Daily Archives

April 6, 2021

ଏନ୍‌ଆଇଟି ରାଉରକେଲାକୁ ଦେଶର ଶ୍ରେଷ୍ଠ ମାନ୍ୟତା

ରାଉରକେଲା: ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି) ଗୋଟିଏପରେ ଗୋଟିଏ ସଫଳତା ହାସଲ କରିଚାଲିଛି। ଏଠାରେ ଉପଲବ୍ଧ ଉତ୍କୃଷ୍ଟମାନର ଶିକ୍ଷା, ପ୍ରତିଷ୍ଠିତ ତଥା ବିଜ୍ଞ ପ୍ରଫେସର, ପ୍ରାଧ୍ୟାପକ, ଅତ୍ୟାଧୁନିକ ଭିତ୍ତିଭୂମି, ଗବେଷଣା ଆଦି ବିଭିନ୍ନ କ୍ଷେତ୍ରର ଉଲ୍ଲେଖନୀୟ…
ଅଧିକ ଖବର ଦେଖନ୍ତୁ...

୩ ସାଇବର୍‌ ଠକ ଗିରଫ, ୯ ମୋବାଇଲ, ସାଉଣ୍ଡ ସିଷ୍ଟମ ଓ ନଗଦ ୧୧ ହଜାର ଟଙ୍କା ଜବତ 

ବ୍ରଜରାଜନଗର: ବେଲପାହାଡ଼ ପୁଲିସ ସୋମବାର ଏକ ସାଇବର ଠକ ରୢାକେଟ୍‌କୁ ଠାବ କରିଛି। ସେମାନଙ୍କ ମଧ୍ୟରୁ ୩ ଜଣ ଗିରଫ ହୋଇଛନ୍ତି। ସେମାନଙ୍କଠାରୁ ୯ ମୋବାଇଲ୍‌ ଫୋନ୍‌, ସାଉଣ୍ଡ ସିଷ୍ଟମ୍‌ ଓ ନଗଦ ୧୧ ହଜାର ଟଙ୍କା ଜବତ ହୋଇଛି। ଅଭିଯୁକ୍ତମାନେ ଝାଡ଼ଖଣ୍ଡର ବୋଲି ଜଣାପଡ଼ିଛି। ତେବେ…
ଅଧିକ ଖବର ଦେଖନ୍ତୁ...

ବିରଳ ପ୍ରଜାତିର ଗୁଣ୍ଡୁଚି ମୂଷା ଉଦ୍ଧାର, ବନ ବିଭାଗକୁ ହସ୍ତାନ୍ତର

ମାଲକାନଗିରି: ମାଲକାନଗିରି ବନାଞ୍ଚଳ ତରଫରୁ ଏକ ବିରଳ ପ୍ରଜାତିର ଗୁଣ୍ଡୁଚି ମୂଷାକୁ ଉଦ୍ଧାର କରାଯାଇଛି। ବନ ବିଭାଗ ଏହି ଗୁଣ୍ଡୁଚି ମୂଷାର ଚିକିତ୍ସା ଆରମ୍ଭ କରିଛି। ମାଲକାନଗିରି ବ୍ଲକ ଅନ୍ତର୍ଗତ ଗଂଗଲା ପଞ୍ଚାୟତର ବାପନପାଲି ଗ୍ରାମର କିଛି ଯୁବକ ରାସ୍ତାରେ ଅଚେତ ଅବସ୍ଥାରେ ଏକ ବିରଳ…
ଅଧିକ ଖବର ଦେଖନ୍ତୁ...

ରାଉରକେଲାରେ ବଢ଼ିବ ଟିକାକରଣ କେନ୍ଦ୍ର, ଜିଲ୍ଲା ଓ ପୁଲିସ ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ବୈଠକ

ରାଉରକେଲା : କରୋନାର ଦ୍ବିତୀୟ ଲହରକୁ ମୁକାବିଲା କରିବାକୁ ପୁରା ସଜାଗ ହୋଇଛି ସୁନ୍ଦରଗଡ ଜିଲ୍ଲା ପ୍ରଶାସନ। ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ତାଲିକାରେ ସୁନ୍ଦରଗଡ ଜିଲ୍ଲା ସର୍ବଦା ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହୁଥିବାରୁ ବେଶ୍‌ ତତ୍ପର ହୋଇଛନ୍ତି ପ୍ରଶାସନିକ ଅଧିକାରୀ। ଆଗାମୀ ଦିନରେ ସହରରେ…
ଅଧିକ ଖବର ଦେଖନ୍ତୁ...

ଯାଞ୍ଚ ବେଳେ ଧରାପଡ଼ିଥିବା ଅମାନିଆଙ୍କୁ ଧରି ପୁଲିସ ଦେଖାଇଲା କରୋନା ସିନେମା

ବୈତୁଲ: ଦେଶରେ କାୟା ମେଲାଉଛି କରୋନା ସଂକ୍ରମଣ । ୨୪ ଘଣ୍ଟା ଭିତରେ ୯୬ହଜାର ୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟା ମଧ୍ୟରେ କରୋନା କାରଣରୁ ୪୪୬ଜଣଙ୍କର ମୃତ୍ୟୁ ହୋଇଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୬ଲକ୍ଷ ୮୬ହଜାର ୪୯କୁ…
ଅଧିକ ଖବର ଦେଖନ୍ତୁ...

