Daily Archives

March 8, 2021

ମୟୂରଭଞ୍ଜ ବନ୍ଦକୁ ସମର୍ଥନ ଜଣାଇବା ପାଇଁ ବିଜେପି, ଜେଏମଏମ, କଂଗ୍ରେସ ସହ ବିଭିନ୍ନ ସଙ୍ଗଠନକୁ ପତ୍ର ଲେଖିଲା ଭଞ୍ଜସେନା

ବାରିପଦା : ଶିମିଳିପାଳରେ ଲାଗିଥିବା ନିଆଁକୁ ଆୟତ୍ତ କରିବାରେ ବିଭାଗୀୟ ଅଧିକାରୀଙ୍କ ବିଫଳତା ଆଦି ଅଭିଯୋଗରେ ଆସନ୍ତା ୧୦ରେ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦେଇଛି ଯୁବଛାତ୍ର ସଙ୍ଗଠନ ଭଞ୍ଜସେନା। ତେବେ ଏହି ବନ୍ଦକୁ ଶାନ୍ତିପୂର୍ଣ୍ଣ ଭାବେ ସଫଳ କରିବ ଉଦ୍ଦେଶ୍ୟରେ କଂଗ୍ରେସ, ବିଜେପି,…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ବଜାରରେ ରାଜୁତି କରୁଛି ପଡିଶା ଚାଉଳ

କୋରାପୁଟ: ଶାଗ ମାଛ ଦରରେ ଓଡ଼ିଶାରୁ ଧାନ କିଣି ନେଉଛି ପଡିଶା ଛତିଶଗଡ ଓ ଆନ୍ଧ୍ର ପ୍ରଦେଶ। ପ୍ରକ୍ରିୟ‌ାକରଣ କରି ସେହି ଧାନକୁ ଚାଉଳ କରି ମେଡ୍‌ ଇନ୍‌ ‘ଅମୁକ’ ‘ସମୁକ’ ନାଁରେ ବିକୁଛି ପଡିଶା। ଖାଲିଯେ ବିକୁଛି ତାହା ନୁହେଁ ନାଲି ନେଳି ପ୍ୟାକେଟ ସାଙ୍ଗକୁ ଚକାଚକ୍‌ ବ୍ରାଣ୍ଡ କରି ତିନିଗୁଣା…
ଅଧିକ ଖବର ଦେଖନ୍ତୁ...

ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଅଭିଯୁକ୍ତ ଗିରଫ

ବିଷମକଟକ: ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଦୁର୍ଗୀ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଜଣା ପଡିଛି। ହାଇସ୍କୁଲ୍ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଏତଲା କ୍ରମେ ପୁଲିସ୍ ସାହାଡ଼ା ଗ୍ରାମର ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ମିଳିଥିବା…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

ସୁନ୍ଦରଗଡ଼ : ସୁନ୍ଦରଗଡ଼ର ମାଦ୍ରି କାଲୋ ଭବନରେ ସୋମବାର ଦିନ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ସୁନ୍ଦରଗଡ଼ ସଦର ବିଧାୟିକା କୁସୁମ ଟେଟେ ଏବଂ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଉଦଘାଟନ କରିଥିଲେ। ଏହି ଅବସରରେ ଜିଲ୍ଲା ପାଇଁ ୪ଟି ଅଭିନବ…
ଅଧିକ ଖବର ଦେଖନ୍ତୁ...

ବାରିପଦାରେ ଅଙ୍ଗନୱାଡି କର୍ମୀ ସମାବେଶ

ବାରିପଦା: ଅଲ ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟକ ସାମୁଖ୍ୟ ଏବଂ ବିଜୁ ଶ୍ରମିକ ସାମୁଖ୍ୟଙ୍କ କର୍ମୀ ସମ୍ମିଳନୀ ସ୍ଥାନୀୟ ଛଉପଡ଼ିଆରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ସମାବେଶରେ ମହିଳା ଶିଶୁ ବିକାଶ ଓ ମହିଳା ସଶକ୍ତିକରଣ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟ ଅତିଥି ଭାବେ ଯୋଗ…
ଅଧିକ ଖବର ଦେଖନ୍ତୁ...

ଶିଶୁକୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ ଗଣେଶ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ରକ୍ତର ଘୋର ଅଭାବ ଦେଖା ଦେଉଥିବାବେଳେ ମେଡିକାଲରେ ଭର୍ତ୍ତି ହୋଇଥିବା ଗୁରୁତର ରୋଗୀଙ୍କ ପାଇଁ ରକ୍ତ ଯୋଗାଡ କରିବା କାଠିକର ପାଠ ହୋଇଯାଉଛି। ସଦ୍ୟତମ ଘଟଣାକ୍ରମରେ ନୂଆଗୁଡା ସାହିର ପରେମେଶ୍ବର ବାଗଙ୍କ ୬ ମାସର ଝିଅ ପ୍ରେନା ବାଗଙ୍କୁ ଭୀଷଣ ଜ୍ବର ହେବାରୁ…
ଅଧିକ ଖବର ଦେଖନ୍ତୁ...

