Daily Archives

March 6, 2021

ନିଜର ୧୦୦ତମ ଜନ୍ମଦିନରେ କରୋନା ଟିକାର ପ୍ରଥମ ଡୋଜ ନେଲେ ଏହି ବୃଦ୍ଧା, ଭାଇରାଲ ହେଲା ଫଟୋ

ମୁମ୍ବାଇ: ଚର୍ଚ୍ଚାରେ ମୁମ୍ବାଇର ୧୦୦ବର୍ଷରେ ପାଦ ଥାପିଥିବା ବୃଦ୍ଧା। ନିଜ ଜନ୍ମଦିନର କେକ୍ କାଟିବା ସହ କରୋନାର ପ୍ରଥମ ଡୋଜ ନେଇଛନ୍ତି ଏହି ୧୦୦ବର୍ଷୀୟ ବୃଦ୍ଧା। ବୃଦ୍ଧାଙ୍କ ନାମ ପାର୍ବତୀ ଖେଦକର ହୋଇଥିବା ବେଳେ ସେ ମାର୍ଚ୍ଚ ୫, ୧୯୨୧ରେ ଜନ୍ମଗ୍ରହଣ କରିଥିଲେ। ଗତକାଲି ତାଙ୍କର ଜନ୍ମଦିନ…
ଅଧିକ ଖବର ଦେଖନ୍ତୁ...

ଗଛରୁ ତିଆରି ଅଣ୍ଡା: ଏଣିକି ଶାକାହାରୀ ବି ଖାଇପାରିବେ ଆମଲେଟ

ଆପଣ କେବେ ଭାବିଛନ୍ତି କି ଅଣ୍ଡା ଭଳି ସ୍ୱାଦ ଆଉ କେଉଁ ଖାଦ୍ୟରୁ ମଧ୍ୟ ମିଳିପାରିବ ? ଆପଣ କହିବେ ଏହା କିପରି ସମ୍ଭବ ? ତେବେ ଏହାକୁ ସମ୍ଭବ କରି ଦେଖାଇଛନ୍ତି ମୁମ୍ବାଇର ଏକ ଷ୍ଟାର୍ଟଅପ କମ୍ପାନୀ | ମୁମ୍ବାଇର ଇଭୋ ଫୁଡ଼ସ ନାମକ ଷ୍ଟାର୍ଟଅପକୁ ୨୦୧୯ ମସିହାରେ କାର୍ତ୍ତିକ ଦୀକ୍ଷିତ ଓ ଶ୍ରଦ୍ଧା…
ଅଧିକ ଖବର ଦେଖନ୍ତୁ...

ଗୋଷ୍ଠୀ ସଂଘର୍ଷସ୍ଥଳକୁ ଯାଇଥିଲା ପୁଲିସ, ଗାଡ଼ିରେ ନିଆଁ ଲଗାଇ ଦେଲେ ଉତ୍ତେଜିତ ଲୋକେ

ଯାଜପୁର: ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭରତପୁର ନିକଟରେ ଆଜି ଉତ୍ତ୍ୟକ୍ତ ଲୋକେ ପୁଲିସ୍‌ ଗାଡ଼ି ଜାଳିଦେଇଛନ୍ତି । ପଣସୁଧା ଗାଁରେ ୨ଟି ଗୋଷ୍ଠୀ ମଧ୍ୟରେ ହୋଇଥିବା ବିବାଦ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ସ୍ଥିତି ଅନୁଧ୍ୟାନ ପାଇଁ ସେଠାକୁ ଯାଇଥିଲା। ଉତ୍ତେଜିତ ଲୋକଙ୍କୁ ପୁଲିସ…
ଅଧିକ ଖବର ଦେଖନ୍ତୁ...

ନାସା ନକ୍ସାରେ ଶିମିଳିପାଳ: ଏବେ ବି ଜଳୁଛି ଜଙ୍ଗଲ, ପଦକ୍ଷେପ ପରେ ମଧ୍ୟ ନିୟନ୍ତ୍ରଣ ହେଉନି ନିଆଁ

ଭୁବନେଶ୍ବର: ଶିମିଳିପାଳ ନିଆଁକୁ ଆୟତ୍ତ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରୟାସ । ବନ ବିଭାଗ, ଓଡ୍ରାଫ୍ ଟିମ୍ ଏବଂ ଅଗ୍ନିଶମ ବିଭାଗର ମିଳିତ ଉଦ୍ୟମରେ ଶିମିଳିପାଳରେ ନିଆଁ ଲିଭା ଚାଲିଛି । ରାତିର ଅନ୍ଧାରରେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଜାରି ରହିଛି । ଏକାଧିକ…
ଅଧିକ ଖବର ଦେଖନ୍ତୁ...

ଭଣ୍ଡାରିପୋଖରୀରେ ଅଗ୍ନିକାଣ୍ଡ: ଜଳିଗଲା ୧୦ବଖରା ଘର

ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ଥାନା ସରସଦା ପଞ୍ଚାୟତ କୁରିକଣା ଗ୍ରାମରେ ଆଜି ସନ୍ଧ୍ୟା ପ୍ରାୟ ୭.୩୦ମିନିଟ ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ଗ୍ରାମର ସୁବାଷ ସେନାପତି ଓ ସୁରେଶ ସେନାପତିଙ୍କ ବାସଗୃହରେ କୌଣସି କାରଣରୁ…
ଅଧିକ ଖବର ଦେଖନ୍ତୁ...

୪୦ ହଜାର ତଳକୁ ଖସିଯିବ କି ସୁନା ?

