Daily Archives

March 6, 2021

ଯୁବକଙ୍କ ଗୋଡ଼ରେ ଚଢ଼ିଗଲା ହାଇୱା, ଚାଳକ ଅଟକ

ବାଲିଅନ୍ତା: ହଂସପାଳ-ଜୟଦେବ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାର ଜୟଦେବ ସେତୁ ଓଭରବ୍ରିଜ ନିକଟରେ ଆଜି ପୂର୍ବାହ୍ନରେ ମେଣ୍ଟାଲ ନେଇ ଦ୍ରୁତବେଗରେ ଯାଉଥିବା ଏକ ହାଇୱା ଗାଡ଼ି ଜଣେ ବାଇକ ଆରୋହୀଙ୍କ ଗୋଡ଼ ଉପରେ ଚଢ଼ିଯିବାରୁ ସେ ଗୁରତର ଆହତ ହୋଇଛନ୍ତି। ଘଟଣାରେ ପୁଲିସ ହାଇୱା ଚାଳକଙ୍କୁ ଥାନାରେ…
ଅଧିକ ଖବର ଦେଖନ୍ତୁ...

ପ୍ରତିରକ୍ଷା କ୍ଷେତ୍ରରେ ସ୍ବଦେଶୀକରଣ ଉପରେ ମୋଦୀଙ୍କ ଗୁରୁତ୍ବ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର କେୱଡ଼ିଆଠାରେ ଅନୁଷ୍ଠିତ ମିଳିତ କମାଣ୍ଡର୍ସ ସମ୍ମିଳନୀର ଉଦଯାପନୀ ଅଧିବେଶନରେ ଉଦବୋଧନ ଦେଇ ଜାତୀୟ ପ୍ରତିରକ୍ଷା ବ୍ୟବସ୍ଥାରେ ସ୍ୱଦେଶୀକରଣ ଉପରେ ଜୋର ଦେଇଥିଲେ। କେବଳ ସରଞ୍ଜାମ ଓ ଅସ୍ତ୍ରଶସ୍ତ୍ର କିଣିବା କ୍ଷେତ୍ରରେ ନୁହେଁ…
ଅଧିକ ଖବର ଦେଖନ୍ତୁ...

୫୩ କେଜି ଗଞ୍ଜେଇ ଜବତ ସହ ୪ ମହିଳା ବେପାରୀ ଗିରଫ  

ରାଉରକେଲା: ଗଞ୍ଜେଇ ଚୋରା ଚାଲାଣର ଚେର ଲମ୍ବିଛି ବ୍ରହ୍ମପୁରରୁ ବିହାର, ଝାଡ଼ଖଣ୍ଡ। ବସ୍‌, ଟ୍ରେନ୍‌ ଯୋଗେ ବସ୍ତା ବସ୍ତା ଗଞ୍ଜେଇ ରାଉରକେଲା ଦେଇ ଚାଲାଣ ହେଉଛି ଏସବୁ ରାଜ୍ୟକୁ। ଚୋରା ଚାଲାଣ କାରବାର ସାମିଲ ହେଉଛନ୍ତି ମହିଳା ବେପାରୀ। ଆଜି ପ୍ଲାଣ୍ଟସାଇଟ୍‌ ପୁଲିସ ଏମିତି ଏକ ଚୋରା ଚାଲାଣ…
ଅଧିକ ଖବର ଦେଖନ୍ତୁ...

ଏଣିକି ଭଡାରେ ମିଳିପାରିବ ପାୱାର ବ୍ୟାଙ୍କ, ଘଣ୍ଟା ପିଛା ୨୦ ଟଙ୍କା ଦେଇ ଚାର୍ଜ କରିପାରିବେ ଫୋନ

ବଦଳୁଛି ଦୁନିଆ ଆଉ ସ୍ମାର୍ଟଫୋନ ବିନା ଆଜିକାଲି ଅନେକଙ୍କୁ ଅସ୍ତବ୍ୟସ୍ତ ମଧ୍ୟ ଲାଗୁଛି | ତେବେ କୌଣସି ସ୍ଥାନକୁ ଯାଇଥିବାବେଳେ ଯଦି ଆପଣଙ୍କ ଫୋନର ବ୍ୟାଟେରିର ଚାର୍ଜ ସରିଯାଏ, ତେବେ ମୁଣ୍ଡକୁ ଚିନ୍ତା ଘାରିଥାଏ | ଆଉ ଚାର୍ଜର ନ ନେଇଥିଲେ ତ କଥା ସରିଲା | ଫୋନକୁ କିଭଳି ଚାର୍ଜ କରିପାରିବେ…
ଅଧିକ ଖବର ଦେଖନ୍ତୁ...

ମନମୁତାବକ ବିଦ୍ୟାଳୟକୁ ଏଣିକି ଶିକ୍ଷକମାନେ ନିଜେ ହୋଇପାରିବେ ବଦଳି 

ରାଞ୍ଚି:  ଏଣିକି କୌଣସି ସରକାରୀ ଅଧିକାରୀ ତାଙ୍କ ମନ ମୁତାବକ କାହାର ବଦଳି କରିପାରିବେ ନାହିଁ | ଝାଡ଼ଖଣ୍ଡରେ ବଦଳି ନିୟମରେ ସ୍ୱଚ୍ଛତା ଆଣିବାକୁ ଏଣିକି ପୋର୍ଟାଲ ମାଧ୍ୟମରେ ଟ୍ରାନ୍ସଫର କରାଯିବ | ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଦ୍ୱାରା ଏହି ପଦକ୍ଷେପ ନିଆଯାଇଛି। ପ୍ରାଥମିକ,…
ଅଧିକ ଖବର ଦେଖନ୍ତୁ...

