Monthly Archives

March 2021

ଟ୍ରେନରେ ଯାତ୍ରା କରିବା ସମୟରେ ଏଭଳି ଭୁଲ କଲେ ହୋଇପାରେ ୩ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ! ରେଳବାଇ ଦେଲା ଚେତାବନୀ

ନୂଆଦିଲ୍ଲୀ: ଟ୍ରେନରେ ନିଆଁ ଲାଗିବା ଭଳି ଘଟଣା ଏଇ କିଛିଦିନ ହେବ ଅଧିକ ସଂଖ୍ୟାରେ ଦେଖିବାକୁ ମିଳୁଛି। ଉତ୍ତରପ୍ରଦେଶର ଗାଜିଆବାଦ ଷ୍ଟେସନରୁ ଏଭଳି ଏକ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାକୁ ଦୃଷ୍ଟିରେ ରଖି ରେଳ ଯାତ୍ରୀଙ୍କ ପାଇଁ ଏକ ନୋଟିଫିକେସନ ଜାରି କରାଯାଇଛି। ରେଳ…
ଅଧିକ ଖବର ଦେଖନ୍ତୁ...

ଶତ୍ରୁ ଦେଶ ସହ ସୁଧୁରିବ କି ସମ୍ପର୍କ?

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ମଧ୍ୟରେ ବିବାଦ ଦେଖା ଦେଇଥିବା ସୀମା ପାର ବାଣିଜ୍ୟ କାରବାର ଖୋଲିବା ନେଇ ଆଶା ଦେଖାଇଛି ପାକିସ୍ତାନ । ଗତ ବୁଧବାର ପାକିସ୍ତାନ ଦେଶର ଘରୋଇ କ୍ଷେତ୍ରକୁ ଭାରତରୁ ଆମଦାନୀ କରିବାକୁ ଅନୁମତି ପ୍ରଦାନ କରିଛି । ଭାରତରୁ ଧଳାଚିନି ଓ କପା ଆମଦାନୀ କରିବାକୁ ପାକିସ୍ତାନ…
ଅଧିକ ଖବର ଦେଖନ୍ତୁ...

ସାଇଲେଣ୍ଟ କିଲର ସାଜିଲାଣି କରୋନା: ମୁମ୍ବାଇର ୯୧ ହଜାର ସଂକ୍ରମିତଙ୍କ ମଧ୍ୟରୁ ୭୪ ହଜାର ସଂକ୍ରମିତଙ୍କ ଠାରେ ଦେଖାଯାଉନି…

ନୂଆଦିଲ୍ଲୀ: ଦେଶରେ ଏବେ କରୋନା ପାଲଟିବାକୁ ଲାଗିଲାଣି ସାଇଲେଣ୍ଟ କିଲର ବା ନୀରବ ଘାତକ । ଦେଶରେ ପ୍ରତିଦିନ ବଢୁଥିବା କରୋନା ସଂଖ୍ୟା ଭିତରେ ମୁମ୍ୱାଇରୁ ଆସିଥିବା କରୋନାକୁ ନେଇ ତଥ୍ୟ ସାରା ଦେଶର ଚିନ୍ତା ବଢାଇ ଦେବା ପରି । କାରଣ ମୁମ୍ୱାଇରେ ୯୧ ହଜାର ସଂକ୍ରମିତଙ୍କ ମଧ୍ୟରୁ ୭୪ ହଜାର…
ଅଧିକ ଖବର ଦେଖନ୍ତୁ...

ବନ୍ୟା କ୍ଷୟକ୍ଷତି ଆକଳନ କରିବାକୁ ଯାଇ ମହିଳାଙ୍କୁ ଚୁମ୍ବନ ଦେଲେ ଗଭର୍ଣ୍ଣର

ୱାଶିଂଟନ: ଆମେରିକାର ନ୍ୟୁୟର୍କରେ ଜଣେ ମହିଳା ସେଠାକାର ଗଭର୍ଣ୍ଣରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ନ୍ୟୁୟର୍କର ଶେରି ଭିଲେ ନାମ୍ନୀ ଜଣେ ମହିଳାଙ୍କ କହିବାନୁସାରେ, ଗଭର୍ଣ୍ଣର ଏଣ୍ଡ୍ର୍ୟୁ ଗ୍ୟୁମୋ ତାଙ୍କୁ ଜୋରଜବରଦସ୍ତି ଚୁମ୍ବନ ଦେବାକୁ ଚେଷ୍ଟା କରିଥିଲେ। କେବଳ ସେତିକି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଏକାଗ୍ରତା ସହିତ ପରିଶ୍ରମ କରିବେ। ପରିବାର ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ରାଜନୀତିରେ ମନ ଚାହୁଥିବା ପଦବି ପାଇବେ। ବୃଷ: ପରିବାରର ସମସ୍ତଙ୍କ ସହିତ ଆପଣଙ୍କର ଭଲ ତାଳମେଳ ରହିବ। ଜମି କିଣିବାର ସୁଯୋଗ ଆସିବ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ। ମିଥୁନ: ଧାର୍ମିକ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ସମେତ ୯ ଟି ରାଜ୍ୟରେ ଏବର୍ଷ ପ୍ରବଳ ଗରମ ଅନୁଭୂତ ହେବ

