Daily Archives

March 4, 2021

ଲଘୁ ଖଣିଜଦ୍ରବ୍ୟ ଚୋରାଚାଲାଣ: ବିଭିନ୍ନ ସ୍ଥାନରେ ଚଢ଼ଉ ୧୦ ଗିରଫ, ୧୦ ଗାଡ଼ି ଜବତ 

ଖୋର୍ଦ୍ଧା : ବେଆଇନ ଲଘୁ ଖଣିଜଦ୍ରବ୍ୟ ଖନନ ଓ ଚାଲାଣ ଘଟଣାରେ ଖୋର୍ଦ୍ଧା ପୁଲିସ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୧୦ଜଣଙ୍କୁ ଗିରଫ କରାଯିବା ସହ ୧୦ରୁ ଅଧିକ ଟ୍ରକ, ଜେସିବି ଆଦି ଜବତ କରାଯାଇଛି । ଆଜି ଖୋର୍ଦ୍ଧା ସଦର ଥାନା ପକ୍ଷରୁ ତାପଙ୍ଗ, ଧଉଳିମୁହଁ, ବଙ୍ଗିଦା, କାଇପଦର ଆଦି…
ଅଧିକ ଖବର ଦେଖନ୍ତୁ...

ମୟୂରଭଂଜ ଜିଲ୍ଲା ପରିଷଦ ଦଶମ ବୈଠକ: ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ତାତିଲେ ପ୍ରତିନିଧି

ବାରିପଦା: ମୟୂରଭଂଜ  ଜିଲ୍ଲାରେ ଧାନ କିଣାରେ ବ୍ୟାପକ ଅନିୟମିତତା ଦେଖାଦେଉଛି। ମଣ୍ଡିରେ ଦିନ ଦିନ ଧରି ଧାନ ପଡ଼ିରହୁଥିଲେ ମଧ୍ୟ ଧାନ କିଣା‌ ହୋଇପାରୁନି। ‌ମିଳିଥିବା ଟୋକନ୍‌ ଲ୍ୟାପ୍‌ସ ହୋଇଯାଉଛି। ଟାର୍ଗେଟ୍‌ ଆଳରେ ଚାଷୀଙ୍କୁ ‌ହଇରାଣ କରାଯାଉଛି। କଟ୍‌ନୀ ଛଟ୍‌ନୀ ଆଳରେ ଚାଷୀଙ୍କୁ ଶୋଷଣ…
ଅଧିକ ଖବର ଦେଖନ୍ତୁ...

ଖପରାଖୋଳ ଜଙ୍ଗଲରେ ବଣ ମଇଁଷିର ମୃତ୍ୟୁ 

ଅମ୍ବାଭୋନା: ବରଗଡ଼ ଜିଲ୍ଲା ଭଟଲି ରେଞ୍ଜ ଅଧିନସ୍ଥ ଅମ୍ବାଭୋନା ବ୍ଳକ ବାରପାହାଡ ଘେରା ଅଞ୍ଚଳର ଦ୍ବାରୀ ସେକ୍ସସନ ଅନ୍ତର୍ଗତ ଖପରାଖୋଳ ସରୋଇଦମକ ଜଙ୍ଗଲରେ ଏକ ବଣ ମଇଁଷିର ମୃତ୍ୟୁ ହୋଇଛି । ଏସଂପର୍କରେ ବନ ବିଭାଗ ଖବର ପାଇ ଘଟଣାସ୍ଥଳକୁ ପହଞ୍ଚି ବଣ ମଇଁଷିର ଶବକୁ ଜବତ କରିଛି । ସେଠାରେ…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ରକୁ ବାଲି ଚୋରା ଚାଲାଣ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ରାଜସ୍ବ ବିଭାଗ ଶାସନ ସଚିବ

ରାୟଗଡ଼ା: ରାୟଗଡ଼ାରୁ ଆନ୍ଧ୍ରକୁ ବାଲି ଚୋରା ଚାଲାଣ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ବ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ। ‘୩୦୦ ଦିଅ, ବାଲି ଉଠାଅ’ ସଂପର୍କିତ ଖବର ‘ସମ୍ବାଦ’ ରେ ପ୍ରକାଶ ପାଇବା ପରେ ସଚିବ ଶ୍ରୀ ସେଠୀ ରାୟଗଡ଼ା ଜିଲ୍ଲା ପ୍ରଶାସନକୁ ରିପୋର୍ଟ ତଲବ…
ଅଧିକ ଖବର ଦେଖନ୍ତୁ...

ସୁନା ଖୁରରେ ଖିଅର ହେବେ କି? ଦେବେ ମାତ୍ର ୧୦୦ ଟଙ୍କା

ପୁଣେ: ସୁନା ଖୁରରେ ଖିଅର ହେବେ, ଆଉ ମାତ୍ର ୧୦୦ ଟଙ୍କା ଦେବେ | ଲୋକଙ୍କୁ ଆକର୍ଷିତ କରିବା ପାଇଁ ପୁଣେର ଜଣେ ସେଲୁନ୍ ମାଲିକ ଏଭଳି ଏକ ନିଆରା ଉପାୟ ଆପଣାଇଛନ୍ତି | ମିଳିଥିବା ସୂଚନା ମୁତାବକ ପୁଣେର ଜଣେ ସେଲୁନ ମାଲିକ କରୋନା ମହାମାରୀ ଏବଂ ଲକଡାଉନ ଯୋଗୁଁ ବ୍ୟବସାୟରେ କ୍ଷତି ସହିଥିଲେ । ଆଉ…
ଅଧିକ ଖବର ଦେଖନ୍ତୁ...

