Daily Archives

April 6, 2021

ଜମି ବିବାଦରୁ ଲଙ୍କାକାଣ୍ଡ ଗୁଳି ଓ ବୋମା ମାଡ଼; ୨ ମୃତ, ୧୦ ଗୁରୁତର

ମାଣିଆବନ୍ଧ: କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗତ କୁଆଁରପାଳ ପଞ୍ଚାୟତ ଭାଗବତପୁର ଗ୍ରାମରେ ଏକ ସରକାରୀ ଜମିକୁ ନେଇ ଲଙ୍କାକାଣ୍ଡ ଘଟିଛି। ଗୁଳି ଓ ବୋମା ଫୁଟିଛି। ସଂଘର୍ଷରେ ୨ ଜଣଙ୍କର ପ୍ରାଣ ଯାଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। କ୍ଷତିପୂରଣ ଦାବିରେ ଲୋକେ ଶବ ରଖି ରାସ୍ତାରୋକ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଖୋଦକୁ ସୁସ୍ଥ ସବଳ ଅନୁଭବ କରିବେ। ଫିଲ୍ମ ଉଦ୍ୟୋଗରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ। ବୃଷ: ପୂଜାର୍ଚ୍ଚନାରେ ସମୟ ବିତିବ। ବନ୍ଧୁ ଠାରୁ ଭଲ ଖବର ପାଇବେ। ଆପଣଙ୍କର ସବୁ କାମ ସହଜରେ ପୂରା ହୋଇଯିବ। ଛାତ୍ରମାନେ ଖେଳରେ ଭାଗ ନେବେ। ମିଥୁନ:…
ଅଧିକ ଖବର ଦେଖନ୍ତୁ...

ସରିଲା ତୃତୀୟ ପର୍ଯ୍ୟାୟ ମତଦାନ: ପଶ୍ଚିମବଙ୍ଗରେ ୭୭.୬୮ପ୍ରତିଶତ ଓ ଆସାମରେ ୭୮.୯୪ ପ୍ରତିଶତ ମତଦାନ

ନୂଆଦିଲ୍ଲୀ: ଆଜି ପଶ୍ଚିମବଙ୍ଗ ଓ ଆସାମରେ ତୃତୀୟ ପର୍ଯ୍ୟାୟ ମତଦାନ ହୋଇଥିଲା। ମତଦାନ ଏବେ ସାରିଥିବା ବେଳେ ସନ୍ଧ୍ୟା ୬ଟା ସୁଦ୍ଧା ପଶ୍ଚିମବଙ୍ଗରେ ୭୭.୬୮ପ୍ରତିଶତ ମତଦାନ ହୋଇଥିବା ବେଳେ ଆସାମରେ ୭୮.୯୪ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ପଶ୍ଚିମବଙ୍ଗ ଓ ଆସାମ ସହ ଆଜି ତାମିଲନାଡୁ,…
ଅଧିକ ଖବର ଦେଖନ୍ତୁ...

ବିଜାପୁର ନକ୍ସଲ ଆକ୍ରମଣ ଘଟଣା: ପ୍ରେସ ବିଜ୍ଞପ୍ତି ଜାରିକରି ନକ୍ସଲ କହିଲେ- ୨୪ ଯବାନ ସହିଦ୍ ହୋଇଛନ୍ତି

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାର ଜିରାଗୁଡମ ଠାରେ ପୁଲିସ ଆରମ୍ଭ କରିଥିବା ସମାଧାନ-ପ୍ରହାର ଅଭିଯାନକୁ ଜବାବ ଦେଇଛି ପିଏଲଜିଏ। ଆଜି ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ଏହା କୁହାଯାଇଛି। ବିଜ୍ଞପ୍ତି ଅନୁଯାୟୀ ଗତ…
ଅଧିକ ଖବର ଦେଖନ୍ତୁ...

ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ସଂଗରୋଧ ନିୟମରେ ପରିବର୍ତ୍ତନ କଲେ ରାଜ୍ୟ ସରକାର

ନୂଆଦିଲ୍ଲୀ :  ରାଜ୍ୟ ସରକାର ସ୍ବାସ୍ଥ୍ୟକର୍ମୀମାନଙ୍କ ପାଇଁ ସଙ୍ଗରୋଧ ବା କ୍ବାରାଣ୍ଟାଇନ  ନୀତିରେ କେତେକ ସଂଶୋଧନ କରିଛନ୍ତି । ସଂପୂର୍ଣ୍ଣ ଡୋଜ୍ (୨ଟି ଡୋଜ୍ ) କରୋନା ଟିକା ନେଇଥିବା ସ୍ବାସ୍ଥ୍ୟ କର୍ମୀମାନେ ଏକ କୋଭିଡ୍ ସ୍ବାସ୍ଥ୍ୟ କେନ୍ଦ୍ରରେ ୧୫ ଦିନ ସେବା ଯୋଗାଇବାପରେ ତାଙ୍କୁ ଆଉ…
ଅଧିକ ଖବର ଦେଖନ୍ତୁ...

