Daily Archives

April 3, 2021

ଏମପିସି ସ୍ବୟଂଶାସିତ ମହାବିଦ୍ୟାଳୟରେ କରୋନା, ୭୨ ଘଣ୍ଟା ପାଇଁ ବନ୍ଦ ରହିଲା ଶିକ୍ଷାନୁଷ୍ଠାନ

ବାରିପଦ : ବାରିପଦାରେ ପୁଣି କରୋନା ଲେଉଟାଣିର ଆଶଙ୍କା ପ୍ରକାଶ ପାଇଛି। ଆଜି ଏମପିସି ସ୍ବୟଂଶାସିତ ମହାବିଦ୍ୟାଳୟର ‌ଜଣେ ଅଧ୍ୟାପକ କରୋନା ଆକ୍ରାନ୍ତ ହୋଇଛନ୍ତି। ପରୀକ୍ଷା ଚାଲିଥିବାବେଳେ ଏକ ପ୍ରମୁଖ ଶିକ୍ଷାନୁଷ୍ଠାନରୁ ଜଣେ ଅଧ୍ୟାପକ କରୋନା ପଜିଟିଭ୍‌ ଚିହ୍ନଟ ହେବାକୁ ନେଇ ଚିନ୍ତା…
ଅଧିକ ଖବର ଦେଖନ୍ତୁ...

କାଲିମେଳା ତହସିଲରେ ଜମି ପଟ୍ଟା ଦୁର୍ନୀତି ଘଟଣା: ସମାଜସେବୀଙ୍କୁ ହତ୍ୟା ଧମକ, ଥାନାରେ ଏତଲା

ମାଲକାନଗିରି : ମାଲକାନଗିରି ଜିଲ୍ଲାର ସାମାଜିକ କର୍ମୀ ଶରତ ଚନ୍ଦ୍ର ବୁରୁଦାଙ୍କୁ ମିଳିଛି ହତ୍ୟା ଧମକ। କାଲିମେଳା ତହସିଲରେ ହୋଇଥିବା ଜମି ପଟ୍ଟା ଦୁର୍ନୀତିକୁ ପର୍ଦାଫାସ କରିବା ସହ ଗତ ୧ ତାରିଖ ଦିନ ସମ୍ବାଦିକ ସମ୍ମିଳନୀରେ ତୁରନ୍ତ କାଲିମେଳା ତହସିଲଦାରଙ୍କୁ ହଟାଇବା ନେଇ ଦାବି…
ଅଧିକ ଖବର ଦେଖନ୍ତୁ...

ଲିଭୁନି ଶିମିଳିପାଳ ବନାଗ୍ନି: ୨୧ ଫାୟାର୍‌ ପଏଣ୍ଟ୍‌ ଚିହ୍ନଟ

ବାରିପଦା: ଏବେ ମଧ୍ୟ ଶିମିଳିପାଳ ଅଭୟାରଣ୍ୟ ଜଳୁଛି । ନୂଆ ନୂଆ ସ୍ଥାନକୁ ଏହି ନିଆଁ ବ୍ୟାପୁଥିବା ଜଣାପଡ଼ିଛି । ଶିମିଳିପାଳ ସାଉଥ ୱାଇଲଡ୍‌ ଲାଇଫ ଅଧୀନରେ ଥିବା ଭଞ୍ଜବସା ଅଞ୍ଚଳର ଗୁଣ୍ଡୁରିଆ, ଡୁକୁରା ୱାଇଲଡ୍‌ ଲାଇଫ ଅଞ୍ଚଳର ଚନ୍ଦନଚରୁରୀ-୨, ପିଠାବଟା ୱାଇଲଡ୍‌ ସାଉଥ ଲାଇଫ ଅଞ୍ଚଳର…
ଅଧିକ ଖବର ଦେଖନ୍ତୁ...

ବାଇକ ଦୁର୍ଘଟଣାରେ ବାପ ପୁଅ ଗୁରୁତର; ୧୦ ହଜାର ଟଂକା ସହଯୋଗ କଲେ ସ୍ବେଚ୍ଛାସେବୀ

ମାଲକାନଗିରି: ମାଲକାନଗିରିରେ ପୁଣି ସମାଜସେବୀ ବନୋଦ ଟାଵରିଙ୍କ ବଦାନ୍ୟତା ସାମ୍ନାକୁ ଆସିଛି। ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ନକ୍ସଲ ପ୍ରବଣ ସାଲିମି ଗ୍ରାମର କମଳ ସମରଥ ନିଜ ପୁଅର ନାମ ଲେଖାଇବା ପାଇଁ ମାଲକାନଗିରି କଲେଜକୁ ପୁଅ ପିତାମ୍ବର ସମରଥଙ୍କ ସହ ବାଇକ୍‌ରେ ଆସିଥିଲେ। କାମ ସାରି…
ଅଧିକ ଖବର ଦେଖନ୍ତୁ...

ବିଟ୍‌, ଗାଜର ଓ ସେଓରେ ରହିଛି ଅନେକ ଉପକାରୀ ଗୁଣ; ଦୈନିକ ଖାଆନ୍ତୁ ଓ ଏହି ସାଂଘାତିକ ରୋଗକୁ ଦୂରେଇ ଦିଅନ୍ତୁ

ଥାଇରଏଡ୍‌ ଆଜିକାଲି ସମୟ ପାଇଁ ଏକ ସାଧାରଣ ‌ରୋଗ। ଏହି ସମସ୍ୟା ଥିଲେ ଧୀରେ ଧୀରେ ଅନ୍ୟ ସମସ୍ୟା ସବୁ ମଧ୍ୟ ଉପୁଜିପାରେ। ଯଦି ଆପଣଙ୍କୁ ବାରମ୍ବାର ଥକ୍କାପଣ, ମୁଣ୍ଡ ବୁଲାଇବା, ଓଜନ ବଢିବା ଏବଂ ମାଂସପେଶୀ ଦୁର୍ବଳ ଲାଗିବା ଭଳି ସମସ୍ୟା ଅନୁଭବ ହେଉଛି ତେବେ ଆପଣଙ୍କର ଥାଇରଏଡ୍‌ ଥାଇପାରେ ବୋଲି…
ଅଧିକ ଖବର ଦେଖନ୍ତୁ...

