Daily Archives

March 3, 2021

ପତ୍ନୀହନ୍ତାଙ୍କୁ ୭ ବର୍ଷ ଜେଲଦଣ୍ଡ

କେନ୍ଦୁଝର: ଜଣେ ପତ୍ନୀହନ୍ତାଙ୍କୁ ଆଜି କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ବିଶ୍ବଜିତ ମହାନ୍ତ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୨ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ୨୦୧୮ ମସିହାରେ ପାଟଣା ଥାନା ଆହାରପଡା ଗ୍ରାମର ଗୋବିନ୍ଦ…
ଅଧିକ ଖବର ଦେଖନ୍ତୁ...

ବାଲିଘାଟରେ ମାତିଛନ୍ତି ମାଫିଆ: ୪ ମାସରେ ବୋହିନେଲେ ୧୮ ହଜାର କ୍ୟୁବିକ୍ ମିଟର

ରାୟଗଡ଼ା: ରାୟଗଡ଼ା ସହର ନିକଟ ବାଲିଘାଟରେ ମାତିଛନ୍ତି ମାଫିଆ। ସହରାଞ୍ଚଳ ବଦଳରେ ଜିଲ୍ଲା ଓ ରାଜ୍ୟ ବାହାରକୁ ବାଲି ଚାଲାଣ କରି କିକବ୍ୟାକ୍ କରିଛନ୍ତି କୋଟି କୋଟି ଟଙ୍କା। ତହସିଲ୍ କର୍ତ୍ତୃପକ୍ଷ ସବୁ ଜାଣି ଚୁପ୍ ରହିବା ସହ ମାଫିଆଙ୍କୁ ସୁରକ୍ଷା ଦେଉଥିବାରୁ ଲିଜ୍ ଅବଧି ପୂର୍ବରୁ ସରିଯାଇଛି…
ଅଧିକ ଖବର ଦେଖନ୍ତୁ...

ସକ୍ରିୟ ରାଜନୀତିରୁ ସନ୍ୟାସ ନେଲେ ଶଶିକଳା

ଚେନ୍ନାଇ: ତାମିଲନାଡ଼ୁ ବିଧାନସଭା ନିର୍ବାଚନ ପୂର୍ବରୁ ଏଆଇଏଡିଏମ୍‌କେରୁ ବହିଷ୍କୃତ ନେତ୍ରୀ ଭିକେ ଶଶିକଳା ଆଜି ଅଚାନକ ସକ୍ରିୟ ରାଜନୀତି ଛାଡ଼ିଥିବା ଘୋଷଣା କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଘନିଷ୍ଠ ଶଶିକଳା ଆଜି ଏ ସଂକ୍ରାନ୍ତ ଘୋଷଣା କରି କହିଛନ୍ତି ଯେ ତାଙ୍କର କ୍ଷମତା…
ଅଧିକ ଖବର ଦେଖନ୍ତୁ...

ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ବିଭିନ୍ନ ସମସ୍ୟା ନେଇ ଛାତ୍ରଙ୍କ ବିକ୍ଷୋଭ

ଆଠଗଡ: କଟକ ଜିଲ୍ଲା ଆଠଗଡସ୍ଥିତ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ବିଭିନ୍ନ ସମସ୍ୟା ନେଇ ଛାତ୍ର ମାନେ ଆଜି ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପ୍ରକାଶଯୋଗ୍ୟ ମହାବିଦ୍ୟାଳୟରେ ପାନୀୟଜଳ, ସମସ୍ତ ବିଭାଗକୁ ବିଦ୍ୟୁତ ସଯୋଗ, ଅଣଛାତ୍ରଙ୍କ ପ୍ରବେଶକୁ ପ୍ରତିରୋଧ,…
ଅଧିକ ଖବର ଦେଖନ୍ତୁ...

ଦୁଇ ଅଟୋ ମୁହାଁମୁହିଁ, ୯ ନାବାଳିକା ଗୁରୁତର

ହରିଚନ୍ଦନପୁର/କେନ୍ଦୁଝର: ବାହାଘର ଭୋଜି ଖାଇ ଅଟୋ (ଓଡି-୦୯-ଏଲ୍‌-୫୫୪୪)ରେ ଘରକୁ ଫେରୁଥିବାବେଳେ ହରିଚନ୍ଦନପୁର ବ୍ଲକ୍‌ ତେନ୍ତଳାପଶି ଗ୍ରାମ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଲୁହାଛଡ଼ ବୋଝେଇ ଡାଲା ଅଟୋ (ଓଡ଼ି -୦୯-କ୍ୟୁ-୬୬୦୨) ମୁହାଁମୁହିଁ ଧକ୍କା ହେବାରୁ ୯ଜଣ ନାବାଳିକା ଗୁରୁତର…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଅପହରଣ, ଜଣେ ଗିରଫ

ଛତିଆ: ବୈରୀ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରିଥିବା ଅଭିଯୋଗରେ ଜଣେ ଯୁବକକୁ ବୈରୀ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ କେନ୍ଦ୍ରାପଡ଼ା ଜିଲ୍ଲା ଗରାପୁର ଅଞ୍ଚଳର ରାମ ଖାଁଙ୍କ ପୁଅ ରସୁଲ ଖାଁ(୧୯)। ଗତ ଫେବ୍ରୁଆରି ମାସ ୧୬ ତାରିଖ ରାତିରେ ଅଭିଯୁକ୍ତ…
ଅଧିକ ଖବର ଦେଖନ୍ତୁ...