ମେ’ ୧ରୁ ଝାରସୁଗୁଡ଼ା-ପାଟନା ବିମାନସେବା ଆରମ୍ଭ

ଝାରସୁଗୁଡ଼ା: ଆସନ୍ତା ମେ ୧ତାରିଖ ଠାରୁ ଝାରସୁଗୁଡ଼ା ଓ ପାଟନା ମଧ୍ୟରେ ବିମାନ ସେବା ଆରମ୍ଭ ହେବ। ଏନେଇ ନେଇ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ନିର୍ଦ୍ଦେଶକ କିଶୋର କୁମାର ସେନାପତି। ସ୍ପାଇସଜେଟ୍ କମ୍ପାନିର ୭୮ ସିଟ୍ ବିଶିଷ୍ଟ ବିମାନ କ୍ୟୁ ୪୦୦ ପ୍ରତିଦିନ…
ଅଧିକ ଖବର ଦେଖନ୍ତୁ...

କଡ଼ାକଡ଼ି ହେବ କରୋନା କଟକଣା; ୭ ତାରିଖରୁ ୧୦ ଦିନ ଯାଏଁ ପୁଲିସର ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ବର: କରୋନା ଭାଇରସ ସଂକ୍ରମଣ ବୃଦ୍ଧି ‌ଦେଖାଯାଇଥିବାରୁ କଟକଣାକୁ ଆହୁରି ଜୋର କରିଦିଆଯାଇଛି ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଏପ୍ରିଲ ୭ ତାରିଖ ଠାରୁ ପୁଲିସ ରାଜ୍ୟରେ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିବ। ସ୍ବତନ୍ତ୍ର ଅଭିଯାନ ନେଇ ପୁଲିସ ମହାନିର୍ଦ୍ଦେଶକ…
ଅଧିକ ଖବର ଦେଖନ୍ତୁ...

ଋଷିଆର ବଡ଼ ବୟାନ : ଚୀନ ସହିତ ସାମରିକ ମେଣ୍ଟ କରିବୁନି

ନୂଆଦିଲ୍ଲୀ : ଭାରତ ଗସ୍ତରେ ଆସିଥିବା ଋଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ କହିଛନ୍ତି ଯେ ଚୀନ ସହିତ ଋଷିଆ କେବେ ମଧ୍ୟ ସାମରିକ ମେଣ୍ଟ କରିବ ନାହିଁ । ଏହା ସହିତ ଭାରତକୁ ଅସ୍ତ୍ରଶସ୍ତ୍ର ଯୋଗାଣ ସହ ସାମରିକ ସହାୟତା ଜାରି ରଖାଯିବ ।  ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ଉତ୍ତେଜନା…
ଅଧିକ ଖବର ଦେଖନ୍ତୁ...

ନକ୍ସଲଙ୍କ କବଜାରେ ନିଖୋଜ ଯବାନ, ଆସନ୍ତାକାଲି ମାଓବାଦୀଙ୍କୁ ଭେଟିବ ଜେଲ ବନ୍ଦୀ ମୁକ୍ତ ସମିତି

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଗତ ଶନିବାର ଦିନ ହୋଇଥିବା ଘମାସାନ ଲଢେଇରେ ୨୨ ଜଣ ଯବାନ ସହିଦ ହୋଇଥିବା ବେଳେ ବହୁ ନକ୍ସଲ ମଧ୍ୟ ମୃତ୍ୟୁବରଣ କରିଥିବା ଜଣାପଡିଛି। ତେବେ କେତେ ଜଣ ନକ୍ସଲ ମୃତ୍ୟୁବରଣ କରିଛନ୍ତି ତାହା ସ୍ପଷ୍ଟ ହୋଇ ନଥିବା ବେଳେ କିଛି…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ଯୁବକ ମୃତ, ଟ୍ରକ ଓ ଟ୍ରକଚାଳକ ଅଟକ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଆଜି ପୂର୍ବାହ୍ଣ ପ୍ରାୟ ୮ଟା ବେଳେ ଏକ ଟ୍ରକ ଚାପାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଘଟଣାରେ ଟ୍ରକ୍ ଓ ଟ୍ରକ୍ ଚାଳକଙ୍କୁ ଟାଉନ୍ ଥାନା ପୁଲିସ ଅଟକ ରଖିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଜାତୀୟ ରାଜପଥ ସଂପ୍ରସାରଣ ଓ…
ଅଧିକ ଖବର ଦେଖନ୍ତୁ...