Daily Archives

April 1, 2021

୩୩/୧୧ କେଭି ସବଷ୍ଟେସନ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ପତ୍ର ଲେଖିଲେ ସାଂସଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର ନକ୍ସଲ ପ୍ରବଣ ତଥା ଦୁର୍ଗମ ସାଲିମି ଅଂଚଳରେ ବିକାଶ ଧାରା ଠପ୍ ହୋଇଯାଇଛି।  ସାଂସଦ ରମେଶ ଚନ୍ଦ୍ର ମାଝି ଗତମାସରେ ଏହି ଅଂଚଳ ଗସ୍ତ ବେଳେ ଜାଣିବାକୁ ପାଇଥିଲେ।ସାଲିମି ଅଂଚଳ ଗସ୍ତ ବେଳେ ଏହି ଅଂଚଳର ଲୋକମାନେ ପ୍ରଥମଥର ଜଣେ…
ଅଧିକ ଖବର ଦେଖନ୍ତୁ...

ଦମ୍ପତି କାର ଭିତରେ ବସିଥିବା ବେଳେ ହଠାତ ଉପରୁ ଖସିଲା ବରଫଖଣ୍ଡ

ସେଣ୍ଟପିଟରସବର୍ଗ: ସୋସିଆଲ ମିଡିଆରେ ଏଇ କିଛିଦିନ ହେବ ଏକ ଭିଡିଓ ପୋଷ୍ଟ ହୋଇଛି। ଭିଡିଓକୁ ଯିଏ ଦେଖୁଛନ୍ତି ସେମାନେ ରୁଷୀୟ ଦମ୍ପତିଙ୍କ ଜୀବନ ବଞ୍ଚାଇବା ଶୈଳୀ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି, ରଷୀୟ ଦମ୍ପତି…
ଅଧିକ ଖବର ଦେଖନ୍ତୁ...

କାରକୁ ଘେରି ଗଲେ ୧୫୦୦୦ରୁ ଅଧିକ ମହୁମାଛି, ଚାଳକ ଭୟଭୀତ

ନୂଆଦିଲ୍ଲୀ: ମହୁମାଛି କାମୁଡ଼ା ଯନ୍ତ୍ରଣାଦାୟକ ହୋଇଥାଏ। ଯାହାକୁ ମହୁମାଛି କାମୁଡ଼ିଛି ସିଏ ହିଁ ତାର ଯନ୍ତ୍ରଣା ଅନୁଭବ କରି ପାରିବ। ନିକଟରେ ଏହି ମହୁମାଛିକୁ ନେଇ ନ୍ୟୁୟର୍କର ମେକ୍ସିକୋରୁ ଏକ ଖବର ଆସିଛି। ରାସ୍ତାରେ ଛିଡ଼ା ହୋଇଥିବା ଏକ କାରକୁ ୧୫୦୦୦ରୁ ଊର୍ଧ୍ବ ମହୁମାଛି ଘେରି ଯାଇଥିଲେ,…
ଅଧିକ ଖବର ଦେଖନ୍ତୁ...

ପୋଷାକ ଧୋଇବା ସମୟରେ ହଠାତ ଫାଟିଲା ୱାସିଂମେସିନ, ଘରର ହେଲା ଏଭଳି ଅବସ୍ଥା

ନୂଆଦିଲ୍ଲୀ: ଆପଣମାନେ ମୋବାଇଲ ଫୋନ ଫାଟିବାର ଘଟଣା ଶୁଣିଥିବେ ବା ଦେଖିଥିବେ। ତେବେ ସ୍କଟଲ୍ୟାଣ୍ଡରେ ରହୁଥିବା ଜଣେ ମହିଳା ଫେସବୁକରେ କିଛି ଫଟୋ ସେୟାର କରିଛନ୍ତି। ଏହି ଫଟୋ ସେୟାର କରି ସେ ଲେଖିଛନ୍ତି, ମୁଁ ସର୍ବଦା ଶୁଣିଥିଲି ବାହାରକୁ ଯିବା ସମୟରେ ୱାସିଂମେସିନକୁ ଚାଲୁ ଥିବା ଅବସ୍ଥା…
ଅଧିକ ଖବର ଦେଖନ୍ତୁ...

ଯୌତୁକ ନିର୍ଯାତନା ଅଭିଯୋଗରେ ପୁଲିସର ଦ୍ବାରସ୍ଥ ହେଲେ ମହିଳା

ଜୟପୁର,: ବାହା ହେବାର ମାତ୍ର ୨ବର୍ଷ ମଧ୍ୟରେ ସ୍ବାମୀ, ଶାଶୁ, ଶ୍ବଶୁର ଆଦି ମାନସିକ, ଶାରିରୀକ ଓ ଯୌତୁକ ନିର୍ଯାତନା ଦେଉଥିବା ଅଭିଯୋଗ କରି ଜୟପୁର ମହିଳାଥାନାର ଦ୍ବାରସ୍ଥ ହୋଇଛନ୍ତି ଜୟନଗର ଚିଲ୍ଲୀଗୁଡା ଅଂଚଳର କାବେରୀ ମିଶ୍ର। ଅଭିଯୋଗର ତଦନ୍ତ କରି ଏକ ମାମଲା ରୁଜୁ ହୋଇଛି ବୋଲି…
ଅଧିକ ଖବର ଦେଖନ୍ତୁ...