ସହରାଂଚଳ ବନୀକରଣ ପ୍ରକଳ୍ପ ପ୍ରହସନ:ଜିଲ୍ଲା ବନାଧିକାରୀଙ୍କ କାର୍ଯ୍ୟାଳୟ ପରିସର ଜଙ୍ଗଲରେ ନିଆଁ ଲଗାଇ ଜବରଦଖଲ

ଖୋର୍ଦ୍ଧା: ଶିମିଳିପାଳ ଅଭୟାରଣ୍ୟରେ ଗତ ୬ ଦିନ ଧରି ନିଆଁ ଲାଗିଛି । କିନ୍ତୁ ଖୋର୍ଦ୍ଧା ସହରର ମଧ୍ୟସ୍ଥଳରେ ଥିବା ବନାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଅଂଚଳରେ ଲୋକମାନେ ନିଆଁ ଲଗାଇ ଗଛ ପୋଡ଼ିବା ସହ ଅବୈଧ କବ୍ଜା କରିନେଇଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏନେଇ ଡିଏଫ୍ଓଙ୍କ ଠାରୁ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ସହରକୁ ଲେଉଟିଲା ୬ ବର୍ଷ ପୂର୍ବ ବେଆଇନ ବନ୍ଧୁକର ଇତିହାସ

ଖୋର୍ଦ୍ଧା: ଖୋର୍ଦ୍ଧା ସହରରେ ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣ, ଗଂଜେଇ, ବ୍ରାଉନ୍ସୁଗାର ଆଦି ବେଆଇନ କାରବାର ହେଉଥିଲା । ଜାତୀୟ ରାଜପଥରେ ରାହାଜାନି, ଡକାୟତି ହେଉଥିଲା । ତେବେ ହତ୍ୟା ଆଦି ଜଘନ୍ୟ ଅପରାଧ ସଂଖ୍ୟା ଅନ୍ୟ ଅପରାଧ ଠାରୁ ଆପାତତଃ କମ୍ ରହିଥିଲା । ବର୍ତମାନ ଖୋର୍ଦ୍ଧା ସହରରେ…
ଅଧିକ ଖବର ଦେଖନ୍ତୁ...

ବିନା କୋଚିଂରେ ବି କେମିତି ପାଇହେବ ଆଇଏଏସ, ଜାଣନ୍ତୁ କଣ କହନ୍ତି ଗନ୍ଧର୍ବ ରାଥୋଡ

ବିନା କୋଚିଂରେ ଆଇଏଏସ ପରୀକ୍ଷାରେ ବି ସଫଳତା ପାଇହେବ | ଆପଣ ପଚାରିବେ, କେମିତି ସମ୍ଭବ | ଆପଣଙ୍କର ଏହି ଦ୍ଵନ୍ଦକୁ ଦୂର କରିଛନ୍ତି ୨୦୧୫ ମସିହାରେ ୟୁପିଏସସି ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୯୩ ରାଙ୍କ ପାଇଥିବା ଗନ୍ଧର୍ବ ରାଥୋଡ | ତେବେ ସଫଳତା ପଛର ରହସ୍ୟ କଣ ଜାଣନ୍ତୁ | ଦିଲ୍ଲୀ…
ଅଧିକ ଖବର ଦେଖନ୍ତୁ...

ତଦନ୍ତ ଆଳରେ ସଂପର୍କୀୟଙ୍କୁ ହଇରାଣ କରୁଛି ପୁଲିସ: ମୋନାଲିସା

ବିଂଝାରପୁର: ଯାଜପୁର ଜିଲ୍ଲା ବିଂଝାରପୁର ଥାନା ମଧୁସୂଦନପୁର ପଞ୍ଚାୟତ ସୁନ୍ଦରପୁର ଗ୍ରାମର ଅଢ଼େଇ ବର୍ଷର ଶିଶୁକନ୍ୟା ପିହୁ ନିଖୋଜ ଘଟଣାକୁ ୬ ମାସ ବିତିଥିଲେ ମଧ୍ୟ ପୁଲିସକୁ ଏଯାଏ ସଫଳତା ମିଳିନାହିଁ। ସୁନ୍ଦରପୁର ଗ୍ରାମରେ ଥିବା ପୋଖରୀକୁ ଶୁଖାଇ ଖୋଜିବା ସହ ନିରୁଦ୍ଦିଷ୍ଟ ପୋଷ୍ଟର ଲଗାଇ…
ଅଧିକ ଖବର ଦେଖନ୍ତୁ...