Daily Archives

April 7, 2021

ଗୁଣପୁର ସହରାଞ୍ଚଳ ବଢ଼ାଉଛି ଚିନ୍ତା; ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ, ମାର୍କେଟ୍ ବୁଲିଲେ ଏସ୍‌ପି

ରାୟଗଡ଼ା: ଦିନକୁ ଦିନ ରାୟଗଡ଼ା ଜିଲ୍ଲାରେ କ‌ରୋନା ସ୍ଥିତି ବିଗିଡ଼ିବାରେ ଲାଗିଥିବାରୁ ପ୍ରଶାସନର ଚିନ୍ତା ବଢ଼ିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ନିଜ କାର୍ଯ୍ୟାଳୟରେ ସମୀକ୍ଷା କରିଥିବା ବେଳେ ଏସପି ବିବେକାନନ୍ଦ ଶର୍ମା ମାର୍କେଟ୍ ବୁଲି ଲୋକଙ୍କୁ ସଚେତନ…
ଅଧିକ ଖବର ଦେଖନ୍ତୁ...

ବାଲୁଗାଁ ବିଜ୍ଞପିତ ଅଂଚଳ ସଫେଇ କର୍ମଚାରୀଙ୍କ ୭ ଦଫା ଦାବିପତ୍ର

ଖୋର୍ଦ୍ଧା : ବାଲୁଗାଁ ବିଜ୍ଞପିତ ଅଂଚଳ ସଫେଇ କର୍ମଚାରୀମାନେ ଆଜି ୭ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରି ଯଥାଶୀଘ୍ର ଏହାର ସମାଧାନ କରିବାକୁ ଦାବି କରିଛନ୍ତି । ଆଜି ଅପରାହ୍ଣରେ ଜିଲ୍ଲାସ୍ତରୀୟ ଚୁକ୍ତିଭିତ୍ତିକ ଠିକା ସଫେଇ କର୍ମଚାରୀ ସଂଘର ନେତୃତ୍ୱରେ…
ଅଧିକ ଖବର ଦେଖନ୍ତୁ...

ଉନ୍ନୟନ କମିସନରଙ୍କ ଝାରସୁଗୁଡ଼ା ଗସ୍ତ, ଜିଲ୍ଲାରେ ଆରମ୍ଭ ହେବ ଏଗ୍ରି କନ୍‌ଭରଜେନ୍‌ସ କାର୍ଯ୍ୟକ୍ରମ

ଝାରସୁଗୁଡ଼ା: ରାଜ୍ୟ ସରକାରଙ୍କ ଉନ୍ନୟନ କମିସନର ପ୍ରଦୀପ ଜେନା ଆଜି ପଶ୍ଚିମ ଓଡ଼ିଶା ଗସ୍ତରେ ଆସି ପ୍ରଥମେ ଝାରସୁଗୁଡ଼ା ଜିଲ୍ଲାରେ ପହଞ୍ଚିଛନ୍ତି। ଜିଲ୍ଲାରେ ପହଞ୍ଚିବା ପରେ ସେ ଜିଲ୍ଲାରେ ଚାଲିଥିବା କିଛି ଉନ୍ନୟନ ମୂଳକ ପ୍ରକଳ୍ପ ବୁଲି ଦେଖିଥିଲେ। ଉନ୍ନୟମ କମିସନର ଶ୍ରୀ ଜେନାଙ୍କ ସୂଚନା…
ଅଧିକ ଖବର ଦେଖନ୍ତୁ...

ଲକଡାଉନ ନିୟମ ଭଙ୍ଗ କରି ୩୦୦ ଥର ଉଠ-ବସ ହେଉହେଉ ଯୁବକଙ୍କ ଉଡ଼ିଗଲା ପ୍ରାଣବାୟୁ

ମାନିଲା: ସାରା ବିଶ୍ବରେ ପୁଣିଥରେ କରୋନା ଦ୍ବିତୀୟ ଲହର ଭୟ ସୃଷ୍ଟି କରିଛି। ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଗୋଟିଏ ପରେ ଗୋଟିଏ ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଗଲାଣି। ଏଭଳି ପରିସ୍ଥିତିରେ ଫିଲିପାଇନ୍ସରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି।…
ଅଧିକ ଖବର ଦେଖନ୍ତୁ...

ଫେସବୁକରେ ସାଇବର ଅପରାଧୀଙ୍କ ବ୍ଲାକମେଲର ଶିକାର ହୋଇ ଆଇଏଏସ୍ ପ୍ରସ୍ତୁତି କରୁଥିବା ଛାତ୍ର କଲେ ଆତ୍ମହତ୍ୟା

ବେଙ୍ଗାଲୁରୁ : ଫେସବୁକରେ ସାଇବର ଅପରାଧୀଙ୍କ ଦ୍ୱାରା ବ୍ଲାକମେଲର ଶିକାର ହେବାରୁ ଜଣେ ଆଇଏଏସ୍ ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବା ଛାତ୍ର ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସୂଚନାଯୋଗ୍ୟ, ମାର୍ଚ୍ଚ ୨୩ରେ ପୀଡିତ ଜଣକ କେଆର ପୁରମ୍ ନିକଟ ଭଟ୍ଟାରାହଲିସ୍ଥିତ ତାଙ୍କ ଘରେ ଆତ୍ମହତ୍ୟା…
ଅଧିକ ଖବର ଦେଖନ୍ତୁ...

