Daily Archives

April 11, 2021

ମଣିଷ ରୂପରେ ରାକ୍ଷସ! ୪ଟି ଛୁରୀରେ ସ୍ତ୍ରୀ ଉପରେ ୩୦୦ଥର ସ୍ବାମୀ କଲା ଆକ୍ରମଣ

ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ନିଜର ପତ୍ନୀଙ୍କୁ ଅତି ନିର୍ମମଭାବେ ହତ୍ୟା କରିବା ପରେ ଆଜୀବନ ଜେଲଦଣ୍ଡ ଭୋଗୁଛନ୍ତି। କୋର୍ଟରେ ଉକ୍ତ ବ୍ୟକ୍ତିଙ୍କ ଝିଅ ନିଜ ବାପାଙ୍କ ବିରୋଧରେ ଅଭିଯୋଗ କରି କହିଥିଲା, ‘ମୋ ବାପା ମା’ର ଚେହେରାରେ ୩୦୦ଥର ଛୁରାମାଡ଼ କରି ହତ୍ୟା କରିଛନ୍ତି।’ ଏଭଳି ଏକ…
ଅଧିକ ଖବର ଦେଖନ୍ତୁ...

କଲେଜ ପିଲାଙ୍କ କଙ୍ଗାରୁ କୋର୍ଟ! ଅଭିଯୁକ୍ତଙ୍କ ଭିତରେ ୨ଜଣ ଛାତ୍ର କଂଗ୍ରେସର ସଦସ୍ୟ: ଯୁବ ବିଜେଡି

ବଲାଙ୍ଗୀର: ଶାନ୍ତିପ୍ରିୟ ବଲାଙ୍ଗୀର ସହରରେ ଆଇନଶୃଙ୍ଖଳା ବିଗୁଡୁଛି। ନିକଟରେ ଘଟିଥିବା କଲେଜ ପିଲାଙ୍କ କଙ୍ଗାରୁକୋର୍ଟ ଗଣ୍ଡଗୋଳ ଘଟଣାରେ ଛାତ୍ର କଂଗ୍ରେସର ସଂପୃକ୍ତି ଥିବା ସାମ୍ବାଦିକ ସମ୍ମିଳନୀରେ ବିଜେଡି ଅଭିଯୋଗ କରିଛି। ବଲାଙ୍ଗୀର ଯୁବ ଛାତ୍ର ବିଜେଡି ପକ୍ଷରୁ ସାମ୍ବାଦିକ ଭବନଠାରେ…
ଅଧିକ ଖବର ଦେଖନ୍ତୁ...

ନବବିବାହିତାଙ୍କ ଆତ୍ମହତ୍ୟା, ଯୌତୁକ ପାଇଁ ହତ୍ୟା ଅଭିଯୋଗ

କଂଟାବାଞ୍ଜି/ଲାଠୋର: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍‌ କୁଶପାଲି ଗାଁରେ ନୀଲେ ମାଝୀ (୨୧) ନାମ୍ନୀ ଜଣେ ନବବିବାହିତା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ତାଙ୍କ ବାପାଘର ଲୋକେ ଯୌତୁକ ପାଇଁ ନୀଲେଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। ନୀଲେଙ୍କ ଶାଶୂଘର…
ଅଧିକ ଖବର ଦେଖନ୍ତୁ...

ଏଟିଏମ ମେସିନ ପାଖରେ ବସି ପାଠପଢ଼ୁଥିବା ସିକ୍ୟୁରିଟି ଗାର୍ଡକୁ ଦେଖି ଆଇଏଏସ ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଫଟୋ ଓ ଭିଡିଓ ପୋଷ୍ଟ ହୋଇଥାଏ। ଏଥିମଧ୍ୟରୁ ଏମିତି କିଛି ଫଟୋ ଓ ଭିଡିଓ ରହିଛି ଯାହାକି ଦର୍ଶକଙ୍କୁ ବହୁ ପସନ୍ଦ ଆସିବା ସହିତ ଭାଇରାଲ ହୋଇଯାଇଥାଏ। ନିକଟରେ ଏମିତି ଏକ ଫଟୋ ସାମ୍ନାକୁ ଆସିଛି ଯାହାକୁ ଦେଖି ଆପଣ ଭାବୁକ…
ଅଧିକ ଖବର ଦେଖନ୍ତୁ...

ପିପିଲିରେ ନିର୍ବାଚନୀ ହିଂସା, ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଉପରେ ଆକ୍ରମଣ ହେବା ନେଇ ଅଭିଯୋଗ

ଭୁବନେଶ୍ବର: ପିପିଲି ନିର୍ବାଚନ ପ୍ରଚାର ଯେତିକି ଉଷ୍ମ ହେଉଛି, ନିର୍ବାଚନୀ ହିଂସା ନେଇ ସେତିକି ଖବର ଆସିବାରେ ଲାଗିଛି । ଆଜି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଗାଡି ଉପରେ ଆକ୍ରମଣ ହୋଇଛି । ଯେଉଁଥିରେ ତାଙ୍କ ଗାଡିର କାଚ ଭାଙ୍ଗିଯାଇଛି । ଆଜି କିଛି ବିଜେଡି କର୍ମୀ ଆହତ ହୋଇ ଡେଲାଙ୍ଗରେ…
ଅଧିକ ଖବର ଦେଖନ୍ତୁ...

