Daily Archives

April 12, 2021

୧୩ କେଜି ଗଞ୍ଜେଇ ସହ ୧ ଗିରଫ: ବିହାରକୁ ଚାଲାଣ କରୁଥିଲା ଅଭିଯୁକ୍ତ

ରାଉରକେଲା: ଗଞ୍ଜେଇ ଚାଲାଣ କରୁଥିବାବେଳେ ଆର୍‌ପିଏଫ୍‌ ଜଣେ ଅଭିଯୁକ୍ତକୁ କାବୁ କରିନେଇଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ବିହାର ପୂର୍ବ ଚମ୍ପାଝରଣ ଜିଲ୍ଲାର ରକ୍ସୌଲ ଥାନା ରକ୍ସୌଲ ଗ୍ରାମର ରାମନାଥ ରାୟ। ଅଭିଯୁକ୍ତଠାରୁ ୧୩ କେଜି ୫୦ ଗ୍ରାମ୍‌ର ଗଞ୍ଜେଇ ଜବତ ହୋଇଛି। ଗତକାଲି ବିଳମ୍ବିତ…
ଅଧିକ ଖବର ଦେଖନ୍ତୁ...

କରୋନାରେ ପୀଡିତ ପରିବାରର ନିବେଦନ: ଅମାନିଆ ହୁଅନ୍ତୁ ନାହିଁ, ମାସ୍କ ପିନ୍ଧନ୍ତୁ

ଜୟପୁର: କରୋନା ମହାମାରୀ ବହୁ ଘରର ମୁରବୀ ତଥା ମୁଖିଆମାନଙ୍କୁ ଗିଳି ଦେଇଥିଲା। ଏଭଳିକି ପୁରା ପରିବାର ସଂକ୍ରମିତ ହୋଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଏହି ଭୟଙ୍କର ବ୍ୟାଧିରୁ ରକ୍ଷା ପାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା। ବହୁ ମୃତକଙ୍କର ଶେଷ ଦର୍ଶନ ବି…
ଅଧିକ ଖବର ଦେଖନ୍ତୁ...

କରିସ୍ମାଙ୍କ ଭଳି ଅବିକଳ ଦେଖାଯାଉଥିବା ଯୁବତୀଙ୍କ ଫ‌ଟୋ ଭାଇରାଲ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କରିସ୍ମା କପୁର ଅନେକ ଦିନ ହେବ ବଡ଼ ପରଦାରୁ କେଉଁଆଡେ ଉଭେଇ ଯାଇଛନ୍ତି। ଇତିମଧ୍ୟରେ ପାକିସ୍ତାନର ଜଣେ ଯୁବତୀ ସୋସିଆଲ ମିଡିଆର ସେନସେସନ୍ ପାଲଟିଛନ୍ତି। ଆଉ ସେ ଅବିକଳ କରିସ୍ମାଙ୍କ ଭଳି ଦେଖା ଯାଉଛନ୍ତି। ପାକିସ୍ତାନରେ ରହୁଥିବା ହିନା ଖାଁଙ୍କର ଏକ ଟିକଟକ…
ଅଧିକ ଖବର ଦେଖନ୍ତୁ...

ଭାରତରେ କରୋନାର ଦ୍ବିତୀୟ ଲହର ପିଲାଙ୍କ ପାଇଁ ହୋଇପାରେ କ୍ଷତିକାରକ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତି ପୁଣି ଲୋକଙ୍କ ମନରେ ଏକ ଭୟର ବାତାବରଣ ସୃଷ୍ଟି କରିଛି। ପ୍ରଥମ କରୋନା ସଂକ୍ରମଣ ବୃଦ୍ଧ ଓ ରୋଗୀ ଲୋକଙ୍କ ପାଇଁ ମାରାତ୍ମକ ବୋଲି କୁହାଯାଉଥିବା ବେଳେ ଦ୍ବିତୀୟ ଲହର ପିଲାଙ୍କ ପାଇଁ ଅଧିକ ବିପଦ…
ଅଧିକ ଖବର ଦେଖନ୍ତୁ...

ଏଭଳି ପରିସ୍ଥିତି ବି ଆସିବାର ଥିଲା; ଶ୍ମଶାନରେ ସ୍ଥାନ ନ ମିଳିବାରୁ ରାସ୍ତାରେ କରିବାକୁ ପଡ଼ିଲା ଅନ୍ତିମ ସଂସ୍କାର

ରାଞ୍ଚି: କରୋନା ଟିକା ଦେବା ଅଭିଯାନ ଜାରି ରହିଛି। ଏଭଳି ପରିସ୍ଥିତିରେ କରୋନା ସଂକ୍ରମଣର ଦ୍ବିତୀୟ ଲହର ଚିନ୍ତାର କାରଣ ପାଲଟିଛି। ଏଭଳି କ୍ରମରେ ଝାଡ଼ଖଣ୍ଡରେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ଲୋକଙ୍କ ଶବଦାହ ପାଇଁ ଶ୍ମଶାନରେ ଲମ୍ବା ଧାଡ଼ି ଲାଗି ରହୁଛି। ଏଭଳି ପରିସ୍ଥିତିରେ…
ଅଧିକ ଖବର ଦେଖନ୍ତୁ...

