Daily Archives

April 7, 2021

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅଫିସରେ ମାମଲା ଟିକେ ଗମ୍ଭୀର ରହିବ। ବ୍ୟବସାୟରେ ପ୍ରଚୁର ଲାଭ ମିଳିବ। ମାମୁଁ ଘରୁ ଭଲ ଖବର ପାଇବେ। ସପରିବାର ଦର୍ଶନୀୟ ସ୍ଥାନକୁ ବୁଲି ଯାଇପାରନ୍ତି। ବୃଷ: ଅଧିକ ସମୟ ପରିବାର ସହିତ ଅତିବାହିତ କରିବେ। ଅଫିସରେ ଆପଣଙ୍କ ପାଖରେ ଅଧିକ କାମ ରହିବ। ଆମଦାନି ପାଇଁ ନୂଆ ଅବସର ପାଇବେ।…
ଅଧିକ ଖବର ଦେଖନ୍ତୁ...

ଡାକ୍ତରଙ୍କ ଚେତାବନୀ: କରୋନା ଟିକା ନେବା ପୂର୍ବରୁ କରନ୍ତୁ ନାହିଁ ଏହି ଭୁଲ

ନୂଆଦିଲ୍ଲୀ: ସମଗ୍ର ଦୁନିଆରେ ପୁଣିଥରେ କରୋନା ଭାଇରସ ସଂକ୍ରମଣ ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଛି। ଟିକା  ଆସିବା ପରେ ଲୋକମାନେ ଆଶ୍ବସ୍ତି ଅନୁଭବ କରିଛନ୍ତି। ଆଉ କେବେ ସେମାନଙ୍କ ଟିକା ନେବାର ପାଳି ଆସିବା ତାହାକୁ ଅପେକ୍ଷା କରିଛନ୍ତି। ଆପଣ ବି ଯଦି କରୋନା ଟିକା ନେବାକୁ ଚାହୁଁଛନ୍ତି…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧାରେ କରୋନା କଟକଣା କଡ଼ାକଡ଼ି, ମାସ୍କ ନପିନ୍ଧି ଜୋରିମାନା ଦେଲେ ୨୦ହଜାର ଟଙ୍କା

ଖୋର୍ଦ୍ଧା : ରାଜ୍ୟରେ କରୋନା ଭୂତାଣୁର ନୂତନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଠାରୁ ୧୦ ଦିନ ପାଇଁ ପୁଲିସ ବଳ ନିୟୋଜିତ କରି କରୋନା କଟକଣାକୁ କଡ଼ାକଡ଼ି କରିବାକୁ ନିଦେ୍ର୍ଦଶ ଜାରି କରିଛନ୍ତି । ଏହି କ୍ରମରେ ଆଜି ଖୋର୍ଦ୍ଧା ସହର ଓ ଆଖପାଖ ଅଂଚଳରେ…
ଅଧିକ ଖବର ଦେଖନ୍ତୁ...

କରଜ ଟଙ୍କା ନଶୁଝିବାରୁ ଭାଇବୋହୂକୁ ଠେଙ୍ଗାରେ ପିଟିପିଟି ହତ୍ୟା କଲା ଦେଡ଼ଶୁର

ରାଇରଙ୍ଗପୁର: କରଜ ଟଙ୍କାକୁ କେନ୍ଦ୍ର କରି ଘଟିଛି ହତ୍ୟାକାଣ୍ଡ । ସାମାନ୍ୟ କରଜ କରିଥିବା ଟଙ୍କା ନଶୁଝିବାରୁ ଭାଇବୋହୂକୁ ଠେଙ୍ଗାରେ ପିଟିପିଟି ହତ୍ୟା କଲା ଦେଡ଼ଶୁର। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଝାଟିସିରିଙ୍ଗ ଗ୍ରାମରେ । ମୃତ ମହିଳା…
ଅଧିକ ଖବର ଦେଖନ୍ତୁ...

୪୨ ଡିଗ୍ରି ତାପମାତ୍ରା ସହ ଆଜି ସୋନପୁର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର; ୮ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ

ଭୁବନେଶ୍ୱର: ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଆଜି ବି ତାତି କିଛିଟା କମ ରହିଥିଲେ ବି ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାତିର ପ୍ରଭାବ ପ୍ରବଳ ରହିଛି। ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ସର୍ବାଧିକ ୪୨ ଡିଗ୍ରି ସୋନପୁର ଠାରେ ରେକର୍ଡ କରାଯାଇଥିବା ବେଳେ ଏହା ପଛକୁ ୪୧.୫ ଡିଗ୍ରି…
ଅଧିକ ଖବର ଦେଖନ୍ତୁ...

