Daily Archives

April 4, 2021

ମାଓ ଅଂଚଳରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଡିଜି ଅଭୟଙ୍କ ଦ୍ବାରା ସମ୍ମାନିତ

ମାଲକାନଗିରି: ମାଲକାନଗିରି ସ୍ଥିତ ସଂସ୍କୃତି ଭବନ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଆଜି ପୁଲିସ ଡିଜି ଅଭୟ ଉପସ୍ଥିତ ରହି ମାଓ ଦମନ ସମେତ ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟରେ ନିଜର କାର୍ଯ୍ୟଦକ୍ଷତା ଦେଖାଇ ଥିବାରୁ ସେମାନଙ୍କୁ ସମ୍ମାନୀତ କରାଯାଇଥିଲା। ଜିଲ୍ଲାରେ ମାଓ ଦମନ ହେଉ ବା…
ଅଧିକ ଖବର ଦେଖନ୍ତୁ...

ଜୟପୁରରେ ସେକ୍ସ କାରବାର! ସୋସିଆଲ୍ ମିଡିଆ ମାଧ୍ୟମରେ ଚାଲିଛି ବେପାର

ଜୟପୁର: ସେକ୍ସ କାରବାର ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରମୁଖ ଜୟପୁର ସହରରେ ଚାଳିଛି। କିଛି ନାମୀ ଦାମୀ ଲଜ୍, ହୋଟେଲ ସହ କିଛି ଗଳି ଓ ସାହିରେ ଘରେ ବି ଚାଳିଛି ଏହି ଧନ୍ଦା। ଏଠାକୁ ଭୁବନେଶ୍ବର, କଲିକତା, ବିଶାଖାପାଟଣା, ବିଜୟନଗରମରୁ ଆସୁଛନ୍ତି ଦେହ ବ୍ୟବସାୟୀ ମହିଳା ଓ ଯୁବତୀ।…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜରେ ହୋଇପାରେ ନାଇଟ୍ କର୍ଫ୍ୟୁ !

ବାରିପଦା: ମାର୍ଚ୍ଚ ପରେ ଏପ୍ରିଲରେ ମଧ୍ୟ ଜିଲ୍ଲାରେ ଉପରମୁହାଁ ଧରିଛି କରୋନା ମିଟର। ଫଳରେ ମୟୂରଭଞ୍ଜରେ ମଧ୍ୟ ନାଇଟ୍ କର୍ଫ୍ୟୁ ଲାଗିବାର ଆଶଙ୍କା ସୃଷ୍ଟି ହୋଇଛି। ଦିନେ ଦୁଇଦିନ ମଧ୍ୟରେ ଏନେଇ ନିଷ୍ପତି ଆସିପାରେ ବୋଲି ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ଆଜି ପୁଲିସ ପ୍ରଶାସନ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ବାଳକାଟି ପଞ୍ଚୁଦୋଳ ମେଲଣରେ ବିଶୃଙ୍ଖଳା: ଦିଅଁ ଭୋଗଖାଇବାକୁ ନେଇ ଗଣ୍ଡଗୋଳ, ଜେଲଗଲେ ୧୧

ବାଲିଅନ୍ତା: ପ୍ରସିଦ୍ଧ ବାଳକାଟି ପଞ୍ଚୁଦୋଳ ମେଲଣ କୋଭିଡ଼ କଟକଣା ଭିତରେ ନିରାଡମ୍ବର ଭାବେ ସଂପାଦନ ହୋଇଛି । ବିନା ଆତସବାଜି ପ୍ରତିଯୋଗିତା  ରୋଶଣୀ ତଥା ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମରେ  ଦୁଇଦିନ ଧରି ମେଲଣ ଅନୁଷ୍ଠିତ ହୋଇଥିଲା । ହେଲେ ଦିଅଁ ଭୋଗ ଖାଇବାକୁ କେନ୍ଦ୍ର କରି…
ଅଧିକ ଖବର ଦେଖନ୍ତୁ...

ଉତ୍ତର ଓଡ଼ିଶା ପର୍ଯ୍ୟଟନ ବିକାଶ ପରିଷଦ ପକ୍ଷରୁ ପ୍ରଥମ ଜିଲ୍ଲାସ୍ତରୀୟ ସମ୍ମିଳନୀ

ବାରିପଦା: ମୟୂରଭଞ୍ଜ, ବାଲେଶ୍ୱର ଓ କେଉଁଝର ଜିଲ୍ଲାକୁ ନେଇ ଏକ ପର୍ଯ୍ୟଟନ ବଳୟ ଭାବେ ଘୋଷଣା କରାଯାଉ। ଏଥିସହିତ ପର୍ଯ୍ୟଟନ ଶିଳ୍ପକୁ ଅଧିକ ଲୋକାଭିମୁଖୀ କରିବା ସକାଶେ ନିକଟରେ ଉଡ଼ାନ ଯୋଜନାରେ ସାମିଲ କରାଯାଇଥିବା ଏସିଆ ମହାଦେଶର ସର୍ବବୃହତ୍ତମ ରାସଗୋବିନ୍ଦପୁର ଏୟାର ଷ୍ଟ୍ରିପ୍କୁ ତୁରନ୍ତ…
ଅଧିକ ଖବର ଦେଖନ୍ତୁ...

