Daily Archives

April 12, 2021

ଫୁଲବାଣୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଅଶାନ୍ତି, କୋଭିଡ଼୍‌ କେନ୍ଦ୍ରକୁ ଛାତ୍ରଛାତ୍ରୀଙ୍କ ବିରୋଧ

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଫୁଲବାଣୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଏକ କୋଭିଡ଼୍‌ କେୟାର‌ ସେଣ୍ଟର ସ୍ଥାପନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତେବେ ମହାବିଦ୍ୟାଳୟ‌ରେ ଏଭଳି କୋଭିଡ଼୍‌  …
ଅଧିକ ଖବର ଦେଖନ୍ତୁ...

ମାନବିକତାର ପରିଚୟ ଦେଲେ ଟ୍ରକ୍ ହେଲପର, ଫେରାଇଲେ ୧.୨୦ ଲକ୍ଷ ଟଙ୍କାର ଆଇ-ଫୋନ

ରାୟଗଡ଼ା: ୧୦ କି ୨୦ ହଜାର ନୁହଁ, ୧ ଲକ୍ଷ ୨୦ ହଜାର ଟଙ୍କାର ଆଇ ଫୋନ୍ ଫେରାଇ ମାନବିକତାର ପରିଚୟ ଦେଇଛନ୍ତି ଜଣେ ଟ୍ରକ୍ ହେଲପର୍। ଟ୍ରକ୍ ହେଲପର୍ ପ୍ରେମ କୁମାର ନାୟକଙ୍କ ଏପରି ପଦକ୍ଷେପକୁ ରାୟଗଡ଼ା ପୁଲିସ୍ ପ୍ରଶଂସା କରିଥିବା ବେଳେ ହଜିଥିବା ମୋବାଇଲ୍ ପାଇବା ପରେ ପ୍ରେମ କୁମାରଙ୍କୁ…
ଅଧିକ ଖବର ଦେଖନ୍ତୁ...

ବାଲିଅନ୍ତା ପଞ୍ଚାୟତ ସମିତିରେ ଅନିୟମିତତା ଅଭିଯୋଗ: ପ୍ରତିବାଦରେ ସମିତିସଭ୍ୟଙ୍କ ଧାରଣା

ବାଲିଅନ୍ତା: ବାଲିଅନ୍ତା ପଞ୍ଚାୟତ ସମିତିରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସଂପାଦନ କ୍ଷେତ୍ରରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହୋଇଛି । ୨୦୧୨/୧୩ ଆର୍ଥିକ ବର୍ଷରୁ ୨୦୨୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ଯୋଜନାରେ ମଂଜୁର ହୋଇଥିବା ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ…
ଅଧିକ ଖବର ଦେଖନ୍ତୁ...

ଯାତ୍ରୀଙ୍କ ମାସ୍କ ନଥିଲେ ବସରୁ ଜରିମାନା ଆଦାୟ ଅନ୍ୟାୟ: ଘରୋଇ ବସ ମାଲିକ ସଂଘ

ଜୟପୁର: ଯାତ୍ରୀଙ୍କ ମାସ୍କ ନଥିଲେ ବସରୁ ପୁଲିସ ଓ ପ୍ରଶାସନ ପକ୍ଷରୁ ଜରିମାନା ଆଦାୟ କରାଯାଉଛି। ଏହା ଅନ୍ୟାୟ ଏଭଳି କରିବା ଦ୍ବାରା ବସ ମାଲିକମାନେ ବିପୁଳ କ୍ଷତି ସହୁଛନ୍ତି ବୋଲି ଘରୋଇ ବସ ମାଲିକ ସଂଘ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଯାଇଛି।  ଯଦି ବସର ଡ୍ରାଇଭର, ହେଲପର କିମ୍ବା…
ଅଧିକ ଖବର ଦେଖନ୍ତୁ...

ସାମସନଙ୍କ ଶତକ ବୃଥା, ରୋମାଞ୍ଚକର ମ୍ୟାଚରେ ରାଜସ୍ଥାନକୁ ୪ ରନରେ ହରାଇଲା ପଂଜାବ

ମୁମ୍ବାଇ : ସ୍ଥାନୀୟ ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଆଜି ଖେଳାଯାଇଥିବା ଆଇପିଏଲ ୨୦୨୧ର ୪ର୍ଥ ମ୍ୟାଚରେ ପଂଜାବ କିଙ୍ଗସ୍ ରାଜସ୍ଥାନ ରୟାଲ୍ସକୁ ୪ ରନରେ ହରାଇଦେଇଛି । ବିଜୟ ପାଇଁ ପଂଜାବ ୨୨୨ ରନର ବିଜୟ ଲକ୍ଷ୍ୟ ରଖିଥିଲେ ମଧ୍ୟ ରାଜସ୍ଥାନ ଲଢୁଆ ଖେଳ ପ୍ରଦର୍ଶନ କରି ବିଜୟ ନିକଟବର୍ତ୍ତୀ…
ଅଧିକ ଖବର ଦେଖନ୍ତୁ...

