Daily Archives

April 11, 2021

ଲୋକଙ୍କ ସେବାରେ ତିନି ପିଢ଼ି : ୮୨ବର୍ଷରେ ବି ହାର ମାନିନାହାନ୍ତି ଜିରୁ ବାବା

ଜୟପୁର: ଲୋକଙ୍କ ସେବାରେ ବ୍ରତୀ ହୋଇଛନ୍ତି ତିନି ପିଢ଼ି। ୮୭ବର୍ଷ ବୟସରେ ବି ତୃତୀୟ ପିଢ଼ିର କବିରାଜ ମହମ୍ମଦ ଜୁରାରତ ଆଜାଦ ଖାନ୍ନ (ଜିରୁ ବାବା) ହାର ମାନିନାହାନ୍ତି । ଏବେ ବି ତାଙ୍କ ଉପରେ ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ଛତିଶଗଡ଼ର ବସ୍ତର, ଜଗଦଲପୁର, ଆନ୍ଧ୍ରର ସାଲୁର, ପାର୍ବତୀପୁରମ,…
ଅଧିକ ଖବର ଦେଖନ୍ତୁ...

ପୁଲିସ ଚାଲିଗଲା ପରେ ପୁଣି ସବୁ ଖୋଲାମେଲା; ଲୋକଙ୍କ ମୁହଁରୁ ଉଭାନ ହେଇଯାଉଛି ମାସ୍କ

ଲକ୍ଷ୍ମୀପୁର: କିଛିଦିନର ବ୍ୟବଧାନ ପରେ ପୁଣି ଥରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକକୁ କରୋନା ଫେରିଛି। ପ୍ରଶାସନ ଗହଳିରୁ ଦୂରରେ ରହିବା ସହ ମାସ୍କ ବ୍ୟବହାର କରିବାକୁ ବାରମ୍ବାର କହୁଥିଲେ ମଧ୍ୟ ଲୋକେ ମାନିବାକୁ ନାରାଜ୍। ପ୍ରଶାସନର କଥାକୁ ତିଳେ ହେଲେ କେହିବି ଖାତିର କରୁନାହାଁନ୍ତି।…
ଅଧିକ ଖବର ଦେଖନ୍ତୁ...

ଜମିରେ ନିଆଁ ଲଗାଇଲା ବେଳେ ପୋଡ଼ିଗଲା ବାଇକ୍‌!

କୁଚିଣ୍ଡା : କୁଚିଣ୍ଡା ବ୍ଲକ୍‌ କୁଲେଇଗଡ଼ କୁଡାପଡ଼ା ଗ୍ରାମରେ ଧାନ କଟା ସରିଥିବା ବେଳେ ପରବର୍ତ୍ତୀ ଚାଷ ପାଇଁ ଜମିକୁ ପ୍ରସ୍ତୁତ କରିବାକୁ ସେଥିରେ ଥିବା ନଡ଼ା ଆଦିରେ ଗ୍ରାମବାସୀ ନିଆଁ ଲଗାଇ  ଦିଅନ୍ତି । ତେବେ ରବିବାର ଏଭଳି ଜମି ପୋଡ଼ା ଚାଲିଥିିବା ବେଳେ ଏକ ବାଇକ୍‌ ପୋଡ଼ିଯାଇଥିବା ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ପୁଇଗୁଡ଼ା ନଦୀପଠାରେ ଯୁବକଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତ ସଢ଼ୁକୁ କୋର୍ଟଚାଲାଣ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ବିଜେପୁର ଥାନା ପୁଇଗୁଡ଼ା ରାଜୁ ମାଝୀ ହତ୍ୟା ମାମଲାର ଅଭିଯୁକ୍ତ ପାହାଡ଼ପଦର ଗାଁର ଆନନ୍ଦ ହରିଜନ(୪୩ବର୍ଷ)କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଆନନ୍ଦ ମୃତ ରାଜୁଙ୍କ ବଡ଼ସଢୁ ବୋଲି ଜଣାପଡ଼ିଛି। ଟଙ୍କା ଦିଆନିଆରୁ ଗଣ୍ଡ‌ଗୋଳ ଘଟି ଏହି…
ଅଧିକ ଖବର ଦେଖନ୍ତୁ...

ତ୍ବଚାକୁ ସଂକ୍ରମଣରୁ ଦୂରେଇ ରଖେ ବନ୍ଧାକୋବି

ସାଧାରଣତଃ ସେ ପୁଅ ହୁଅନ୍ତୁ ଅବା ଝିଅ ନିଜ ମୁହଁକୁ ସୁନ୍ଦର କରିବା ପାଇଁ ସମସ୍ତେ ଚାହାନ୍ତି । ଏଥିପାଇଁ ବହୁ ଟଙ୍କା ମଧ୍ୟ ଖର୍ଚ୍ଚ କରି ଥାଆନ୍ତି। ଏମିତି କି ବେଳେ ବେଳେ ବିଭିନ୍ନ ପ୍ରକାର କ୍ରିମ ବ୍ୟବହାର ଦ୍ବାରା ଚର୍ମରେ ସଂକ୍ରମଣ ହୋଇ ଚେହେରା ଆହୁରି ଅଧିକ ଖରାପ ହୋଇଯାଇଥାଏ। ଏପରି…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍ : ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ବିଜୟ ଅଭିଯାନ ଆରମ୍ଭ କଲା କୋଲକାତା ନାଇଟ ରାଇଡର୍ସ

