Daily Archives

April 1, 2021

ବିହାର ଚାଷୀଙ୍କ ଜମିରେ ଫଳିଲା ପୃଥିବୀର ସବୁଠୁ ମହଙ୍ଗା ପରିବା, କିଲୋ ପ୍ରତି ମୂଲ୍ୟ ଏକ ଲକ୍ଷ ଟଙ୍କା !

ଔରଙ୍ଗାବାଦ: ବିହାରର ଔରଙ୍ଗାବାଦ ଜିଲ୍ଲାରେ ଜଣେ ଯୁବକ ବିଶ୍ୱର ସବୁଠାରୁ ମହଙ୍ଗା ପରିବା ଚାଷ କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭାରତୀୟ ପ୍ରଶାସନିକ ଅଧିକାରୀ ସୁପ୍ରିୟା ସାହୁ ଏକ ଟୁଇଟ କରି ଚାଷୀ ଅମରେଶ ସିଂହ କରୁଥିବା ମହଙ୍ଗା ଚାଷ ବିଷୟରେ ଆଲୋଚନା କରିଛନ୍ତି। ସେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟ ପ୍ରତି ବିଶେଷ ଦୃଷ୍ଟି ଦେବେ। ରାଜନୈତିକ ପରିସର ବୃଦ୍ଧି ହେବ। ଅଫିସ ତରଫରୁ ରାଜ୍ୟ ବାହାରକୁ ଯିବାର ସୁଯୋଗ ପାଇବେ। ବୃଷ: ଦିନଟି ଆପଣଙ୍କ ଲାଗି ବିଶେଷ ଫଳଦାୟୀ। ଲାଗି ରହିଥିବା ବିବାଦର ସମାଧାନ ହୋଇଯିବ। ସାମାଜିକ ମିଳାମିଶା ବଢ଼ିବ। ମିଥୁନ: ଲକ୍ଷ୍ୟ ସ୍ଥଳରେ…
ଅଧିକ ଖବର ଦେଖନ୍ତୁ...

ସାରା ରାତି ଦୁଇ ମୃତ ଶିଶୁ ପାଖରେ ବସି ରହିଥିଲା ମା’, ସକାଳ ହେବା ପରେ କହିଲା- ‘ମୁଁ ଦୁହିଁଙ୍କୁ ମାରି ‌ଦେଇଛି’

ନୂଆଦିଲ୍ଲୀ: କଳିଯୁଗର ମା’ ନିଜର ଦୁଇଜଣ ଶିଶୁଙ୍କ ଗଳା ଦବାଇ ହତ୍ୟା କରିବା ପରେ ରାତିସାରା ସେମିତି ବସି ରହିଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସକାଳ ହେବା ପରେ ସେ ଏହି ହତ୍ୟା ଘଟଣା ବିଷୟରେ ନିଜେ ସମସ୍ତଙ୍କୁ ଜଣାଇଥି‌ଲା। ଏହି ଖବର ପୁଲିସ ପାଖରେ ପହଞ୍ଚିଥିଲା। ଖବର ପାଇ ପୁଲିସ…
ଅଧିକ ଖବର ଦେଖନ୍ତୁ...

ସୀମାନ୍ତରେ ନକ୍ସଲ ହିଂସା, ୩ ନକ୍ସଲ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ପୁଲିସ ୩ ଜଣ ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଛି। ଯବାନ ମଲେଗୁଡା ନିକଟରେ କୁମ୍ବିଂ କରୁଥିବା ବେଳେ ଯବାନଙ୍କୁ ଦେଖି କିଛି ସନ୍ଦିଗ୍ଧ ଦୌଡି ପଳାଇବାକୁ ଚେଷ୍ଟା କରୁଥିଲେ। ତୁରନ୍ତ ଯବାନ ସେମାନଙ୍କୁ ଧରି ପଚରାଉଚରା କରିବା ପରେ…
ଅଧିକ ଖବର ଦେଖନ୍ତୁ...

୪୯ ନମ୍ବର ରାଜପଥ କଡ଼ରେ ନିଆଁ

ଶଙ୍କରପୁର : କେନ୍ଦୁଝର ଜିଲ୍ଲା ଉପକଣ୍ଠ ଜାତୀୟ ରାଜପଥ ୪୯ ଶଙ୍କରପୁର ଅରଡେଇ ନଦୀ ନିକଟରେ ଥିବା ଜାତୀୟ ରାଜପଥ କଡରେ ଲାଗିଥିବା ଗଛ ଗୁଡିକରେ କୌଣସି କାରଣରୁ ନିଆଁ ଲାଗି ଯାଇଛି। ଲୋକେ ଭୟଭୀତ ହୋଇ କେନ୍ଦୁଝର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି…
ଅଧିକ ଖବର ଦେଖନ୍ତୁ...

