Monthly Archives

April 2021

୩୬୫ ଅକ୍ସିଜେନ ସିଲଣ୍ଡର ଗଚ୍ଛିତ: ଆଉ ୪୦୦ଯୋଗାଇବା ପାଇଁ ରାଜ୍ୟସରକାରଙ୍କୁ ଅନୁରୋଧ

ଜୟପୁର: କରୋନା ସଂକ୍ରମଣରେ ଗୁରୁତର ହୋଇ ଅକ୍ସିଜେନ୍ ଅଭାବରୁ ଲୋକେ ପୋକ ମାଛି ଭଳି ମରୁଛନ୍ତି। ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲାସ୍ବାସ୍ଥ୍ୟ ବିଭାଗ ନିକଟରେ ଏବେ ୩୬୫ଟି ଓକ୍ସିଜେନ୍ ସିଲଣ୍ଡର ଗଚ୍ଛିତ ଥିବା ବେଳେ ଆଉ ୪୦୦ସିଲିଣ୍ଡର ଦେବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି…
ଅଧିକ ଖବର ଦେଖନ୍ତୁ...

ତୀର ମାଡରେ ଗୁରୁତର କୁକୁରର ସଫଳ ଅସ୍ତ୍ରୋପଚାର

ମାଥିଲି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ଠାରେ ତୀର ମାଡରେ ଗୁରୁତର ହୋଇଥିବା କୁକୁରର ସଫଳ ଅସ୍ତ୍ରୋପଚାର କରାଯାଇଛି। ଆଜି ସକାଳେ ମାଲକାନଗିରିରୁ କିଛି ଲୋକ ତୀର ମାଡ ହୋଇଥିବା ଏକ କୁକୁରକୁ ମାଥିଲି ପ୍ରାଣୀ ଚିକିତ୍ସାଳୟକୁ ଆଣିଥିଲେ। ମାଥିଲି ପ୍ରାଣୀ ଚିକିତ୍ସାଳୟର ଚିକିତ୍ସକ ଡଃ.…
ଅଧିକ ଖବର ଦେଖନ୍ତୁ...

ଉପରମୁହାଁ ସଂକ୍ରମଣ: ଜୟପୁରରେ ୨୭ ଓ ବ୍ଲକରେ ୩

ଜୟପୁର: ଦ୍ବିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଧିରେ ଧିରେ ଉପରମୁହାଁ ହେବାରେ ଲାଗିଛି। ଆଜି ଜିଲ୍ଲାରେ ୧୧୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ କାଲି ମାତ୍ର ୩ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଜୟପୁର ସହରାଂଚଳରେ ୨୭ଜଣ ସଂକ୍ରମିତ ହୋଇଛନ୍ତି। ସେଭଳି ଜୟପୁର ବ୍ଲକ ଅଂଚଳରେ…
ଅଧିକ ଖବର ଦେଖନ୍ତୁ...

ଜୟପୁରରେ ଜାଗା କିଣା ବିକା ଜୋର: ୬ଶହରୁ ଅଧିକ ଲୋକ ମାସକୁ କିଣୁଛନ୍ତି ଜାଗା

ଜୟପୁ: କରୋନା ସଂକ୍ରମଣ ସାମାନ୍ୟ ସ୍ବାଭାବିକା ହେବା ଏବଂ ଦ୍ବିତୀୟ ପର୍ଯ୍ୟାୟ ଜାରୀ ରହିଥିଲେ ବି ଜୟପୁର ସହରରେ ଜମି କିଣା ବିକା ଜୋର ଧରିଛି। ଗତ କିଛି ଦିନ ତଳେ ଯଦିଓ ପ୍ଲଟର ଦର କମିଥିବା ବେଳେ ଏବେ ଆକାଶଛୁଆଁ ଦରରେ ବିକ୍ରୀ ହେଉଛି। ଅବିଭକ୍ତ କୋରାପୁଟ ଜିଲ୍ଲା ବାସିନ୍ଦା ତଥା କୋଭିଡ୍…
ଅଧିକ ଖବର ଦେଖନ୍ତୁ...

ଟିକାକରଣକୁ ନେଇ ସତର୍କ ବାର୍ତ୍ତା ଦେଇ ଇନ୍‌ଷ୍ଟା ପୋଷ୍ଟ୍‌ କଲେ ସୋନମ କପୁର

ମୁମ୍ବାଇ: କରୋନା ଭାଇରସର ଦ୍ବିତୀୟ ଲହର ସାରା ଜନଜଗତ୍ରକୁ ଆତଙ୍କିତ କରିଥିବା ବେଳେ ସେଲିବ୍ରିଟିମାନେ ଏହି ସଙ୍କଟର ମୁକାବିଲା ପାଇଁ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ଅଭିନେତ୍ରୀ ସୋନମ କପୁର କୋଭିଡ୍‌-୧୯କୁ ନେଇ ନିଜ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌ରେ ସତର୍କତାମୂଳକ…
ଅଧିକ ଖବର ଦେଖନ୍ତୁ...

