Daily Archives

April 9, 2021

ଦଣ୍ଡ ପରମ୍ପରା ମାଧ୍ୟମରେ କରୋନା ସଚେତନତା

ଘୁ.ଉଦୟଗିରି: କରୋନା ପାଇଁ ସମସ୍ତେ ଚିନ୍ତିତ। କିଭଳି କରୋନାକୁ ମୁକାବିଲା କରାଯାଇପାରିବ ସେ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ବନ୍ଦୋବସ୍ତ କରିବା ସହ ସଚେତନତା ଜାରି ରଖିଛନ୍ତି। ତଥାପି କରୋନା ସଂକ୍ରମଣ ସଂଖ୍ୟା ବଢ଼ିଚାଲିଛି। ଏହା ଭିତରେ ଘୁ.ଉଦୟଗିରି ସହରରେ ପ୍ରଭୁ ଆନନ୍ଦେଶ୍ବର ଏବଂ…
ଅଧିକ ଖବର ଦେଖନ୍ତୁ...

ଭାଇରାଲ୍‌ ଫଟୋରେ ମୁସଲମାନ୍ ଯୁବକ ଜଣକ ମୋଦୀଙ୍କ କାନରେ କ’ଣ କହୁଛନ୍ତି ?

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଜଣେ ଯୁବକଙ୍କ ଫଟୋ ଖୁବ୍ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ପଶ୍ଚିମବଙ୍ଗ ରାଲି ସମୟରେ ପ୍ରଧାନମନ୍ତ୍ରୀଙ୍କ କାନରେ ଯୁବକ ଜଣକ କିଛି କହୁଥିବାର ଦୃଶ୍ୟ ଦେଖିବାକୁ ମିିଳିଛି। ସମସ୍ତଙ୍କ ମନରେ ସେଇ ଗୋଟାଏ ପ୍ରଶ୍ନ, ଯୁବକ ଜଣକ…
ଅଧିକ ଖବର ଦେଖନ୍ତୁ...

ନାବାଳିକା କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ଫିନାଇଲ ପିଆଇ ହତ୍ୟା ଉଦ୍ୟମ

ବଣାଇଗଡ଼: ଗତକାଲି ଦିନବେଳେ ବଣାଇଗଡ଼ ସହରର ଜଗନ୍ନାଥପୁର ଅଞ୍ଚଳରେ ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ଘରେ ଏକୁଟିଆ ଥିବା ସମୟରେ ଜଣେ ଯୁବକ ପ୍ରଥମେ ବଳପୂର୍ବକ ଦୁଷ୍କର୍ମ କରିବା ପରେ ଫିନାଇଲ୍‌ ପିଆଇ ହତ୍ୟା ଉଦ୍ୟମ କରିବା ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଛି। ଆଜି ସନ୍ଧ୍ୟାରେ ବଣାଇ ଥାନାରେ ମାମଲା…
ଅଧିକ ଖବର ଦେଖନ୍ତୁ...

ବିରିୟାନି ହାଉସ୍‌ ସିଲ୍‌ କଲା ଆର୍‌ଏମ୍‌ସି

ରାଉରକେଲା: କୋଭିଡ୍‌ ନିୟମ ଭଙ୍ଗ କରିବା ଫାଷ୍ଟଫୁଡ୍‌ ଦୋକାନୀଙ୍କୁ ମହଙ୍ଗା ପଡିଛି। ସାମାଜିକ ଦୂରତା ବଜାୟ ନ ରଖିବା ଅଭିଯୋଗରେ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ପକ୍ଷରୁ ଛେଣ୍ଡ ଭିଏସ୍‌ଏସ୍‌ ମାର୍କେଟର ଦୁଇ ଫାଷ୍ଟଫୁଡ୍‌ ଦୋକାନ ‘ ବିରିୟାନି ହାଉସ୍‌’କୁ ସିଲ୍‌ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ସ୍ବାସ୍ଥ୍ୟକେନ୍ଦ୍ରରେ କରୋନା ଟିକା ନେବାକୁ ପହଞ୍ଚିଥିବା ତିନି ବୃଦ୍ଧାଙ୍କୁ ଦିଆଗଲା କୁକୁର କାମୁଡ଼ା ଇଂଜେକସନ୍

ଲକ୍ଷ୍ମୌ: ଉତ୍ତରପ୍ରଦେଶର ସାମଲି ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ତିନିଜଣ ମହିଳା ଅଭିଯୋଗ କରିଛନ୍ତି କି, ସେମାନଙ୍କୁ ସ୍ଥାନୀୟ କମ୍ୟୁନିଟି ହେଲଥ ସେଣ୍ଟରରେ କରୋନା ଟିକା ସ୍ଥାନରେ ଆଣ୍ଟି ରେବିଜ ଇନଜେକସନ୍ ( କୁକୁର କାମୁଡା ଇଂଜେକସନ୍) ଦିଆଯାଇଛି । ଏହି ଘଟଣା…
ଅଧିକ ଖବର ଦେଖନ୍ତୁ...

