Daily Archives

April 9, 2021

ରାସ୍ତା ମରାମତି କଲେ ଟ୍ରାଫିକ୍‌ କନେଷ୍ଟବଳ

ରାଉରକେଲା: ଜନଗହଳିପୂର୍ଣ୍ଣ ଛକରେ କେବଳ ଟ୍ରାଫିକ୍‌ ନିୟନ୍ତ୍ରଣ ନୁହେଁ ବରଂ ବିପର୍ଯ୍ୟସ୍ତ ରାସ୍ତା ମରାମତି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ସହରର ଜଣେ ଟ୍ରାଫିକ୍‌ କନେଷ୍ଟବଳ। ତାଙ୍କର ଏଭଳି କାମକୁ ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀ ନୁହେଁ ଶହ ଶହ ପଥଚାରୀ ବେଶ୍‌ ପ୍ରଶଂସା…
ଅଧିକ ଖବର ଦେଖନ୍ତୁ...

ପଦକ୍ଷେପ ନନେଲେ, ଦୁର୍ଘଟଣା ବଢ଼ିବ!

ଖୋର୍ଦ୍ଧା: ପୁଲିସ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆନଗଲେ ୧୬ ନମ୍ବର ଜାତୀୟ ରାଜପଥର ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ ମରଣଯନ୍ତା ପାଲଟିବ । ୩ ଦିନ ପୂର୍ବେ ସେଠାରେ ଟ୍ରକ୍ ଚାପାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ଯଦି ସେଠାରେ ଟ୍ରାଫିକ୍ ବ୍ୟବସ୍ଥା ନିୟନ୍ତ୍ରଣ…
ଅଧିକ ଖବର ଦେଖନ୍ତୁ...

ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀନିବାସର ଟିଣ ଉଡ଼ିଲା

ଜୟପୁର: ଗତ ଗୁରୁବାର ଦିନ ହୋଇଥିବା କାଳବୈଶାଖୀ ବର୍ଷାରେ ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀନିବାସ ଉପରେ ପଡ଼ି ଥିବା ଟିଣ ସବୁ ଉଡ଼ି ତଳେ ଖସିଯାଇଛି। ଗତ ୬ମାସ ତଳେ ହିଁ ଏହା ପକାଯାଇଥିଲା। ଏହା ପରିସରରେ ଥିବା ଟ୍ରାନସଫରମର ଭାଙ୍ଗି ରୁଜି ଯାଇଥିବା ବେଳେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି…
ଅଧିକ ଖବର ଦେଖନ୍ତୁ...

କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ର ନିର୍ବାଚନ ପ୍ରସଙ୍ଗ : ବିଶ୍ବାସଘାତକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ: ଜିଲ୍ଲାପାଳ

କୋରାପୁଟ : ବିବାଦୀୟ କୋଟିଆ ଗ୍ରାମପୁଞ୍ଜରେ ଚାଲିଛି ଆନ୍ଧ୍ରର ବିଜୟ ଉତ୍ସବ। କମ୍‌ ଭୋଟ ପାଇଥିଲେ ମଧ୍ୟ ଦଲାଲଙ୍କ ସହ ବିଜୟ ପାଳୁଛନ୍ତି ସ୍ଥାନୀୟ ପ୍ରଶାସନ। ଗାଁ ଗାଁରେ ଏବେ ଭୋଜି ଭାତର ଆସର ଚାଲିଥିବାବେଳେ ନାଚଗୀତରେ କମ୍ପୁଛି ନରେଡିବାଲସା। ସ୍ଥାନୀୟ ଆଦିବାସୀ ଓ ଦଲାଲ ମିଶି ନାଚଗୀତ…
ଅଧିକ ଖବର ଦେଖନ୍ତୁ...

ଆତଙ୍କ ଖେଳାଇଲାଣି କରୋନା ସଂକ୍ରମଣ, ସୁନ୍ଦରଗଡ଼ ଜିଲ୍ଲାର ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୧୭,୦୦୦ ଟପିଲା

ରାଉରକେଲା: ଜିଲ୍ଲାର ମାତ୍ରାଧିକ କରୋନା ସଂକ୍ରମଣ ଜନସାଧାରଣଙ୍କୁ ଆତଙ୍କିତ କଲାଣି। ଜିଲ୍ଲାରେ ସଂକ୍ରମଣ ଅଣାୟତ୍ତ ହେଲାଣି, ଏହା ଆଉ କାହାକୁ ଅଛପା ନାହିଁ। ଗତ କିଛି ଦିନ ହେଲା ଦୈନିକ ଆକ୍ରାନ୍ତ ସଂଖ୍ୟା ୧୦୦ ଟପୁଥିଲା, ଯାହାକୁ ନେଇ ଜିଲ୍ଲାବାସୀ କମ୍ ଆତଙ୍କିତ ନଥିଲେ। ଏବେ କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ ୨୦୨୧ : ରୋମାଞ୍ଚକର ମ୍ୟାଚରେ ମୁମ୍ବାଇକୁ ୨ ଓ୍ବିକେଟରେ ହରାଇଲା ବାଙ୍ଗାଲୋର

ଚେନ୍ନାଇ : ଆଇପିଏଲ ୨୦୨୧ର ପ୍ରଥମ ମ୍ୟାଚଟି ବେଶ ରୋମାଞ୍ଚକର ସ୍ଥିତିରେ ଶେଷ ହୋଇଛି । ଏହି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁମ୍ବାଇ ଇଣ୍ଡିଆନ୍ସକୁ ୨ ଓ୍ବିକେଟରେ ପରାସ୍ତ କରିଛି । ବାଙ୍ଗାଲୋର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏ.ବି. ଡିଭିଲୟର୍ସ…
ଅଧିକ ଖବର ଦେଖନ୍ତୁ...

