Daily Archives

March 5, 2021

ଭଞ୍ଜପୁର ଷ୍ଟେସନ୍‌ରେ ବୁକିଂ କାଉଣ୍ଟର୍‌ ଖୋଲିବାକୁ ଦାବି, ମୟୁରଭଞ୍ଜରେ ରେଳ ଭିତ୍ତିଭୂମି ବିକାଶ ନେଇ ଡିଆରଏମ୍‌ଙ୍କ…

ବାରିପଦା : ବାରିପଦା ଭଞ୍ଜପୁର ରେଳ ଷ୍ଟେସନ୍‌ରେ ଏକ ବୁକିଂ କାଉଣ୍ଟର୍‌ ଖୋଲାଯାଉ। ସେହିପରି ଏଠିକାର ପ୍ଲାଟ୍ଟଫର୍ମ ସେଲ୍‌ଟରରେ ହୋଇଥିବା ଲିକେଜ୍‌କୁ ମରାମତି କରାଯାଉ। ରୁପ୍ସା-ବାଙ୍ଗିରିପୋଷି ରେଳ ପଥର ବୈଦ୍ୟୁତିକରଣ କାର୍ଯ୍ୟ ଶେଷ କରାଯିବା, ସମସ୍ତ ପ୍ଲାଟ୍ଟଫର୍ମଗୁଡ଼ିକୁ ଅଗ୍ରାଧିକାର…
ଅଧିକ ଖବର ଦେଖନ୍ତୁ...

ମୟୁରଭଂଜରେ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ

ବାରିପଦା : ଜିଲ୍ଲା ମହକୁମା ବାରିପଦାରେ ଆଜି ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ପ୍ରାୟସ ସମ୍ମିଳନୀ କକ୍ଷରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭବେଶ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ…
ଅଧିକ ଖବର ଦେଖନ୍ତୁ...

କୋରାପୁଟରେ ମୋ ସେବା କ‌େନ୍ଦ୍ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ: କୋରାପୁଟ ଜିଲ୍ଲାର ପୌରପାଳିକା ପାର୍ଶ୍ବରେ ରହିଥିବା ମୋ ସେବା କ‌େନ୍ଦ୍ରକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଉଦଘାଟନ କରିଛନ୍ତି । କୋରାପୁଟ ସହର ମଧ୍ୟରେ ରହିଥିବା ଏହି କେନ୍ଦ୍ରକୁ ବିଧାୟକ ରଘୁରାମ ପଡାଲ ଓ କୋରାପୁଟ ଜିଲ୍ଲାପାଳ ଅବଦ୍ଦଲ…
ଅଧିକ ଖବର ଦେଖନ୍ତୁ...

୧୦୫ତମ ବିଜୁ ଜୟନ୍ତୀ: ସରକାରୀ ଯୋଜନାକୁ ତୃଣମୂଳସ୍ତରରେ ପହଚାଂଅ, ସାଇକେଲ ଶୋଭାଯାତ୍ରାରେ ଭାଗ ନେଲେ ପୂର୍ବତନ…

ଜୟପୁର: କୋରାପୁଟ ଜିଲା ଜୟପୁରଠାରେ ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ଉତ୍ସବ ଜୟପୁର ନିର୍ବାଚନମଣ୍ଡଳୀର ବିଜେଡି କର୍ମକର୍ତ୍ତା ଏବଂ କର୍ମୀମାନଙ୍କୁ ନେଇ ପାଳନ କରାଯାଇଥିଲା। ସ୍ଥାନୀୟ ଜ୍ୟୋତି କଲ୍ୟାଣ ମଣ୍ତପ ଠାରେ ଏହା ଅନୁଷ୍ଠିତ…
ଅଧିକ ଖବର ଦେଖନ୍ତୁ...

ସର୍ବପୁରାତନ ଦୁଇ ହାଇସ୍କୁଲର ରୁପରେଖ ପରିବର୍ତ୍ତନ କରିବା ମୋ ଲକ୍ଷ୍ୟ: ତାରାପ୍ରସାଦ ବାହିନୀପତି ବିଧାୟକ

ଜୟପୁର:ସହର ମଧ୍ୟରେ ରହିଥିବା ଦୁଇ ସର୍ବପୁରାତନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟର ରୁପରେଖର ସଂପୁର୍ଣ୍ଣ ପରିବର୍ତ୍ତନ କରିବା ମୋ ଲକ୍ଷ୍ୟ ବୋଲି କହିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ଆଜି ଅପରାହ୍ନରେ ଅଚାନକ ଭାବେ ସେ ଉଭୟ ବିଦ୍ୟାଳୟରେ ପହଚିଂ…
ଅଧିକ ଖବର ଦେଖନ୍ତୁ...