ଅମାନିଆ ମାନୁନାହାନ୍ତି କଟକଣା, ଜିଲ୍ଲାପାଳ ଓ ଏସପି ରାସ୍ତାକୁ ଓହ୍ଲାଇଲେ

ନବରଙ୍ଗପୁର: ଛତିଶଗଡ ସୀମାରେ ରହିଥିବା ନବରଙ୍ଗପୁର ଜିଲ୍ଲାରେ ହୁହୁ ହୋଇ ବଢ଼ିଚାଲିଛି କରୋନା। ଅମାନିଆ ମାନୁନାହାନ୍ତି କଟକଣା। ମୁହଁ ରେ ମାସ୍କ ବଦଳରେ କେବଳ ପାଟିରେ ଓହଳୁଛି ମାସ୍କ। ସର୍ବସାଧାରଣ ସ୍ଥାନରେ ସାମାଜିକ ଦୁରତା ରହୁନି। ଛତିଶଗଡ ରୁ କରୋନା ନବରଙ୍ଗପୁର ଜିଲ୍ଲାରେ ପ୍ରବେଶ…
ଅଧିକ ଖବର ଦେଖନ୍ତୁ...

ବଲିଉଡ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ଅଭିଷେକ ବାପାଙ୍କ ଏହି ଗୋଟିଏ ପରାମର୍ଶ ପାଇଁ ଅଟକି ଯାଇଥିଲେ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନଙ୍କ ଅଭିନୀତ ସିନେମା ‘ଦ ବିଗବୁଲ’ ନିକଟରେ ରିଲିଜ ହୋଇଛି। ଅଭିଷେକ ବଚ୍ଚନଙ୍କ କାମକୁ ଏହି ସିନେମାରେ ବହୁତ ପ୍ରଶଂସା କରାଯାଉଛି। ଅଭିଷେକ ନିଜ କ୍ୟାରିୟରକୁ ନେଇ ଆରଜେ ସିଦ୍ଧାର୍ଥ ଖାନାଙ୍କୁ ଏକ ସାକ୍ଷାତକାର ଦେଇଥିଲେ। ଏହି ସାକ୍ଷାତକାରରେ…
ଅଧିକ ଖବର ଦେଖନ୍ତୁ...

ପେସାରେ ଇଞ୍ଜିନିୟର, ନିଶା ଗାଡ଼ିଚୋରି !

ସାଇବରାବାଦ: ତେଲେଙ୍ଗାନାର ସାଇବରାବାଦ ପୁଲିସ ଜଣେ ହାଇଟେକ୍‌ ଚୋରକୁ ଗିରଫ କରିଥିବା ଜଣାପଡ଼ିଛି। ଗିରଫ ହୋଇଥିବା ଚୋର ଜଣକ ଭଲ ପାଠପଢ଼ିବା ସହିତ ଇଞ୍ଜିନିୟରିଂ ପାସ କରିଛି ଆଉ ତାର ବୁଲିବାରେ ବହୁତ ସଉକ ରହିଥିବା ଜଣାପଡ଼ିଛି। ପୁଲିସ ଉକ୍ତ ଚୋର ପାଖରୁ ୬ଟି କାର ଏବଂ ଗୋଟିଏ ବୁଲେଟ…
ଅଧିକ ଖବର ଦେଖନ୍ତୁ...

ଗଣ ଯୋଗାଯୋଗ ଗବେଷକଙ୍କ ପାଇଁ ଜାଭିଏର ବିଶ୍ବ ବିଦ୍ୟାଳୟରେ ଦୁଇଦିନିଆ ଅନ୍ତର୍ଜାତୀୟ ଡକ୍ଟରାଲ କଂଗ୍ରେସ

ଭୁବନେଶ୍ବର : ଜାଭିଏର ବିଶ୍ବ ବିଦ୍ୟାଳୟ ଅଧିନସ୍ଥ ସ୍କୁଲ ଅଫ କମ୍ୟୁନିକେସନ୍ସ ପକ୍ଷରୁ ଗଣ ଯୋଗାଯୋଗ ସମ୍ପର୍କିତ ଏକ ଦୁଇ-ଦିନିଆ ଭର୍ଚୁଆଲ ଅନ୍ତର୍ଜାତୀୟ ଡକ୍ଟରାଲ କଂଗ୍ରେସ (ଡୋକୋମାକୋ) ଅନୁଷ୍ଠିତ ହୋଇଯାଇଛି । ଏହି ଡକ୍ଟରାଲ କଂଗ୍ରେସରେ ପିଏଚଡି କରୁଥିବା ଗବେଷକମାନେ ନିଜର ଗବେଷଣାକୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅଫିସର ଜରୁରୀ କାମ ସାରିବାରେ ସହକର୍ମୀଙ୍କ ସାହାଯ୍ୟ ପାଇବେ। କୋର୍ଟ କଚେରି ମାମଲାଠୁଁ ଦୂରରେ ରହନ୍ତୁ। ସନ୍ଧ୍ୟାରେ ପରିବାର ସହିତ ସମୟ କାଟିବେ। ବୃଷ: କୌଣସି ଶୁଭ ସମାଚାର ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ସ୍ବାସ୍ଥ୍ୟ ପ୍ରତି ସଚେତ ଓ ଖାଦ୍ୟ ପାନୀୟ ନେଇ ସଜାଗ…
ଅଧିକ ଖବର ଦେଖନ୍ତୁ...