ସ୍ମାର୍ଟ ରୁମର ସିଲିଂ ଖସିବା ୮ମାସ ପରେ ବି ମରାମତି ହେଲାନି: ଯୁକ୍ତ ୨ ପରୀକ୍ଷା କଣ୍ଟ୍ରୋଲ ରୁମ କେଉଁଠି ହେବ…

ଜୟପୁର,: ଗତ ୮ମାସ ତଳେ ସରକାରୀ ମହିଳା ମହାବିଦ୍ୟାଳୟ ସ୍ମାର୍ଟ କ୍ଲାସ୍ ରୁମର ଉପର ସିଲିଂ ଖସି ପଡ଼ିଥିଲା। ରୁସା (ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ)ରେ ଏହା ନିର୍ମାଣ ହୋଇଥିଲା। ଏହାକୁ ମରାମତି କରିବା ପାଇଁ କଲେଜ ଅଧ୍ୟକ୍ଷା ଡ.ମନୋରମା ଦେବୀ ପୂର୍ତ୍ତବିଭାଗକୁ ଜଣାଇଥିଲେ। ତେବେ ୮ମାସ…
ଅଧିକ ଖବର ଦେଖନ୍ତୁ...

ଗରିବ, କିନ୍ତୁ ଦାୟିତ୍ବହୀନ ନୁହନ୍ତି : ମାସ୍କ କିଣିବା ପାଇଁ ଟଙ୍କା ନଥିବାରୁ ଆପଣାଇଛନ୍ତି ନିଜସ୍ବ ଉପାୟ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଫଟୋରେ ଜଣେ ଯୁବତୀ ଓ ଶିଶୁ ପତ୍ରର ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ ଆଧାର କରି ଆଇପିଏସ ଅଫିସର ଆରକେ ବିଜ ଲୋକମାନଙ୍କୁ ମାସ୍କ ପିନ୍ଧିବା ପାଇଁ ଅନୁରୋଧ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ମାଉଜର ବ୍ୟବସାୟର ଚେର ଅନ୍ତଃରାଜ୍ୟରୁ ଲମ୍ବିଛି: ସବୁଜ ଜହର ବ୍ୟବସାୟ ସହ ଲିଙ୍କ

ଜୟପୁର: ସହରରେ ଅନ୍ତଃରାଜ୍ୟ ଅପରାଧି ଏଠାକାର ବିଭିନ୍ନ ଅପରାଧି ମାନଙ୍କ ସହ ମିଶି କରୁଛନ୍ତି ମାଉଜର ବେପାର। ସେମାନେ ଏଠାରେ ଡ଼େରା ପକାଇ ସବୁଜଜହର (ଗଂଜେଇ) ସହ ମାଉଜରର ବେପାର କରୁଛନ୍ତି। ଏହାର ପ୍ରମାଣ ଆଜି ଜୟପୁର ସଦର ପୁଲିସ ଦେଇଛି। ଜୟପୁର ଏସଡିପିଓ ଅରୁପ ଅଭିଶେଖ ବେହେରା, ଜୟପୁର…
ଅଧିକ ଖବର ଦେଖନ୍ତୁ...

୧୦୪ ବର୍ଷର ମହିଳା ଦୁଇଥର କରୋନାକୁ ହରାଇବା ପରେ ହସ୍ପିଟାଲ କର୍ମଚାରୀ ତାଳି ମାରି ଖୁସି ବ୍ୟକ୍ତକଲେ

ନୂଆଦିଲ୍ଲୀ:  ଦେଶରେ କରୋନା ଟିକାଦାନ ଅଭିଯାନ ଜାରି ରହିଛି। ଏହାରି ଭିତରେ ପୁଣି ଥରେ କରୋନାର ଦ୍ବିତୀୟ ଲହର ସଂକ୍ରମଣ ଭୟ ସୃଷ୍ଟି କରିଛି। ତେବେ ଟିକା ନେବା ପରେ ବି ସାବଧାନତା ଅବଲମ୍ବନ କରିବାକୁ ସ୍ପଷ୍ଟ ଭାବେ କୁହାଯାଇଛି। ଏହି ସଂକ୍ରମଣର ଅଧିକ ପ୍ରଭାବ ବୃଦ୍ଧବୃଦ୍ଧାଙ୍କ ଉପରେ ପଡ଼ୁଥିବା…
ଅଧିକ ଖବର ଦେଖନ୍ତୁ...