Daily Archives

April 5, 2021

ଠିକାଦାର ଲୁଟି ନେଲେ କୋଟି କୋଟି ଟଙ୍କାର ଖଣିଜ ସଂପଦ

ରାଜଗାଙ୍ଗପୁର: ରାଜଗାଙ୍ଗପୁରରେ ଝାରସୁଗୁଡ଼ା-ରାଉରକେଲା ଲାଇନ-୩ ସଂପ୍ରସାରଣ କାର୍ଯ୍ୟରେ ରେଳବାଇ ଠିକାଦାର ରାଜସ୍ବ ବିଭାଗକୁ ହାତ କରି କୋଟି କୋଟି ଟଙ୍କାର ଖଣିଜ ସଂପଦ ଲୁଟି ନେଇଛନ୍ତି। ରେଳବାଇ ଠିକାଦାର ରାଜଗାଙ୍ଗପୁର ଏବଂ କୁତ୍ରା ତହସିଲର ସୁନାଖାନା ଏବଂ ଗମ୍ଭାରଡ଼ିହି ଅଂଚଳରେ ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ଦେୟ ବୃଦ୍ଧି ପ୍ରତିବାଦ: ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ଧାରଣା

କୋରାପୁଟ/ଜୟପୁର: ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତିବାଦରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟଳୟ ସମ୍ମୁଖ ରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ବିଦ୍ୟୁତ ୟୁନିଟ ପିଛା ୩୦ ପଇସା ବୃଦ୍ଧିକୁ ବିରୋଧ କରିବା ସହ ଓଇଆରସି ମନମୁଖୀ କାର୍ଯ୍ୟକୁ କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...

ଇଏ ହେଉଛନ୍ତି ସେହି ପ୍ରାର୍ଥୀ, ଯିଏକି ୯୨ଥର ହାରିବା ପରେ ୯୩ଥର ପାଇଁ ଲଢ଼ୁଛନ୍ତି ନିର୍ବାଚନ

ଲକ୍ଷ୍ମୌ: ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିରେ ଉତ୍ତର ପ୍ରଦେଶରେ ବି ସାମିଲ ରହିଛି। ଚଳିତ ଥର ଉତ୍ତରପ୍ରଦେଶ ପଞ୍ଚାୟତ ନିର୍ବାଚନରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ଜଣେ ବୃଦ୍ଧ ୯୩ଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଏହି ଖବର ମିଥ୍ୟା  ଭଳି ଲାଗୁଥିଲେ…
ଅଧିକ ଖବର ଦେଖନ୍ତୁ...

ସାଙ୍ଗର ମୃତ୍ୟୁକୁ ଦେଖି ପାରିଲେ ନାହିଁ; ତିନିଜଣ ସାଙ୍ଗ ବିଷ ପିଇ କଲେ ଆତ୍ମହତ୍ୟା

ଡେରାଡୁନ: ଉତ୍ତରାଖଣ୍ଡର ତେହରି ଜିଲ୍ଲା ଅନ୍ତର୍ଗତ କୁଣ୍ଡି ଗାଁ ନିକଟସ୍ଥ ଜଙ୍ଗଲକୁ ଶିକାର କରିବାକୁ ଯାଇଥିବା ବେଳେ ୪ଜଣ ଯୁବକଙ୍କ ସନ୍ଦିଗ୍ଧ ପରିସ୍ଥିତିରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଥିବା ଜଣାପଡ଼ିଛି। ପୁଲିସ୍‌ ଅଧିକାରୀ କୁଲଦୀପ ଶାହଙ୍କ କହିବାନୁସାରେ, ଶିକାର ପାଇଁ…
ଅଧିକ ଖବର ଦେଖନ୍ତୁ...

କାଚଭାଙ୍ଗି ଚଳନ୍ତା ସ୍କୁଲ ବସ ଭିତରେ ପଶିଗଲା ହରିଣ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ହରିଣର ଏକ ସିସିଟିଭି ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓରେ ଏକ ଚଳନ୍ତା ସ୍କୁଲ ବସ ଭିତରକୁ ହରିଣଟିଏ କାଚ ଭାଙ୍ଗି ପଶି ଆସୁଥିବା ଦେଖିବାକୁ ମିଳୁଛି। ତେବେ ବସ ଭିତରେ ଲାଗିଥିବା ସିସିଟିଭିରେ ଏହି ଘଟଣାର ଦୃଶ୍ୟ କୈଦ ହୋଇଯାଇଛି। ବସ…
ଅଧିକ ଖବର ଦେଖନ୍ତୁ...