ଚେନ୍ନାଇ : ଆଜି ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଚଳିତ ଆଇପିଏଲର ୩ୟ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୧୦ ରନରେ ହରାଇ କୋଲକାତା ନାଇଟ ରାଇଡର୍ସ ବିଜୟ ଅଭିଯାନ ଆରମ୍ଭ କରିଛି । ଆଜି  ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇ କେକେଆରକୁ ବ୍ୟାଟିଂ ଲାଗି ଆମନ୍ତ୍ରଣ କରିଥିଲା…
ଅଧିକ ଖବର ଦେଖନ୍ତୁ...

୫ବର୍ଷର ଶିଶୁ ୧୦୫ ମିନିଟରେ ୩୬ଟି ପୁସ୍ତକ ପଢ଼ି କଲା ରେକର୍ଡ

ନୂଆଦିଲ୍ଲୀ: ଆଜିକାଲିର ଶିଶୁ ପାଠପଢ଼ିବା ସହିତ ନୃତ୍ୟ କରିବା, ଗୀତା ଗାଇବା, ଖେଳିବା ଆଦି ସବୁଥିରେ ସେମାନେ ଧୁରନ୍ଦର। ନିକଟରେ ଜଣେ ୫ବର୍ଷର ଶିଶୁ ୧୦୫ମିନିଟରେ ୩୬ଟି ପୁସ୍ତକ ପଢ଼ି କମାଲ ଦେଖାଇଛି। ତାର ନାମ ଦୁଇ-ଦୁଇଟି ୱାଲର୍ଡ ରେକର୍ଡରେ ସାମିଲ ହୋଇଛି। ଉକ୍ତ ଶିଶୁଟିର ନାମ କିୟାରା…
ଅଧିକ ଖବର ଦେଖନ୍ତୁ...

ଓଟିଇଟି ପରୀକ୍ଷାରେ ମୋବାଇଲ୍‌ ଜବତ ଘଟଣା: ୩ ଶିକ୍ଷକ ନିଲମ୍ବିତ

ଦେବଗଡ଼: ୯ ତାରିଖ ଦିନ ଅନୁଷ୍ଠିତ ଓଟିଇଟି ପରୀକ୍ଷା ଦେବଗଡ଼ ଜିଲ୍ଲାର ୫ଟି ପରୀକ୍ଷା କେନ୍ଦ୍ରରେ ହୋଇଥିଲା। ତେବେ ପୌରାଞ୍ଚଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରୁ ପ୍ରଶ୍ନପତ୍ର ଭାଇରାଲ ହେବା ସହ ଜଣେ ମହିଳା ପରୀକ୍ଷାର୍ଥୀଙ୍କ ଠାରୁ ମୋବାଇଲ୍‌ ଫୋନ୍‌ ଜବତ କରାଯାଇଥିଲା। ଏହି…
ଅଧିକ ଖବର ଦେଖନ୍ତୁ...

୨୪ କେଜି ଗଞ୍ଜେଇ ସହ ବାପ ପୁଅ ଗିରଫ

ଝାରସୁଗୁଡ଼ା: ଝାରସୁଗୁଡ଼ା ଟାଉନଥାନା ପୁଲିସ ଦ୍ବାରା ୨୪ କେଜି ୪୫୦ ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। ଆଇଆଇସି ସାବିତ୍ରୀ ବଳ ସୂଚନା ଦେଇ କହିଛନ୍ତି ଯେ ଶନିବାର ସନ୍ଧ୍ୟାରେ ପୁଲିସ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚ କରୁଥିଲେ। ପାହାଡ଼ୀ ମନ୍ଦିର…
ଅଧିକ ଖବର ଦେଖନ୍ତୁ...

କରୋନାରେ ୨ ମହିଳା ମୃତ, ୫୯ ଆକ୍ରାନ୍ତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ପୁଣି ଶନିବାର ରାତିରେ କୋଭିଡ୍ ଡାକ୍ତାରଖାନରେ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି ଜିଲ୍ଲାରେ ରବିବାର ପୁଣି ୫୯ଜଣ ଆକ୍ରାନ୍ତ ହୋଇଥିବା ନୂଆପଡ଼ା ସ୍ବାସ୍ଥ୍ୟ ବିଭାଗଠାରୁ ପ୍ରକାଶ। ମୃତକ ଦ୍ବୟ ହେଲେ ସିନାପାଲି ବ୍ଲକ୍‌ର ଜଣେ ୩୮ବର୍ଷ ବୟସ୍କା…
ଅଧିକ ଖବର ଦେଖନ୍ତୁ...