Daily Archives

April 4, 2021

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ନିଜର ଦାୟିତ୍ବକୁ ସୁଚାରୁରୂପେ ତୁଲାଇବେ। ଆପଣଙ୍କ କାମରେ ଅଧିକାରୀବର୍ଗ ଖୁସି ରହିବେ। ପାରିବାରିକ ଜୀବନ ସୁଖମୟ ହେବ। ବୃଷ: ବେପାରରେ ଦ୍ବିଗୁଣ ବୃଦ୍ଧି ହେବାର ଯୋଗ ରହିଛି। ଅଧିକାରୀଙ୍କ ନିକଟରେ ସାବଧାନ ରୁହନ୍ତୁ। ବନ୍ଧୁ ଆସିବା ଯୋଗୁଁ ପରିବାରରେ ଖୁସିର ପରିବେଶ ରହିବ।…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁ ସଂଖ୍ୟା ସହ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ମହାରାଷ୍ଟ୍ର, ପଞ୍ଜାବ ଓ ଛତିଶଗଡ଼କୁ ଯିବ କେନ୍ଦ୍ରୀୟ…

ନୂଆଦିଲ୍ଲୀ: କରୋନା ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ବଢ଼ୁଥିବାରୁ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା କ୍ଲିନିକାଲ ବିଶେଷଜ୍ଞଙ୍କୁ ନେଇ ଗଠିତ କେନ୍ଦ୍ରୀୟ ଟିମକୁ ମହାରାଷ୍ଟ୍ର, ପଞ୍ଜାବ ଏବଂ ଛତିଶଗଡକୁ ପଠାଯିବ। ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଥିବା ସମୀକ୍ଷା ବୈଠକରେ ନିଷ୍ପତ୍ତି…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ସୁସ୍ଥ ହେଲେ ୩୦୦ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୩୦୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି। ତେବେ ନୂଆପଡ଼ାରୁ ୮୨ଜଣ, ଖୋର୍ଧାରୁ ୩୪ଜଣ, କଟକରୁ ୨୮ଜଣ, ବରଗଡ଼ରୁ ୨୪ଜଣ, ଝାରସୁଗୁଡ଼ାରୁ ୨୪ଜଣ, ସୁନ୍ଦରଗଡ଼ରୁ ୧୫ଜଣ,…
ଅଧିକ ଖବର ଦେଖନ୍ତୁ...

୩୦ କେଜି ଗଞ୍ଜେଇ ଜବତ, ୨ ଗିରଫ

ରାଉରକେଲା: ଗଞ୍ଜେଇ ଚାଲାଣ କରୁଥିବାବେଳେ ଦୁଇ ଅଭିଯୁକ୍ତଙ୍କୁ ପ୍ଲାଣ୍ଟ୍‌ସାଇଟ୍‌ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଆଖଣ୍ଡଳମଣି ବସ୍ତି (ସେକ୍ଟର-୧)ର ପିଣ୍ଟୁ ନାୟକ (୩୫) ଓ ବରଟୋଲି(ବନ୍ଧମୁଣ୍ଡା)ର ବିବେକାନନ୍ଦ ମହାନ୍ତି(୨୨)। ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗରେ ବିଜେପି କ୍ଷମତାକୁ ଆସିଲେ ଏନଆରସି ଲାଗୁ କରାଯିବାର କୌଣସି ଯୋଜନା ନାହିଁ: କୈଳାସ ବିଜୟବର୍ଗୀୟ

କୋଲକାତା: ପଶ୍ଚିମବଙ୍ଗରେ ସିଏଏ ଲାଗୁ କରାଯିବ, ମାତ୍ର ଏନଆରସି ଲାଗୁ କରାଯିବାର କୌଣସି ଯୋଜନା ନାହିଁ ବୋଲି ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ କୈଳାସ ବିଜୟବର୍ଗୀୟ କହିଛନ୍ତି। ବିରୋଧୀ ଦଳ ପକ୍ଷରୁ ବିଜେପି କ୍ଷମତାକୁ ଆସିଲେ ଏନଆରସି ଲାଗୁ ହେବ ବୋଲି ଯେଉଁ ଅଭିଯୋଗ ହେଉଥିଲା, ତାକୁ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଏବେ କରୋନା ସ୍ଥିତି ନିୟନ୍ତ୍ରଣରେ ଅଛି: ଏସ୍‌ଆରସି