ବେସାହାରା ଦୁଇଭଉଣୀଙ୍କୁ ସହାୟତାର ହାତ ବଢ଼ାଇଲେ ସମାଜସେବୀ

ବାଲିଅନ୍ତା: ମୁଖ ଗହ୍ବର କର୍କଟରୋଗରେ ଶଯ୍ୟାଶାୟୀ ସ୍ଥାନୀୟ କଇଜଙ୍ଗା ଗ୍ରାମର ରାଜମିସ୍ତ୍ରୀ ଜୟୀରାମ ପ୍ରଧାନଙ୍କ ଚିକିତ୍ସା ଖର୍ଚ୍ଚ ସହ ତାଙ୍କ ପରିବାର ଖର୍ଚ୍ଚ ତୁଲାଇବା ପାଇଁ  ସମାଜସେବୀ ବିଜୟ କୁମାର ନାୟକ (ବୁଟୁ) ସହାୟତାର ହାତ ବଢ଼ାଇଛନ୍ତି । ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ସେ…
ଅଧିକ ଖବର ଦେଖନ୍ତୁ...

ଉଚ୍ଚମାନର ସୋଲାର ପିଭି ମଡ୍ୟୁଲ ଉତ୍ପାଦନ ପାଇଁ ଉଦ୍ଦିଷ୍ଟ ଜାତୀୟ କାର୍ଯ୍ୟକ୍ରମକୁ ପିଏଲଆଇ ସୁବିଧା ଦେବାକୁ କ୍ୟାବିନେଟର…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଦେଶରେ ଅତି ଉଚ୍ଚମାନର ସୋଲାର ପିଭି ନିର୍ମାଣ ପାଇଁ ଉଦ୍ଧିଷ୍ଟ ଜାତୀୟ କାର୍ୟ୍ୟକ୍ରମ ନିମନ୍ତେ ଉତ୍ପାଦନଭିତିକ ପ୍ରୋତ୍ସାହନ ଯୋଜନା (ପିଏଲଆଇ) ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି…
ଅଧିକ ଖବର ଦେଖନ୍ତୁ...

କୋଟିଆ ଗ୍ରାମପୁଞ୍ଜରେ ୧୪୪ ଧାରା ଜାରି, ପ୍ରତି ଗାଁ ଦାୟିତ୍ବରେ ଜଣେ ଲେଖାଏଁ ମାଜିଷ୍ଟ୍ରେଟ୍‌

କୋରାପୁଟ: ଆନ୍ଧ୍ର ପ୍ରଦେଶର ସମିତିସଭ୍ୟ ଓ ଜିଲ୍ଲା ପରିଷଦ ନିର୍ବାଚନ ପୂର୍ବରୁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ପଟାଙ୍ଗୀ ବ୍ଲକ କୋଟିଆର ୨୨ଟି ଗାଁରେ ୧୪୪ ଧାରା ଜାରି ହୋଇଛି। ଆଜି ସନ୍ଧ୍ୟା ୫ ଟାରୁ ଆସନ୍ତାକାଲି ସନ୍ଧ୍ୟା ୬ଟା ଯାଏଁ ୧୪୪ ଧାରା ଜାରି କରାଯାଇଛି। ଆସନ୍ତକାଲି…
ଅଧିକ ଖବର ଦେଖନ୍ତୁ...

ସରକାରୀ ଅଫିସରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା, ଭୁବନେଶ୍ବର, କଟକ ଓ ସଂକ୍ରମଣ ବଢୁଥିବା ଜିଲ୍ଲାରେ ଲାଗୁହେବ

ଭୁବନେଶ୍ବର : ରାଜ୍ୟରେ ବଢିଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଉ କେତେକ କଟକଣା ଲଗାଇଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ ଭୁବନେଶ୍ବର, କଟକ ଓ ଯେଉଁ ଜିଲ୍ଲାଗୁଡ଼ିକରେ ସଂକ୍ରମଣ ବୃଦ୍ଧି ପାଇଛି ସେଠାରେ ସରକାରୀ ଅଫିସଗୁଡ଼ିକରେ…
ଅଧିକ ଖବର ଦେଖନ୍ତୁ...

ପରୀକ୍ଷା ପେ ଚର୍ଚ୍ଚା: ପରୀକ୍ଷା ସମୟରେ ମନରେ ଆସୁଥିବା ଡରକୁ ଦୂର କରିବାର ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପରୀକ୍ଷା ପେ ଚର୍ଚ୍ଚାରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପରୀକ୍ଷା ପେ ଚର୍ଚ୍ଚା ଏକ ଶିକ୍ଷାଗତ କାର୍ଯ୍ୟକ୍ରମ ହୋଇଥିବା ବେଳେ ଏଥିରେ ଦେଶର ବିଭିନ୍ନ କୋଣରୁ ଛାତ୍ରଛାତ୍ରୀ, ସେମାନଙ୍କ ମାତାପିତା ଏବଂ…
ଅଧିକ ଖବର ଦେଖନ୍ତୁ...