ନୂଆଦିଲ୍ଲୀ : ଗତ ବର୍ଷ ରେକର୍ଡ ସ୍ତରରେ ପହଞ୍ଚିବା ପରେ ଚଳିତ ବର୍ଷ ସୁନାଦର କମିବାରେ ଲାଗିଛି । ଶୁକ୍ରବାରଦିନ କମୋଡିଟି ବଜାରରେ ସୁନା ଦର ୪୩ ହଜାର ନିକଟବର୍ତ୍ତୀ ହୋଇଯାଇଥିଲା । ଅନ୍ତର୍ଜାତୀୟ ବଜାରରେ ସୁନା ଶସ୍ତା ହୋଇଯାଇଥିବାରୁ ଭାରତରେ ଦର କମୁଥିବା କୁହାଯାଉଛି । ଭାରତୀୟ ବୁଲିୟନ ଓ…
ଅଧିକ ଖବର ଦେଖନ୍ତୁ...

ଉଡ଼ାଣ ପରେ ଯାତ୍ରୀଙ୍କ ସହ ଝଗଡ଼ା କରି ଫ୍ଲାଇଟ୍‌ ଆଟେଣ୍ଡାଣ୍ଟଙ୍କୁ ଅସଦାଚରଣ କଲେ ଯାତ୍ରୀ, ପାଇଲଟ ନେଲେ ଏଭଳି ପଦକ୍ଷେପ

ନୂଆଦିଲ୍ଲୀ: ପ୍ୟାରିସରୁ ନୂଆଦିଲ୍ଲୀକୁ ଆସୁଥିବା ଏକ ବିମାନ ମଧ୍ୟରେ ଘଟିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବିମାନ ଉଡ଼ାଣ କରିବା ପରେ ଜଣେ ଯାତ୍ରୀ ହଠାତ ନିଜ ସିଟରୁ ଉଠିଯାଇ ଅନ୍ୟ ଯାତ୍ରୀଙ୍କ ସହ ଝଗଡ଼ା କରିଥିଲେ। ଏହା ସହ ବିମାନରେ ଥିବା ଫ୍ଲାଇଟ୍‌ ଆଟେଣ୍ଡାଣ୍ଟଙ୍କୁ ଅଶାଳୀନ…
ଅଧିକ ଖବର ଦେଖନ୍ତୁ...

ମରିନି ଅନ୍ଧବିଶ୍ୱାସ : ଏବେ ବି ଛୋଟ ପିିଲାଙ୍କୁ ଦିଆଯାଉଛି ଚେଙ୍କ, ସରପଞ୍ଚ କହିଲେ ମୁଁ ବି ଖାଇଛି ଚେଙ୍କ

ରା.ଉଦୟଗିରି: ଗଜପତି ଜିଲ୍ଲାର ପୁରୁଣାପାଣି ପଂଚାୟତ ଅଞ୍ଚଳରେ ଯେତେଗୁଡ଼ିଏ ଦୁର୍ଗମ ଗ୍ରାମ ଅଛି ଅଧିକାଂଶ ଗ୍ରାମରେ ଏହି ଅନ୍ଧବିଶ୍ୱାସ ପ୍ରଚଳିତ କି ପିଲାଙ୍କ ପେଟରେ ଚେଙ୍କ ଦେଲେ ସେମାନେ ଜୀବନ ସାରା ସୁସ୍ଥ ରହିବେ। ସେମାନଙ୍କୁ ରୋଗ ହେବ ନାହିଁ। ଏଥିପାଇଁ ପ୍ରତିବର୍ଷ ମକର ସଂକ୍ରାନ୍ତିରେ…
ଅଧିକ ଖବର ଦେଖନ୍ତୁ...

ବିବାହ ଓ ବ୍ରତ ଉତ୍ସବରେ ଆଦିବାସୀ ନୃତ୍ୟ, ମାଦଲ ମାଡ଼ରେ ମତୁଆଲା

ରାମଚନ୍ଦ୍ରପୁର: ବଣ ପାହାଡ ଘେରା ସବୁଜ ବନାନୀରେ ବସବାସ କରୁଥିବା ଆଦିମ ଅଧିବାସୀ ଆଦିବାସୀଙ୍କ ନୃତ୍ୟର ଚାହିଦା ଏବେ ବଢ଼ିବାରେ ଲାଗିଛି। ବିବାହ ବ୍ରତ, ଉତ୍ସବ ଅନୁଷ୍ଠାନକୁ ଡାକରା ଆସୁଛି। ପୁନେଇ ପରବରେ ଲୋଡ଼ା ପଡ଼ୁଛନ୍ତି ଆଦିବାସୀ ଲୋକ କଳାକାର। ପ୍ରୋତ୍ସହନ ମିଳିଲେ ବିଭିନ୍ନ ଆଦିବାସୀ…
ଅଧିକ ଖବର ଦେଖନ୍ତୁ...

ସିବିଏସଇରୁ ଓହରି ନିଜସ୍ୱ ଶିକ୍ଷା ବୋର୍ଡ ଗଠନ କରିବ ଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଅନ୍ୟ ରାଜ୍ୟ ପରି ଦିଲ୍ଲୀ ମଧ୍ୟ ନିଜସ୍ୱ ବିଦ୍ୟାଳୟ ଶିକ୍ଷା ବୋର୍ଡ ଗଠନ କରିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଘୋଷଣା କରିଛନ୍ତି। ଆଜିର କ୍ୟାବିନେଟ ବୈଠକରେ ଦିଲ୍ଲୀ ସ୍କୁଲ ଶିକ୍ଷା ବୋର୍ଡ ଗଠନକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ରାଜଧାନୀରେ ୧୦୦୦ସରକାରୀ…
ଅଧିକ ଖବର ଦେଖନ୍ତୁ...