ଦୀପରୁ ନିଆଁ ଲାଗି ୨ ଗୁରୁତର

ନଠୁଆବର : ରସୁଲପୁର ବ୍ଲକ୍‌ ଅନ୍ତର୍ଗତ କଲଣ ପଞ୍ଚାୟତ ଶୁଳିଆ ଗ୍ରାମରେ ସଞ୍ଜ ଦୀପରୁ ନିଆଁ ଲାଗି ୨ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ଏହି ଗ୍ରାମର ସ୍ବର୍ଗତ ରାମଚନ୍ଦ୍ର ଖୁଣ୍ଟିଆଙ୍କ ପତ୍ନୀ ଶାନ୍ତିଲତା(୫୦) ଓ ତାଙ୍କ ଦିଅର ଶତ୍ରୁଘନ ଖୁଣ୍ଟିଆ(୫୨)। ସେମାନଙ୍କୁ କଟକସ୍ଥିତ ଏକ ଘରୋଇ…
ଅଧିକ ଖବର ଦେଖନ୍ତୁ...

ଥମୁନି ଶିମିଳିପାଳ ବନାଗ୍ନି: ଆଜି ୪୬ଟି ଫାୟାର୍‌ ପଏଣ୍ଟ୍‌ ଚିହ୍ନଟ

ବାରିପଦା: ଶିମିଳିପାଳ ନିଆଁ ଲିଭିଯାଇଛି। ଏହି ବନାଗ୍ନି କୌଣସି କ୍ଷୟକ୍ଷତି କରିନାହିଁ। କେନ୍ଦ୍ରୀୟ ବିଶେଷଜ୍ଞ ଦଳ ପରେ ରାଜ୍ୟ ସରକାରଙ୍କ ଟାସ୍କଫୋର୍ସ କମିଟିର ଶିମିଳିପାଳ ଗସ୍ତ। କଣ ରିପୋର୍ଟ ପ୍ରଦାନ କରାଗଲା, କଣ ପ‌ଦକ୍ଷେପ ନିଆଗଲା, ଜଣାନାହିଁ ମାତ୍ର ଶିମିଳିପାଳ ଏବେ ବି ନିଆଁ…
ଅଧିକ ଖବର ଦେଖନ୍ତୁ...

ବିଜେଡି-ବିଜେପି ମୁହାଁମୁହିଁ: ବିଜେଡି କହିଲା, ସିଇଓଙ୍କୁ ବଦଳାଇବା ଦାବି ବିଜେପିର ଅଭ୍ୟାସଗତ

ପୁରୀ: ପିପିଲି ଉପନିର୍ବାଚନ ମଧ୍ୟରେ ଏବେ ପୁଣି ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । ସକାଳେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଟାର୍ଗେଟ କରିଥିବା ବେଳେ ଏବେ ବିଜେଡି ଏହାର ଜବାବ ଦେଇଛି । ବିଜେଡି କହିଛି ସିଇଓଙ୍କୁ ବଦଳାଇବା ପାଇଁ ଦାବି…
ଅଧିକ ଖବର ଦେଖନ୍ତୁ...

ଗର୍ଭବତୀ ଅଛନ୍ତି ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା, ଇନଷ୍ଟାରେ ଫଟୋ ସେୟାର କରି ସୂଚନା ଦେଲେ

ମୁମ୍ବାଇ : ଖୁବ ଶୀଘ୍ର ମା’ ହେବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା। ଏ ନେଇ ସେ ନିଜ ଇନଷ୍ଟାରେ ଫଟୋ ସେୟାର କରି ସୂଚନା ଦେଇଛନ୍ତି। ଚଳିତ ବର୍ଷ ଫେବ୍ରୁଆରି ୧୫ରେ ଦିୟା ମିର୍ଜା ନିଜର ବ୍ୟବସାୟୀ ପ୍ରେମିକ ବୈଭବ ରେଖୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ବିବାହ ଉତ୍ସବରେ କେବଳ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି ଜିଲ୍ଲାସାରା ଧୂଆଁ, ଆଖି ଜ୍ବାଳାରେ ଲୋକେ ହନ୍ତସନ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସାରା ଆଜି ଧୂଆଁ ଦେଖାଯାଇଛି। ସକାଳରୁ ହିଁ କୁହୁଡି ଭଳି ଧୂଆଁ ଦେଖିବାକୁ ମିଳିଥିଲା। ଦୂର ପାହାଡ କିମ୍ବା ଦୂର ଜିନିଷ ଦେଖାଯାଉନଥିଲା। ତେବେ ଏହା କୁହୁଡି ନଥିଲା। ଜଂଗଲରେ ଲୋକେ ପୋଡୁ ଚାଷ ପାଇଁ ନିଆଁ ଲଗାଇ ଦେଉଥିବାରୁ ଜିଲ୍ଲା ସାରା ଏହାର ପ୍ରଭାବ…
ଅଧିକ ଖବର ଦେଖନ୍ତୁ...