ସୁଆଦିଆ ଖାଦ୍ୟ ଦରକାର ନାହିଁ, ପେଟ ପୂରିଗଲେ ହେଲା; ସିକ୍ୟୁରିଟି ଗାର୍ଡଙ୍କ ପିଆଜ, ରସୁଣ ଓ ଭାତ ଖାଇବାର ଫଟୋ ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏମିତି କିଛି ଘଟଣାର ଦୃଶ୍ୟ ସାମ୍ନାକୁ ଆସିଥାଏ, ଯାହାକୁ ଦେଖିଲେ ହୃଦୟ ତରଳି ଯାଇଥାଏ। ମହାମାରୀ କରୋନା ସଙ୍କଟ ସମୟରେ ଦେଶରେ ଲୋକମାନଙ୍କୁ ନିଜ ପରିବାର ପୋଷିବା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ଏମିତି କି ଅନେକ ଲୋକଙ୍କର ଏଭଳି ସ୍ଥିତିରେ…
ଅଧିକ ଖବର ଦେଖନ୍ତୁ...

ଜୁଆ ଆଡାରେ ଚଢ଼ଉ: ୨ ବାଇକ ସହ ୨୪୫୦ ଟଙ୍କା ଜବତ, ୪ ଗିରଫ

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ପୁଲିସ ପକ୍ଷରୁ ଗୁରୁବାର ଖଇରମାଲ କେନାଲ ନିକଟରେ ଚାଲିଥିବା ଏକ ଜୁଆ ଆଡ଼ା ଉପରେ ଚଢ଼ଉ କରାଯାଇଥିଲା। ସେଠାରୁ ୨ଟି ବାଇକ୍‌ (ଓଆର୍‌ ୧୫ କେ ୬୦୦୫) ଓ (ଓଆର ୧୫ ସି ୧୦୯୯), ୬ଟି ଜୁଆ ଗୁଟି, ପଟି, ଏକ ବାଉଁଶ ପେଡ଼ି, ୨୪୫୦ ଟଙ୍କା ଜବତ କରିଛି। ଏଥିସହ…
ଅଧିକ ଖବର ଦେଖନ୍ତୁ...

ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା: କଂଗ୍ରେସର ଥାନା ଘେରାଉ

ମ. ରାମପୁର: କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ୍‌ ବରବନ୍ଧ ପଞ୍ଚାୟତ ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ଫେରାର୍‌ ଥିବା ଶିକ୍ଷକଙ୍କୁ ଆଜି ପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ। ଏହାର ପ୍ରତିବାଦରେ ଏବଂ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗୁରୁବାର ମ.ରାମପୁର ବ୍ଲକ୍‌…
ଅଧିକ ଖବର ଦେଖନ୍ତୁ...

ଚୋରି କରିବାକୁ ଯାଇଥିବା ବେଳେ ଟଙ୍କା ଭର୍ତ୍ତି ବ୍ୟାଗ ଦେଖି ଖୁସିରେ ଚୋରର ହେଲା ହୃଦଘାତ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ବିଜନୌରରେ ଚୋରି ସହିତ ଜଡ଼ିତ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଚୋର ଆଶାଠାରୁ ଅଧିକ ଟଙ୍କା ପାଇ ଯାଇଥିବା ବେଳେ ଖୁସିରେ ତାର ହୃତଘାତ ହୋଇଥିବା ଜଣାପଡ଼ିଛି। ବିଜନୌରର ଦେହାତ ଅଞ୍ଚଳରେ ଗତମାସରେ ହୋଇଥିବା ଚୋରି ଘଟଣାରେ ୨ଜଣ ଚୋରଙ୍କ ମଧ୍ୟରୁ…
ଅଧିକ ଖବର ଦେଖନ୍ତୁ...

ଘର ଭିତରୁ ମା’ ଝିଅଙ୍କ ଗଳିତ ଶବ ଉଦ୍ଧାର, ହତ୍ୟା ସନ୍ଦେହ 

ନାକଟିଦେଉଳ: ସମ୍ବଲପୁର ଜିଲ୍ଲା ନାକ୍‌ଟିଦେଉଳ ବ୍ଲକ୍ କିସିଣ୍ତା ଥାନା କିସିଣ୍ତା ଗ୍ରାମରେ ଗୁରୁବାର ଅପରାହ୍‌ଣରେ ଏକ ଘର ଭିତରୁ ମା’ ଓ ଝିଅଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି। ମୃତା ଦ୍ବୟ ହେଲେ ଗ୍ରାମର କିଶୋର ପଟେଲଙ୍କ ସାନ ଝିଅ ଉତ୍କଳିକା ପଟେଲ୍‌ (୧୫) ଓ ପତ୍ନୀ ସୁଜାତା ପଟେଲ୍‌ (୪୦)।…
ଅଧିକ ଖବର ଦେଖନ୍ତୁ...