୨୨ ମହିଳା ଦାଦନ ଶ୍ରମିକ ଉଦ୍ଧାର, ୨ ଅଟକ

ରାୟଗଡ଼ା : ରାୟଗଡ଼ା ରେଳ ଷ୍ଟେସନରୁ ଆଜି ସଂଧ୍ୟାରେ ଆରପିଏଫ ପୁଲିସ୍ ୨୨ ମହିଳା ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଉଦ୍ଧାର ମହିଳା ଶ୍ରମିକଙ୍କ ମଧ୍ୟରେ ୧୩ ଜଣ ନାବାଳିକା ଅଛନ୍ତି। ଜିଆରପି ପୁଲିସର ପ୍ରାଥମିକ ତଦନ୍ତରୁ ସମସ୍ତ ଶ୍ରମିକ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଜଣାପଡିଛି। ଘଟଣାରେ…
ଅଧିକ ଖବର ଦେଖନ୍ତୁ...

ଆଦିବାସୀ ଛାତ୍ରଛାତ୍ରୀଙ୍କ ପ୍ରତି ଶୋଷଣ ବଢୁଛି

ବାରିପଦା: ଜେଏମଏମ ଯୁବମୋର୍ଚ୍ଚାର ନେତା ଅର୍ଜୁନ ମୁର୍ମୁଙ୍କ ନେତୃତ୍ଵରେ ଆଜି ୩ ଦଫା ଦାବି ନେଇ ଜିଲ୍ଲାମଙ୍ଗଳ ଅଧିକାରୀ ଚିତ୍ତରଞ୍ଜନ ମହାପାତ୍ରଙ୍କୁ ଘେରାଉ କରାଯାଇଥିଲା । ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାରେ କୈଣସି ସୁଧାର ଆସୁ ନଥିବା ଅଭିଯୋଗ ହୋଇଛି । ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

କାନ୍ଥ କାନଭାସ ପଛର ପ୍ରେରଣାଦାୟୀ କାହାଣୀ: ଓଡ଼ିଶା ପାଇଁ ପ୍ରେରଣା ସାଜିଥିବା ୮ ଜଣ ମହିଳାଙ୍କ ବାବଦରେ ଜାଣନ୍ତୁ

ଭୁବନେଶ୍ୱର: ଆଜି ସାରା ବିଶ୍ୱରେ ପାଳିତ ହୋଇଛି ଅନ୍ତର୍ଜାତୀୟ ମହିଳା ଦିବସ | ତେବେ ଓଡ଼ିଶା ତଥା ଭାରତ ପାଇଁ ପ୍ରେରଣା ଆଣିଥିବା ଏଭଳି କିଛି ମହିଳାଙ୍କୁ ନେଇ ଏକ ସ୍ୱତନ୍ତ୍ର ଭିଡିଓ ଉତ୍କଳମ୍ରିତା ପକ୍ଷରୁ ପ୍ରସ୍ତୁତ କରାଯାଇଛି | ରାଜଧାନୀ ରାଜରାସ୍ତା କଡରେ ଚିତ୍ରିତ ହୋଇଥିବା କିଛି…
ଅଧିକ ଖବର ଦେଖନ୍ତୁ...

ଅନ୍ତର୍ଜାତୀୟ ମହିଳା ଦିବସକୁ କଳା ଦିବସ ଭାବେ ପାଳନ କଲା ଜିଲ୍ଲା ମହିଳା କଂଗ୍ରେସ

ବାରିପଦା: ରନ୍ଧନ ଗ୍ୟାସ, ଖାଇବା ତେଲ ମୂଲ୍ୟରେ ଅହେତୁକ ବୃଦ୍ଧି, ମହିଳାମାନଙ୍କୁ ତେଲ ଲୁଣର ସଂସାର ଚଳାଇବା କଷ୍ଟକର ହୋଇ ପଡ଼ିଛି । ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ଆକାଶ ଛୁଆଁ ହୋଇ ପଡ଼ିଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମହିଳାମାନଙ୍କୁ ସୁରକ୍ଷା ଯୋଗାଇ ଦେବା ସାଙ୍ଗକୁ…
ଅଧିକ ଖବର ଦେଖନ୍ତୁ...