Daily Archives

April 2, 2021

ଉତ୍କଳ ଦିବସରେ ବିଜୁବାବୁଙ୍କୁ ଭୁଲିଗଲେ

ରାଉରକେଲା : ଗତକାଲି ସହରରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି ପବିତ୍ର ଉତ୍କଳ ଦିବସ। ବିଭିନ୍ନ ସଙ୍ଗଠନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ରାଜ୍ୟ ଗୃ୍ହମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଅତିରିକ୍ତ ଜିଲ୍ଲାପାଳ ଅବୋଲି…
ଅଧିକ ଖବର ଦେଖନ୍ତୁ...

ରମେଶଙ୍କ ଅଭିନବ ନିଶା; ନଖ ବଢାଇ ଦେଉଛନ୍ତି ସୋସିଆଲ ମେସେଜ

ମାଲକାନଗିରି: ସୋସିଆଲ ମିଡିଆର ପ୍ରଭାବ ଏବେ ସାରା ରାଜ୍ୟ, ଦେଶ ଏବଂ ପୃଥିବୀରେ ପଡିଛି। ଲୋକେ ନିଜର ଅନ୍ତର୍ନିହିତ କଳାକୁ ସୋସିଆଲ ମିଡିଆରେ ପ୍ରଦର୍ଶନକରି ପ୍ରଶସଂକଙ୍କ ପ୍ରଶଂସା ସାଉଁଟୁଛନ୍ତି। ଏପରକି ୟୁଟ୍ୟୁବରେ ଅପଲୋଡ କରି ଟଂକା ରୋଜଗାର ମଧ୍ୟ କରିପାରୁଛନ୍ତି। ମାଲକାନଗିରି ସହରରେ ଏଭଳି…
ଅଧିକ ଖବର ଦେଖନ୍ତୁ...

ଆରକ୍ଷୀ ମୋଟର ପରିବହନ ଆଞ୍ଚଳିକ କାର୍ଯ୍ୟାଳୟକୁ ଭଗବାନ ଶାହା, ୨୬ କର୍ମଚାରୀରୁ ଅଛନ୍ତି ମାତ୍ର ୪ ଜଣ

କୋରାପୁଟ: ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜରେ ରହିଥିବା ବିଭିନ୍ନ ପ୍ରକାର ସୁରକ୍ଷାବଳଙ୍କ ଗାଡିକୁ ମରାମତି କରିବାକୁ କେଉଁ କାଳରୁ ରହିଛି କୋରା‌ପୁଟସ୍ଥିତ ଆରକ୍ଷୀ ମୋଟର ପରିବହନ ଆଞ୍ଚଳିକ କାର୍ଯ୍ୟାଳୟ । ରେଞ୍ଜ ଅଧୀନରେ ରହିଥିବା ଅବିଭକ୍ତ କୋରାପୁଟ ଜିଲ୍ଲା ସହ କଳାହାଣ୍ଡି ଓ ନୂଆପଡା…
ଅଧିକ ଖବର ଦେଖନ୍ତୁ...

କ୍ଷତିପୂରଣ ନଦେଇ ଗେଲ୍ ଇଣ୍ଡିଆର ପାଇପ ବିଛା ଅଭିଯୋଗ ! ବିରୋଧ କଲେ ଜମି ମାଲିକ

ସୁନ୍ଦରଗଡ଼ : ପେଟ୍ରୋଲିୟମ ଓ ଖଣିଜ ଦ୍ରବ୍ୟର ଭୂତଳ ପରିବହନ ପାଇଁ ଜଗଦୀଶପୁର-ହଳଦିଆ-ବୋକାରୋ- ଧାମରା ଗ୍ୟାସ ପାଇପଲାଇନ୍ ପ୍ରକଳ୍ପ କାମ ଚାଲିଛି । ଏହାର ପାଇପଲାଇନ୍ ସୁନ୍ଦରଗଡ଼ ଜିଲ୍ଲା ଦେଇ ଯାଉଥିବା ବେଳେ ଘରୋଇ ଜମିଗୁଡ଼ିକର କ୍ଷତିପୂରଣ ନଦେଇ ଗେଲ୍ କର୍ତ୍ତୃପକ୍ଷ ଜୋର୍ କରି ପାଇପ୍…
ଅଧିକ ଖବର ଦେଖନ୍ତୁ...

ବିୟୁଟି ଟିପ୍ସ: ଓଠ କଳା ପଡ଼ିବା ସମସ୍ୟା ପାଇଁ ଶୋଇବା ପୂର୍ବରୁ କଞ୍ଚା କ୍ଷୀରରେ ଓଠକୁ ପୋଛନ୍ତୁ

କଟକ: ନାରୀ ହେଉ କିମ୍ବା ପୁରୁଷ, ସଭିଏଁ ଚାହିଁଥାନ୍ତି ଓଠରୁ କଳା ଦାଗ ହଟାଇ ଓଠକୁ ଗୋଲାପି କରିବା ପାଇଁ। ଏଥିପାଇଁ ବିଭିନ୍ନ ପ୍ରକାରର ସାମଗ୍ରୀ ମଧ୍ୟ ବ୍ୟବହାର କରିଥାନ୍ତି। ହେଲେ ଆମେ ଘରେ ରହି ଘରୋଇ ଜିନିଷ ବ୍ୟବହାର କରି ଓଠର ଯତ୍ନ ନେବା ସହ ଏହି କଳା ଦାଗ ସମସ୍ୟାକୁ ଦୂରେଇ ଦେଇ ପାରିବା।…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଉଦ୍ଧାର; ଅପହର୍ତ୍ତା ଫେରାର