ଏଫଏମ୍‌ୟୁରେ ଓଡ଼ିଶାର ପ୍ରଥମ ସାମୁଦ୍ରିକ ଜୈବସମ୍ପଦ ଏବଂ ‌ଜୈବ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଲୋକାର୍ପିତ

ବାଲେଶ୍ବର: ଫକୀରମୋହନ ବିଶ୍ବବିଦ୍ୟାଳୟର ପରିସରରେ ଆଜି ସେଣ୍ଟର ଫର୍‌ ମେରାଇନ୍‌ ବାୟୋରିସୋର୍ସେସ୍‌ ଆଣ୍ଡ ବାୟୋଟେକ୍ନୋଲୋଜି (ସାମୁଦ୍ରିକ ଜୈବସମ୍ପଦ ଏବଂ ‌ଜୈବ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନର ଉଦ୍‌ଘାଟନ ହୋଇଯାଇଛି। କେନ୍ଦ୍ର ମତ୍ସ୍ୟ ଏବଂ ପ୍ରାଣୀସମ୍ପଦ ମନ୍ତ୍ରୀ ପ୍ରତାପ ଚନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ଦିଅର ବାହାଘର ପାଇଁ ଅଧିକ ଗହଣା କିଣାହେବାରୁ ତିନି ଶିଶୁଙ୍କ ସହ ବିଷ ପିଇଲା ମା

ଲଖନଉ: ନିଜକୁ ମିଳିଥିବା ଗହଣାଠାରୁ ଦିଅରଙ୍କ ବାହାଘର ପାଇଁ ଅଧିକ ଗହଣା କିଣାହେବାରୁ ରାଗରେ ବିଷ ପିଇଲେ ମହିଳା | କେବଳ ନିଜେ ବିଷ ପିଇନାହାନ୍ତି ବରଂ ନିଜର ତିନି ଶିଶୁଙ୍କୁ ମଧ୍ୟ ବିଷ ପିଆଇଦେଇଛନ୍ତି | ଉତ୍ତରପ୍ରଦେଶର ଦେବରିଆରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି | ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ଆମ ଗାଁ ମହୋତ୍ସବର ଦ୍ୱିତୀୟ ସଂଧ୍ୟା

ଖୋର୍ଦ୍ଧା : ବେଗୁନିଆ ମଲ୍ଲୀପଦର ଠାରେ ଅନୁଷ୍ଠିତ ଆମ ଗାଁ ମହୋତ୍ସବର ଆଜି ଥିଲା ଦ୍ୱିତୀୟ ସଂଧ୍ୟା । ରାଜ୍ୟର ପ୍ରତ୍ୟେକ ଗ୍ରାମାଂଚଳରେ ଏଭଳି ମହୋତ୍ସବ ଆୟୋଜନ କରିବାର ଆବଶ୍ୟକତା ରହିଛି । ଏହାଦ୍ୱାରା ଲୋକକଳା ବଂଚିରହିବା ସହ ଅନେକ ଲୁକ୍କାୟିତ ପ୍ରତିଭା ଆଗକୁ ଆସିବାର ସୁଯୋଗ ପାଇବେ ବୋଲି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ। ମଙ୍ଗଳ ଓ ବୁଧବାର: ଅଫିସ୍‌ରେ ଅଧିକ କାମ କରିବେ। ଗୁରୁ, ଶୁକ୍ର ଓ ଶନିବାର: ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ରବି ଓ ସୋମବାର: ମନରେ ନୂଆ ନୂଆ ବିଚାର ଆସିବ। ମଙ୍ଗଳ ଓ ବୁଧବାର: ଜୀବନକୁ ଉତ୍କୃଷ୍ଟ କରିବା ପାଇଁ ଚେଷ୍ଟା…
ଅଧିକ ଖବର ଦେଖନ୍ତୁ...

ପୂର୍ବ ଭାରତର ୧ନଂ ଗୋପାଳକ ଭାବେ ଧୋନୀଙ୍କୁ ମିଳିଲା ସାର୍ଟିଫିକେଟ ଓ ପୁରସ୍କାର

ରାଞ୍ଚି: କ୍ରିକେଟ ପଡିଆରେ ଅନେକ ରେକର୍ଡ ସୃଷ୍ଟି କରି ନିକଟରେ ଅବସର ନେଇଥିବା କ୍ୟାପଟେନ କୁଲ ମହେନ୍ଦ୍ର ସିଂହ ଧୋନୀଙ୍କୁ ଏବେ ଆଉ ଏକ ସମ୍ମାନ ମିଳିଛି | କ୍ରିକେଟରୁ ଅବସର ନେବା ପରେ ପଶୁପାଳନ ଓ ଚାଷରେ ଧ୍ୟାନ କେନ୍ଦ୍ରିତ କରିଥିବା ଧୋନୀଙ୍କୁ ପୂର୍ବ ଭାରତର ସର୍ବଶ୍ରେଷ୍ଠ ଗୋପାଳକ ଭାବେ…
ଅଧିକ ଖବର ଦେଖନ୍ତୁ...