Daily Archives

March 7, 2021

ନିଆଁ ଲିଭାରେ ସାମିଲ ହେଲେ ଅକ୍ଷୀତା ମଞ୍ଜରୀ ଭଞ୍ଜଦେଓ, ଜାତୀୟ ମିଡିଆର ଦୃଷ୍ଟି ଆକର୍ଷଣ କରି ଚର୍ଚ୍ଚାରେ ଅଛନ୍ତି

ବାରିପଦା: ଆଜି ନିଆଁ ଲିଭାରେ ନିଜକୁ ସାମିଲ କରିଛନ୍ତି ଶିମିଳିପାଳ ନିଆଁକୁ ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆଣିପାରିଥିବା ଭଞ୍ଜ ବଂଶର ଦାୟଦ ତଥା ଯୁବ ଉଦ୍ୟୋଗୀ ଅକ୍ଷୀତା ମଞ୍ଜରୀ ଭଞ୍ଜଦେଓ। ତାଙ୍କ ସହିତ ମୟୂରଭଞ୍ଜ ମହାରାଣୀ ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ମଧ୍ୟ ସାମିଲ ହୋଇଥିଲେ।…
ଅଧିକ ଖବର ଦେଖନ୍ତୁ...

ପୁରୁଣାଭୁବନେଶ୍ବର ଅଞ୍ଚଳରେ ଦୁଇ ମନ୍ଦିର ସଫେଇ କଲା ଆଞ୍ଚଳିକ ବିକାଶ ପରିଷଦ

ପୁରୁଣା ଭୁବନେଶ୍ବର:ଆଞ୍ଚଳିକ ବିକାଶ ପରିଷଦର ଶତାଧିକ ସଦସ୍ୟ ସ୍ବେଚ୍ଛାକୃତ ଭାବେ ଆଜି ପୁରୁଣାଭୁବନେଶ୍ବର ଅଞ୍ଚଳରେ ଦୁଇଟି ମନ୍ଦିରର ସଫେଇ କାର୍ଯ୍ୟ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର ସଦସ୍ୟ ଓ କର୍ମକର୍ତ୍ତାମାନେ ପ୍ରଥମେ ଶ୍ରୀ ଲିଙ୍ଗରାଜ ମନ୍ଦିର ପ୍ରଚ୍ଛଦ ପାର୍ଶ୍ବରେ ଥିବା…
ଅଧିକ ଖବର ଦେଖନ୍ତୁ...

ସମ୍ପତ୍ତି ଲୋଭରେ ପୁଅକୁ ଜାଳିଲା ବାପା

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନ ସିଦ୍ଧଖଣ୍ଡି ଗାଁରେ ଏକ ଘଟଣାରେ ପୁଅକୁ ବାପା ଜାଳି ମାରିଦେବାକୁ ଉଦ୍ୟମ କରିଛି। ସମ୍ପତ୍ତି ଲୋଭରେ ଦ୍ବିତୀୟ ବିବାହ କରିଥିବା ବାପା ନିଜ ପ୍ରଥମ ପତ୍ନୀଙ୍କ ଜନ୍ମିତ ପୁଅ ରିପନ୍‌ଙ୍କୁ ଶୋଇଥିବା ଅବସ୍ଥାରେ କିରାସିନି ଢାଳି ହତ୍ୟା ଉଦ୍ୟମ…
ଅଧିକ ଖବର ଦେଖନ୍ତୁ...

ଅଶ୍ଳୀଳ ଫଟୋ ଦେଖାଇ ଯୁବତୀଙ୍କୁ ବ୍ଲାକମେଲିଂ, ଯୁବକଙ୍କୁ ଗିରଫ କଲା ପୁଲିସ

ଭୁବନ: ଅଶ୍ଳୀଳ ଫଟୋ ଦେଖାଇ ଯୁବତୀଙ୍କୁ ବ୍ଲାକମେଲିଂ କରିବା ସହ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ପୁଲିସ | ମିଳିଥିବା ସୂଚନା ମୁତାବକ ଭୁବନ ଅଂଚଳର ଜଗବନ୍ଧୁ ଗୁରୁ ନାମକ ଯୁବକ ଜଣକ ଜଣେ ଯୁବତୀଙ୍କ ସହ ୮ ବର୍ଷ ହେଲା ପ୍ରେମ ସମ୍ପର୍କରେ ଥିଲେ | ଆଉ…
ଅଧିକ ଖବର ଦେଖନ୍ତୁ...

କୋଳରେ ଶିଶୁକୁ ଧରି ଟ୍ରାଫିକ ନିୟନ୍ତ୍ରଣ କରିଥିଲେ ମହିଳା, ଏଭଳି କରିବା ପଛର କାରଣ ପଚାରିଲା ବିଭାଗ

ଚଣ୍ଡିଗଡ଼: ଗତ ଦୁଇ ଦିନ ହେଲାଣି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଏବେ ବିବାଦ ଘେରକୁ ଆସିଛି। ଜଣେ ମହିଳା ଟ୍ରାଫିକ କନଷ୍ଟେବଳ କୋଳରେ ନିଜ ଶିଶୁକୁ ଧରି ଟ୍ରାଫିକ ନିୟନ୍ତ୍ରଣ କରିବାର ଦୃଶ୍ୟ ଭିଡିଓରେ ଦେଖାଯାଇଥିଲା। ଭିଡିଓ ଭାଇରାଲ ହେବା ପରେ ପରିବାର ଏବଂ ଅଫିସରେ ଜଣେ ମା’କୁ…
ଅଧିକ ଖବର ଦେଖନ୍ତୁ...