ପୁଅ ସହିଦ ହେବା ଖବରକୁ ଏହି କାରଣରୁ ଏଯାଏଁ ମା’କୁ ଜଣାଯାଇ ପାରୁନାହିଁ

ରାୟପୁର : ଛତିଶଗଡ଼ର ସୁକୁମା ଓ ବିଜାପୁର ସୀମା ସ୍ଥିତ ଜଙ୍ଗଲରେ ମାଓବାଦୀଙ୍କ ସହ ହୋଇଥିବା ଏନ୍‌କାଉଣ୍ଟରରେ ସୁରକ୍ଷା ବାହିନୀର ୨୨ ଯବାନ ସହିଦ ହୋଇଯାଇଛନ୍ତି। ଏଥିରେ ଅଯୋଧ୍ୟାରେ ରହୁଥିବା ରାଜକୁମାର ଯାଦବ ବି ସହିଦ ହୋଇଛନ୍ତି। ପରିବାରର ସବୁଠାରୁ ବଡ଼ ପୁଅ ରାଜକୁମାର ଯାଦବ ଛୁଟିରେ…
ଅଧିକ ଖବର ଦେଖନ୍ତୁ...

ସରକାରୀ ହାଇସ୍କୁଲକୁ ନୂଆ ରୂପ ଦେବ ‘ସ୍କୁଲ ଟ୍ରାନ୍ସଫର୍ମେସନ୍’

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ସରକାରୀ ସ୍କୁଲଗୁଡ଼ିକୁ ନୂଆ ରୂପ ଦେବ ‘ସ୍କୁଲ ଟ୍ରାନ୍ସଫର୍ମେସନ୍’। ରାଜ୍ୟ ସରକାରଙ୍କ ‘୫-ଟି’ ଓ ‘ମୋ ସରକାର’ ଅଭିଯାନ ଅଧୀନରେ ନିଆଯାଇଥିବା ଏହି କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲାରେ ଥିବା ସରକାରୀ ଉଚ୍ଚବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ଓ ଶୈକ୍ଷିକ ପରିବେଶରେ…
ଅଧିକ ଖବର ଦେଖନ୍ତୁ...

ମୟୁରଭଂଜ ଜିଲ୍ଲା ଓକିଲ ସଂଘର ନିର୍ବାଚିତ ସଦସ୍ୟଙ୍କ ଶପଥ ଗ୍ରହଣ

ବାରିପଦା : ଜିଲ୍ଲା ଓକିଲ ସଂଘ, ବାରିପଦାର ନବନିର୍ବାଚିତ ସଦସ୍ୟମାନେ ଆଜି ଶପଥ ଗ୍ରହଣ କରିଛନ୍ତି। ବାର୍ କାଉନସିଲ୍‌ର ସଭାପତି ଭାବେ ପ୍ରବୀର କୁମାର ବସା , ଉପସଭାପତି ଭାବେ ସୁଜାତା ମିଶ୍ର, ସମ୍ପାଦକ ଭାବେ ବସନ୍ତ ଭୋଳ, ସହ ସମ୍ପାଦକ ଭାବେ ସ୍ଵରୂପ ମିଶ୍ର ଓ କୋଷାଧ୍ୟକ୍ଷ ଭାବେ ଅରବିନ୍ଦ ସାହୁ…
ଅଧିକ ଖବର ଦେଖନ୍ତୁ...

ସିକ୍କିମରେ ୫.୪ ତୀବ୍ରତାର ଭୂମିକମ୍ପ

ନୂଆଦିଲ୍ଲୀ : ଆଜି ରାତି ପ୍ରାୟ ୮ଟା ୪୯ ମିନିଟ ସମୟରେ ସିକ୍କିମରେ ୫.୪ ତୀବ୍ରତାର ଏକ ଭୂମିକମ୍ପ ହୋଇଛି । ଭାରତ-ଭୁଟାନ ସୀମାରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା ବୋଲି ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହି ଭୂମିକମ୍ପର ପ୍ରଭାବ ଆସାମ,ଉତ୍ତର-ପଶ୍ଚିମବଙ୍ଗ ଓ…
ଅଧିକ ଖବର ଦେଖନ୍ତୁ...

ଅନେକ ପ୍ରତୀକ୍ଷାର ଘଟିଲା ଅନ୍ତ:‌ ଶେଷରେ ୨ଫୁଟ ୩ଇଞ୍ଚ ଉଚ୍ଚ ଅଜିମଙ୍କୁ ମିଳିଲା କନ୍ୟା, ସରିଲା ନିର୍ବନ୍ଧ

ସାମଲି: ଉତ୍ତର ପ୍ରଦେଶ ସାମଲି ଜନପଦର କୋରାନାରେ ବସବାସ କରୁଥିବା ଦୁଇଫୁଟ ତିନି ଇଞ୍ଚ ଉଚ୍ଚ ଅଜିମ ମଂସୁରୀଙ୍କ ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା। ସାରା ଜୀବନ ସାଥୀ ହୋଇ ଚାଲିବାକୁ ଖୋଜୁଥିବା ଜୀବନସାଥୀକୁ ସେ ପାଇଯାଇଛନ୍ତି। ଅଜିମଙ୍କ ବିବାହ ହାପୁଡ଼ରେ ରହୁଥିବା ବୁଶରାଙ୍କ ସହିତ ସ୍ଥିର…
ଅଧିକ ଖବର ଦେଖନ୍ତୁ...