Daily Archives

March 2, 2021

କମେଣ୍ଟ୍‌ ମାରିବାକୁ ଛଦ୍ମବେଶ: କଲେଜ ୟୁନିଫର୍ମ ପିନ୍ଧି କ୍ଲାସ୍‌କୁ ଆସୁଥିଲା ଅନ୍ୟ କଲେଜ ଛାତ୍ର

ବୁଗୁଡ଼ା : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ପିପୁଲ୍ସ କଲେଜରେ ଆଜି ବାହାର କଲେଜର ଜଣେ ଛାତ୍ରର ଅନୁପ୍ରବେଶ ଓ କମେଣ୍ଟ ମରାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। ଅନ୍ୟ କଲେଜରେ ପଢ଼ୁଥିବା ସଂପୃକ୍ତ ଛାତ୍ର ପିପୁଲସ୍‌ କଲେଜ ୟୁନିଫର୍ମ ପିନ୍ଧି କ୍ଲାସ୍‌କୁ ଆସୁଥିଲା। ସେ କମେଣ୍ଟ୍‌ ମାରିବା ବେଳେ ଛାତ୍ରଙ୍କ…
ଅଧିକ ଖବର ଦେଖନ୍ତୁ...

ଧାନବସ୍ତା ଧରି ନବ ନିର୍ମାଣ କୃଷକ ସଂଗଠନ ସଦସ୍ୟ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଧସେଇ ପଶିଲେ 

ଖୋର୍ଦ୍ଧା: ଖୋର୍ଦ୍ଧାରେ ଧାନମଣ୍ଡିରେ ଟୋକେନ୍ ମିଳିବା ପରେ ମଧ୍ୟ ଟାର୍ଗେଟ୍ ପୂରଣ ହୋଇଛି ବୋଲି ଚାଷୀଙ୍କ ଠାରୁ ଧାନ କିଣାଯାଉନଥିବା । ଚାଷୀଙ୍କ ନାମରେ ଦଲାଲଙ୍କ ଠାରୁ ଧାନ କିଣାଯାଉଥିବା ଆଦି ଅଭିଯୋଗ କରି ଆଜି ନବ ନିର୍ମାଣ କୃଷକ ସଂଘର ସଦସ୍ୟ ଓ ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…
ଅଧିକ ଖବର ଦେଖନ୍ତୁ...

ସେବାୟତଙ୍କ ସମସ୍ୟା ନେଇ ଦେବୋତ୍ତର କମିଶନଙ୍କୁ ଦାବିପତ୍ର

ଖୋର୍ଦ୍ଧା: ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ବିଭିନ୍ନ ମଠ ମନ୍ଦିରରେ କାର୍ଯ୍ୟ କରୁଥିବା ସେବାୟତଙ୍କ ସମସ୍ୟାର ସମାଧାନ ଦାବି କରି ନିଖିଳ ଉକ୍ରଳ ସେବାୟତ ସଂଘ ଖୋର୍ଦ୍ଧା ଜିଲ୍ଲା ଶାଖା ଓ ନୟାଗଡ଼ର ଉକ୍ରଳ ଶିବଶକ୍ତି ପୂଜକ ସଂଘର କର୍ମକର୍ତା ଦେବୋତ୍ତର କମିଶନଙ୍କୁ ଭେଟି ଦାବିପତ୍ର ପ୍ରଦାନ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗ-ଓଡ଼ିଶା ସୀମା ବିବାଦ ପ୍ରସଙ୍ଗ : ବାଲେଶ୍ବରରେ ଦୁଇ ରାଜ୍ୟର ଅଧିକାରୀଙ୍କ ବୈଠକ

ବାଲେଶ୍ବର : ସୁବର୍ଣ୍ଣରେଖା ନଦୀରେ ବାଲି ଉତ୍ତୋଳନ ‌ନେଇ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ମଧ୍ୟରେ ଲାଗିରହିଥିବା ସୀମା ବିବାଦକୁ ଏନଜିଟିଙ୍କ ନିର୍ଦ୍ଦେଶକ୍ରମେ ଏବେ ଉଭୟ ରାଜ୍ୟ ସମାଧାନ ଦିଗରେ ଅଗ୍ରସର ହେଉଛନ୍ତି। ଗତମାସ ୨୫ତାରିଖରେ ଏନେଇ ପଶ୍ଚିମବଙ୍ଗରେ ଉଭୟ ରାଜ୍ୟର ପ୍ରତିନିଧି ଦଳ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ନିଷ୍ଟ ଅଶାନ୍ତ ଘଟଣା: ୨ ମାମଲା ରୁଜୁ, ବ୍ୟାପକ ପୁଲିସ ମୁତାୟନ

ଗୋଳନ୍ଥରା : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ନିକଟ ପାଲୁର ହିଲସ୍‌ ସ୍ଥିତ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନ ‘ନିଷ୍ଟ୍‌’ରେ ଛାତ୍ର ଅଶାନ୍ତି ଓ ଗଣ୍ଡଗୋଳ ଘଟଣାରେ ଗୋଳନ୍ଥରା ଥାନାରେ ପୃଥକ ପୃଥକ ୨ଟି ମାମଲା ରୁଜୁ ହୋଇଛି। ନିଷ୍ଟ୍‌ର କୁଳସଚିବ କ୍ଷିରୋଦ ମହାପାତ୍ରଙ୍କ କାର୍‌କୁ କିଛି ଯୁବକ ଭାଙ୍ଗି…
ଅଧିକ ଖବର ଦେଖନ୍ତୁ...