ଭୁବନେଶ୍ବର: ରାଜ୍ୟରେ ଏବେ କରୋନାର ସ୍ଥିତି ନିୟନ୍ତ୍ରଣରେ ଅଛି। ତେଣୁ ଦିନ କର୍ଫ୍ୟୁର ଆବଶ୍ୟକତା ନାହିଁ। ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ଏବେ କୋଭିଡ ସ୍ଥିିତି ଉପରେ ସତର୍କ ଦୃଷ୍ଟି ରଖାଯାଇଛି। କୋଭିଡ ନିୟମ…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ଦୁଇଫୁଟର ବରକୁ ଚାରିଫୁଟ କନ୍ୟାଙ୍କ ବିବାହ

ନୂଆଦିଲ୍ଲୀ: କଥାରେ ଅଛି ଯୋଡ଼ି ଭଗବାନ ତିଆରି କରି ଥାଆନ୍ତି। ଏହାର ଏକ ଜ୍ବଳନ୍ତ ଉଦାହରଣ ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାର ମୁମିଦିବରାମରେ ଦେଖିବାକୁ ମିଳିଛି। ଏହି ବିବାହ ଏବେ ଚର୍ଚ୍ଚାରେ ରହିଛି। ଏଠାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବରର ଉଚ୍ଚତା ୨ଫୁଟ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

୨୨ଯବାନଙ୍କୁ ହତ୍ୟା କରି ଦେଶକୁ ଥରାଇ ଦେଇଥିବା ମାଓ ନେତା ହିଡମା କିଏ? ଜାଣନ୍ତୁ

ବିଜାପୁର: ଗତକାଲିଠାରୁ ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଗୁଳିବିନିମୟର ଏକ ଦୁଃଖଦ ଅନ୍ତ ଘଟିଛି। ଏହି ଗୁଳିବିନିମୟରେ ୨୨ଜଣ ଯବାନ ସହିଦ ହେବା ସହ ୩୧ରୁ ଅଧିକ ଜଣ ଆହତ ହୋଇଛନ୍ତି। ତେବେ ୨୨ଜଣ ଯବାନଙ୍କୁ ମାଓ ନେତା ହିଡମା ହତ୍ୟା କରିଥିବା ଜଣାପଡ଼ିବା ପରେ ଯବାନଙ୍କୁ ହତ୍ୟା…
ଅଧିକ ଖବର ଦେଖନ୍ତୁ...

ଦମ୍ପତିଙ୍କୁ ପୁଲିସର ମାଡ଼ ଅଭିଯୋଗ, ଏସ୍‌ପିଙ୍କୁ ଫେରାଦ୍‌ ହେଲେ ମହିଳା 

ବ୍ରହ୍ମପୁର: ବ୍ରହ୍ମପୁର ପୁଲିସ ବିରୋଧରେ ଏକ ଗୁରୁତର ଅଭିଯୋଗ ହୋଇଛି। ପୁରୁଣା ବ୍ରହ୍ମପୁର ଅଞ୍ଚଳର ଏକ ଦମ୍ପତିଙ୍କୁ ଥାନାକୁ ଡାକି ସେମାନଙ୍କୁ ପୁଲିସ ମାଡ଼ ମାରିବା ଭଳି ସଙ୍ଗିନ୍‌ ଅଭିଯୋଗ କରିଛନ୍ତି ଜନୈକା ମହିଳା। ଏଏସ୍‌ପି ପ୍ରଭାତ ଚନ୍ଦ୍ର ରାଉତରାୟ ଅଭିଯୋଗକାରୀ ମହିଳା ଦୁଃଖୀ…
ଅଧିକ ଖବର ଦେଖନ୍ତୁ...