Daily Archives

April 8, 2021

ସୁନ୍ଦରଗଡ଼ରେ ଉନ୍ନୟନ ଆୟୁକ୍ତଙ୍କ ପ୍ରକଳ୍ପ ପରିଦର୍ଶନ ଓ ସମୀକ୍ଷା

ସୁନ୍ଦରଗଡ଼/କୁତ୍ରା: ରାଜ୍ୟ ଉନ୍ନୟନ ଆୟୁକ୍ତ ପ୍ରଦୀପ କୁମାର ଜେନା ବୁଧବାର ଦିନ ତମାମ ଝାରସୁଗୁଡ଼ାରେ ଉନ୍ନୟନ ପ୍ରକଳ୍ପ ପରିଦର୍ଶନ, ସମୀକ୍ଷା ଓ କୋଭିଡ ମୁକାବିଲା ସମ୍ପର୍କରେ ଆଲୋଚନା ପରେ ରାତିରେ ସୁନ୍ଦରଗଡ଼ ପହଞ୍ଚିଥିଲେ। ଆଜି ସକାଳୁ ସେ ବିଭିନ୍ନ ବ୍ଲକ ଅଞ୍ଚଳରେ ଚାଲିଥିବା ଉନ୍ନୟନ ପ୍ରକଳ୍ପ…
ଅଧିକ ଖବର ଦେଖନ୍ତୁ...

ଇଣ୍ଡିଆ ବୁକ୍ ଅଫ୍ ରେକଡର୍ସରେ ସ୍ଥାନ ପାଇଥିବା କୁନି ଝିଅ ଆନ୍ବିଙ୍କୁ ସମ୍ବର୍ଦ୍ଧନା

ଜୟପୁର: ଜୟପୁର ବିଞାନ ଇଣ୍ଟରନ୍ୟାସନାଲ ସ୍କୁଲର ଏଲକେଜି ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ତଥା ଦିଗାପୁର ନିବାସୀ ପବନ ପାଢୀ  ଓ ମାନସୀ ପାଢୀଙ୍କ ଚାରିବର୍ଷର କୁନି ଝିଅ ଆନ୍ୱି ପାଢୀ ଇଣ୍ଡିଆ ବୁକ୍ ଅଫ୍ ରେକଡର୍ସରେ ସ୍ଥାନ ପାଇଛନ୍ତି। ସେ ମାତ୍ର ୨୦ ମିନିଟ୍ ସମୟ ମଧ୍ୟରେ ୧୦୦ଟି ସାଧାରଣ ଜ୍ଞାନ…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ କୋରାପୁଟର ସର୍ବଦଳୀୟ ନେତା 

କୋରପୁଟ: ବିବାଦୀୟ କୋଟିଆ ପାଇଁ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ କୋରାପୁଟର ଜିଲ୍ଲାର ସର୍ବଦଳୀୟ ନେତା। ଏନେଇ ଆଜି ଏକ ବୈଠକରେ ନିଷ୍ପତ୍ତି ହୋଇଛି। ଖୁବଶୀଘ୍ର ଏନେଇ ଆନ୍ଧ୍ର ପ୍ରଦେଶକୁ ଭେଟିବାର ଯୋଜନା ରହିଛି ବୋଲି କହିଛନ୍ତି ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ…
ଅଧିକ ଖବର ଦେଖନ୍ତୁ...

ପିକଅପ୍ ଧକ୍କାରେ ଦହିବରା ବିକାଳିଙ୍କ ମୃତ୍ୟୁ, ଉତ୍ତେଜିତ ଲୋକଙ୍କ ରାସ୍ତାରୋକ

ପାଣିକୋଇଲି : ମୃତ୍ୟୁ ଏମିତି ବି ଆସେ। ଦହିବରା ଖାଉଥିବା ଗ୍ରାହକମାନେ ବଞ୍ଚିଗଲେ ହେଲେ ପିକଅପ୍‌ ଧକ୍କାରେ ମୁହୂର୍ତ୍ତକ ମଧ୍ୟରେ ଦହିବରା ବିକାଳିଙ୍କର ମୃତ୍ୟୁ ହୋଇଗଲା। ଏପରି ଏକ ମର୍ମନ୍ତୁଦ ଘଟଣା ପାଣିକୋଇଲି ଥାନା ଅନ୍ତର୍ଗତ ଷଠିପୁର ନିକଟରେ ଦେଖିବାକୁ ମିଳଛି। ପାଣିକୋଇଲି ଥାନା…
ଅଧିକ ଖବର ଦେଖନ୍ତୁ...

ପୋଖରୀରେ ବୁଡ଼ି ଯାଇ ଜଣେ ମୃତ

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଠାକୁରପଡ଼ା ପଞ୍ଚାୟତ ଗୁନେଇଁମରା ଗ୍ରାମର ଏକ ପୋଖରୀରେ ଗାଧୋଇଲା ବେଳେ ବୁଡ଼ିଯାଇ ଯାଜପୁର ଜିଲ୍ଲା ଦଳାର ତନ୍ମୟ କୁମାର ଜେନା (୫୦) ଙ୍କ ଆଜି ମୃତ୍ୟୁ ଘଟିଛି। ଶ୍ରୀ ଜେନା ସମ୍ପର୍କୀୟଙ୍କ ଘର ଗୁନେଇଁମରା ଗ୍ରାମର ବ୍ରଜ କିଶୋର ନାଏକଙ୍କ…
ଅଧିକ ଖବର ଦେଖନ୍ତୁ...