ଡାକ୍ତରୀ ଓ ଇଂଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ୧୫% ସ୍ଥାନ ସଂରକ୍ଷଣ ନିଷ୍ପତ୍ତି: ବିଜୁ ଛାତ୍ର ଜନତା ଦଳ ପକ୍ଷରୁ…

ବାରିପଦା: ଡାକ୍ତରୀ ଓ ଇଂଞ୍ଜିନିୟରିଂ ଭଳି ଉଚ୍ଚଶିକ୍ଷା କ୍ଷେତ୍ରରେ ୧୫% ସ୍ଥାନ ସଂରକ୍ଷଣ ଭଳି ଐତିହାସିକ ଓ ସଂସ୍କାରମୂଳକ ପଦକ୍ଷେପ ନିମନ୍ତେ ବିଜୁ ଛାତ୍ର ଜନତା ଦଳ ମୟୂରଭଞ୍ଜ-୧ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି। ସ୍ଥାନୀୟ ତକତପୁରସ୍ଥିତ ମହାରାଜା…
ଅଧିକ ଖବର ଦେଖନ୍ତୁ...

ବିନା ଖର୍ଚ୍ଚରେ ଏମିତି ନଖକୁ କରିପାରିବେ ସୁନ୍ଦର

କଟକ: ନାରୀ ଓ ପୁରୁଷ ସଭିଏଁ ଚାହିଥାନ୍ତି ନଖକୁ ସୁନ୍ଦର ଆଉ ମଜବୁତ ରଖିବାକୁ। ଖାସ କରି ନାରୀ ମାନେ ନଖ ବଢ଼ିବା, ନଖ ମଜବୁତ ରହିବା, ନଖ ନ ମରିବା ପାଇଁ ବିଭିନ୍ନ ପ୍ରକାରର ପ୍ରକ୍ରିୟା କରିଥାନ୍ତି। ହେଲେ ଘରେ ରହି ଘରୋଇ ଜିନିଷ ବ୍ୟବହାର କରି ଏହି ସମସ୍ୟାର ଉପଚାର କରିପାରିବା। ସେଥିପାଇଁ…
ଅଧିକ ଖବର ଦେଖନ୍ତୁ...

ବିଳମ୍ବିତ ରାତିରେ ବାଇକକୁ ପଛଆଡ଼ୁ ପିଟିଲା କାର, ଯୁବକ ମୃତ

ବାରିପଦା: ବାରିପଦା ସହରର କୃଷ୍ଣଚନ୍ଦ୍ର ଗୋଲେଇ-ଷ୍ଟେସନ ବଜାର ରାସ୍ତା ଖେତୁଆନ ଅଏଲ୍ ମିଲ୍ ନିକଟରେ ଗତକାଲି ବିଳମ୍ବିତ ରାତି(ପ୍ରାୟ ସାଢ଼େ ୧୧)ରେ ଓଡି-୦୨-ବିଏ-୨୫୮୯ ନମ୍ବର ବିଶିଷ୍ଟ ଏକ ଆଇ୨୦ କାର ଧକାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଯୁବକ ହେଉଛନ୍ତି ପାଲବଣି ଅଞ୍ଚଳର ସମ୍ପଦ କୁମାର…
ଅଧିକ ଖବର ଦେଖନ୍ତୁ...

କୋଭିଡ ନିୟମ ଭାଙ୍ଗିଥିଲେ; ୫ଟି ଦୋକାନ ସିଲ୍‌, ୧୧ ହଜାର ଟଙ୍କା ଜରିମାନା 

କଟକ: କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ଅଭିଯୋଗରେ କଟକରେ ଆଜି ୫ଟି ଦୋକାନ ସିଲ ହୋଇଛି। ଏହି ‌ଦୋକାନ ଗୁଡ଼ିକରୁ ୧୧ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। କଟକ ମହାନଗର ନିଗମ ପକ୍ଷରୁ ସହରରେ କୋଭିଡ୍‌ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଆଜି ବିଭିନ୍ନ ସ୍ଥାନରେ ନିଗମର…
ଅଧିକ ଖବର ଦେଖନ୍ତୁ...

ସଂକ୍ରମଣ ବଢ଼ିବା ପରେ ପ୍ରଶାସନର ନିଷ୍ପତ୍ତି: ସପ୍ତାହରେ ୩ ଦିନ ମଝିଘରିଆଣି ମନ୍ଦିର ବନ୍ଦ

ରାୟଗଡ଼ା: କରୋନା ସଂକ୍ରମଣ ବଢ଼ିବା ପରେ ସୁରକ୍ଷା ଦୃଷ୍ଟି କୋଣରୁ ସପ୍ତାହରେ ୩ ଦିନ ମା ମଝିଘରିଆଣି ମନ୍ଦିର ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ରବିବାର, ମଙ୍ଗଳବାର, ବୁଧବାର ମନ୍ଦିରରେ ମାନସିକଧାରୀଙ୍କ ପ୍ରବଳ ଭିଡ ହେଉଥିବାରୁ ଏହି ଦିନ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗା ଯାଇଛି।…
ଅଧିକ ଖବର ଦେଖନ୍ତୁ...