Daily Archives

April 13, 2021

କରୋନା କଷଣ: ଚେନ୍ନାଇରେ କାମ କଲେ ଶ୍ରମିକ, ମଜୁରି ନେଇଗଲା ଦଲାଲ

ସୁନ୍ଦରଗଡ଼: କରୋନା  ମହାମାରୀ ଗରିବ ଓ ଶ୍ରମଜୀବୀଙ୍କୁ ତଳିତଳାନ୍ତ କରିଛି। ପେଟ ପାଇଁ ଭାତ ଓ ହାତକୁ କାମ ଖୋଜି ଖୋଜି ଶୋଚନୀୟ ହୋଇପଡ଼ିଲାଣି ସେମାନଙ୍କ ଅବସ୍ଥା। ମନରେଗା ପରି ସରକାରୀ ଶ୍ରମଭିତ୍ତିକ କାମରେ ମାସ ମାସ ଧରି ମଜୁରି ନମିଳିବା ସେମାନଙ୍କୁ ଗାଁ ଭୂଇଁ ଛାଡ଼ି ଦାଦନ ଖଟି ଯିବାକୁ…
ଅଧିକ ଖବର ଦେଖନ୍ତୁ...

ନିଜ ମୁହଁରେ ନାହିଁ ମାସ୍କ, ଅନ୍ୟ ଉପରେ ପୁଲିସ ବାବୁ ଦେଖାଉଛନ୍ତି ଦାଦାଗିରି

ବାରଣାସୀ: କରୋନା ଭାଇରସ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବାରଣାସୀର ଜିଲ୍ଲାପାଳ କୌଶଲ ରାଜ ଶର୍ମା ଲୋକଙ୍କ ବୁଲାବୁଲି ଉପରେ ଅଙ୍କୁଶ ଲଗାଇଛନ୍ତି। ଜିଲ୍ଲାପାଳଙ୍କ ଆଦେଶ ଲାଗୁ କରିବା ପାଇଁ ଗତ ସୋମବାର ଅପରାହ୍ନ ୪ଟାରେ ତୁଳସୀ ଘାଟରେ ଇନ୍ସପେକ୍ଟର…
ଅଧିକ ଖବର ଦେଖନ୍ତୁ...

୧୪ରେ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଗସ୍ତ

ସମ୍ବଲପୁର: ବୁଧବାର ସମ୍ବଲପୁର ଗସ୍ତରେ ଆସୁଛନ୍ତି ମୁଖ୍ୟ ସଚିବ। ତାଙ୍କ ସହ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର, ଡିଏମ୍‌ଇଟି ଡା. ସିବିକେ ମହାନ୍ତି, ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶକ ଡା. ବିଜୟ କୁମାର ମହାପାତ୍ର ଆସିବା କାର୍ଯ୍ୟକ୍ରମ ରହିଛି। ସେମାନେ ହେଲିକପ୍ଟର…
ଅଧିକ ଖବର ଦେଖନ୍ତୁ...

ଦେଶର ଟିକା ଚାହିଦା ପୂରଣ ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: ତ୍ୱରାନ୍ୱିତ ପ୍ରକ୍ରିୟାରେ ବିଦେଶୀ ଟିକାକୁ ମିଳିବ…

ନୂଆଦିଲ୍ଲୀ: ଦେଶରେ ଟିକା ଅଭାବକୁ ଦୃଷ୍ଟିରେ ରଖି ଏବେ ବିଦେଶୀ ଟିକାକୁ ମଂଜୁରୀ ଦେବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବେ କେନ୍ଦ୍ର ସରକାର । ଦେଶରେ ଟିକାର ଅଭାବ ଦୂର କରିବାକୁ ଏବେ ଏପରି ବାଟ ବାହାର କରିଛନ୍ତି ଭାରତ ସରକାର । ଭାରତରେ ଏବେ ଦୁଇଟି କରୋନା ଟିକା କୋଭାକ୍ସିନ୍ ଓ କୋଭିସିଲଡକୁ…
ଅଧିକ ଖବର ଦେଖନ୍ତୁ...