କରୋନା ନେଲା ପୁଣି ୩ ମୁଣ୍ଡ, ସଂଗରୋଧରେ ୧୦୧

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଞ୍ଚଳରେ କରୋନା ସଂକ୍ରମଣ ପରିସ୍ଥିତି ସାଂଘାତିକ ରୂପ ଧାରଣ କରିଛି। ଦିନକ ମଧ୍ୟରେ ଏଠାରେ କରୋନା ପୁଣି ୩ ଜଣଙ୍କ ମୁଣ୍ଡ ନେଇଛି। ମୃତକଙ୍କ ହେଲେ ଦୁଇଜଣ ଯୁବକ ଏବଂ ଅନ୍ୟଜଣେ ମଧ୍ୟ ବୟସ୍କ ବ୍ୟକ୍ତି। ମାତ୍ର କିଛିଘଣ୍ଟା ବ୍ୟବଧାନରେ ବିଭିନ୍ନ ଘରୋଇ…
ଅଧିକ ଖବର ଦେଖନ୍ତୁ...

୪ଟି ନୂଆ ଆମ୍ବୁଲାନ୍ସ ଲୋକାର୍ପିତ

ମାଲକାନଗିରି: ମାଲକାନଗିରି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ୪ଟି ନୂଆ ଆମ୍ବୁଲାନ୍ସ ଲୋକାର୍ପିତ ହୋଇଯାଇଛି। ଜିଲ୍ଲାପାଳ ଵାଇ. ବିଜୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଚାରୋଟି ଆମ୍ବୁଲାନ୍ସର ଲୋକାର୍ପଣ କରିଥିଲେ। ମାଲକାନଗିରି ଜିଲ୍ଲାପାଳଙ୍କ କହିବା ଅନୁଯାୟୀ ଜିଲ୍ଲା ପାଇଁ ଏହି ଚାରୋଟି…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ବାଙ୍ଗାଲୋରକୁ ୩୪ ରନରେ ହରାଇଲା ପଂଜାବ

ଅହମଦାବାଦ : ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯ଼ାଇଥିବା ଆଇପିଏଲର ୨୬ତମ ମ୍ୟାଚରେ ପଂଜାବ ବାଙ୍ଗାଲୋରକୁ ୩୪ ରନରେ ପରାସ୍ତ କରିଛି । ପଂଜାବ ଦ୍ବାରା ଧାର୍ୟ଼୍ୟ ୧୮୦ ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯ଼ାଇ ବାଙ୍ଗାଲୋର ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୪୫ ରନ କରିବାକୁ ସକ୍ଷମ…
ଅଧିକ ଖବର ଦେଖନ୍ତୁ...

ବାଲିଅନ୍ତା ତହସିଲ ଅମିନ ପଜିଟିଭ, ସପ୍ତାହେ ସିଲ

ବାଲିଅନ୍ତା: ବାଲିଅନ୍ତା ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ଅମିନ ଆଜି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ ଚିହ୍ନଟ ପରେ ସେ ଗୃହ ସଂଗରୋଗରେ ଚିକିତ୍ସାଧୀନ ଅଛନ୍ତି। ସେହିପରି ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ୩ ଜଣ କର୍ମଚାରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟ ଖରାପ…
ଅଧିକ ଖବର ଦେଖନ୍ତୁ...

ଜଗତସିଂହପୁର ଜିଲ୍ଲାରେ ଶନିବାର-ରବିବାର ସଟଡାଉନ ଘୋଷଣା

ଜଗତସିଂହପୁର ଟାଉନ୍  : କରୋନା ଜଗତସିଂହପୁର ଜିଲ୍ଲାରେ ଦିନକୁ ଦିନ ତାର କାୟା ମେଲାଉଛି । ଲଗାତାର ଭାବେ ଶହେରୁ ଅଧିକ ପଜିଟିଭ୍ ପ୍ରତିଦିନ ଆସୁଛି । ଦ୍ୱିତୀୟ ଲହରୀର ଭୟାବହତାକୁ ଅଧିକାଂଶ ଜନସାଧାରଣ ଏଯାଏ ଅନୁଭବ କରୁନାହାନ୍ତି । ଫଳରେ କୋଭିଡ୍ ନିୟମକୁ ଅଧିକାଂଶ ଲୋକ ଅବମାନନା କରୁଥିବା…
ଅଧିକ ଖବର ଦେଖନ୍ତୁ...