ନୂଆଦିଲ୍ଲୀ : ଏ ବର୍ଷ ଓଡ଼ିଶା ସମେତ ଦେଶର କେତେକ ରାଜ୍ୟରେ ଗ୍ରୀଷ୍ଣଋତୁ ହାରାହାରିଠାରୁ ଅଧିକ ଗରମ ରହିବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ଦକ୍ଷିଣ ଓ ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ଅପେକ୍ଷାକୃତ କମ ଗରମ ରହିବା ସମ୍ଭାବନା ରହିଛି । ଲା ନିନୋର ପ୍ରଭାବ ଧୀରେ ଧୀରେ…
ଅଧିକ ଖବର ଦେଖନ୍ତୁ...

ତାତିରେ ନୂତନ ରେକର୍ଡ ସୃଷ୍ଟିକଲା ଭୁବନେଶ୍ୱର; ସ୍ଥାପନା ପରଠାରୁ ୭ ଦଶନ୍ଧି ମଧ୍ୟରେ ଏମିତି ତାତି ଦେଖି ନଥିଲା ପାଣିପାଗ…

ଭୁବନେଶ୍ୱର: ରାଜ୍ୟ ରାଜଧାନୀ ଭୁବନେଶ୍ୱର ତାପମାତ୍ରାରେ ସୃଷ୍ଟି କରିଛି ଏକ ନୂତନ ସର୍ବକାଳୀନ ରେକର୍ଡ। ବିଗତ ୪୮ ଘଣ୍ଟା ଧରି ସମଗ୍ର ରାଜ୍ୟ ପ୍ରବଳ ଗ୍ରୀଷ୍ମପ୍ରବାହରେ ଆଉଟୁପାଉଟୁ ହେଉଥିବା ବେଳେ ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ୱର। ଆଜି ରାଜଧାନୀ ଭୁବନେଶ୍ୱରର…
ଅଧିକ ଖବର ଦେଖନ୍ତୁ...

ରାସ୍ତା କାମ କରିବାକୁ ଯାଇଥିଲେ, ଜଳିଗଲା ଘର; ବେସାହାରା ହେଲେ ୩୨ଟି ପରିବାର

ଭଞ୍ଜନଗର: ଚାହୁଁ ଚାହୁଁ ଆଖି ଆଗରେ ଜଳିଗଲା ଗୋଟିଏ ପରେ ଗୋଟିଏ ଘର। ଆସବାବପତ୍ର ଦୂରର କଥା, ପିନ୍ଧା ଲୁଗା କିମ୍ବା ବାସନ ବି ଉଦ୍ଧାର କରିପାରିଲେ ନାହିଁ । ସବୁକିଛି ନିଆଁରେ ପୋଡ଼ି ପାଉଁଶ ହୋଇଗଲା । ଏବେ ବେସାହାରା ହୋଇପଡିଛନ୍ତି, ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

କନଷ୍ଟେବଳଙ୍କୁ ଦୁଷ୍କର୍ମ କରି ନିଲମ୍ବିତ ହେଲେ ସିଆରପିଏଫ ଡିଆଇଜି ଏବଂ ଇନ୍ସପେକ୍ଟର

ନୂଆଦିଲ୍ଲୀ: ସିଆରପିଏଫ କନଷ୍ଟେବଳଙ୍କୁ ଦୁଷ୍କର୍ମ କରିବା ପଡ଼ିଲା ଭାରି। ନିଲମ୍ବିତ ହେଲେ ସିଆରପିଏଫ ଡିଆଇଜି ଏବଂ ଇନ୍ସପେକ୍ଟର। ପ୍ରାଥମିକ ତଦନ୍ତରେ ଦୁହେଁ ଦୋଷୀ ବୋଲି ପ୍ରମାଣ ହେବା ପରେ ସେମାନଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି। ନିଲମ୍ବିତ ହୋଇଥିବା ଅଧିକାରୀ ହେଲେ ସିଆରପିଏଫ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ପଶ୍ଚିମବଙ୍ଗରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ : ନନ୍ଦୀଗ୍ରାମ ଭୋଟର କରିବେ ମମତା ଓ ଶୁଭେନ୍ଦୁଙ୍କ ଭାଗ୍ୟ…

କୋଲକାତା: ଆସନ୍ତାକାଲି ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ପଶ୍ଚିମବଙ୍ଗ ରାଜନୀତିର ସବୁଠାରୁ ଅଧିକ ଚର୍ଚ୍ଚିତ ଆସନ ନନ୍ଦୀଗ୍ରାମରେ ଭୋଟ୍ ପଡିବ ଆସନ୍ତାକାଲି ।  ତୃଣମୂଳ ମୁଖ୍ୟ ମମତା ବାନାର୍ଜୀ ଓ  ବିଜେପି ପ୍ରାର୍ଥୀ ଶଭେନ୍ଦୁ ଅଧିକାରୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ…
ଅଧିକ ଖବର ଦେଖନ୍ତୁ...