ଏମିତି ବି ଦୃଶ୍ୟ ଦେଖିବାର ଥିଲା! ହସ୍ପିଟାଲ ବାହାରେ ପଡ଼ି ରହିଛି କରୋନା ଆକ୍ରାନ୍ତଙ୍କ ମୃତଦେହ

ରାୟପୁର: ଦେଶରେ ହଠାତ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାକୁ ଲାଗିଛି। ସବୁଠାରୁ ଅଧିକ ପ୍ରଭାବ ମହାରାଷ୍ଟ୍ରରେ ଦେଖିବାକୁ ମିଳୁଛି। ଏହାପରେ ଛତିଶଗଡ଼ ରହିଛି। ଛତିଶଗଡ଼ରେ ତ କରୋନାସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ଆଜି(ମଙ୍ଗଳବାର)ସୁଦ୍ଧା ଛତିଶଗଡ଼ରେ ୧୩ହଜାରରୁ ଅଧିକ କରୋନା ସଂକ୍ରମିତ…
ଅଧିକ ଖବର ଦେଖନ୍ତୁ...

ମିନି ପାକିସ୍ତାନ ବୟାନକୁ ନେଇ ଶୁଭେନ୍ଦୁ ଅଧିକାରୀଙ୍କୁ ଚେତାବନୀ ଦେଲେ ନିର୍ବାଚନ ଆୟୋଗ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିପକ୍ଷରେ ନନ୍ଦିଗ୍ରାମ ଆସନରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ଚେତାବନୀ ଦେଇଛନ୍ତି ନିର୍ବାଚନ ଆୟୋଗ | ତେବେ ନିର୍ବାଚନ ଆୟୋଗ ଶୁଭେନ୍ଦୁଙ୍କ ବିପକ୍ଷରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇଥିବାରୁ…
ଅଧିକ ଖବର ଦେଖନ୍ତୁ...

ରୋଷେଇ ଚୂଲାରୁ ଅଗ୍ନିକାଣ୍ଡ, ଜଳିଗଲା ସାତ ବଖରା ଘର

ବଅଁରପାଳ:ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ନରେନ୍ଦ୍ରପୁର୍ ଗ୍ରାମର ବାଲିହାଟିଙ୍ଗରେ ଘରେ ରୋଷେଇ ଚୁଲାରୁ ଅଗ୍ନିକାଣ୍ଡ ଘଟି ଚାରି ପରିବାରର ସାତ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡସ୍ଥଳରେ ଦୁଇଟି ଦମକଳ ଗାଡି ପହଞ୍ଚି ଅଗ୍ନିକାଣ୍ଡକୁ ଆୟତ୍ତ କରିବାରେ ସଫଳ ହୋଇଛି।
ଅଧିକ ଖବର ଦେଖନ୍ତୁ...

ନକଲି ସୁନା ଶଙ୍ଖ ବିକ୍ରି ଅଭିଯୋଗରେ ୩ ଗିରଫ

ଉମରକୋଟ: ସୁନା ଶଙ୍ଖ କହି ଠକୁଥିବାବେଳେ ପୁଲିସ ହାତରେ ଧରାପଡ଼ିଲେ ଅଭିଯୁକ୍ତ | ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳର ତାଲାପଦରଠାରେ ଦିନକୁ ଦିନ ଠକଙ୍କ ରାଜୁତି ବଢ଼ିବାରେ ଲାଗିଛି | କେତେବେଳେ ସୁନା ଶଙ୍ଖ ତ କେତେବେଳେ ସୁନା ଇଟା ଓ ପଇସାକୁ ନେଇ ବାରମ୍ବାର ଲୋକଙ୍କୁ ଠକି ଚାଲିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କ୍ୟାରିୟରରେ ଗୁରୁଙ୍କ ସାହାଯ୍ୟ ପାଇବେ। କୌଣସି ନିକଟ ସଂପର୍କୀୟଙ୍କ ଠାରୁ ଆର୍ଥିକ ସହାୟତା ପାଇପାରନ୍ତି। ସପରିବାର ମନୋରମ ସ୍ଥାନକୁ ଭ୍ରମଣରେ ଯିବେ। ବୃଷ: କିଛି ଲୋକ ଆପଣଙ୍କ ଦ୍ବାରା ପ୍ରଭାବିତ ହେବେ। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଭାଇଙ୍କ…
ଅଧିକ ଖବର ଦେଖନ୍ତୁ...

ଲକଡାଉନ୍ ନୁହେଁ, ମହାରାଷ୍ଟ୍ରରେ ଲାଗୁ ହେଵ ‘ବ୍ରେକ ଦି ଚେନ୍’, ଆସନ୍ତାକାଲିଠାରୁ ରାତ୍ରିକାଳୀନ…

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଯାଉଥିବାବେଳେ ଏହାକୁ ରୋକିବା ଲାଗି ନେଇ ଲକଡାଉନ୍ ଭଳି କଟକଣା ଲାଗୁ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ | ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଙ୍ଗଳବାର ଦିନ ଜନସାଧାରଣଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...