Daily Archives

March 8, 2021

ଜୟପୁର ଜିଲ୍ଲା ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ: ୨୮ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଜୟପୁର: ଜୟପୁର ଜିଲ୍ଲା ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ପ୍ରକ୍ରିୟାର ନାମାଙ୍କନ ଦାଖଲର ଶେଷ ଦିନରେ ବିଭିନ୍ନ ପଦବୀ ପାଇଁ ଆଜି ୧୭ଜଣ ନାମାଙ୍କନ ଦାଖଲ କରିଥିଲେ। ଗତକାଲି ଓ ଆଜି ସମୁଦାୟ ୨୮ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଆଜି ସଭାପତି ପଦବୀ ପାଇଁ ସରୋଜ କୁମାର ଦାଶ, ବିରେଶ…
ଅଧିକ ଖବର ଦେଖନ୍ତୁ...

ଭାରତ ସରକାରଙ୍କ ସଂସ୍କୃତି ବିଭାଗର ଅନ୍ତର୍ଜାତୀୟ ସେମିନାର୍: ବିଧାୟକ ଅମର ଶତପଥୀଙ୍କୁ ଭୂମିରତ୍ନ ସମ୍ମାନ 

ଚଣ୍ତିଖୋଲ : ଭାରତ ସରକାରଙ୍କର ସଂସ୍କୃତି ବିଭାଗ ଓ ଆସ୍ଥା ଫାଉଣ୍ଡେସନ ମିଳିତ ସହଯୋଗର ଦିଲ୍ଲୀର କନଷ୍ଟିଚ୍ୟୁସନ୍ କ୍ଲବ୍ ପରିସରରେ ଅନୁଷ୍ଠିତ 'ବିଶ୍ବର ଶାନ୍ତି ପାଇଁ ଭାରତୀୟ ସଂସ୍କୃତିର ଅବଦାନ' ଶୀର୍ଷକ ଅନ୍ତର୍ଜାତୀୟ ସେମିନାର ଗତକାଲି ଅନୁଷ୍ଠିତ ହୋଇଯାଇଛି। ଏହି ସେମିନାରରେ ଭାରତ ସମେତ…
ଅଧିକ ଖବର ଦେଖନ୍ତୁ...

ଆଇଆଇଟି କାନପୁର ନିର୍ମାଣ କଲା ୪ କିଲୋଗ୍ରାମ ଓଜନର ହେଲିକପ୍ଟର, ସେନାକୁ ମିଳିବ ସହାୟତା

କାନପୁର: କିଛି ନୂଆ ଓ ଭିନ୍ନ ପ୍ରୟାସ କରିବାରେ ଆଇଆଇଟି କାନପୁର( ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି) ଆଗରେ ରହିଥାଏ | ଆଉ ଏବେ ଏହି ଧାରାକୁ ବଜାୟ ରଖି ଆଇଆଇଟି କାନପୁର ଏବେ ଏମିତି ଏକ ହେଲିକପ୍ଟର ନିର୍ମାଣ କରିଛି, ଯାହାର ସାହାଯ୍ୟରେ ଭାରତୀୟ ସେନା ଯେକୌଣସି କଠିନ ପରିସ୍ଥିତିରେ ବି…
ଅଧିକ ଖବର ଦେଖନ୍ତୁ...

ଟିପର ଧକ୍କାରେ ୨ ବାଇକ ଆରୋହୀ ମୃତ, ୨୬ ନମ୍ବର ଜାତୀୟ ରାଜପଥରେ ଧାରଣା

ଜୟପୁର : ଆଜି ସଂଧ୍ୟା ୬ଟା ବେଳେ ୨୬ ନମ୍ବର ଜାତୀୟ ରାଜପଥର ଜୟପୁର ସ୍ଥିତ ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ନିକଟରେ ଗୋଟିଏ ଟିପ୍ପର ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ କ୍ଷତିପୂରଣ ଦାବିରେ ସ୍ଥାନୀୟ ବାସୀନ୍ଦା ୨୬ ନମ୍ବର ଜାତୀୟ ରାଜପଥରେ ମୃତ ଦେହ ରଖି ଧାରଣା…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିବାକୁ ଆସିଥିବା ମହିଳାଙ୍କୁ ଦୁଷ୍କର୍ମ କଲେ ପୁଲିସ ବାବୁ

