Daily Archives

April 14, 2021

ଗଂଜାମରେ ପୁଣି ଖୋଲିବ ଟାଟା ଓ ଅଶ୍ବିନୀ କୋଭିଡ଼୍‌ ହସ୍ପିଟାଲ, ଆରମ୍ଭ ହେଲା ୭ଦିନିଆ କଟକଣା

ବ୍ରହ୍ମପୁର: କରୋନା ସଂକ୍ରମଣକୁ ପ୍ରତିହତ କରିବା ସହ ସାନିଟାଇଜ କରିବାର ଲକ୍ଷ୍ୟ ନେଇ ବୁଧବାର ଠାରୁ ଗଂଜାମରେ ୭ଦିନିଆ କଟକଣା ଆରମ୍ଭ କରାଯାଇଛି। ମନ୍ଦିର, ପାର୍କ, ବେଳାଭୂମି ଓ ହ୍ରଦ ଆଦି ୭ଦିନ ବନ୍ଦ ରହିବ। ଜିଲ୍ଲାର କୋଭିଡ଼୍‌ ମ୍ୟାନେଜମେଣ୍ଟ ବ୍ୟବସ୍ଥା ସକ୍ରିୟ କରାଯାଇଛି। କୋଭିଡ଼୍‌-୧କୁ…
ଅଧିକ ଖବର ଦେଖନ୍ତୁ...

ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ବଲାଙ୍ଗୀର: ଆସନ୍ତା ୧୯ ତାରିଖରୁ ଯୁକ୍ତତିନି ଦ୍ୱିତୀୟ ବର୍ଷର ସେକେଣ୍ଡ ସେମିଷ୍ଟର ପରୀକ୍ଷା ଅନୁଷ୍ଠିତ ହେବ। ବର୍ତ୍ତମାନ ସାରା ଓଡ଼ିଶା ସମେତ ବଲାଙ୍ଗୀର ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏଣୁ ଅଫ୍‌ଲାଇନ୍‌ ବଦଳରେ ଅନ୍‌ଲାଇନ୍‌ ପରୀକ୍ଷା କରାଯାଉ ବୋଲି ଛାତ୍ରଛାତ୍ରୀମାନେ ଦାବି କରି…
ଅଧିକ ଖବର ଦେଖନ୍ତୁ...

ସୁରତରେ ୨୪ ଘଣ୍ଟାରେ ୧୬ଶହରୁ ଊର୍ଦ୍ଧ୍ବ ଆକ୍ରାନ୍ତ, ୨୫ ମୃତ

ବ୍ରହ୍ମପୁର : ଗୁଜୁରାଟର ସୁରତ ସହରରେ କରୋନା ସଂକ୍ରମଣ ଅଣାୟତ୍ତ ଅବସ୍ଥାରେ। ଦିନକୁ ଦିନ ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ସୁରତ ଜିଲ୍ଲାରୁ ୧୬୫୫ଜଣ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୪୨୪ଜଣ କେବଳ ସୁରତ ମହାନଗର ନିଗମ ଅଞ୍ଚଳର ବୋଲି ଜଣାପଡ଼ିଛି। ସୁରତ…
ଅଧିକ ଖବର ଦେଖନ୍ତୁ...

କୋଭିଡ କଟକଣା ସହ ପଣା ସଂକ୍ରାନ୍ତି ପାଳିତ, ଶିବ ଉପାସନାର ଅନନ୍ୟ ପରମ୍ପରା ଦଣ୍ଡଯାତ୍ରା

ଜହ୍ନାପଙ୍କ : ଭାବ ଭକ୍ତି ଓ ନିଷ୍ଠାର ଅନ୍ୟନ୍ୟ ପର୍ବ ହେଉଛି ଦଣ୍ଡ ଯାତ୍ରା। ଭକ୍ତମାନେ କେଉଁଠି ୧୩ ଦିନ ତ ପୁଣି କେଉଁଠି ୨୧ ଦିନ ଧରି ଏହି ଦଣ୍ଡଯାତ୍ରାରେ ରୁଦ୍ରକାଳୀଙ୍କ କଠିନ ଉପାସନା କରନ୍ତି । ଭକ୍ତିରେ ନିଜକୁ ସମର୍ପିତ କରି ଧୂଳିଦଣ୍ଡ ଓ ଅଗ୍ନିଦଣ୍ଡ ଭଳି ଦଣ୍ଡ ଭୋଗ କରିବା ସହ ନିଜ…
ଅଧିକ ଖବର ଦେଖନ୍ତୁ...