ଭୋଟରଙ୍କ ପାଇଁ ତିଆରି କରିଥିଲେ ୨କୁଇଣ୍ଟାଲ ଜିଲାପି ଓ ଏକ ହଜାର ସିଙ୍ଗଡ଼ା, ଧରାପଡ଼ି ବନ୍ଧା ହେଲେ

ଲକ୍ଷ୍ମୌ: ଉତ୍ତରପ୍ରଦେଶରେ ପଞ୍ଚାୟତ ନିର୍ବାଚନରେ ଜିତିବା ପାଇଁ ପ୍ରାର୍ଥୀମାନେ ମିଠା ଜାତୀୟ ଖାଦ୍ୟ ଦ୍ରବ୍ୟର ସାହାର ନେଉଛନ୍ତି। ଅମରୋହାରେ ଏକ ସପ୍ତାହ ତଳେ ୧୦୦କିଲୋଗ୍ରାମ ରସଗୋଲା ଜବତ ହୋଇଥିଲା ବେଳେ ଉନ୍ନାୱରେ ପୁଲିସ ଚଢ଼ାଉ କରି ୨କୁଇଣ୍ଟାଲ ଜିଲାପି ଏବଂ ଏକ ହଜାରରୁ ଅଧିକ ସିଙ୍ଗଡ଼ା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାରବାରକୁ ନେଇ ମନରେ ଲାଗି ରହିଥିବା ସଂଶୟ ଦୂର ହେବ। କୌଣସି କାମରେ ବଡ଼ ଭାଇଙ୍କ ସହଯୋଗ ପାଇବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ। ବୃଷ: ଆପଣଙ୍କ ଜୀବନରେ ଖୁସି ଆସିବ। କ୍ୟାରିୟରରେ ଆଗକୁ ବଢ଼ିବାର ରାସ୍ତା ଖୋଲିବ। ମହିଳାମାନଙ୍କ ଲାଗି ଦିନଟି ମହତ୍ତ୍ବପୂର୍ଣ୍ଣ। ସନ୍ତାନ…
ଅଧିକ ଖବର ଦେଖନ୍ତୁ...

ଆଖି ମାରିବା ଓ ଫ୍ଲାଇଂ କିସ ଦେବା ମହଙ୍ଗା ପଡ଼ିଲା; ଯୁବକଙ୍କୁ ହେଲା ବର୍ଷେ ଜେଲ

ମୁମ୍ବାଇ: ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ନେଇ ମୁମ୍ବାଇର ଏକ ଟ୍ରାଏଲ କୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ମୁମ୍ବାଇରେ ୨୦ବର୍ଷର ଜଣେ ଯୁବକ ଜଣେ ନାବାଳିକାଙ୍କୁ ଆଖି ମାରିବା ଓ ଫ୍ଲାଇଂ କିସ କରିବା ଅଭିଯୋଗରେ କୋର୍ଟ ବର୍ଷେ ଜେଲ ଦଣ୍ଡାଦେଶ କରିଛନ୍ତି। କୋର୍ଟଙ୍କ…
ଅଧିକ ଖବର ଦେଖନ୍ତୁ...

ଟିକାଉତ୍ସବର ପ୍ରଥମ ଦିନରେ ରାଜ୍ୟରେ ଲକ୍ଷେ ତଳକୁ ଖସିଲା ଟିକାକରଣ, ଟିକା ବଣ୍ଟନରେ ପାତର ଅନ୍ତର ଅଭିଯୋଗ କଲେ ମନ୍ତ୍ରୀ

ଭୁବନେଶ୍ବର: ଟିକା ଉତ୍ସବର ପ୍ରଥମ ଦିନରେ ରାଜ୍ୟରେ କମିଛି ଟିକାକରଣ । ରାଜ୍ୟରେ ଟିକା ଅଭାବ ଯୋଗୁଁ ଟିକାକରଣ ଏକ ଲକ୍ଷ ତଳକୁ ଖସି ଆସିଛି । ରାଜ୍ୟର ୫୯୩ ଟିକାକରଣ କେନ୍ଦ୍ରରେ ଆଜି ୮୧ ହଜାର ୧୬୯ ଜଣଙ୍କୁ କୋଭିଡ ଟିକାର ଡୋଜ ଦିଆଯାଇଛି । ଦୈନିକ ଦୁଇ ଲକ୍ଷ ଟିକାକରଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...

ଟ୍ରେନରୁ ଓହ୍ଲାଇଲେ ଦମ୍ପତି, ସ୍ବାମୀ କରୋନା ପଜିଟିଭ୍

ବ୍ରହ୍ମପୁର: ବ୍ରହ୍ମପୁର ରେଳ ଷ୍ଟେସନ୍‌ରେ ଆଜି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପଜିଟିଭ୍ ଚିହ୍ନଟ ହେବା ପରେ ଆଜି ସଂଧ୍ୟାରେ ବ୍ରହ୍ମପୁର ରେଳ ଷ୍ଟେସନ୍‌କୁ ସାନିଟାଇଜ୍‌ କରାଯାଇଛି। ପଜିଟିଭ୍‌ ଚିହ୍ନଟ ବ୍ୟକ୍ତି ଜଣକ ବ୍ରହ୍ମପୁର ସହରର ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ରେଳ…
ଅଧିକ ଖବର ଦେଖନ୍ତୁ...