ଶିମିଳିପାଳ ବନାଗ୍ନି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ନୂଆଦିଲ୍ଲୀ: ଶିମିଳିପାଳ ଅଭୟାରଣ୍ୟ ଅନ୍ତର୍ଗତ ଜଙ୍ଗଲରେ ନିଆଁ ଲାଗିଥିବା ଘଟଣା ସଂପର୍କରେ ଅବଗତ ହେବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର। ସେ ଟୁଇଟ୍ କରି ଲେଖିଛନ୍ତି- ମୁଁ ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ…
ଅଧିକ ଖବର ଦେଖନ୍ତୁ...

ସୁପ୍ରିମକୋର୍ଟରେ କୋଟିଆ ପ୍ରସଙ୍ଗ: ସବରେଜିଷ୍ଟ୍ରି କାର୍ଯ୍ୟାଳୟରେ ମିଳିଲା ଦୁଇଟି ପ୍ରମାଣ, ପଟ୍ଟାଙ୍ଗୀରେ ବି…

ଜୟପୁର: ସୁପ୍ରିମକୋର୍ଟରେ ଓଡ଼ିଶା ଆନ୍ଧ୍ର ବିବାଦୀୟ କୋଟିଆ ପ୍ରସଙ୍ଗ ବିଚାରାଧୀନ ରହିଛି। ଓଡିଶା ପକ୍ଷରୁ ଆବଶ୍ୟକ କାଗଜପତ୍ର ଦାଖଲ ପାଇଁ ରାଜ୍ୟ ସରକାର ୪ସପ୍ତାହର ମହଲତ ମାଗିଥିଲେ। ଏଥି ପାଇଁ ଜୟପୁର ସବରେଜିଷ୍ଟ୍ରୀ ଅଫିସରେ କାଗଜପତ୍ରର ଖୋଳତାଡ଼ କରାଯାଇଥିଲା। ଏଠାରୁ ଦୁଇଟି…
ଅଧିକ ଖବର ଦେଖନ୍ତୁ...

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ସ୍ମୃତିପୀଠକୁ ସୁଡ଼ଙ୍ଗ, ଗୁପ୍ତଧନ ଆଶାରେ ଖୋଳିଥିବା ସନ୍ଦେହ, ଉଚ୍ଚସ୍ତରୀୟ…

ବାରିପଦା : ସ୍ଥାନୀୟ ମଧୁବନସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ସମାଧୀପୀଠକୁ ସୁଡ଼ଙ୍ଗ କରାଯାଇଥିବା ଆଜି ସନ୍ଧ୍ୟାବେଳେ ଦେଖିବାକୁ ମିଳିଛି। ଏହାକୁ ନେଇ ବାରିପଦାରେ ଅସନ୍ତୋଷ ଏବଂ ଚର୍ଚ୍ଚା ଦେଖାଦେଇଛି। ଉକ୍ତ ସମାଧୀପୀଠରେ ମହାରାଜା ଶ୍ରୀରାମଚନ୍ଦ୍ର, ମହାରାଣୀ ଲକ୍ଷ୍ମୀ କୁମାରୀ…
ଅଧିକ ଖବର ଦେଖନ୍ତୁ...

କ୍ଷେତରେ ଆଳୁ ଖୋଳି ଉତ୍ପାଦନର ମାନ ପରଖିଲେ କୃଷିମନ୍ତ୍ରୀ

ଧଉଳି : ମଙ୍ଗଳବାର ପୂର୍ବାହ୍ନରେ ଭୁବନେଶ୍ବର ବ୍ଲକ ଇଟିପୁର ପଞ୍ଚାୟତ ଜୟପୁରପାଟଣା ମୌଜା ଅଞ୍ଚଳକୁ ରାଜ୍ୟ କୃଷି ବିଭାଗ ମନ୍ତ୍ରୀ ଅରୁଣ ସାହୁ କ୍ଷେତ୍ର ପରିଦର୍ଶନରେ ଆସି ଆଳୁଚାଷ ଉତ୍ପାଦନର ମାନ ପରଖିଛନ୍ତି । ତାଙ୍କ ସହିତ ସ୍ଥାନୀୟ ବିଧାୟକ ତଥା ବିଜ୍ଞାନ , କାରିଗରୀ , ପ୍ରଯୁକ୍ତି ତଥା…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ୧୭୦ ଏକର ଜମିରେ ଆନ୍ଧ୍ରର ବନୀକରଣ: ଖଜଣା ଭରୁଛି ଓଡ଼ିଆ, ଲାଭ ଉଠାଉଛନ୍ତି ଆନ୍ଧ୍ର ଚାଷୀ

ରାୟଗଡ଼ା: ଜମି ଓଡ଼ିଶାର। ଖଜଣା ବି ବାନ୍ଧୁଛନ୍ତି ଓଡ଼ିଶାର ଚାଷୀ। ହେଲେ ଓଡ଼ିଶା ଜମିକୁ ଅକ୍ତିଆରକୁ ନେଇ ଲାଭ ଉଠାଉଛି ଆନ୍ଧ୍ର। ତାହା ପୁଣି ଏକରେ କି ଦୁଇ ଏକର ନୁହେଁ। ୧୭୦ ଏକର ଜମିରେ ବନୀକରଣ କରିଛି। ଗତ ୩/୪ ବର୍ଷ ତଳେ ଆନ୍ଧ୍ର ଏହି ବନୀକରଣ କରିଥିଲେ ମଧ୍ୟ ଓଡ଼ିଶା ସରକାରଙ୍କ ପାଖରେ ଏ…
ଅଧିକ ଖବର ଦେଖନ୍ତୁ...