ଜୟପୁର: ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିବାକୁ ଆସିଥିବା ମହିଳାଙ୍କୁ ତିନି ଦିନ ଧରି ଦୁଷ୍କର୍ମ କଲେ ପୁଲିସ ବାବୁ | ରାଜସ୍ଥାନର ଅଲୱର ଜିଲ୍ଲାର ଖେଡଲି ପୁଲିସ ଷ୍ଟେସନର ପୁଲିସ ବାବୁଙ୍କ ନାମରେ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି | ଆଉ ଏହି ଘଟଣା ବାବଦରେ ଜଣାପଡିବା ପରେ ଅଭିଯୁକ୍ତ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ବାରିପଦା: ଆଜି ବାରିପଦାର ସହୀଦ ସ୍ମୃତି ଭବନରେ ୪୮ତମ ଆର୍ନ୍ତଜାତିକ ମହିଳା ଦିବସ ପାଳିତ ହୋଇ ଯାଇଛି । ଜାତୀୟ ସ୍ତରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା ଫାଉଣ୍ଡେସନ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବାର ଜଣା ପଡିଛି । ମା ଫାଉଣ୍ଡେସନର ସଭାପତି ପ୍ରଦୀପ କୁମାର ଜେନାଙ୍କ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ସେନା ପାଇଁ ଏହି ଷ୍ଟାର୍ଟଅପ ନିର୍ମାଣ କରୁଛି ମାନବବିହୀନ ଗାଡି

ନୂଆଦିଲ୍ଲୀ: ଭାରତୀୟ ସେନା ପାଇଁ ମାନବବିହୀନ ଯାନ ନିର୍ମାଣରେ ଲାଗିପଡିଛନ୍ତି ତିନି ଜଣ ସାଙ୍ଗ | ୨୦୧୯ ମସିହାରେ ମେକଟ୍ରୋନିକ୍ସ ଇଂଜିନିୟରିଂରେ ଡିଗ୍ରୀ ହାସଲ କରିବା ପରେ ଏମ.ବିଘ୍ନେଶ, ଵିଭାକର କୁମାର ଓ କେ.ଅଭି ବିଘ୍ନେଶ ଟୋରସ ରୋବଟିକ୍ସ ନାମକ କମ୍ପାନୀ ଆରମ୍ଭ କରିଥିଲେ | ଚେନ୍ନାଇରେ…
ଅଧିକ ଖବର ଦେଖନ୍ତୁ...

ବଢୁଛି କାରଖାନାରେ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା: ପ୍ରତି ୧୫ ସେକେଣ୍ଡରେ ଯାଉଛି ଜଣଙ୍କର ଜୀବନ

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟରେ ଶିଳ୍ପ ଦୁର୍ଘଟଣା ଯୋଗୁଁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ୨୦୧୯ ମସିହାରେ ୩୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୨୦ ରେ ଏହି ସଂଖ୍ୟା ୪୬କୁ ବୃଦ୍ଧି ପାଇଛି। ଲକଡାଉନ ସମୟରେ ଅନେକ କାରଖାନା ବନ୍ଦ ରହିଥିଲେ ବି କାରଖାନା ଖୋଲିବା ସମୟରେ ଯାନ୍ତ୍ରିକ…
ଅଧିକ ଖବର ଦେଖନ୍ତୁ...

ମାଲବାହୀ ଟ୍ରେନ୍‌ ଧକ୍କାରେ ଯୁବକ ମୃତ

ବ୍ୟାସନଗର : ଯାଜପୁରରୋଡ ରେଳଷ୍ଟେସନରେ ଆଜି ଜଣେ ଯୁବକଙ୍କର ଟ୍ରେନ୍‌ ଧକ୍କାରେ ମୃତ୍ୟୁ ହୋଇଛି। ମୃତ ଯୁବକ ଯାଜପୁରରୋଡ ଥାନା ଅନ୍ତର୍ଗତ ବ୍ୟାସନଗର ପଦ୍ମପୁର ଗ୍ରାମର ବସନ୍ତ ପଣ୍ଡାଙ୍କ ପୁଅ ପ୍ରକାଶ(୨୮)। ପ୍ରକାଶ ପ୍ଲାଟଫର୍ମରେ ରେଳଧାରଣା ପାର ହେବାବେଳେ ଗୋଟିଏ ମାଲବାହୀ ଟ୍ରେନ୍‌ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଆମେରିକାରୁ ଚାକିରି ଛାଡି କିଡନି ରୋଗୀଙ୍କୁ ଅଧା ଦାମରେ ଡାଏଲିସିସ ସୁବିଧା ଯୋଗାଉଛନ୍ତି ଏହି ଯୁବକ

ମୁମ୍ବାଇ: ଡାଏଲିସିସ, ଏହି ପ୍ରକ୍ରିୟାଟି କିଡନି ସମସ୍ୟା ଥିବା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହୋଇଥାଏ | ଆଉ ବାରମ୍ବାର ଡାଏଲିସିସ କରିବାକୁ ପଡୁଥିବାରୁ ଅଧିକାଂଶ ରୋଗୀଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡିଥାଏ | ତେବେ ରୋଗୀଙ୍କୁ ସ୍ୱଳ୍ପ ମୂଲ୍ୟରେ ଡାଏଲିସିସ ସୁବିଧା ଯୋଗାଇଦେବାକୁ ଏବେ…
ଅଧିକ ଖବର ଦେଖନ୍ତୁ...