କୋଭିଡ କେୟାର ସେଣ୍ଟର ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିସନରଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟର ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିସନରଙ୍କୁ ଚିଲି ଲେଖିଲେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର। କୋଭିଡ କେୟାର ସେଣ୍ଟର ପ୍ରସ୍ତୁତ ରଖିବାକୁ ଚିଠିରେ ସେ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ଜିଲ୍ଲାର କୋଭିଡ୍‌ ସ୍ଥିତି…
ଅଧିକ ଖବର ଦେଖନ୍ତୁ...

ଟ୍ରାଫିକ ଜାମରେ ଫସିଥିବା ଯୁବକ ଜଣକ ଟ୍ରକ ତଳ ଦେଇ କିପରି ରାସ୍ତା ଅତିକ୍ରମ କରୁଛନ୍ତି ଦେଖନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଟ୍ରାଫିକ ଜାମର ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣ ବି ହସିହସି ବେଦମ ହୋଇଯିବେ। ଅନେକ ସମୟରେ ଦେଖିବାକୁ ମିଳିଥାଏ କି ବଡ଼ ଗାଡ଼ି ହେତୁ ରାସ୍ତା ଜାମ ହୋଇଯାଇଥାଏ। ଏହି ସମୟରେ ଛୋଟଗାଡ଼ିଗୁଡ଼ିକ ରାସ୍ତା କାଟି ଚାଲି ଯାଇଥାଆନ୍ତି।…
ଅଧିକ ଖବର ଦେଖନ୍ତୁ...

ଏନଟିପିସିରେ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଦରମା ମାସିକ ୭୦ ହଜାର

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ଥର୍ମାଲ୍ ପାୱାର୍ କର୍ପୋରେସନ୍ ଲିମିଟେଡ୍ (ଏନଟିପିସି)  ୩୫ଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ତେବେ ଏକଜିକ୍ୟୁଟିଭ (ସେଫଟି)-୨୫, ଏକଜିକ୍ୟୁଟିଭ (ଆଇଟି)-୮, ସିନିୟର ଏକଜିକ୍ୟୁଟିଭ (ସୋଲାର)-୧ ଓ ସ୍ପେସିଆଲିଷ୍ଟ (ସୋଲାର…
ଅଧିକ ଖବର ଦେଖନ୍ତୁ...

ସଂଖ୍ୟାଲଘୁଙ୍କୁ ଏକାଠି ଭୋଟ ଦେବାକୁ କହି ଫସିଲେ ମମତା, ନୋଟିସ ଜାରି କଲେ ନିର୍ବାଚନ ଆୟୋଗ

କୋଲକତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଆଦର୍ଶ  ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ଆସିଛି । ବିଜେପି ପକ୍ଷରୁ ଏହି ଅଭିଯୋଗ କରାଯିବା ପରେ ନିର୍ବାଚନ ଆୟୋଗ ମମତାଙ୍କୁ ନୋଟିସ ଜାରି କରି ୪୮ ଘଣ୍ଟା ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି । ଗତ ଏପ୍ରିଲ ୩…
ଅଧିକ ଖବର ଦେଖନ୍ତୁ...

ନାବାଳିକାଙ୍କ ପେଟରେ ହେଉଥିଲା ଯନ୍ତ୍ରଣା; ଅସ୍ତ୍ରୋପଚାର ପରେ ବାହାରିଲା ଦୁଇଟି ଫୁଟବଲ ଆକୃତିର ଟ୍ୟୁମର

ନୂଆଦିଲ୍ଲୀ: ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଡାକ୍ତରୀ ଟିମ ୧୨ବର୍ଷର ଜଣେ ବାଳିକାଙ୍କ ପେଟରୁ ଦୁଇଟି ଫୁଟବଲ ଆକୃତିର ଟ୍ୟୁମର ବାହାର କରିଛନ୍ତି। ଗତ ଚାରିପାଞ୍ଚ ବର୍ଷ ହେବ ବାଳିକାଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ହେଉଥିଲା । ଏହି ଯନ୍ତ୍ରଣା ସହିତ ବାଳିକାଙ୍କ ପେଟ ଆକାର ଧୀରେଧୀରେ ବୃଦ୍ଧି…
ଅଧିକ ଖବର ଦେଖନ୍ତୁ...