ଶିମିଳିପାଳ କ୍ଷେତ୍ର ପରିଦର୍ଶନ କଲା କଂଗ୍ରେସ ଅନୁଧ୍ୟାନକାରୀ ଦଳ, କହିଲା- ବନ ବିଭାଗର ବିଫଳତା କାରଣରୁ ଲାଗିଛି ନିଆଁ

ବାରିପଦା: ବନ ବିଭାଗର ବିଫଳତା କାରଣରୁ ନିଆଁ ଲାଗିଛି। ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ଜଙ୍ଗଲ ସୁରକ୍ଷା କମିଟିକୁ ବନ ବିଭାଗ ବିଶ୍ୱାସକୁ ନ ନେବା, ଜଙ୍ଗଲ ସୁରକ୍ଷା ସହାୟକ ନିଯୁକ୍ତିରେ ଅପରିପକ୍ୱତା, ଗୋଷ୍ଠୀ ଜଙ୍ଗଲ ଅଧିକାର ଆଇନକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରା ନ ଯିବା, ଜଙ୍ଗଲ ବିଭାଗ…
ଅଧିକ ଖବର ଦେଖନ୍ତୁ...

୧୨ ଜଣଙ୍କୁ ନେଇ ପାଳନ ହେଲା ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ:ଆସିଲେନି ଜିଲ୍ଲା ପରିଷଦ ସଦସ୍ୟ, ପଞ୍ଚାୟତ ପ୍ରତିନିଧି

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ ତଥା ପଞ୍ଚାୟତିରାଜ ଦିବସକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଠିକ୍ ଢ଼ଙ୍ଗରେ ପାଳନ କରାଯାଇନଥିବା ଅଭିଯୋଗ ହୋଇଛି। ଅତିଥି, ୩ ଜିଲ୍ଲା ପରିଷଦ ସଦସ୍ୟଙ୍କ ସମେତ ମାତ୍ର ୧୨ ଜଣଙ୍କୁ…
ଅଧିକ ଖବର ଦେଖନ୍ତୁ...

ବିଜୁ ବାବୁଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କୁ ସେବା କାଗଜ କଳ ଶ୍ରମିକ କର୍ମଚାରୀ ଓ ସଂଗଠନର ନିବେଦନ : ଆମ ମିଲ୍ ପୁନଃ…

ଜୟପୁର: ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୫ତମ ଜୟନ୍ତୀ ସେବା କାଗଜ କଳ ଶ୍ରମିକ କର୍ମଚାରୀ ଓ ସଂଗଠନ ମାନଙ୍କ ଦ୍ୱାରା ପାଳିତ ହୋଇଛି । ଜୟପୁର ସହରର ମୁଖ୍ୟ ଟ୍ରାଫିକ ଛକ ରେ ବିଜୁ ବାବୁଙ୍କ ଫଟୋଚିତ୍ର ରେ ପୁଷ୍ପ ଅର୍ପଣ କରାଯାଇଥିଲା। ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ସେବା କାଗଜ କଳ…
ଅଧିକ ଖବର ଦେଖନ୍ତୁ...

ହତ୍ୟାକାରୀର ମୁହଁ ଫୁଟାଣି: ‘ମତେ ଏବେ ଫାଶୀ ମିଳିବନି, ବହୁତ ବାଟ ଖୋଲା ଅଛି’

ରାମପୁର: ନିଜ ପରିବାରର ୭ଜଣ ସଦସ୍ୟଙ୍କୁ ହତ୍ୟା କରିଥିବା ସବନମଙ୍କୁ କେବେ ରାମପୁର ଜେଲରେ ଫାଶୀ ଦିଆଯିବ, ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ସବନମ୍‌ ତାଙ୍କ ପ୍ରେମିକ ସଲିମ୍‌ଙ୍କ ସହ ମିଶି ତାଙ୍କ ପରିବାରର ୭ ଜଣ ସଦସ୍ୟଙ୍କୁ ଅତି ବର୍ବର ଭାବେ ହତ୍ୟା କରିଥିଲେ। ୨୦୦୮ ମସିହାର ଏହି ହତ୍ୟା…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ପାଇଁ ଖୁସି ଖବର: ମାତ୍ର ୫ ଦିନ ଭିତରେ ୧ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ନେଲେ କରୋନା ଟିକା

ଭୁବନେଶ୍ବର: କୋଭିଡ୍ ଟିକାକରଣ ଭିତରେ ଓଡ଼ିଶା ପାଇଁ ଆସିଛି ଖୁସି ଖବର । ମାତ୍ର ୫ ଦିନ ଭିତରେ ଓଡ଼ିଶାରେ ୧ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ଟିକାକରଣ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ବରିଷ୍ଠ ନାଗରିକଙ୍କ ମଧ୍ୟରେ ୬୦ ବର୍ଷରୁ ଅଧିକ ବୟସ ବର୍ଗରେ ୧ ଲକ୍ଷ ୧୧ ହଜାର ୩୩୭ ଜଣ ଟିକା ନେଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...