ଜଳୁଛି ବୁଦ୍ଧଖୋଲ ପାହାଡ଼, ସିଦ୍ଧ ଗୁମ୍ଫାରେ ଲାଗିଲା ନିଆଁ

ବୁଗୁଡ଼ା: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବନାଞ୍ଚଳର ବିଭିନ୍ନ ଜଙ୍ଗଲରେ ଲାଗିଛି ନିଆଁ। ସନ୍ଧ୍ୟା ହେଲେ ପାହାଡ଼ ଉପରେ କିଲୋମିଟର କିଲୋମିଟର ବ୍ୟାପୀ ଜଙ୍ଗଲ ଜଳୁଛି। ଏହି ବନାଞ୍ଚଳର କିରିଆମ୍ବା, ନାଡ଼ିଅମ୍ବା, ତାଳସର, ମାଣିତରା, ନଗୁଡ଼ୁ ବଡ଼ପଥର ଆଦି ଜଙ୍ଗଲ ସମେତ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲ…
ଅଧିକ ଖବର ଦେଖନ୍ତୁ...

ଆପଣ କରୁଥିବା ଏହି ୪ଟି ଭୁଲ ହୋଇପାରେ କିଡନୀ ସମସ୍ୟାର କାରଣ

କିଡନୀ ମଣିଷ ଶରୀରରେ ରକ୍ତକୁ ସଫା କରିବା ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ । ଏହା ଶରୀରର ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ଅଙ୍ଗ ହୋଇଥାଏ । ପ୍ରତି ମଣିଷର ଶରୀରରେ ଦୁଇଟି କିଡନୀ ଥିବା ବେଳେ ଆଜିକାଲିର ବ୍ୟସ୍ତବହୁଳ ଜୀବନ ପାଇଁ ଲୋକମାନେ ନିଜ ଶରୀର ପ୍ରତି ଧ୍ୟାନ…
ଅଧିକ ଖବର ଦେଖନ୍ତୁ...

ମୁଣ୍ଢେରରେ ‘ଡନ୍‌’ ଆତଙ୍କ; ଚୁଲି ନିଆଁରେ ଘର ପାଉଁଶ, ଭିଡିଓ ଦେଖନ୍ତୁ କେମିତି ଜଳୁଛି ଗାଁ

ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଅଂଚଳରେ ଦନ୍ତା ହାତୀ ‘ଡନ୍‌’ର ଉପଦ୍ରବ ଥମିବାର ନା ନେଉ ନାହିଁ। ଡନ୍‌ ଆତଙ୍କରେ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ବନ ବିଭାଗ ସ୍ୱତନ୍ତ୍ର ସ୍କ୍ବାଡ୍‌ ମଧ୍ୟ ହାତୀକୁ କାବୁ କରିବାରେ ବିଫଳ ହୋଇଛି। ରବିବାର ସନ୍ଧ୍ୟାରେ ଏକ ଅଭାବନୀୟ…
ଅଧିକ ଖବର ଦେଖନ୍ତୁ...

ଗଜପତିରେ ଚାଞ୍ଚଲ୍ୟ: ପ୍ରେମୀ ଯୁଗଳଙ୍କ ସନ୍ଦେହଜନକ ମୃତ୍ୟୁ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅଞ୍ଚଳରେ ପ୍ରେମୀ ଯୁଗଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ମୃତ ପ୍ରେମୀଯୁଗଳ ହେଲେ ଶିବାଲ ଡିଲେଶ୍ବରୀ (୨୧) ଏବଂ ଟାଲୁରୁ ଶ୍ରୀନୁ (୨୮)। ଉଭୟେ ଉକ୍ତ ଥାନା ଅଧୀନ କାଣ୍ଟ୍ରାଗଡ଼ା ପଞ୍ଚାୟତର ଆରିବା ଗ୍ରାମର।…
ଅଧିକ ଖବର ଦେଖନ୍ତୁ...

‘ସୋନା’ ନାମରେ ରେଷ୍ଟୁରାଣ୍ଟ ଖୋଲିଲେ ପ୍ରିୟଙ୍କା ଚୋପ୍ରା

ସମସ୍ତେ ଜାଣନ୍ତି ଯେ ଭାରତୀୟମାନେ ଖାଇବାକୁ ଓ ଖୁଆଇବାକୁ କେତେ ପସନ୍ଦ କରନ୍ତି | ଆଉ ବର୍ତ୍ତମାନ ପ୍ରିୟଙ୍କା ଚୋପ୍ରା ତାଙ୍କ ହବିକୁ ଏକ ବ୍ୟବସାୟରେ ପରିଣତ କରିଛନ୍ତି | ପ୍ରିୟଙ୍କା ଚୋପ୍ରା ନ୍ୟୁୟର୍କରେ 'ସୋନା' ନାମକ ଏକ ରେଷ୍ଟୁରାଣ୍ଟ ଖୋଲିଛନ୍ତି | ଏହି ରେଷ୍ଟୁରାଣ୍ଟ ବର୍ତ୍ତମାନ…
ଅଧିକ ଖବର ଦେଖନ୍ତୁ...