ହୃଦୟସ୍ପର୍ଶୀ ଭିଡିଓ : ଶିଶୁଟିକୁ ଦେଖନ୍ତୁ, କିପରି ବାରବୁଲା କୁକୁରକୁ କରୁଛି ଆଲିଙ୍ଗନ

ନୂଆଦିଲ୍ଲୀ: ଅନେକ ସମୟରେ ପିଲାମାନଙ୍କ ନୀରିହତା ଦେଖି ମନ ଭାବବିହ୍ବଳ ହୋଇଯାଇଥାଏ। ବେଳେବେଳେ ପିଲାମାନେ ତାଙ୍କ ନିର୍ମଳ ହୃଦୟରୁ ଏମିତି କିଛି କାମ କରି ଥାଆନ୍ତି ଯାହାକି ଆପଣଙ୍କ ହୃଦୟକୁ ଛୁଇଁଯିବ। ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ…
ଅଧିକ ଖବର ଦେଖନ୍ତୁ...

ତୁରନ୍ତ ୨୫ ଲକ୍ଷ ଡୋଜ ଟିକା ଯୋଗାଇବା ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ବର: ଦେଶ ତଥା ରାଜ୍ୟରେ କରୋନା ସଂକ୍ରମଣ ଉଦବେଗଜନକ ଭାବେ ବଢୁଛି । ଏପରି ସମୟରେ ଓଡିଶାରେ ଟିକା ଅଭାବ ଟିକାକରଣକୁ ପ୍ରଭାବିତ କରିବା ଆଶଙ୍କା ରହିଛି । ସେପଟେ ଆସନ୍ତା ୧୧ ତାରିଖରୁ ଟିକା ଉତ୍ସବ ଆରମ୍ଭ ହେବାକୁ ଯାଉଛି । ତେଣୁ ଟିକା ଉତ୍ସବକୁ ସଫଳ କରିବା ପାଇଁ କେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ନକ୍ସଲଙ୍କ କବଳରେ କେମିତି ଥିଲା ସେହି ୧୦୦ ଘଣ୍ଟା ? ଅନୁଭୂତି ବଖାଣିଥିଲେ ଯବାନ ଓ ମଧ୍ୟସ୍ଥି

ମାଲକାନଗିରି: ଗତ ଶନିବାର ୩ ତାରିଖ ଥିଲା ଛତିଶଗଡର କୋବ୍ରା ଯବାନଙ୍କ ପାଇଁ କଳା ଦିନ। ନକ୍ସଲ ଆମ୍ବୁସରେ ଫସି ୨୩ ଜଣ ଯବାନ ନିଜର ପ୍ରାଣବଳି ଦେଇଥିଲେ। ତେବେ ନକ୍ସଲଙ୍କ ପଟରୁ ମଧ୍ୟ ୪ ଜଣ ମୃତ୍ୟୁବରଣ କରିଥିବା ସଂଗଠନ ସ୍ପଷ୍ଟୀକରଣ ଦେଇଥିବା ବେଳେ ଡିଆଇଜି ପି.ସନ୍ଦରରାଜ କିନ୍ତୁ ୧୨ ଜଣ ନକ୍ସଲ…
ଅଧିକ ଖବର ଦେଖନ୍ତୁ...

ଛତିଶଗଡ଼କୁ ରେଳ ଚଳାଚଳ ବନ୍ଦ ଲାଗି ଓଡ଼ିଶାର ଅନୁରୋଧକୁ ରେଳବାଇର ପ୍ରତ୍ୟାଖ୍ୟାନ

ଭୁବନେଶ୍ବର : ଛତିଶଗଡ଼କୁ ରେଳସେବା ବନ୍ଦ ଲାଗି ଓଡ଼ିଶା ସରକାର କରିଥିବା ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଇଛି ଭାରତୀୟ ରେଳ । ତେବେ ଏହି ରାଜ୍ୟରୁ ଆସୁଥିବା ଯାତ୍ରୀମାନଙ୍କୁ ଓଡ଼ିଶା ସରକାର ଠିକଭାବେ ଯାଞ୍ଚ କରିବାର ବ୍ୟବସ୍ଥା କରନ୍ତୁ ବୋଲି ରେଳବୋର୍ଡ ଅଧ୍ୟକ୍ଷ ସୁନୀତ ଶର୍ମା ଓଡ଼ିଶା…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟରେ ଦୁଷ୍କର୍ମର ଶିକାର ନାବାଳିକାର ଗର୍ଭପାତ ମାମଲା: ବିଶେଷଜ୍ଞ କମିଟିଙ୍କ ମତାମତ ପରେ ନିଆଯିବ ପଦକ୍ଷେପ

କଟକ: ଦୁଷ୍କର୍ମର ଶିକାର ନାବାଳିକାଙ୍କ ଗର୍ଭପାତ ଅନୁମତି ପ୍ରସଂଗକୁ ନେଇ ଦାୟର ମାମଲାରେ ତିନି ଜଣ ମେଡିକାଲ ‌ଏକ୍ସପର୍ଟଙ୍କୁ ନେଇ ଏକ ବୋର୍ଡ ଗଠନ ପାଇଁ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଅଧୀକ୍ଷକଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତିନି ଜଣ ବିଶେଷଜ୍ଞଙ୍କୁ ନେଇ ଗଠିତ ଏହି…
ଅଧିକ ଖବର ଦେଖନ୍ତୁ...