କୋଲକାତାର ଘରୋଇ ହସ୍ପିଟାଲରେ ସଫଳ ହେଲା ହୃତପିଣ୍ଡ ପ୍ରତିରୋପଣ; ପୁଣି ପୂର୍ବଭଳି ହସିବ ଘଟଗାଁର କୁନି ପୁଅ ବାଦଲ

ନୂଆଦିଲ୍ଲୀ: ଦୀର୍ଘ ୩ ବର୍ଷର ଯନ୍ତ୍ରଣାରୁ ମିଳିବ ମୁକ୍ତି । ପୁଣି ପୂର୍ବଭଳି ହସିବ ଏବଂ ଖେଳିବ ଘଟଗାଁର କୁନି ପୁଅ ବାଦଲ । ନିକଟରେ କୋଲକାତାସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାର ବିରଳ ଅସ୍ତ୍ରୋପଚାର କରାଯାଇ ହୃତପିଣ୍ଡ ପ୍ରତିରୋପଣ କରାଯାଇଛି, ଯାହାକି ଓଡ଼ିଶାର ପ୍ରଥମ ଘଟଣା ବୋଲି କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ସାହାରା ଇଣ୍ଡିଆକୁ ପୁଣି ଝଟକା ଦେଲା ସେବି

ନୂଆଦିଲ୍ଲୀ: ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ(ସେବି) ସାହାରା ଇଣ୍ଡିଆ ଫାଇନାନସିଆଲ କର୍ପୋରେସନ ଲିମିଟେଡର ପଞ୍ଜୀକରଣ ପ୍ରମାଣପତ୍ରକୁ ରଦ୍ଦ କରିଦେଇଛି | ଏହା ପଛରେ ସଠିକ୍ ଏବଂ ଉପଯୁକ୍ତ ମାନଦଣ୍ଡ ପୂରଣ କରିବାରେ ସାହାରା ଇଣ୍ଡିଆ ଫାଇନାନ୍ସିଆଲ୍ କର୍ପୋରେଟର ବିଫଳତା ଥିବା ସେବି…
ଅଧିକ ଖବର ଦେଖନ୍ତୁ...

କୋଭିସିଲଡ଼ ଓ କୋଭାକସିନ ପରେ ଋଷ ଟିକାକୁ ମିଳିପାରେ ଅନୁମତି

ନୂଆଦିଲ୍ଲୀ: ଭାରତରେ ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଆଉ ଏକ କରୋନା ଟିକାକୁ ଅନୁମୋଦନ ଦିଆଯାଇପାରେ | ଋଷର 'ସ୍ପୁଟନିକ୍ ଭି' ଟିକାକୁ ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିବା ପାଇଁ ଡକ୍ଟର ରେଡ୍ଡୀସ ଲାବୋରେଟୋରୀ ୨୧ ଫେବୃଆରୀରେ ଡ୍ରଗ୍ସ…
ଅଧିକ ଖବର ଦେଖନ୍ତୁ...

ନୌସେନାର ରିଏର୍ ଆଡ୍‌ମିରଲ୍ ହେଲେ ସୁବାଶିଷ

ପାରଳାଖେମୁଣ୍ତି: ସ୍ବର୍ଗତ ଶ୍ୟାମସୁନ୍ଦର ଗନ୍ତାୟତଙ୍କ ନାତି ଏବ˚ ସ୍ବର୍ଗତ ଡ.ବିଜୟ ରାଘବ ଗନ୍ତାୟତଙ୍କ ପୁତ୍ର ସୁବାଶିଷ ଗନ୍ତାୟତ ଭାରତୀୟ ନୌସେନାର ରିଏର୍ ଆଡ୍‌ମିରଲ(ଟେକ୍‌ନିକାଲ ବ୍ରାଞ୍ଚ୍) ଭାବେ ମନୋନୀତ ହୋଇଛନ୍ତି। ବର୍ତ୍ତମାନ ସେ ନୂଆଦିଲ୍ଲୀରେ ରହୁଛନ୍ତି। ୧୫ ବର୍ଷ ବ୍ୟବଧାନ ପରେ…
ଅଧିକ ଖବର ଦେଖନ୍ତୁ...

ଅଫିସକୁ ଜିନ୍ସ ଓ ଟିସାର୍ଟ ପିନ୍ଧି ନ ଆସିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ଲକ୍ଷ୍ନୌ : ଅଫିସକୁ ଜିନ୍ସ ଓ ଟିସାର୍ଟ ପିନ୍ଧି ନ ଆସିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ଜିଲ୍ଲାପାଳ | ନିର୍ଦ୍ଦେଶକୁ ଅବମାନନା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି | ଉତ୍ତରପ୍ରଦେଶର ସମ୍ବଲ ଜିଲ୍ଲାରୁ ଏହି ଖବର ଆସିଥିବାବେଳେ ଜିଲ୍ଲାପାଳ ସଞ୍ଜୀବ ରଂଜନ ଏଭଳି…
ଅଧିକ ଖବର ଦେଖନ୍ତୁ...