ବାଲିଅନ୍ତା: ଏପ୍ରିଲ ୧ ତାରିଖ  ମଧ୍ୟ ରାତ୍ରିରେ ଅପହୃତ ଜଣେ ୧୭ ବର୍ଷୀୟା ନାବାଳିକାକୁ ସରକଣା ଗ୍ରାମ ପଞ୍ଚାୟତ ବାଲ୍ୟ ବିବାହ ନିରୋଧ କମିଟି ଉଦ୍ଧାର କରି ରୁଚିକା ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଛି। ତେବେ କମିଟିର ଚଢ଼ଉ ସଂପର୍କରେ ପୂର୍ବରୁ ଖବର ପାଇ ଅପହର୍ତ୍ତା ଯୁବକ ଗ୍ରାମରୁ ଫେରାର…
ଅଧିକ ଖବର ଦେଖନ୍ତୁ...

ସବାଧାନ! ଆପଣଙ୍କ କିଡ୍‌ନିକୁ ଅକାମୀ କରିଦେଇପାରେ ଏହି ସବୁ ଖାଦ୍ୟ

ସବୁ ସୁଆଦିଆ ଖାଦ୍ୟ ‌ପାଟି ପାଇଁ ଭଲ ହୋଇଥାଉ ପଛେ ଶରୀର ପାଇଁ କିନ୍ତୁ ଭଲ ହୋଇ ନଥାଏ। ଅନେକ ଖାଦ୍ୟ ଅଛି ଯାହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ। କିଡନି ହେଉଛି ଶରୀରର ଏକ ପ୍ରମୁଖ ଅଙ୍ଗ । କିଡନି ହିଁ ଶରୀରର ସବୁ କ୍ରିୟାକୁ ସନ୍ତୁଳିତ କରି ରଖିଥାଏ । ଆମ ଶରୀରର ୪୦୦ ରୁ ଅଧିକ କାମ…
ଅଧିକ ଖବର ଦେଖନ୍ତୁ...

୩ ମାସର ଗର୍ଭଧାରଣ ପରେ ପୁଣି ଥରେ ଗର୍ଭବତୀ ହୋଇ ଯାଆଁଳା ପିଲା ଜନ୍ମଦେଲେ ମହିଳା

ନୂଆଦିଲ୍ଳୀ: ଇଂଲଣ୍ଡରେ ଦେଖିବାକୁ ମିଳିଛି ଏକ ନିଆରା ଘଟଣା । ଜଣେ ମହିଳା ୩ ସପ୍ତାହର ଗର୍ଭବତୀ ଥିବା ବେଳେ ପୁଣି ଥରେ ଗର୍ଭବତୀ ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଏହା ଆପଣଙ୍କୁ ଅସମ୍ଭବ ମନେ ହେବା ସ୍ବାଭାବିକ, ମାତ୍ର କଥାଟି ସତ। ମହିଳା ଜଣକ କେବଳ ଏପରି ଗର୍ଭଧାରଣ କରିନାହାନ୍ତି,…
ଅଧିକ ଖବର ଦେଖନ୍ତୁ...

ତାମିଲନାଡୁରୁ ଉଦ୍ଧାର ହେଲେ ସୁନ୍ଦରଗଡ଼ର ୭ ମହିଳା ଓ ଯୁବତୀ

ରାଉରକେଲା : କରୋନା ଭଳି ଜଟିଳ ସମୟରେ ପରିବାର ପ୍ରତିପୋଷଣ ପାଇଁ ତାମିଲନାଡୁରେ ବନ୍ଧା ପଡ଼ିଥିବା ଜିଲ୍ଲାର ୭ ମହିଳା ଓ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି ସମାଜସେବୀ ଚାନ୍ଦମଣି ସାଣ୍ଡିଲ। ଉଦ୍ଧାର ହୋଇଥିବା ମହିଳା ଓ ଯୁବତୀଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି। ସେମାନେ ହେଲେ ଆଶାମଣି…
ଅଧିକ ଖବର ଦେଖନ୍ତୁ...

ଆମେରିକା ରାଷ୍ଟ୍ରପତି ବାଇଡେନ୍‌ ଜଳବାୟୁ ସମ୍ମିଳନୀରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମନ୍ତ୍ରଣ…

ନୂଆଦିଲ୍ଲୀ: ଆସନ୍ତା ଅପ୍ରେଲ ୨୨-୨୩ ଆୟୋଜିତ ହେବାକୁ ଥିବା ଜଳବାୟୁ ସମ୍ମିଳନୀରେ ଯୋଗଦାନ କରିବାକୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମନ୍ତ୍ରଣ କରିଛନ୍ତି। ରାଷ୍ଟ୍ରପତି ବାଇଡେନଙ୍କ ଏହି ଆମନ୍ତ୍ରଣକୁ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଗତ କରିଛନ୍ତି ଏବଂ…
ଅଧିକ ଖବର ଦେଖନ୍ତୁ...