Daily Archives

March 7, 2021

ଗାଁ ଛକରେ ବୁଲିଲା ଖଣ୍ଡା; ବାପା ମୃତ, ପୁଅ ଗୁରୁତର

ବ୍ରହ୍ମପୁର: ସଦର ଥାନା ଅନ୍ତର୍ଗତ ସାତକୁଟୁଣୀ ଗ୍ରାମ ଛକରେ ରାତି ପ୍ରାୟ ୯ଟା ବେଳେ ଖଣ୍ଡା ବୁଲିଛି। କିଛି ଦୁର୍ବୃତ୍ତ ଝାଡ଼ାଙ୍କୋଲି ଗ୍ରାମର କୋରା ସେଠୀ ଓ ପୁଅ ପ୍ରଶାନ୍ତ ସେଠୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ବାପା କୋରାଙ୍କ ମୃତ୍ୟୁ ଘଟିଛି। ପୁଅ…
ଅଧିକ ଖବର ଦେଖନ୍ତୁ...

ଲିଭୁନି ନିଆଁ, ବଢ଼ୁଛି ତାତି; ଏବେବି ଜଳୁଛି ଶିମିଳିପାଳ ଓ ସଂରକ୍ଷିତ ଜଙ୍ଗଲ

ବାରିପଦା: ଏବେବି ଜଳୁଛି ଶିମିଳିପାଳ। ଏହା ସହିତ ଜିଲ୍ଲାରେ ଥିବା ବିଭିନ୍ନ ସଂରକ୍ଷିତ ଜଙ୍ଗଲ ମଧ୍ୟ ଆଜକୁ ଦୁଇ ସପ୍ତାହରୁ ଊର୍ଧ୍ବ ସମୟ ଧରି ହୁ ହୁ ହୋଇ ଜଳୁଛି। ନିଆଁ ଲିଭୁନି। ମାତ୍ର କାଗଜପତ୍ରରେ ସରକାରୀ ବାବୁମାନେ ନିଆଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଥିବା କହୁଛନ୍ତି। ମାତ୍ର ଏହି ନିଆଁର…
ଅଧିକ ଖବର ଦେଖନ୍ତୁ...

ପୁଲିସ୍‌ ଗାଡ଼ି ଜାଳିଦେବା ଘଟଣା: ୩୦୦ଜଣଙ୍କ ନାମରେ ମାମଲା,୧୯ କୋର୍ଟ ଚାଲାଣ

ଚଣ୍ତିଖୋଲ: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଣସୁଧା ଗ୍ରାମରେ ଗତକାଲି ସନ୍ଧ୍ୟାରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ଓ ପୁଲିସ ଗାଡ଼ି ପୋଡ଼ି ଘଟଣାରେ ୩୦୦ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ପୁଲିସ ଉଭୟ ପକ୍ଷର ୧୯ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହି ଘଟଣା ପରେ ପୁଲିସ…
ଅଧିକ ଖବର ଦେଖନ୍ତୁ...

ଭଲଲୋକଙ୍କ ଘର ହେଉ ସାହିତ୍ୟଘର: ସୌମ୍ୟରଞ୍ଜନ 

ରଗଡ଼ି: ପ୍ରତ୍ୟେକ ଭଲ ଲୋକଙ୍କ ଘର ହେଉ ସାହିତ୍ୟଘର। ଆଉ ସେହି ଘରର ସଦସ୍ୟମାନେ ଦରଦୀ ହୁଅନ୍ତୁ। ସାଧାରଣ ଲୋକଙ୍କ ଭାଷା ଓ ଭାବକୁ ବୁଝନ୍ତୁ। କାରଣ ଭାଷା ଓ ଭାବକୁ ନେଇ ସାହିତ୍ୟରେ ଖେଳହୁଏ। ଯେଉଁଠି ଭାବ ନାହିଁ, ସେଠାରେ ସାହିତ୍ୟ ଜୀବନ୍ତ ହୁଏନାହିଁ। ସାଧାରଣ ଲୋକଙ୍କ କଥା ଚିନ୍ତାକଲେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପୂଜାପାଠରେ ସମୟ ବିତିବ। ଆପଣଙ୍କ ମନରେ କୌଣସି ଆଶା ଉତ୍ପନ୍ନ ହେବ। ବ୍ୟବସାୟ କାମରେ ରାଜ୍ୟ ବାହାରକୁ ଯାଇପାରନ୍ତି। ବୃଷ: ପୂର୍ବ କଥାକୁ ନେଇ ଚିନ୍ତିତ ରହିପାରନ୍ତି। କୌଣସି ଜିନିଷ କିଣିବାରେ ବିଳମ୍ବ ହୋଇପାରେ। କର୍ମଜୀବୀ ମହିଳାଙ୍କ ଲାଗି ଭଲ ଦିନଟିଏ। ବିଲ୍‍ଡର୍ସଙ୍କୁ ଅଚାନକ…
ଅଧିକ ଖବର ଦେଖନ୍ତୁ...