କାନପୁରା ବିଦ୍ୟାଳୟ ଛାତ୍ରାବାସରୁ ଛାତ୍ର ନିଖୋଜ ଥାନାରେ ନିଖୋଜ ମାମଲା ରୁଜୁ

କାମାକ୍ଷାନଗର: ଛାତ୍ରାବାସରୁ ଛାତ୍ର ନିଖୋଜ। ନିଖୋଜ ଛାତ୍ର ଜଣଙ୍କ ହେଲେ ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଦିନେଶ ପ୍ରଧାନ। ତାଙ୍କର ଘର ଅନୁଗୁଳ ଜିଲା ମରାତିରାରେ ବୋଲି ଜଣାପଡିଛି। ନିଖୋଜ ନେଇ ତାଙ୍କର ବାପା ସନ୍ତୋଷ ପ୍ରଧାନ…
ଅଧିକ ଖବର ଦେଖନ୍ତୁ...

ବାହାର ରାଜ୍ୟ ଫେରନ୍ତାଙ୍କ ଉପରେ କଡ଼ା ନଜର, ୧୪ ପଜିଟିଭ୍‌ ପରେ ଚିନ୍ତା ବଢ଼ିଲା  

 ପାରଳାଖେମୁଣ୍ତି :  ଗଜପତି ଜିଲ୍ଲାକୁ ପ୍ରବେଶ କରୁଥିବା ବ୍ୟକ୍ତିଙ୍କ ଉପରେ ଆଜିଠାରୁ ପ୍ରବେଶ କଟକଣା କଡ଼ାକଡ଼ି ହୋଇଛି।  ପ୍ରଶାସନ ଏବ˚ ପୁଲିସ ଆଜି  ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଥିବା ସମସ୍ତ ପ୍ରବେଶ ପଥରେ  ନାକା ଲଗାଇବା ସହ  ସକ୍ରିୟ ହୋଇଛନ୍ତି। ଗତ କୋଭିଡ଼୍‌ ସମୟର ଅଭିଜ୍ଞତାକୁ ଆଖି…
ଅଧିକ ଖବର ଦେଖନ୍ତୁ...

ଶିକାର ପାଇଁ ଜଙ୍ଗଲରେ ବୁଲୁଥିବା ବେଳେ ଗିରଫ କଲା ବନ ବିଭାଗ, ଦେଶୀ ବନ୍ଧୁକ ଜବତ

ଭଞ୍ଜନଗର: ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ଜଗନ୍ନାଥପ୍ରସାଦ ବନାଞ୍ଚଳର ବେଲଗୁଣ୍ଠା ସେକ୍ସନ୍ର ଲଣ୍ଡେଇହିଲ୍ ଜଙ୍ଗଲରେ ଜଣେ ଶିକାରୀକୁ ବନ ବିଭାଗ ପକ୍ଷରୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଲେ ଭଞ୍ଜନଗର ଥାନା ଢଉପଲ୍ଲୀ ଗ୍ରାମର ବଳରାମ ମଳିକ(୩୨)। ବଳରାମ ଗତକାଲି ଲଣ୍ଡେଇହିଲ୍ ଜଙ୍ଗଲରେ…
ଅଧିକ ଖବର ଦେଖନ୍ତୁ...

ବଜାରରୁ ଉଭାନ୍ ହୋଇଯିବ ଜଙ୍ଗଲୀ ପଣସ: ପଡୋଶୀ ରାଜ୍ୟରେ ଆଦର, ରାୟଗଡ଼ାରେ ହତାଦର

ରାୟଗଡ଼ା: ପଡୋଶୀ ରାଜ୍ୟରେ ବଢ଼ୁଛି ଆଦର। ରାୟଗଡ଼ାରେ କିନ୍ତୁ ହତାଦର କରୁଛି ପ୍ରଶାସନ। କ୍ଷତି ଦର୍ଶାଇ ଓରମାସ ଚାଷୀଙ୍କ ମୁହଁ ଚାହୁଁନଥିବାରୁ ଦୈନିକ ଶହ ଶହ ଟନ୍ ପଣସ ବୋହି ନେଉଛନ୍ତି ବାହାର ରାଜ୍ୟ ବ୍ୟବସାୟୀ। ତାହା ପୁଣି କେଜି ୧୦ ଟଙ୍କାରେ। ଫଳରେ ଆଉ ଦିନ କେଇଟା ପରେ ମାର୍କେଟରୁ ଉଭାନ୍…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ର ଆଡ଼ୁ ମାଡ଼ି ଆସୁଛି ବିପଦ; ପ୍ରଥମ ଦିନରେ ସୀମା ପାର ହେଲେ ୩୨୦ ପ୍ରବାସୀ

ରାୟଗଡ଼ା: ଆନ୍ଧ୍ର ଆଡ଼ୁ ରାୟଗଡ଼ାକୁ ମାଡ଼ି ଆସୁଛି ବିପଦ। ଜିଲ୍ଲାର ୩ ସୀମାନ୍ତ ପଥ ଦେଇ ଘରମୁହାଁ ହେଉଛନ୍ତି ପ୍ରବାସୀ। ରାୟଗଡ଼ା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ଛତିଶଗଡ଼କୁ ଯାତାୟାତ ପାଇଁ ରାୟଗଡ଼ା ଉପରେ ନିର୍ଭର କରୁଛନ୍ତି ପ୍ରବାସୀ। ପ୍ରତିଦିନ ଶହ ଶହ ସଂଖ୍ୟାର ଗାଡ଼ିରେ…
ଅଧିକ ଖବର ଦେଖନ୍ତୁ...