ବିବାହର କିଛି ସମୟ ପୂର୍ବରୁ ଜଣାପଡ଼ିଲା ବର-କନ୍ୟା ସମ୍ପର୍କରେ ଭାଇ ଓ ଭଉଣୀ, ଆଉ ତା’ପରେ…

ନୂଆଦିଲ୍ଲୀ: ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ବିବାହ ଦିନ ବର ଓ କନ୍ୟା ଉଭୟ ଭାଇଭଉଣୀ ବୋଲି ଜଣାପଡ଼ିବା ପରେ ଖୁସିର ବାତାବରଣ‌ରେ କିଛି ସମୟ ପାଇଁ ନିରାଶା ଖେଳି ଯାଇଥିଲା। ବିବାହ ଭୋଜିକୁ ନିମନ୍ତ୍ରିତ ହୋଇ ଆସିଥିବା ଅତିଥିମାନେ କ’ଣ ହେଉଛି କିଛିସମୟ ପାଇଁ କିଛି ବୁଝି…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ଅଢ଼େଇ ବର୍ଷ ପରେ ଶବଗୃହରେ ଥିବା ମୃତ ବାଳକ ଶରୀରର ହେବ ଅନ୍ତିମ ସଂସ୍କାର

ମୁମ୍ବାଇ: ମୁମ୍ବାଇର ଧରାବୀରେ ଜଣେ ୧୭ବର୍ଷର ବାଳକର ମୃତ୍ୟୁର ଅଢ଼େଇ ବର୍ଷ ପରେ ତାର ଅନ୍ତିମ ସଂସ୍କାର ହେବ। ବାଳକର ମୃତ୍ୟୁ ୨୦୧୮ ଜୁଲାଇ ମାସରେ ହୋଇଥିଲା। ସେବେଠାରୁ ତାର ମୃତଦେହ ଶବଗୃହରେ ରଖାଯାଇଥିଲା। ମୃତ ବାଳକର ପରିବାରଲୋକଙ୍କ ଅଭିଯୋଗ ମୁତାବକ, ପୁଲିସର ମାଡ଼ କାରଣରୁ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ନାବାଳିକାଙ୍କ ମଥାରେ ସିନ୍ଦୂର ଲଗାଇବା ପରେ ସାଙ୍ଗ ସହ ମିଶି ଯୁବକ କଲା ଦୁଷ୍କର୍ମ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ବାଗପତରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଅଭିଯୋଗ ହୋଇଛି କି ବାଗପତରେ ଦୁଇଜଣ ଯୁବକ ଜଣେ ନାବାଳିକାଙ୍କୁ ଅପହରଣ କରି ନେଇ ଜୋରଜବରଦସ୍ତ ତାଙ୍କ ମଥାରେ ସିନ୍ଦୂର ଭରି ଦେଇଥିଲେ। ଏହାର ପରେ ଉକ୍ତ ନାବାଳିକା ସହିତ ଦୁଷ୍କର୍ମ କରିଥିଲେ। କେବଳ ଏତିକି…
ଅଧିକ ଖବର ଦେଖନ୍ତୁ...

ତାମିଲନାଡୁରେ କଂଗ୍ରେସ ପ୍ରାର୍ଥୀ ଘୋରି ହୋଇଯାଇଥିବା ଚପଲର ଫଟୋ ସେୟାର କରି କହିଲେ ଏଭଳି କଥା

ନୂଆଦିଲ୍ଲୀ: ତାମିଲନାଡୁ ବିଧାନସଭା ପାଇଁ ରବିବାର ସନ୍ଧ୍ୟାରେ ନିର୍ବାଚନ ପ୍ରଚାର ଶେଷ ହୋଇଛି। ଏହାପରେ ଓମଲୁର ଆସନରୁ ନିର୍ବାଚନ ଲଢ଼ୁଥିବା କଂଗ୍ରେସ ପ୍ରାର୍ଥୀ ମୋହନ କୁମାରମଙ୍ଗଲମ ଟୁଇଟ କରି ଏକ ଅଦ୍ଭୁତ ଫଟୋ ସେୟାର କରିଛନ୍ତି। ଏଥିରେ ସେ ଯେଉଁ ଫଟୋ ସେୟାର କରିଛନ୍ତି ସେଥିରେ ୨ଟି ଚପଲ…
ଅଧିକ ଖବର ଦେଖନ୍ତୁ...

୯ବର୍ଷ ଶିଶୁର ଏଭଳି ଇଚ୍ଛାକୁ ପୂରଣ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ୯ବର୍ଷ ବାଳକର ଇଚ୍ଛାକୁ ପୂରଣ କରିଛନ୍ତି। ଏହି ଘଟଣାକୁ ନେଇ ଖୁବ୍ ଚର୍ଚ୍ଚା କରାଯାଉଛି। ରାହୁଲ ଗାନ୍ଧୀ ନିର୍ବାଚନ ବର୍ତ୍ତମାନ ପ୍ରଚାର ବ୍ୟସ୍ତ ଥିବା ବେଳେ ଜଣେ ବାଳକର ଇଚ୍ଛାକୁ ପୂରଣ କରିବାରେ ସହଯୋଗ କରିଥିବାର ଏକ ଭିଡିଓ ଏବେ ସୋସିଆଲ…
ଅଧିକ ଖବର ଦେଖନ୍ତୁ...