ଢ଼ୋଲ ଓ ମାଇକ ବଜାଇ ଦୁଷ୍କର୍ମକାରୀ ଘରେ ପହଞ୍ଚିଲା ପୁଲିସ !

ନୂଆଦିଲ୍ଲୀ: ବିହାର ବୈଶାଳୀ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଷ୍କର୍ମକାରୀ ଘରେ ପୁଲିସ ଢ଼ୋଲ ଓ ମାଇକ ବଜାଇ ପହଞ୍ଚିଥିବା ଦେଖିବାକୁ ମିଳିଛି। ମାଇକ ଦ୍ବାରା ଦୁଷ୍କର୍ମକାରୀକୁ ଆତ୍ମସମର୍ପଣ କରିବାକୁ କହିଛି ପୁଲିସ। ଏଭଳି ଘଟଣା ବୈଶାଳୀ ଜିଲ୍ଲା ମହୁଆରେ ଘଟିଛି।…
ଅଧିକ ଖବର ଦେଖନ୍ତୁ...

ଅଧ୍ୟକ୍ଷଙ୍କୁ ଘେରିଲେ, ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ

ବ୍ୟାସନଗର : ମାସିକ ଫି' ବୃଦ୍ଧିକୁ ନେଇ ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟରେ ଆଜି ଛାତ୍ର ଅସନ୍ତୋଷ ଦେଖା ଦେଇଛି। ଏହାର ପ୍ରତିବାଦରେ ଶେଷବର୍ଷ ସ୍ନାତକ ଛାତ୍ରଛାତ୍ରୀମାନେ ମିଳିତ ଭାବରେ କଲେଜର ମୁଖ୍ୟ ଫାଟକରେ ତାଲା ପକାଇଦେବା ସହ ଟାୟାର ଜାଳି ପ୍ରତିବାଦ ଜଣାଇଥିଲେ। କାର୍ଯ୍ୟାଳୟ ଓ…
ଅଧିକ ଖବର ଦେଖନ୍ତୁ...

ମୋବାଇଲ ଦେଖି ସାଇକେଲ ଚଲାଇବା ଯୁବକଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ମୋବାଇଲରେ କଥା ହୋଇଯାଉଥିବା ବେଳେ ଦୁର୍ଘଟଣାର ଅନେକ ଘଟଣା ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଏମିତି ଏକ ଦୁର୍ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ବାଳକ ସାଇକେଲ ଚଲାଉଥିବା ସମୟରେ ମୋବାଇଲ ଦେଖି  ଯାଉଥିଲା। ଏତିକି ବେଳେ ସେ ସାମ୍ନାରେ ଥିବା ଏକ…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ା ଜିଲ୍ଲା‌ରେ ଆରମ୍ଭ ହେଲା ୧୬୫ ଶଯ୍ୟାର କୋଭିଡ୍ ଡାକ୍ତରଖାନା

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ କରୋନା ସଂକ୍ରମଣକୁ ଦେଖି ୧୬୫ ଶଯ୍ୟାବିଶିଷ୍ଟ କୋଭିଡ ଡାକ୍ତରଖାନା ଆରମ୍ଭ ହୋଇଛି। ଏଥିରେ ୫ଟି ଆଇସିୟୁର ବ୍ୟବସ୍ଥା ଥିବା ସୂଚନା ମିଳିଛି। ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁସାରେ, ନୂଆପଡ଼ା ଜିଲ୍ଲାର ସିଲଦାଠାରେ ଗୁରୁବାର ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଣି କୋଭିଡ୍…
ଅଧିକ ଖବର ଦେଖନ୍ତୁ...

ଛତିଶଗଡ଼ରେ ଲକ୍‌ଡାଉନ, ଫେରୁଛନ୍ତି ପ୍ରବାସୀ ଓଡ଼ିଆ

ନୂଆପଡ଼ା: ଛତିଶଗଡ଼ ସରକାର ରାୟପୁରକୁ ୯ ତାରିଖ ଠାରୁ ସଂପୂର୍ଣ୍ଣ ଭାବେ ଲକ୍‌ଡାଉନ କରିବାକୁ ଯାଉଛନ୍ତି। ଏହା ‌ଘୋଷଣା ହେବା ପରେ ସେଠାରେ ଥିବା ନୂଆପଡ଼ା ଜିଲ୍ଲାର ହଜାର ହଜାର ପ୍ରବାସୀ ଶ୍ରମିକ ବର୍ତ୍ତମାନ ଘରକୁ ଫେରୁଛନ୍ତି। ପ୍ରବାସୀ ଶ୍ରମିକମାନେ ବର୍ତ୍ତମାନ ବସ୍‌, ଟ୍ରେନ ଓ ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...