ଘରେ ପଶି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା: ଦୁଷ୍କର୍ମ ଅଭିଯୁକ୍ତ ଜେଲ୍ ଗଲା

ରାଉରକେଲା: ବନ୍ଧମୁଣ୍ଡାର ନାବାଳିକାଙ୍କୁ ଦୁଷ୍କର୍ମକରିବା ଅଭିଯୋଗରେ ଅଟକ ଅଭିଯୁକ୍ତକୁ ଆଜି ଗିରଫ କରି କୋର୍ଟଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତ ହେଉଛି ବନ୍ଧମୁଣ୍ଡା ଡିଜେଲ କଲୋନିର କରଣ ଲାକ୍ରା(୨୦)। ସୂଚନା ଅନୁସାରେ, ଗତ ସୋମବାର ସଂଧ୍ୟାରେ ପରିବାରବର୍ଗ ମାର୍କେଟ୍‌କୁ ଯାଇଥିବାବେଳେ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଗ୍ରାମାଞ୍ଚଳରେ କରୋନାର ୨ୟ ଲହର: ଗୋଟିଏ ଦିନରେ ୧୪ ସଂକ୍ରମିତ

ଖୋର୍ଦ୍ଧା:ଖୋର୍ଦ୍ଧା ଗ୍ରାମାଞ୍ଚଳରେ କରୋନା ଭୂତାଣୁ ସଂକ୍ରମଣର ଦ୍ୱିତୀୟ ଲହର ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ଆଜି ଗୋଟିଏ ଦିନରେ ସର୍ବାଧିକ ୧୪ଜଣ ବ୍ୟକ୍ତି ସଂକ୍ରମିତ ହୋଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୩ରେ ପହଞ୍ଚିଛି । ଜିଲ୍ଲା ଆପାତ୍କାଳୀନ ବିଭାଗ ଠାରୁ ମିଳିଥିବା…
ଅଧିକ ଖବର ଦେଖନ୍ତୁ...

ହାଇଦ୍ରାବାଦକୁ ୬ ରନରେ ହରାଇଲା ବାଙ୍ଗାଲୋର

ଚେନ୍ନାଇ : ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଖେଳାଯ଼ାଇଥିବା ଆଇପିଏଲ ୨୦୨୧ର ୬ଷ୍ଠ ମ୍ୟାଚରେ ବାଙ୍ଗାଲୋର ହାଇଦ୍ରାବାଦକୁ ୬ ରନରେ ପରାସ୍ତ କରିଛି ୧୫୦ ରନର ବିଜୟ ଲକ୍ଷ୍ୟର ପିଛା କରି ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୪୩ ରନ କରିପାରିଥିଲା । ଦଳ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଚୋରି ହୋଇଯାଇଛି ବିଶ୍ବର ସବୁଠାରୁ ବଡ଼ ଠେକୁଆ, ଖୋଜି ଆଣିଲେ ମିଳିବ ପୁରସ୍କାର

ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ବଡ଼ ଠେକୁଆ ଚୋରି ହୋଇଯାଇଛି। ଏହି ଠେକୁଆର ନାମ ୱାଲର୍ଡ ରେକର୍ଡରେ ସ୍ଥାନ ପାଇଛି। ଏହି ଘଟଣାଟି ୟୁକେରେ ଘଟିଛି। ଠେକୁଆ ଚୋରି ଘଟଣା ଅଭିଯୋଗ ହେବା ପରେ ପୁଲିସ ଖୋଜିବା ଆରମ୍ଭ କରିଦେଇଛି। ଠେକୁଆ ମାଲିକଙ୍କ କହିବାନୁସାରେ, ଯିଏ ବି ତାଙ୍କ ହଜି ଯାଇଥିବା…
ଅଧିକ ଖବର ଦେଖନ୍ତୁ...

ଗଛରେ ପିଟିହେଲା କାର୍, ଚାଳକ ମୃତ

ବେଗୁନିଆପଡ଼ା : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅଧୀନ ପୁସ୍ତପୁର-ନୂତନବ୍ରହ୍ମପୁର ରାସ୍ତାରେ ଆଜି ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର୍ ଭାରସାମ୍ୟ ହରାଇ ଗଛକୁ ପିଟି ହେବାରୁ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣେ ଗୁରୁତର ହେଉଛନ୍ତି। ମୃତକଜଣକ ହେଲେ, ରାହୁଲ ଘୋଷ ଓ…
ଅଧିକ ଖବର ଦେଖନ୍ତୁ...

ବଡ଼ ପରଦାରେ ଦେଖିବାକୁ ମିଳିବ ସୁଶାନ୍ତଙ୍କ ମୃତ୍ୟୁଠାରୁ ରିୟାଙ୍କୁ ପଚରାଉଚରା ପର୍ଯ୍ୟନ୍ତ ଦୃଶ୍ୟ !

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଗତ ବର୍ଷ ଜୁନ୍ ୧୪ରେ ହୋଇଥିଲା। ତାଙ୍କ ମୃତଦେହ ମୁମ୍ବାଇସ୍ଥିତ ଆପାର୍ଟମେଣ୍ଟରୁ ମିଳିଥିଲା। ତେବେ ସୁଶାନ୍ତଙ୍କ ମୃତ୍ୟୁକୁ ଅନେକ ଦିନ ବିତିଗଲାଣି। ଏବେ ବି ଲୋକେ ସୁଶାନ୍ତଙ୍କ ପାଇଁ ନ୍ୟାୟ ଦାବି କରୁଛନ୍ତି, ତାଙ୍କୁ ହତ୍ୟା…
ଅଧିକ ଖବର ଦେଖନ୍ତୁ...