ଆଦିତ୍ୟ ନାରାୟଣ ଓ ପତ୍ନୀ ଶ୍ବେତା ଅଗ୍ରୱାଲ୍‌ କରୋନା ପଜିଟିଭ୍ ‌

ମୁମ୍ବାଇ: ଇଣ୍ଡିଆନ୍ ଆଇଡଲ୍‌ ହୋଷ୍ଟ୍‌ ତଥା କ‌ଣ୍ଠଶିଳ୍ପୀ ଆଦିତ୍ୟ ନାରାୟଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଦିତ୍ୟଙ୍କ ପତ୍ନୀ ଶ୍ବେତା ଅଗ୍ରୱାଲ୍‌ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ବୋଲି ଆଦିତ୍ୟ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍‌ କରି ମାର୍ଚ ୩ ତାରିଖରେ ସୂଚନା…
ଅଧିକ ଖବର ଦେଖନ୍ତୁ...

ବ୍ରାହ୍ମଣୀଗ୍ରାମରେ ନିଆଁ ଲାଗି ପୋଡ଼ିଗଲା ଘର 

କଣ୍ଟାମାଳ : କଣ୍ଟାମାଳ ବ୍ଲକ୍‌ ଖଟଖଟିଆ ପଞ୍ଚାୟତ ବ୍ରାହ୍ମଣୀ ଗ୍ରାମର ଲାଲ ବଗର୍ତ୍ତିଙ୍କ ଘରେ ନିଆଁଲାଗି ଯିବାରୁ ୨ବଖରା ଘର ପୋଡ଼ିଯାଇଛି। ସ୍ଥାନୀୟ କ୍ଷେତରୁ ନିଆଁ ଲାଗି ତାଙ୍କର ଚାଳ ଛପର ଘରେ ଥିବା ମୋଟର ସାଇକଲ୍‌, ସାଇକଲ୍‌, ଧାନ, ଚାଉଳ ଓ ଲୁଗାପଟା ସହିତ କୃଷି ସରଞ୍ଜାମ ପୋଡ଼ି ଯାଇଛି ।…
ଅଧିକ ଖବର ଦେଖନ୍ତୁ...

ଟିକାକରଣ ପାଇଁ ଅଫିସ ଗାଡ଼ିରେ ବୁଢ଼ାବୁଢ଼ୀଙ୍କୁ ବୋହିଲେ ନିର୍ବାହୀ ଅଧିକାରୀ

କେସିଙ୍ଗା: କୋରନା ଟିକାକରଣ ପାଇଁ ସରକାର ତତ୍ପରତା ପ୍ରକାଶ କରିଛନ୍ତି। କିନ୍ତୁ ବହୁଲୋକ ତଳ ସ୍ତରରେ ସଚେତନତା ଅଭାବରୁ ଟିକା ନେଉ ନାହାନ୍ତି। ଏଣୁ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କେସିଙ୍ଗା ଏନ୍‌ଏସିର ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ନିଜେ ତାଙ୍କ ଅଫିସ ବଲେରୋ…
ଅଧିକ ଖବର ଦେଖନ୍ତୁ...

ଲକ୍‌ଡାଉନ୍‌ରେ ୮୩ ପୃଷ୍ଠାର ବିଜ୍ଞାନ ଆଧାରିତ ଉପନ୍ୟାସ ଲେଖି ଚର୍ଚ୍ଚାରେ ପଞ୍ଚମ ଶ୍ରେଣୀ ଛାତ୍ର

ପାଟ୍‌ନା: ଲକ୍‌ଡାଉନ୍‌ ଅନେକଙ୍କ ଦୁର୍ଦିନର କାରଣ ହୋଇଥିବା ବେଳେ ଅନେକଙ୍କ ସୃଜନଶୀଳତାକୁ ଫୁଟାଇବାରେ ସାହାଯ୍ୟ କରିଛି। ଲକ୍‌ଡାଉନ୍‌ରେ ନିଜ ଜ୍ଞାନକୁ ଲୋକଲୋଚନକୁ ଆଣି ଚର୍ଚ୍ଚା ପାଲଟିଛନ୍ତି ବିହାରର ପଞ୍ଚମ ଶ୍ରେଣୀରେ ପଢୁଥିବା ଜଣେ ନାବାଳକ। ସେ ଲକ୍‌ଡାଉନ୍‌ ସମୟରେ ଘରେ ବସି ବସି…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା ଜିଲ୍ଲାରେ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ପୁଣି ଆରମ୍ଭ ହୋଇଛି କଣ୍ଟେନମେଣ୍ଟ ଜୋନ୍‌। ଆଜି ଜିଲ୍ଲାରେ ମୋଟ ୧୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ମୋଟ ଅକ୍ରାନ୍ତଙ୍କ ସଂଖ୍ୟା ୭୮ରେ ପହଂଚିଛି। ଏହାର ପ୍ରତିକାର ପାଇଁ ଆଜି ଜିଲ୍ଲାର ୧୨ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି।…
ଅଧିକ ଖବର ଦେଖନ୍ତୁ...