟା ପଡ଼ା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଅଜବ କାଣ୍ଡ ଦେଖିବାକୁ ମିଳିଥିଲା। ସେ ରାଗରେ ପାଖାପାଖି ୫୦ଫୁଟ ଉଚ୍ଚ ଗଛ ଉପକୁ ଚଢ଼ି ଯାଇ ସେଠାରେ ନିଜର ଦୁଇଗୋଡ଼କୁ…
ଅଧିକ ଖବର ଦେଖନ୍ତୁ...

ସ୍ବଳ୍ପ ସଂଚୟ ଯୋଜନାର ସୁଧହାର କମାଇଲେ ସରକାର

ନୂଆଦିଲ୍ଲୀ :  ସରକାର ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତିନିମାସ ପାଇଁ ସବୁ ପ୍ରକାରର ସ୍ବଳ୍ପ ସଂଚୟ ସ୍କିମରେ ସୁଧହାରକୁ ୧.୧ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛନ୍ତି । ଏସବୁ ସ୍କିମ ମଧ୍ୟରେ ଜାତୀୟ ସଂଚୟ ସାର୍ଟିଫିକେଟ, ପିପିଏଫ ମଧ୍ୟ ରହିଛି । ପିପିଏଫ ସୁଧହାରକୁ ୦.୬ ପ୍ରତିଶତ ହ୍ରାସ କରି…
ଅଧିକ ଖବର ଦେଖନ୍ତୁ...

ସ୍ବାମୀ ସାମ୍ନାରେ ସ୍ତ୍ରୀକୁ ଗଣଦୁଷ୍କର୍ମ, ଘଟଣାର ଭିଡିଓ କରିଲେ ଦୁଷ୍କର୍ମକାରୀ

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲାର ଏତ୍ମାଦପୁର ଥାନା  ଅଞ୍ଚଳରେ ତିନିଜଣ ଯୁବକ ବାଇକରେ ଘରକୁ ଯାଉଥିବା ଦମ୍ପତିଙ୍କୁ ଅଟକାଇ ମହିଳାଙ୍କୁ ଜଙ୍ଗଲ ଭିତରକୁ ନେଇ ଦୁଷ୍କର୍ମ କରିଥିଲେ। ଏଥିସହିତ ଦୁଷ୍କର୍ମ ଘଟଣାର ଭିଡିଓ ମଧ୍ୟ କରିଥିଲେ। ଏହି ଘଟଣା ସମ୍ପର୍କରେ ପୁଲିସରେ ଅଭିଯୋଗ କଲେ…
ଅଧିକ ଖବର ଦେଖନ୍ତୁ...

ଜୁନ ୩୦ ଯାଏଁ ବଢିଲା ଆଧାର ଓ ପାନ୍ ଲିଙ୍କ୍ ଅବଧି

ନୂଆଦିଲ୍ଲୀ : ଜୁନ ୩୦ ଯାଏଁ ବଢିଲା ଆଧାର ଓ ପ୍ୟାନ ଲିଙ୍କ । କୋଭିଡ ସଂକ୍ରମଣକୁ ଆଖି ଆଗରେ ରଖି ମୋଦି ସରକାର ଜୁନ ୩୦ ପର୍ଯ୍ୟନ୍ତ ଆଧାର ସହିତ ପାନ୍ କାର୍ଡ ଲିଙ୍କ ଅବଧି ବଢାଇ ଦେଇଛନ୍ତି । ପୂର୍ବରୁ ଆଜି ଅର୍ଥାତ ମାର୍ଚ୍ଚ ୩୧ ତାରିଖ ଏଥିପାଇଁ ଶେଷ ତାରିଖ ଧାର୍ଯ୍ୟ କରାଯାଇଥିଲା । ଯେଉଁମାନେ…
ଅଧିକ ଖବର ଦେଖନ୍ତୁ...