ଖୁବ ଶୀଘ୍ର ଭାରତରେ ଅଡ଼ି ଲଞ୍ଚ କରିବାକୁ ଯାଉଛି ଇଲେକ୍ଟ୍ରିକ କାର, ଥରେ ଚାର୍ଜ କଲେ ଯିବ ୩୨୮ କିଲୋମିଟର

ନୂଆଦିଲ୍ଲୀ: ଜର୍ମାନୀର କାର ନିର୍ମାତା ଅଡି ଖୁବ ଶୀଘ୍ର ଭାରତରେ ଏହାର ଇଲେକ୍ଟ୍ରିକ୍ କାର ଲଞ୍ଚ କରିପାରେ | କମ୍ପାନୀର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ ଅଡି ଆସନ୍ତା ଦୁଇ ତିନି ମାସ ମଧ୍ୟରେ ଭାରତରେ ଏହାର ଇଲେକ୍ଟ୍ରିକ କାର ଏସୟୁଭି ଇ-ଟ୍ରନ୍ ଏବଂ କ୍ରସଓଭର ଇ-ଟ୍ରନ୍ ସ୍ପୋର୍ଟବ୍ୟାକ୍ ଲଞ୍ଚ…
ଅଧିକ ଖବର ଦେଖନ୍ତୁ...

ପୋଥି ଲେଖକଙ୍କ ଗାଁ ‘କଇଁଛପଦା’

ଅନୁଗୁଳ(ବ୍ରଜକିଶୋର ମହାରଣା): ଦିନଥିଲା, ଯେତେବେଳେ କାଗଜ କଲମ ସୁଲଭନଥିଲା, ଗମନାଗମନ ପାଇଁ ରାସ୍ତାଘାଟ ନଥିଲା, ସେତେବେଳେ ଜ୍ଞାନର ପ୍ରସାର ପାଇଁ ପୋଥିଲେଖକମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଉଥିଲେ। ଏହି ଲେଖକମାନେ କେବଳ ଲିପିକାର ବା ନକଲକାରୀ ନଥିଲେ। ସେମାନେ ଥିଲେ ସାଧକ। ସେମାନଙ୍କ…
ଅଧିକ ଖବର ଦେଖନ୍ତୁ...

ପ୍ରଚାର ଗୀତରେ ଖେଳ ‌ହେବ ବୋଲି କହିଥିଲେ ଦିଦି, ଜବାବରେ ମୋଦୀଜୀ କହିଲେ- ଖେଳ ଶେଷ, ବିକାଶ ଆରମ୍ଭ

କୋଲକାତା: ରବିବାର ଦିନ ଆୟୋଜନ କରାଯାଇଥିବା ବିଶାଳ ନିର୍ବାଚନ ପ୍ରଚାର ରାଲିରେ ଯୋଗ ଦେଇ ଉପସ୍ଥିତ ଥିବା ହଜାର ହଜାର ଲୋକଙ୍କୁ ଉଦ୍‌ବୋଧନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଗକୁ ନିର୍ବାଚନ ଥିବା ବେଳେ କୋଲକାତାର ଐତିହାସିକ ‘ବ୍ରିଗେଡ୍‌ ପରେଡ୍‌ ଗ୍ରାଉଣ୍ଡ୍‌’ରେ ପହଞ୍ଚି…
ଅଧିକ ଖବର ଦେଖନ୍ତୁ...

ଲାଗିଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

କୋରାପୁଟ: କୋରାପୁଟ ସହର ଜଗନ୍ନାଥ ମନ୍ଦିରକୁ ଯିବା ରାସ୍ଥା ପାର୍ଶ୍ବରେ ରହିଥିବା ଏକ ଦୋକାନରେ ଆଜି ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ଖବର ପାଇଁ କୋରାପୁଟ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିବାବେଳେ ପୋଡି ପାଉଁଷ ହୋଇଯାଇଛି ଲକ୍ଷା ଧିକ ଟଙ୍କାର…
ଅଧିକ ଖବର ଦେଖନ୍ତୁ...

ବଣଭୋଜି ହେଲା କାଳ: ମାଙ୍କଡ଼ଡିଆଁ ପ୍ରପାତରେ ବୁଡ଼ି ବିଟେକ୍ ଛାତ୍ର ମୃତ

ପାତ୍ରପୁର: ଗଂଜାମ-ଗଜପତି ସୀମାନ୍ତ ମାଙ୍କଡ଼ଡିଆଁ ଜଳପ୍ରପାତରେ ବୁଡ଼ି ଜଣେ ବିଟେକ୍‌ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଛତ୍ରପୁର କାଳିଆବାଲି କୃଷ୍ଣନଗର ତୃତୀୟ ଲାଇନ୍‌ ନିବାସୀ ବିଚିତ୍ର କୁମାର ମହାଙ୍କୁଡ଼ଙ୍କ ଏକମାତ୍ର ପୁତ୍ର ବିଶାଳ ରୋନକ୍‌ ମହାଙ୍କୁଡ଼ (୨୦)। ପ୍ରକାଶ ଯେ, ରବିବାର…
ଅଧିକ ଖବର ଦେଖନ୍ତୁ...